Browsing Category

ସ୍ପେଶାଲ

ବିମାନରେ ନେଇପାରିବେ ରେଷ୍ଣୁରାଣ୍ଟର ମଜା, ସାହାରାର ପୁରୁଣା ବିମାନରେ ଆରମ୍ଭ ହେବ ‘Edutainment’ ସେବା

ଏରୋପ୍ଲେନରେ ରେଷ୍ଣୁରାଣ୍ଟର ମଜା କଥାଟି ଟିକେ ଅଡୁଆ ଲାଗୁଥାଇ ପାରେ। କିନ୍ତୁ କଥାଟି ବିଲକୁଲ ସତ। ଏବେ ଆପଣ ବିମାନରେ ବସି ମଧ୍ୟ ରେଷ୍ଣୁରାଣ୍ଟର ମଜା ନେଇପାରିବେ। ରାଜଧାନୀ ଦିଲ୍ଲୀରୁ ସେଟ୍ ନୋଏଡା ଜିଆଇପି ମଲରେ ବିମାନ(ପୁରୁଣା ଏୟାରକ୍ରାଫ୍ଟ) ଭିତରେ ଥିମ ରେଷ୍ଣୁରାଣ୍ଟ ଆରମ୍ଭ ହେବାକୁ…

ଅସହାୟଙ୍କ ଦେବଦୂତ ଇଂଜିନିୟ ସତ୍ୟଜିତ୍, ଗାଁକୁ ଗାଁ ବୁଲି କରୁଛନ୍ତି ସେବା

ସାଲେପୁର: ଆଜି ବ୍ଯସ୍ତ ବହୁଳ ଜୀବନରେ କିଏ ବା କାହା ପାଇଁ ଅପେକ୍ଷା କରୁଛି । ନିଜ ଜୀବନ ପଥରେ ସଭିଏଁ ଆଗକୁ ବଢିଚାଲିଛନ୍ତି । ହେଲେ ଆର୍ଥିକ ଅନଗ୍ରସର, ଦାରିଦ୍ର୍ଯ ସୀମାରେଖା ତଳେ ଥିବା ତଥା ମାନସିକ ବିକାର ଗ୍ରସ୍ତ ଲୋକମାନଙ୍କ କଥା ଟିକେ ଭାବିଲେ । ସେମାନଙ୍କର କଣ ଏ ଦୁନିଆରେ ବଞ୍ଚିବାର…

ଏଠି ଦୃଷ୍ଟିହୀନଙ୍କ ଆଶା ବାଡ଼ି ପାଲଟିଛି କୁକୁର, ଜଣେ ଗାଇଡ଼ ପରି ଦେଉଛି ମାର୍ଗଦର୍ଶନ

କୁକୁର ଏକ ବିଶ୍ୱସ୍ତ ପ୍ରାଣୀ । ଘର ଜଗିବା ଠାରୁ ଆରମ୍ଭ କରି ମାଲିକର ବୋଲକରା ହେବା ପରି କାମ ଗୁଡିକୁ କୁକୁର ବେଶ ଭଲ ଭାବରେ ନିଭେଇଥାଏ । ଏହାବାଦ କୌଣସି ସନ୍ଧାନ କାର୍ଯ୍ୟରେ ମଧ୍ୟ କୁକୁରକୁ ସାମିଲ କରାଯାଏ । କିନ୍ତୁ ଏକ ସାଧାରଣ କୁକୁର ଟିଏ ଯେ ଜଣେ ବ୍ୟକ୍ତିର ଗାଇଡ଼ ସାଜି…

ବେଆଇନ୍‌ ମଦ କାରବାରକୁ ବିରୋଧ କରିବାରୁ ଅତ୍ୟାଚାର, ଘରଦ୍ୱାର ଛାଡି ବାରଦୁଆର ହେଉଛନ୍ତି ୪ ପରିବାର

ଗାଁ ଭିତରେ ମଦ ମାଫିଆଙ୍କ ଜୁଲମ । ଅତ୍ୟାଚାର ଏତେ ହେଲା ଯେ ଘରଦ୍ୱାର ଓ ଗାଁ ଛାଡ଼ି ଦେଲେ ଚାରିଟି ପରିବାର। ଏବେ ଏମାନେ ବାରଦୁଆର ହେଉଛନ୍ତି । ବେଆଇନ୍‌ ମଦ କାରବାରକୁ ବିରୋଧ କରିବାରୁ ଏମାନଙ୍କର ଏ ଦଶା ହୋଇଛି । ଗାଁର ୪ଟି ପରିବାର ଉପରେ ଖୁବ୍‌ ଅତ୍ୟାଚାର କରୁଛନ୍ତି ମାଫିଆମାନେ । ସେମାନଙ୍କ…

ଶାଢ଼ୀ ପିନ୍ଧି ମହିଳା କରୁଛନ୍ତି ଏମିତି ଷ୍ଟଣ୍ଟ ଯାହାକୁ ଦେଖିଲେ ଆପଣ ବି କହିବେ ବାଃ ..ଚମତ୍କାର..!

