Browsing Category

ସ୍ପେଶାଲ

ରାତିରେ ଆପଣ କେଶ ମୁକୁଳା ଛାଡ଼ି ଶୋଉଛନ୍ତି କି, ତ ଜାଣି ରଖନ୍ତୁ ଏହି ୬ଟି କଥା

ପ୍ରାୟ ସମୟରେ ଘରର ଗୁରୁଜନମାନେ ଝିଅମାନଙ୍କୁ ଏହା କହୁଥିବାର ଶୁଣିଥିବେ କି, ସୂର୍ଯ୍ୟ ନଇଁବା ପରେ ଅର୍ଥାତ ସନ୍ଧ୍ୟା ପରେ ଆଉ କେଶ ନ କୁଣ୍ଡାଇବା ପାଇଁ। କିନ୍ତୁ ଆପଣ ଜାଣିଛନ୍ତି କି, ସେମାନେ ଏପରି କହିବା ପଛରେ କ'ଣ ରହିପାରେ କାରଣ? ଯଦି ଆପଣ ବି ଏମିତି କିଛି କରୁଥାନ୍ତି, ତା'ହେଲେ ଆଜି ହିଁ…

ଯୁବତୀ ଅନଲାଇନରେ ଅର୍ଡର କଲେ ଖାଦ୍ୟ, କିନ୍ତୁ ପାର୍ସଲ ଦେବାକୁ ପହଁଚିଲେ ୪୨ ଜଣ ଡେଲିଭରୀ ବୟ

ଆଜିକାଲି ସବୁକିଛି ଅନଲାଇନ ଦ୍ୱାରା ଚାଲୁଛି। ଅନଲାଇନରେ ଆପଣ କହିବାକୁ ଗଲେ ଆପଣ ସବୁକିଛି ପାଇପାରିବେ। ଯାହା ଖୋଜିବେ ତାହା ପାଇବେ। ପୋଷାକ ଏବଂ ଗ୍ରୋସରୀ ତ ଅର୍ଡର ହେଉଥିଲା, କିନ୍ତୁ ଏଣିକି ଅନଲାଇନ୍‌ ମାଧ୍ୟମରେ ରନ୍ଧା ଖାଦ୍ୟ ମଧ୍ୟ ମିଳିଯାଉଛି। ଲୋକେ ଘରେ ବସି ଯାହା ଖାଇବାକୁ ଇଚ୍ଛା…

ଅଚାନକ ଆପଣଙ୍କ ପୋଷା ବିଲେଇ ଘର ଛାଡ଼ି କେଉଁଆଡ଼େ ଚାଲିଯାଇଛି କି, ଘଟିପାରେ ବଡ଼ ଅଘଟଣ, ରହିଥାନ୍ତୁ ସତର୍କ !

ଆଜିକାଲି ଘରେ ଘରେ ବିଲେଇ ପାଳିବାର ସଉକ ବଢ଼ିବାରେ ଲାଗିଛି। ତନ୍ତ୍ର, ମନ୍ତ୍ର ସାଧନାରେ ବିଲେଇକୁ କଳା ଶକ୍ତିର ପ୍ରତୀକ ମାନି ପୂଜା କରାଯାଇଥାଏ। ବିଲେଇଙ୍କର ସମ୍ବନ୍ଧ ପିତୃପୁରୁଷଙ୍କ ସହିତ ବି ରହିଥିବା ବିଶ୍ୱାସ କରାଯାଏ। କିନ୍ତୁ କିଛି ଘରେ ବିଲେଇ ଆସିଲେ ତାହାକୁ ଅଶୁଭ ଭାବି ଘରୁ ତଡି…

କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଏହି ଦେବାଦେବୀଙ୍କ ଆଶୀର୍ବାଦ ନିଶ୍ଚୟ ନିଅନ୍ତୁ, ପୂର୍ଣ୍ଣ ହେବ ସବୁ ମନସ୍କାମନା

ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଗବାନଙ୍କ ଆଶୀର୍ବାଦ ନିଆଯାଏ। ଶାସ୍ତ୍ରାନୁସାରେ ଏହାକୁ ଶୁଭ ବୋଲି ବିବେଚନା କରାଯାଏ। କୁହାଯାଏ ଭଗବାନଙ୍କ ପ୍ରତି ବିଶ୍ଵାସ ରଖିବା ଦ୍ୱାରା ମଧ୍ୟ ଜୀବନରେ ଉନ୍ନତି ହୋଇଥାଏ। ଏଣୁ ଯେତେବେଳେ ବି ଆପଣ କୌଣସି ଶୁଭ କାର୍ଯ୍ୟ କରୁଛନ୍ତି ତେବେ ଏହି ୩ ଭଗବାନଙ୍କ…

ଆଳୁ ରେଟ ବଢିବା ପଛରେ କାରଣ କଣ ? କାହିଁକି ଆଳୁ ପାଇଁ ସର୍ବଦା ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ଓଡିଶା ?

