Below header
Browsing Category

ସ୍ପେଶାଲ

ଓଡ଼ିଶାରୁ ମିଳିଲା କ୍ୟାନସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିପାରୁଥିବା ଉଦ୍ଭିଦ, ଏବେ ଶସ୍ତାରେ ହୋଇପାରିବ ଚିକିତ୍ସା

ଦ୍ରୁତ ଗତିରେ ବଢ଼ି ଚାଲିଛି ଜନସଂଖ୍ୟା । ତା ସହ ତାଳ ଦେଇ ବୃଦ୍ଧି ପାଉଛି ସମଗ୍ର ବିଶ୍ୱର ତାପମାତ୍ରା। ଜନସଂଖ୍ୟା ବୃଦ୍ଧି ଯୋଗୁ ଗଢ଼ିଉଠୁଥିବା କଳକାରଖାନା ଏଥିପାଇଁ ଶତ ପ୍ରତିଶତ ଦାୟୀ। କଳକାରଖାନା ସମାଜର ଯେତିକି ଉନ୍ନତ କରୁଛି, ସେତିକି ଲୋକଙ୍କୁ କରୁଛି ରୋଗଗ୍ରସ୍ତ। ବହୁତଳ ପ୍ରାସାଦ,…

ମିଶନ ଗଗନାୟନରେ ଭାରତୀୟ ମହାକାଶଚାରୀଙ୍କୁ ଅନ୍ତରୀକ୍ଷରେ ମିଳିବ ଏହିସବୁ ଭେଜ ଓ ନନଭେଜ ଖାଇବା, ଦେଖନ୍ତୁ ମେନୁ

'ମିଶନ ଗଗନାୟନ' ଦ୍ୱାରା ଅନ୍ତରୀକ୍ଷ ଯାଉଥିବା ଭାରତୀୟ ଅନ୍ତରୀକ୍ଷ ଯାତ୍ରୀମାନଙ୍କ ପାଇଁ ମୈସୁର ସ୍ଥିତ DFRL-Defence ଫୁଡ ରିସର୍ଚ୍ଚ ଲାବୋରଟୋରୀ ଦ୍ୱାରା ଅଣ୍ଡା ରୋଲ, ଭେଜ ରୋଲ, ଇଡ଼ଲି, ମୁଙ୍ଗଡ଼ାଲ ହାଲୱା ଇତ୍ୟାଦି ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରାଯାଇଛି । ଅନ୍ତରୀକ୍ଷରେ ଯାତ୍ରୀମାନଙ୍କ…

୪ ବର୍ଷ ଧରି ଚାଲିଥିବା ପ୍ରଥମ ବିଶ୍ୱଯୁଦ୍ଧରେ ଯାଇଥିଲା କୋଟିଏ ଲୋକଙ୍କ ଜୀବନ, ଜାଣନ୍ତୁ ଏ ସମୟରେ ହୋଇଥିବା କିଛି…

ବିଶ୍ୱଯୁଦ୍ଧ କଥା ଶୁଣିଲେ ମନରେ ଏକ ଅଜ୍ଞାତ ଭୟ ସଞ୍ଚାର ହୋଇଥାଏ। ଝିମିଟି ଖେଳରୁ ମହାଭାରତ ଆରମ୍ଭ ହେବା ଭଳି ଏକ ସାମାନ୍ୟ କାରଣରୁ ହୋଇଥିଲା ବିଶ୍ୱଯୁଦ୍ଧର ସୂତ୍ରପାତ। ଅଷ୍ଟ୍ରିଆର ରାଜକୁମାରଙ୍କୁ ହତ୍ୟା କରାଯିବା ପରେ ଯୁଦ୍ଧ ବିଗୁଲ ବାଜିଥିଲା। ୧୯୧୪ରୁ ୧୯୧୯ ପର୍ଯ୍ୟନ୍ତ ମଧ୍ୟ ୟୁରୋପ, ଏସିଆ…

ଆକାଶରେ ଏକାସାଙ୍ଗରେ ଦେଖାଗଲା ୩ଟି ସୂର୍ଯ୍ୟ ! କ୍ୟାମେରାରେ କଏଦ ହେଲା ଏହି ଚମତ୍କାରୀ ଦୃଶ୍ୟ, ଦେଖନ୍ତୁ ଭିଡିଓ

