Below header
Browsing Category

ସ୍ପେଶାଲ

ଆସନ୍ତାକାଲି ଚନ୍ଦ୍ର ଗ୍ରହଣ, ପାଳିବା ଆବଶ୍ୟକ କି ନାହିଁ ଜାଣନ୍ତୁ ଏହି ରିପୋର୍ଟରୁ

ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ରର ଚଳନ ଯୋଗୁଁ ଚଳିତ ବର୍ଷ ଦୁଇଟି ସୂର୍ଯ୍ୟ ପରାଗ ଏବଂ ଚାରିଟି ଚନ୍ଦ୍ର ଗ୍ରହଣ ସମେତ ଗ୍ରହଣ ଏପରି ଛଅଟି ରୋମାଞ୍ଚକ ଦୃଶ୍ୟ ଦେଖିବାକୁ ମିଳିବ। ତେବେ ଭାରତରେ କେବଳ ତିନିଟି ପରାଗ ଓ ଗ୍ରହଣ ଦୃଶ୍ୟମାନ ହେବ । ଉଜ୍ଜୟିନୀର ପ୍ରତିଷ୍ଠିତ ଶାସକୀୟ ବେଦଶାଳାର ଅଧୀକ୍ଷକ…

ଜାଣନ୍ତୁ ମନ୍ଦିର ଯିବା ପଛରେ କଣ ରହିଛି ସ୍ୱାସ୍ଥ୍ୟ ସମ୍ପର୍କିତ ଲାଭ

ସାଧାରଣତଃ ମନ୍ଦିର ଯିବା ସହ ଧାର୍ମିକ ମହତ୍ୱ ଯୋଡି ହୋଇ ରହିଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ମନ୍ଦିର ଯିବାରେ କିଛି ସାଇଣ୍ଟିଫିକ୍‌ ସ୍ୱାସ୍ଥ୍ୟ ଉପଯୋଗୀ ମଧ୍ୟ ରହିଛି। ଯଦି ଆପଣ ପ୍ରତ୍ୟେକ ଦିନ ମନ୍ଦିର ଯାଉଛନ୍ତି ତେବେ ଏହାଦ୍ୱାରା ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ…

ସବୁଠୁ କମ ବୟସରେ ଦୃଷ୍ଟିହୀନ ମହିଳା ହାସଲ କଲେ ପିଏଚଡ଼ି ଡିଗ୍ରୀ, ନିଜ ନାଁରେ କଲେ ଐତିହାସିକ ରେକର୍ଡ

ଦୃଢ ଇଚ୍ଛା ଶକ୍ତି ସାମ୍ନାରେ ଯେ କୌଣସି ବାଧା ହାର ମାନି ଯାଇପାରେ ।  ଯଦି ମନୋବଳ ଦୃଢ ତେବେ ଅଚିରେ ଯେକୌଣସି ବାଧାକୁ ପାର କରିଯାଇପାରେ | ଏମିତିକି ଅସମ୍ଭବକୁ ମଧ୍ୟ ସମ୍ଭବ କରି କରାଯାଇପାରେ ।  ଏବେପର୍ଯ୍ୟନ୍ତ ଏମିତି ଅନେକ ଅସାଧାରଣ ଘଟଣା ମାନଙ୍କର ନଜିର ରହିଥିଲେ ମଧ୍ୟ ଆଜି ଆମେ ଆପଣଙ୍କୁ…

ଶାସ୍ତ୍ର ଅନୁସାରେ କାଉ ଓ ପେଚାଙ୍କୁ ଏସବୁ କାମ କରୁଥିବା ଦେଖିଲେ ଜୀବନ ପ୍ରତି ଆସିଥାଏ ବିପଦ

ହିନ୍ଦୁ ଧର୍ମରେ ଶୁଭ-ଅଶୁଭ ମାନ୍ୟତା କାହିଁ କେଉଁ ଆଦିମକାଳରୁ ଚାଲି ଆସିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରହିଥିବା ଏହି ବିଶ୍ୱାସ ଆଖପାଖରେ ଥିବା ଜୀବଜନ୍ତୁଙ୍କୁ ନେଇ ମଧ୍ୟ ରହିଛି। କାଉ ଓ ପେଚାଙ୍କୁ ନେଇ ଏମିତି ଅନେକ ଶୁଭ-ଅଶୁଭ କଥା ଆମ ସମାଜରେ ପ୍ରଚଳିତ। ଦିନରେ ପ୍ରାୟ ଜାଗାରେ କାଉ…