ଯଦି ଆପଣ ଷ୍ଟଣ୍ଟ ପ୍ରଫେସନାଲଙ୍କ ଦ୍ୱାରା ବ୍ୟାକଫ୍ଲିପ୍ କିପରି କରାଯାଏ ସେ ବିଷୟରେ ଜାଣିଥିବେ ତାହେଲେ ଆପଣ ଏହା ବି ନିଶ୍ଚୟ ଜାଣିଥିବେ ଯେ ଅଭ୍ୟାସ ବିନା ଏହାକୁ କରିବା କେତେ କଷ୍ଟ ଆଉ ଏହାଦ୍ୱାରା ଶରୀରକୁ କେତେ ମାତ୍ରାରେ ବିପଦ ଥାଏ।ସାଧରଣତଃ ବ୍ୟାକଫ୍ଲିପ୍ସର ଭିଡିଓ ସୋସିଆଲ ମିଡିଆରେ…

ରାସ୍ତାରୁ ପଇସା ପାଇଲେ କୁହାଯାଏ ଭାଗ୍ୟଶାଳୀ, ଜାଣନ୍ତୁ କିପରି କରିବେ ଏହାର ଉପଯୋଗ

ରାସ୍ତାରେ ଚାଲୁଥିବା ବେଳେ କେବେ ଯଦି ଆମକୁ ତଳେ ପଡ଼ିଥିବା କୌଣସି ଟଙ୍କା କିମ୍ବା ପଇସା ମିଳିଯାଏ, ତ ଆମ ମନ ବହୁତ ଖୁସି ହୋଇଯାଏ। କିନ୍ତୁ କ'ଣ ଆପଣ ଜାଣିଛନ୍ତି କି, ଜ୍ୟୋତିଷଙ୍କ ଅନୁସାରେ ଏହାର ବହୁତ ବଡ଼ ମହତ୍ତ୍ୱ ରହିଥାଏ। ରାସ୍ତାରେ କେହି ଟଙ୍କା, ପଇସା ପାଇଲେ ଏହା ଶୁଭ ସଙ୍କେତ ହୋଇଥାଏ।…

‘ମହାମୃତ୍ୟୁଞ୍ଜୟ ମନ୍ତ୍ର’ ଜପ କଲେ ମିଳିଥାଏ ମନବାଂଛିତ ଫଳ, ହେଲେ ଜପ କରିବା ଆଗରୁ ମନେ ରଖନ୍ତୁ ଏହି ୭ଟି…

'ମହାମୃତ୍ୟୁଞ୍ଜୟ ମନ୍ତ୍ର' ଭଗବାନ ଶିବଙ୍କର ସବୁଠାରୁ ବଡ଼ ମନ୍ତ୍ର ଭାବେ ଜଣାଯାଇଥାଏ। ହିନ୍ଦୁ ଧର୍ମରେ ଏହି ମନ୍ତ୍ରକୁ ପ୍ରାଣ ରକ୍ଷକ ଏବଂ ମହାମୋକ୍ଷ ମନ୍ତ୍ର କୁହାଯାଇଥାଏ। ଯଦି କେହି ପୂରା ଶ୍ରଦ୍ଧା ଏବଂ ବିଶ୍ୱାସର ସହିତ ଏହି ମନ୍ତ୍ରକୁ ଜପ କରିଥାଏ, ତ ତାଙ୍କୁ ନିଶ୍ଚିତ ରୂପେ ମନବାଂଛିତ ଫଳ…

ଏମିତି ମନ୍ଦିର ଯେଉଁଠି ରାବଣକୁ ବଧ କରିବା ପରେ ଭଗବାନ ରାମ କରିଥିଲେ ତପ

ଯେବେ ଯେବେ ଧରାପୃଷ୍ଟରେ ଧର୍ମର ଅବକ୍ଷୟ ଘଟେ, ଭଗବାନ ଜନ୍ମ ଗ୍ରହଣ କରନ୍ତି । ସନାତନ ଧର୍ମ ଅନୁଯାୟୀ, ଭଗବାନ ଶ୍ରୀରାମ ବିଷ୍ଣୁଙ୍କ ୭ମ ଅବତାର । ତ୍ରେତୟା ଯୁଗରେ ଶ୍ରୀରାମ ରାବଣକୁ ବଧ କରିବା ପାଇଁ ଅବତାର ଗ୍ରହଣ କରିଥିଲେ । ପ୍ରଭୁ ରାବଣକୁ ବଧ କରିବା ପରେ ଏହି ସ୍ଥାନରେ ତପସ୍ୟା କରିଥିଲେ ।…