ସାଧାରଣତଃ ଆମେ ଜାଣିଛନ୍ତି ଆକାଶରେ ଗୋଟିଏ ସୂର୍ଯ୍ୟ ଏବଂ ଚନ୍ଦ୍ର ଦେଖାଯାଏ। କିନ୍ତୁ ଥରେ ଭାବନ୍ତୁ ଆପଣ ସକାଳୁ ଉଠି ଆକାଶକୁ ଚାହିଁଲେ ଗୋଟିଏ ନୁହେଁ ୩ଟି ସୂର୍ଯ୍ୟ ଦେଖିବେ। ତେବେ ସେତେବେଳେ ହୁଏତ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ। ଭାବିବାକୁ ବାଧ୍ୟ ହେବେ ଯେ ଏହା କେମିତି ସମ୍ବବ…

ଏଠି ମିଳେ ‘ରାଗ ରସଗୋଲା’, ଥରେ ଆସି ନିଅନ୍ତୁ ଖାଇବାର ମଜା

ନରମ ଏବଂ ସ୍ପଞ୍ଜି ରସଗୋଲା ଦେଖିଲେ, ସମସ୍ତଙ୍କ ମୁହଁରେ ଲାଳ ଆସିଯାଇଥାଏ। ଆଜି ବି ବିବାହ ଉତ୍ସବରେ ଏହାର ଡିମାଣ୍ଡ ଦେଖିବାକୁ ମିଳେ। କିନ୍ତୁ ଆପଣ ଥରେ ଭାବି ଦେଖନ୍ତୁ ତ, ଯେଉଁ ରସଗୋଲାକୁ ଆପଣ ମିଠାରେ ଚିହ୍ନିଥାଆନ୍ତି, ଯଦି ତାହାର ସ୍ୱାଦ ବଦଳିଯାଏ, ତା’ହେଲେ କେମିତି ଲାଗିବ? କହିବାର ଅର୍ଥ…

ଏମିତି ଏକ ମନ୍ଦିର, ଯେଉଁଠାରେ ପ୍ରେମୀଯୁଗଳଙ୍କ ମିଳିଥାଏ ଆଶ୍ରୟ

ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ହିମାଚଳ ପ୍ରଦେଶ ଯେତିକି ଲୋକପ୍ରିୟ ସେତିକି ଏଠାର ପରମ୍ପରା ପାଇଁ ମଧ୍ୟ ଏହା ପ୍ରସିଦ୍ଧ। ଆଜି ଆମେ ଆପଣଙ୍କୁ କହିବୁ କୁଲ୍ଲର ସାଂଘଡ ଗାଁର ପ୍ରସିଦ୍ଧ ଦେବତା ସଂଗଚୁଲ ମହାଦେବଙ୍କ ବିଷୟରେ, ଯେଉଁଠାରେ ପ୍ରେମୀ ଯୁଗଳଙ୍କୁ ଭଗବାନ ସରଣ ଦେଇଥାନ୍ତି।…

କେବଳ ଶାରୀରିକ ସମ୍ପର୍କ ବେଳେ ନୁହେଁ, ଏସବୁ କାମ ପାଇଁ ମଧ୍ୟ ବ୍ୟବହାର କରିପାରିବେ କଣ୍ଡୋମ୍‌

ସାଧାରଣତଃ କଣ୍ଡୋମ୍‌ର ବ୍ୟବହାର ଶାରୀରିକ ସମ୍ପର୍କ ବେଳେ କରାଯାଏ। ଅବାଞ୍ଛିତ ଗର୍ଭଧାରଣ ରୋକିବା ବ୍ୟତୀତ ଏହାର ବ୍ୟବହାର ଅନ୍ୟ କୌଣସି କାମ ପାଇଁ ହୁଏ ବୋଲି ବୋଧେ କେହି ଜାଣିନଥିବେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେବଳ ସୁରକ୍ଷିତ ଯୌନ ସମ୍ପର୍କ ପାଇଁ ନୁହେଁ, କଣ୍ଡୋମ୍‌କୁ ଅନ୍ୟ କାମରେ…

ଏମିତି ଆବିଷ୍କାର କଲା କିଏ? ଜାଣନ୍ତୁ ୬ଟି ଅଦ୍ଭୁତ ଜିନିଷ

ଆପଣ ଏହା ନିଶ୍ଚିତ ଶୁଣିଥିବେ, ଆବଶ୍ୟକତା ଆବିଷ୍କାରର ଜନନୀ। କିନ୍ତୁ ଯେତେବେଳେ ଆବଶ୍ୟକତା ଅପରିହାଯ୍ୟର୍ ହୋଇପଡ଼େ, ସେତେବେଳେ ଆବିଷ୍କାର ମଧ୍ୟ ସେହି ଧରଣର ହୋଇଥାଏ। ଆଜି ଆମେ ଆପଣଙ୍କୁ ଯେଉଁ ସବୁ ଆବିଷ୍କାର ବିଷୟରେ କହିବାକୁ ଯାଉଛୁ, ତାହାକୁ ଦେଖିଲେ ଆପଣଙ୍କ ବୁଦ୍ଧି ବାଟବଣା ହୋଇଯିବ।…