ଜାଲ୍‌ ନୋଟ୍‌ ଚିହ୍ନିବା ହେଲା ସହଜ, ନକଲି ଟଙ୍କା ଜାଣିବାକୁ ଆସିଲା ଅଦୃଶ୍ୟ କାଳି

ଦୁନିଆ ଯେତିକି ଯେତିକି ଆଗକୁ ଯାଉଛି ଚୋରମାନେ ସେତିକି ନୂଆ ନୂଆ ଢଙ୍ଗରେ ଚୋରି କରିବାକୁ ଉପାୟ ବାହାର କରୁଛନ୍ତି। କମ୍‌ ସମୟ ମଧ୍ୟରେ ଧନୀ ହେବାକୁ କିଛି ଅସାମାଜିକ ଲୋକ ଜାଲ୍‌ ନୋଟ୍‌ ବା ନକଲି ନୋଟ୍‌ ଛାପୁଥିବା ଏବେ ଏକ ସାଧାରଣ ଘଟଣା ପାଲଟିଛି। ସାଧାରଣ ଲୋକମାନେ ସହଜରେ ନୋଟ୍‌ ଅସଲି କି…

ଆପଣ ଜାଣିଛନ୍ତି କି ୧କିମି ଚାଲିବା ପାଇଁ ଟ୍ରେନକୁ କେତେ ଲିଟର ଡିଜେଲ ଆବଶ୍ୟକ ପଡିଥାଏ? ପଢନ୍ତୁ ଏହି ରିପୋର୍ଟ

ଆପଣ ଜାଣିଛନ୍ତି କି ୧ କିଲୋମିଟର ଚାଲିବା ପାଇଁ ଟ୍ରେନକୁ କେତେ ଲିଟର ଡିଜେଲ ଆବଶ୍ୟକ ପଡିଥାଏ । ହୁଏତ ଜାଣିନଥିବେ ଏବେ ଏହାର ଉତ୍ତର ଆମେ ଆପଣଙ୍କୁ ଦେବାକୁ ଯାଉଛି। ତେବେ ଯାତାୟତରେ ଟ୍ରେନ ଆମ ଜୀବନରେ ଏକ ବଡ ଭୂମିକା ନେଇଥାଏ । ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବା ପାଇଁ ଏହା ସାରା ଦେଶରେ…

କଳାହାଣ୍ଡି ଜିଲ୍ଲାର ମାଁ ଯୋଗମାୟା ଶକ୍ତିପୀଠ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଠାକାର ପରିବେଶ ଶ୍ରଦ୍ଧାଳୁଙ୍କ ମନ…

କଳାହାଣ୍ଡି: ଓଡିଶାରେ ଅନେକ ଦର୍ଶନୀୟ ସ୍ଥାନ ରହିଛି । ଯାହା ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ତେବେ ଏମିତି ଏକ ସ୍ଥାନ ହେଉଛି ରହିଛି କଳାହାଣ୍ଡି ଜିଲ୍ଲାରେ । ଯାହା ଅନ୍ୟତମ ଶକ୍ତିପୀଠ ଭାବେ ପରିଚିତ । ଏହା ହେଉଛି ଗୁର୍ଜିମୁଣ୍ଡା ଗ୍ରାମ ଠାରେ ଥିବା ମାଁ ଯୋଗମାୟା ପୀଠ ।…

ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାକୁ ଘାତକ ପବନ ପ୍ରସ୍ତୁତ, ଜାଣନ୍ତୁ ତାଙ୍କ ବିଷୟରେ

