Browsing Category

ସ୍ପେଶାଲ

ସରିଲା ପାଠକ ବାପା ଓ ପୁଅଙ୍କ ରିମାଣ୍ଡ ଅବଧି, ଜାଣନ୍ତୁ କେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କଲା ଭିଜିଲାନ୍ସ

ଭୁବନେଶ୍ବର: ସରିଲା ଆଇଏଫଏସ୍‌ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ରିମାଣ୍ଡ ଅବଧି । ରିମାଣ୍ଡ ଅବଧି ସରିବା ପରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ହାଜର ପରେ ଭିଜିଲାନ୍ସ ଆଉ ରିମାଣ୍ଡ ପାଇଁ ଆବେଦନ କରିବନାହିଁ ବୋଲି ଜଣାପଡ଼ିଛି । ସୂଚନା ଥାଉକି, ସେମାନଙ୍କୁ ତିନି ଦିନିଆ…

ଗୋଟେ ମିନିଟ୍ ରେ ଶିକାରୀକୁ ଶିକାର କରିନେଲା ଚତୁର କୁମ୍ଭୀର, ଦେଖନ୍ତୁ ଆଶ୍ଚର୍ଯ୍ଯ କଲା ଭଳି ଭିଡିଓ

ନିଜକୁ ବଞ୍ଚାଇବା ପାଇଁ ସଂଗ୍ରାମ କରିବା ସୃଷ୍ଟିର ନିୟମ । ଜୀବଙ୍କ ମଧ୍ୟରେ ଏହି ପ୍ରକ୍ରିୟା ଅନବରତ ଚାଲିଥାଏ । ଜଙ୍ଗଲରେ ବେଳେ ବେଳେ ଏମିତି ଘଟଣା ଘଟିଯାଏ, ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଜୀବଜନ୍ତୁ ଦୁନିଆରେ ଏମିତି ଅଲଗା ଅଲଗା ଭୟଙ୍କର ଏବଂ ରୋମାଞ୍ଚକ ଘଟଣା ଘଟିଥାଏ,…

ଗ୍ରହଣ କରିପାରୁନି ମା : ଚାରି ଦିନ ପରେ ମୃତ ଶିଶୁକୁ ମାଟିରୁ ଖୋଳି ବାହାର କଲା, ଆଉ ତା ପରେ..

ଝାରୁସୁଗୁଡା: ବୁଝିଲାନି ମା ମନ, ଚାରି ଦିନ ପରେ ମୃତ ଶିଶୁକୁ ମାଟିରୁ ଖୋଳି ବାହାର କଲା, କ୍ଷୀର ବି ଖୁଆଇବାକୁ ଚେଷ୍ଟା କଲା । ଏହିଭଳି ଏକ ଘଟଣା ଘଟିଛି ଝାରସୁଗୁଡା ସହରାଞ୍ଚଳର ଚାନ୍ଦମାରୀ ନିକଟରେ। ଏହି ଦୃଶ୍ୟ ସତରେ ଭାରି ହ୍ରୁଦୟସ୍ପର୍ଶୀ । ଶ୍ମଶାନ ପାଖରେ କଅଁଳା ଶିଶୁକୁ ଧରି…

ଭଗବାନ କୃଷ୍ଣଙ୍କ ସ୍ୱରୂପ ମାର୍ଗଶିିର ମାସ, ସୁଖ-ସମୃଦ୍ଧି ପ୍ରାପ୍ତି ପାଇଁ କରନ୍ତୁ ଏହିସବୁ କାମ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷ ମାର୍ଗଶିିର ମାସ ୧ ଡିସେମ୍ବରରୁ ଆରମ୍ଭ ହୋଇସାରିଛି। ଏହି ମାସର ପୂର୍ଣ୍ଣିମା ତିଥିରେ ମୃଗଶିରା ନକ୍ଷତ୍ର ହୋଇଥିବାରୁ ଏହାକୁ ମାର୍ଗଶିିର ମାସ କୁହାଯାଏ। ଏହି ମାସକୁ ନେଇ ମଧ୍ୟ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ମାର୍ଗଶିିର ମାସ ତାଙ୍କର…