ଅନଲାଇନରେ ପାଠ ପଢିବା ପାଇଁ ମୂଲ ଲାଗିଛନ୍ତି ଦୁଇ ଆଦିବାସୀ ଭାଇଭଉଣୀ, ଉପାର୍ଜିତ ଅର୍ଥରେ କିଣିବେ ସ୍ମାର୍ଟ ଫୋନ୍

ରାୟଗଡା: କୋରନା ମାହାମାରୀ କବଳରେ ସମଗ୍ର ବିଶ୍ବ କବଳିତ । ଏଥିରୁ ବାଦ ପଡିନାହାନ୍ତି କୋମଲମତି ଛାତ୍ର ଛାତ୍ରୀ । କୋରନା ମାହାମାରୀ ପିଲାଙ୍କ ପାଠ ପଢାରେ ଡୋରୀ ବାନ୍ଧିଛି । ସ୍କୁଲ ବନ୍ଦ ହେବାପରେ ସରକାର ଛାତ୍ର ଛାତ୍ରୀଙ୍କୁ ପାଠବଢାକୁ ବଜାୟ ରଖିବା ପାଇଁ ଅନଲାଇନରେ ପାଠପଢା ପ୍ରକ୍ରିୟା…

ମହାକାଶରେ ହେବ ଶୌଚାଳୟ, ନାସା ଖର୍ଚ୍ଚ କରିବ ୧୭୪ କୋଟି ଟଙ୍କା

କେବେ ଆପଣ ଭାବିଛନ୍ତି କି, ଅନ୍ତରୀକ୍ଷରେ ପଇସା କେମିତି ଖର୍ଚ୍ଚ ହୁଏ ? ଆପଣ ଥରେ ଏହି ଖର୍ଚ୍ଚ ବିଷୟରେ ଯଦି ଜାଣିବେ, ତେବେ ନିଶ୍ଚିତ ଆଶ୍ଚର୍ଯ୍ଯ ହୋଇଯିବେ। ମହାକାଶରେ ଏକ ଟଏଲେଟ୍ ପ୍ରସ୍ତୁତ କରିବା ପାଇଁ ନାସା ୧୪ ମିଲିୟନ୍ ପାଉଣ୍ଡ ଅର୍ଥାତ୍ ୧,୮୬,୪୮,୦୦୦ ଡଲାର ଖର୍ଚ୍ଚ କରୁଛି । ନୂଆ…

ଆଜି ବିଶ୍ୱ AIDS ଦିବସ, ଏକ ସ୍ୱରରେ ଏକଜୁଟ ହେଲେ ବିଶ୍ୱ ହେବ ଏଡ୍ସ ମୁକ୍ତ

ଆଜି ବିଶ୍ୱ ଏଡ୍ସ ଦିବସ । ସାଧାରଣ ଜନସାଧାରଣଙ୍କ ମନରେ ଏଡ୍ସ ବା ଆକ୍ୟୁଏର୍ଡ ଇମ୍ୟୁନୋ ଡେ଼ଫିସିଏନସି ସିଣ୍ଡ୍ରୋମ( AIDS)କୁ ନେଇ ସଚେତନତା ସୃଷ୍ଟି କରିବା ଓ ଏନେଇ ହେଉଥିବା ମୃତ୍ୟୁହାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣକୁ ଆଣିବା ହିଁ ବିଶ୍ୱ ଏଡ୍ସ ଦିବସ ପାଳନର ଉଦ୍ଦେଶ୍ୟ  । ଏହି କାରଣରୁ…

ଆଜି ଠାରୁ ମାର୍ଗଶିର ମାସ ଆରମ୍ଭ, ଜାଣନ୍ତୁ କ’ଣ ରହିଛି ଏହି ମାସର ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ୱ

ଆଜି ଠାରୁ ଆରମ୍ଭ ହୋଇଛି ମାର୍ଗଶିର ମାସ। ଏହି ମାସରେ ପ୍ରତ୍ୟେକ ଦିନ ସକାଳୁ ପବିତ୍ର ନଦୀରେ ସ୍ନାନ କରିବାର ପରମ୍ପରା ପ୍ରାଚୀନ କାଳରୁ ଚାଲି ଆସୁଛି। ଏହି ମାସ ଆଜି ଠାରୁ ଆରମ୍ଭ ହୋଇ ୩୦ ଡିସେମ୍ବର ପର୍ଯ୍ୟନ୍ତ ରହିବ। ମାର୍ଗଶିର ମାସରେ ନଦୀରେ ସ୍ନାନ କରିବାର ଧାର୍ମିକ ଏବଂ ବୈଜ୍ଞାନିକ…