ଆଳୁ ଏପରି ଏକ ପରିବା ଯାହା ବର୍ଷ ସାରା ଉପଲବ୍ଧ ହୋଇଥାଏ । ଏହାକୁ ଛାଡ଼ିଲେ ରୋଷେଇ ଘର ଶୂନ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଆଜି ଆଳୁ ଯେପରି ଆକାଶ ଛୁଆଁ ହୋଇଛି ଏହା ସାଧାରଣ ପରିବାର ପାଇଁ ଚିନ୍ତାର କାରଣ ହୋଇଛି । ଆଳୁର ଏହି ଦର କ’ଣ ପାଇଁ ଏମିତି ସେ ସମ୍ପର୍କରେ ଚିନ୍ତା କରିବାର ସମୟ…

ପ୍ରକୃତିର ସୁରକ୍ଷା ପାଇଁ ବେଙ୍ଗାଲୁରୁର ଏହି ବୈଜ୍ଞାନିକ ଗଛରୁ କାଢ଼ନ୍ତି କଣ୍ଟା, ବ୍ୟାନର ନ ଟାଙ୍ଗିବାକୁ କରୁଛନ୍ତି…

ପ୍ରକୃତି ଓ ପରିବେଶର ସୁରକ୍ଷା ଲାଗି ଏବେ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ଯେବେ ଯାଏଁ ସାଧାରଣ ଲୋକ ସଚେତନ ହୋଇନାହାନ୍ତି, ସେବେ ଯାଏଁ ପ୍ରକୃତିକୁ ସୁରକ୍ଷା ଦେବା ଅସମ୍ଭବ। ଏହି କଥାକୁ ହୃଦୟଙ୍ଗମ କରି ଗଛଗୁଡ଼ିକର ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଛନ୍ତି…

୮୦୦ ବର୍ଷ ପରେ ମହାକାଶରେ ଘଟିବ ଦୁର୍ଲଭ ଘଟଣା, ଚଳିତ ବର୍ଷ ଦେଖିବାକୁ ମିଳିବ ଖ୍ରୀଷ୍ଟମାସ ତାରା

ଆଗକୁ ଆସୁଛି ଖ୍ରୀଷ୍ଟମାସ। ଏହି ପର୍ବ ପାଳନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। କିନ୍ତୁ ଚଳିତ ବର୍ଷ ଖ୍ରୀଷ୍ଟମାସ ପୂର୍ବରୁ ଆକାଶରେ ଏକ ଅଦ୍ଭୁତ ଘଟଣା ଘଟିବାକୁ ଯାଉଛି। ଚଳିତ ବର୍ଷ ଖ୍ରୀଷ୍ଟମାସରେ ଏଭଳି କିଛି ଘଟଣା ଘଟିବାକୁ ଯାଉଛି, ଯାହା ଗତ ୮୦୦ ବର୍ଷ ମଧ୍ୟରେ…

କାହିଁକି ଭଗବାନ ଭୈରବ କାଟିଥିଲେ ବ୍ରହ୍ମାଙ୍କ ମୁଣ୍ଡ, ଜାଣନ୍ତୁ କ’ଣ ରହିଛି ରହସ୍ୟ

ଚଳିତ ବର୍ଷ କାଳ ଭୈରବ ଜୟନ୍ତୀ ଡିସେମ୍ବର ୭ରେ ପାଳନ କରାଯିବ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ପ୍ରତ୍ୟେକ ବର୍ଷ ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳ ଭୈରବଙ୍କ ଜୟନ୍ତୀ ପାଳନ କରାଯାଇଥାଏ। ଶାସ୍ତ୍ର ଅନୁଯାୟୀ ଭଗବାନ କାଳ ଭୈରବଙ୍କ ଜନ୍ମ ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ…

ଦୁଃଖର ପାହାଡ ତଳେ ଚାପି ହୋଇଯାଇଛି ଜୀବନ, ବାପା ମା’ ଚାଲିଗଲା ପରେ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ତିନି ଭଉଣୀ