ଯଦି ସକାଳୁ ଉଠୁ ଉଠୁ ଦର୍ଶନ ମିଳେ ଏମାନଙ୍କର ଏବଂ ଶୁଣିବାକୁ ମିଳେ ଏହି ସବୁ ସ୍ୱର, ତ ବୁଝିଯାଆନ୍ତୁ ଶୁଭ ଫଳ ସୁନିଶ୍ଚିତ

କୁହାଯାଏ, ସକାଳୁ ଉଠୁ ଉଠୁ ଯଦି ଶଙ୍ଖ, ଘଣ୍ଟି, ଭକ୍ତି ସଙ୍ଗୀତ ଆଦିର ସ୍ୱର ଶୁଣିବାକୁ ମିଳେ, ତା'ହେଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆଖି ଖୋଲୁ ଖୋଲୁ ସର୍ବପ୍ରଥମେ ଦହି କିମ୍ବା କ୍ଷୀର ଭର୍ତ୍ତି ପାତ୍ର ଉପରେ ନଜର ପଡ଼େ, ତା'ହେଲେ ମଧ୍ୟ ଶୁଭ ହୋଇଥାଏ। ଏହିପରି ଆହୁରି କେତେକ କଥା ରହିଛି,…

ଆସିଲା ପୁଣି ଏକ ମହାଖୁଲାସା, ଗୋଟିଏ ଆକାଉଣ୍ଟରେ ୭ ମାସରେ ଅଢେଇ କୋଟି ଟଙ୍କା ଜମା

ଆସିଲା ପୁଣି ଏକ ମହାଖୁଲାସା । ଗତକାଲି ଆମେ ଦେଖାଇଥିଲୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ରହ୍ମପୁର କୋର୍ଟପେଟାରେ ଥିବା ଆଇସିଆଇସିଆଇ ବ୍ୟାଙ୍କରେ ଥିବା ଆକାଉଣ୍ଟ। ଚଳିତ ଆର୍ଥିକ ବର୍ଷର ଏହି ଗୋଟିଏ ଆକାଉଣ୍ଟରେ ୭ ମାସରେ ଜମା ହୋଇଥିଲା ଅଢେଇ କୋଟି ଟଙ୍କା। ସେଥିରେ ଅଗଷ୍ଟ ୨୭ରେ, ସୂର୍ଯ୍ୟ…

ଏଠାରେ ଗଧଙ୍କୁ ପିନ୍ଧାଯାଇଥାଏ ପାଇଜାମା, କାରଣ ଜାଣିଲେ ଆପଣ ବି ହସି ହସି ବେଦମ ହେବେ

କେବେ ଆପଣ ଶୁଣିଛନ୍ତି କି, ପଶୁମାନେ କପଡ଼ା ପିନ୍ଧିବାର? ଆଜ୍ଞା ହଁ, ଦୁନିଆରେ ଏମିତି ଏକ ଜାଗା ଅଛି, ଯେଉଁଠି ଗଧମାନେ ପାଇଜାମା ପିନ୍ଧିଥାନ୍ତି। ଫ୍ରାନ୍ସର ରେ ଦ୍ବୀପରେ ପ୍ରତ୍ୟେକ ବର୍ଷ ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ଗହଳି ଲାଗିଥାଏ। ଏହି ପର୍ଯ୍ୟଟକମାନଙ୍କ ପାଇଁ ଏଠାକାର ଗଧମାନେ ଆକର୍ଷଣର…

ଘରକୁ ଆସିବା ପାଇଁ ୫୫୦ କିଲୋମିଟର ସାଇକେଲ୍‌ ଚଳାଇଲେ ଯୁବକ, ୪ ଦିନ ପରେ ପହଞ୍ଚିଲେ ଘରେ

କରୋନା ଯୋଗୁ ବର୍ତ୍ତମାନ ଲୋକେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ଭୟ କରୁଛନ୍ତି। କାରଣ ଆମେ ଏକା ନୁହେଁ, ଆମକୁ ପରିବାର ଲୋକଙ୍କ କଥା ମଧ୍ୟ ଚିନ୍ତା କରିବାକୁ ପଡ଼ୁଛି। ଏହି କଥାକୁ ଦୃଷ୍ଟିରେ ରଖି ରାହୁଲ ଆର ନାୟର ସାଇକେଲରେ ଘରକୁ ଯାତ୍ରା କରିଛନ୍ତି। ରାହୁଲ ବେଙ୍ଗାଲୁରୁରୁ କୋଚି…