ଚିତ୍କାର କରିବା ସହିତ ପିଲା ମଧ୍ୟ ଜନ୍ମ କରିପାରେ ଶବ

ପ୍ରତ୍ୟେକ ମଣିଷ ପାଇଁ ମୃତ୍ୟୁ ହେଉଛି ଅନ୍ତିମ ସତ୍ୟ । ଆଜି ପର୍ଯ୍ୟନ୍ତ ମୃତ୍ୟୁ ପରର ରହସ୍ୟ କେହି ଜାଣିପାରିଲେ ନାହିଁ କିନ୍ତୁ ମୃତ୍ୟୁ ପରେ ଶରୀରରେ କେଉଁ କେଉଁ ପରିବର୍ତ୍ତନ ହୋଇଥାଏ ସେ ବିଷୟରେ ଆମେ ଅଳ୍ପ ବହୁତ ନିଶ୍ଚୟ ଜାଣିଛେ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ମୃତ୍ୟୁ ପରେ…

ପୁରୁଷଙ୍କ ତୁଳନାରେ ଛୋଟ ହୋଇଥାଏ ମହିଳାଙ୍କ ବ୍ରେନ୍‌, ଜାଣନ୍ତୁ ମସ୍ତିଷ୍କ ସହ ଜଡ଼ିତ କିଛି ଅଜଣା ତଥ୍ୟ

ମସ୍ତିଷ୍କ ବା ବ୍ରେନ୍‌ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ କାମ କରିବାକୁ ନିର୍ଦ୍ଦେଶ ଦେଇଥାଏ। ଥରେ ବ୍ରେନ୍‌ ଅଚଳ ହୋଇଗଲେ ଜୀବିତ ବ୍ୟକ୍ତି ମଧ୍ୟ ମୃତ ବ୍ୟକ୍ତି ସହ ସମାନ ହୋଇଥାଏ। ଏଣୁ ସବୁବେଳେ ମସ୍ତିଷ୍କକୁ ସୁରକ୍ଷା ଦେବାକୁ ଡାକ୍ତରମାନେ…

ଅଷ୍ଟ୍ରେଲିଆରେ ୫ ଦିନ ଭିତରେ ମରାଯିବ ୧୦ ହଜାର ଓଟ!

ଗତ କିଛି ମାସ ହେବ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଭୟାବହ ନିଅାଁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ନିଅାଁ ଅନେକ ଲୋକ ଏବଂ ହଜାର ହଜାର ଜୀବଜନ୍ତୁଙ୍କ ଜୀବନ ନେଇସାରିଲାଣି। ବହୁ ଲୋକ ନିଅାଁ ସଂସ୍ପର୍ଶରେ ଆସି ଆହତ ହେବା ସହ ଶତାଧିକ ଘରଦ୍ୱାର ଉଜୁଡ଼ିଗଲାଣି। ଦେଶର ସରକାର…

ହନୁମାନଙ୍କ ନାମ ଥିଲା ହଣ୍ଡୁମାନ, ଏଥିରୁ ଆଣ୍ଡାମାନ୍‌ ନାମ ହୋଇଥିବା କୁହାଯାଏ

ଆଣ୍ଡାମାନ ନିକୋବର ଦ୍ୱୀପ ସମୂହ ଭାରତର ଅଂଶ। ଏଠାରେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଯାତ୍ରୀ ଛୁଟି କାଟିବା ପାଇଁ ଆସିଥାନ୍ତି। କିନ୍ତୁ ଏହି ଦ୍ୱୀପ ସମ୍ପର୍କରେ ଏଭଳି ଅନେକ ରୋଚକ ତଥ୍ୟ ରହିଛି, ଯାହା ବିଷୟରେ ଆଜି ମଧ୍ୟ ଲୋକମାନେ ଜାଣିନଥିବେ। ତେଣୁ ଆଜି ଆମେ ଆପଣଙ୍କୁ ଆଣ୍ଡାମାନ ନିକୋବର ବିଷୟରେ…