ଭଙ୍ଗା ଦଦରା ଘର । ଘରକୁ ଦେଖିଲେ ଭିତର ଅବସ୍ଥା ଜାଣି ହେଉଛି । ଏହି ଘରର ମୁରବୀ ହେଉଛନ୍ତି ପିଙ୍କି ବୟସ 18 ଛୁଇଁନି ମାତ୍ର ନିଜ 2 ସାନ ଭଉଣୀଙ୍କ ଅନ୍ନଦାତା। ଦାରିଦ୍ର୍ୟ ଦୁରୀକରଣ,ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ମାଳମାଳ ଯୋଜନା କରିଛନ୍ତି ସତ କିନ୍ତୁ ସବୁକିଛି ଫେଲ ମାରିଛି ଏହି କଅଁଳ…

ବିଶ୍ୱର ପ୍ରଥମ ମଦ ବାଥ୍‌ ଟବ୍‌: ଗାଧୋଇବା ଦ୍ୱାରା ଦୂର ହୋଇଥାଏ ଅନେକ ରୋଗ

ବ୍ରିଟେନ୍‌ ର ଏକ କମ୍ପାନୀ ସ୍ପାସୀକର୍ସ ଖ୍ରୀଷ୍ଟମାସ୍‌ ରେ ଗ୍ରାହକଙ୍କ ପାଇଁ ଏକ ସରପ୍ରାଇଜ୍‌ ପ୍ଲାନ୍‌ କରିଛନ୍ତି। ଏହି କମ୍ପାନୀ ଗ୍ରାହକଙ୍କ ପାଇଁ ମଦରେ ପରିପୂର୍ଣ୍ଣ ଏକ୍‌ ବାଥ୍‌ ଟବ୍‌ ତିଆରି କରିଛି, ଯାହା ବିଶ୍ୱର ପ୍ରଥମ ବାଥ୍‌ ଟବ୍‌। ଏଠାରେ ୩୭ ଡିଗ୍ରୀ ପର୍ଯ୍ୟନ୍ତ ମଦକୁ ଗରମ…

ପୁଣି ସବ୍ଯସାଚୀ ଦେଖାଇଲେ ମହାନତା, ଲକ୍ ଡାଉନ୍ ସମୟରେ ରାସ୍ତାକଡରେ ଗଦା ହୋଇଥିବା ଭକ୍ତଙ୍କ ନଡିଆକୁ ପଠାଇଲେ…

ଭୁବନେଶ୍ବର: ମାନସିକ ନଡିଆ ସହିତ ଜଡି ହୋଇ ରହିଥାଏ ଦୁଃଖୀ ମଣିଷ ମାନଙ୍କର ବିକଳ ପ୍ରାର୍ଥନା । କେଉଁଠି ମାଆ, ମୃତ୍ୟୁମୁହଁରେ ପଡ଼ିଥିବା ନିଜ ଛୁଆଟିର ଜୀବନ ପାଇଁ ଠାକୁରାଣୀଙ୍କ ପାଖେ ନଡିଆଟିଏ ଯାଚି ଦେଇଥାଏ ତ, କେଉଁଠି ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ବାମୀଙ୍କୁ ରକ୍ଷା କରିବା ପାଇଁ…

ସତରେ କ’ଣ ଜୀବିତ ରହିଛନ୍ତି ଅଶ୍ୱତ୍ଥାମା, ଜାଣନ୍ତୁ ଏହା ପଛର ରହସ୍ୟ

ପୁରାଣରେ କୁହାଯାଇଛି ‘ଅଶ୍ୱତ୍ଥାମା ବଳିର୍ବ୍ୟାସୋ ହନୁମାନଶ୍ଚ ବିଭୀଷଣଃ କୃପଶ୍ଚ ପରଶୁରାମଶ୍ଚ ସପ୍ତୈ ତେ ଚିରଞ୍ଜୀବୀନଃ’ ଅଶ୍ୱଥମା, ବ୍ୟାସ, ବଳି, ହନୁମାନ, ପର୍ଶୁରାମ, ବିଭୀଷଣ, କୃପାଚାର୍ଯ୍ୟ ଏହି ସାତ ଜଣଙ୍କୁ ଚିରଞ୍ଜୀବୀ ଅର୍ଥାତ୍ ସେମାନେ ଏବେବି ଜୀବିତ ବୋଲି କୁହାଯାଏ। କୁହାଯାଇଥାଏ…