ଜାଣନ୍ତୁ କଣ ଏହି “ବୋକାହାରାମ”, କାହିଁକି ବାରମ୍ବାର ରଚୁଛି ନରସଂହାର

ନରସଂହାର କରି କୁଖ୍ୟାତ ଜିହାଦି ସଂଗଠନ ବୋକୋହାରାମ ନାଇଜେରିଆରେ ପୁଣି ଥରେ ହଇଚଇ ସୃଷ୍ଟି କରିଛି । ଏକ ଅନ୍ତରାଷ୍ଟ୍ରୀୟ ସମ୍ବାଦ ସରବରାହ ସଂସ୍ଥା ତରଫରୁ ଜାରି ହୋଇଥିବା ରିପୋର୍ଟ ମୁତାବକ, ଗତ ନଭେମ୍ବର ୨୮ ତାରିଖରେ ହୋଇଥିବା ଆକ୍ରମଣରେ ୧୧୦ ଜଣଙ୍କ ପ୍ରାଣ ହାନି ହୋଇଥିଲା । ଆଉ ଏହି ସମସ୍ତ…

ବର୍ଷର ଶେଷ ସୂର୍ଯ୍ୟ ପରାଗ, ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ଦୃଶ୍ୟମାନ

ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ୧୪ ଡିସେମ୍ବର ୨୦୨୦ରେ ହେବାକୁ ଯାଉଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ୩୦ ନଭେମ୍ବରରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିଥିଲା। ଜ୍ୟୋତିଷଶାସ୍ତ୍ରରେ ଗ୍ରହଣକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କୁହାଯାଇଥାଏ। ତେବେ ଆସନ୍ତୁ ଜାଣିବା ୧୪ ଡିସେମ୍ବରରେ ଲାଗିବାକୁ…

ପାଞ୍ଚ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ‘କିଡ୍ ଅଫ୍ ଦ ଇଅର’ ଭାବେ ମନୋନୀତ ହେଲେ ଭାରତୀୟ ବଂଶୋଦ୍ଭବ ଗୀତାଞ୍ଜଳି ରାଓ,…

ଟାଇମ୍ ମାଗଜିନ୍ ପକ୍ଷରୁ ପ୍ରଥମ ଥର ପାଇଁ କୌଣସି ପିଲାଙ୍କୁ ‘କିଡ୍ ଅଫ୍ ଦ ଇଅର’ ଭାବେ ମନୋନୀତ କରାଯାଇଛି। ୧୫ ବର୍ଷ ବୟସ୍କା ଭାରତୀୟ ଆମେରିକାନ ଗୀତାଞ୍ଜଳି ରାଓଙ୍କୁ କିଡ୍ ଅଫ ଦି ଇୟର-୨୦୨୦ ଭାବେ ଟାଇଟଲ ମିଳିଛି। ଜଣେ ବୈଜ୍ଞାନିକ ତଥା ଉଦଭାବକ ଗୀତାଞ୍ଜଳି, ଏଥିଲାଗି ପ୍ରାର୍ଥୀତ୍ୱ ଦେଇଥିବା…

ଭାରତୀୟ ନୌସେନା ଦିବସ, ଜାଣନ୍ତୁ ଆଜିର ଦିନକୁ ନେଇ କିଛି ଖାସ କଥା

୪ ଡିସେମ୍ବର ଅର୍ଥାତ ଆଜିର ଦିନ ହେଉଛି ଭାରତୀୟ ନୌସେନା ଦିବସ। ନୌସେନାର ପରାକ୍ରମକୁ ମନେ ପକାଇବା ପାଇଁ ଆଜିର ଦିନକୁ ପାଳନ କରାଯାଏ। ଏହି ଅବସରରେ ଦେଶବାସୀ ନୌସେନାର ବୀରଙ୍କୁ ମନେ ପକାନ୍ତି । ସମୁଦ୍ର ସୀମାରେ ରକ୍ଷା କରିଥିବା ବେଳେ ସର୍ବୋଚ୍ଚ ବଳିଦାନ ଦେଇଥିବା ନିଜ ବୀରପୁତଙ୍କୁ ମନେ…