ଶେଷରେ ନିର୍ଭୟାକୁ ମିଳିବାକୁ ଯାଉଛି ନ୍ୟାୟ। ନିର୍ଭୟା ଗଣଦୁଷ୍କର୍ମର ଚାରି ଅଭିଯୁକ୍ତକୁ ଚଳିତମାସ ୨୨ ତାରିଖ ସକାଳ ୭ ଟାରେ ମିଳିବ ଫାଶୀ। କୋର୍ଟ ଏନେଇ ରାୟ ଦେଇସାରିଲେଣି। ତେବେ ଏହି ଖବର ଶୁଣିବା ପରେ ଜହ୍ଲାଦ ବା ଘାତକ ପବନ ସବୁଠାରୁ ଅଧିକ ଖୁସି ଥିବା କହିଛନ୍ତି। ପବନ କହିଛନ୍ତି ଏଭଳି…

ପୋଲିସ ଗିରଫ କରିବାକୁ ଆସିଲେ କ’ଣ କରିବେ, ଜାଣନ୍ତୁ ସମ୍ବିଧାନର ନିୟମ

ପୋଲିସର ନାଁ ଶୁଣିବା ମାତ୍ରକେ ଭୟରେ ହାତଗୋଡ଼ ଥରିବାକୁ ଲାଗିଥାଏ। କାରଣ ଥରେ ପୋଲିସ ଚକ୍କରରେ ପଡ଼ିଗଲେ ଏଥିରୁ ନିସ୍ତାର ପାଇବା ଖୁବ୍‌ ମୁସ୍କିଲ ହୋଇଥାଏ। ଆଉ ଯଦି ପୋଲିସ ଗିରଫ କରି ନେଲା ତେବେ କୋର୍ଟକୁ ଦଉଡ଼ି ଦଉଡ଼ି ଅଧା ଜୀବନ କଟିଯିବ। ପୋଲିସ ଖାତାରେ ଥରେ ନାଁ ଚଢ଼ିବା ମାତ୍ରେ ଟଙ୍କା ସହ…

ଇରାନ୍‌-ଆମେରିକା ଯୁଦ୍ଧ ସଙ୍କଟ: ଭାରତୀୟଙ୍କୁ ସାବଧାନ ରହିବାକୁ ସତର୍କ କଲା ବୈଦେଶିକ ମନ୍ତ୍ରାଳୟ, ସବୁ କିଛି ହୋଇପାରେ…

ଇରାକ୍‌ରେ ଥିବା ଆମେରିକାର ସାମରିକ ଘାଟି ଉପରେ ୧ ଡର୍ଜନେରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ ପରେ ଭାରତ ସମେତ ଦୁନିଆର ସମସ୍ତ ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଏଭଳି ସଙ୍କଟ ଯୋଗୁ ଭାରତରେ ପେଟ୍ରୋଲ, ଡିଜେଲ, ରୋଷେଇ ଗ୍ୟାସ୍‌ ସହ ସୁନା ଏବଂ ବିମାନ ଭଡ଼ା ମଧ୍ୟ ବୃଦ୍ଧି ଘଟିପାରେ। ଅଶୋଧିତ…

ଗୁରୁବାର ଦିନ ଘରେ ଆଦୌ ରାନ୍ଧନ୍ତୁନି ଏହି ଖାଦ୍ୟଦ୍ରବ୍ୟ, ଅସନ୍ତୁଷ୍ଟ ହୋଇପାରନ୍ତି ମା’ଲକ୍ଷ୍ମୀ

ଗୁରୁବାରକୁ ମା’ ଲକ୍ଷ୍ମୀଙ୍କ ବାର ବୋଲି କୁହାଯାଏ। ଏହି ଦିନ କେତେକ ବ୍ୟକ୍ତି ବିଷ୍ଣୁଙ୍କୁ ମଧ୍ୟ ପୂଜା କରିଥାନ୍ତି। ତେବେ ସବୁ ପୂଜା ପରେ ମଧ୍ୟ ଅଜାଣତରେ କରାଯାଉଥିବା କେତେକ ଛୋଟ ଛୋଟ ଭୁଲ୍‌ ଯୋଗୁ ଲକ୍ଷ୍ମୀ ଓ ବିଷ୍ଣୁ ପ୍ରସନ୍ନ ହେବା ପରିବର୍ତ୍ତେ କ୍ରୋଧ କରିଥାନ୍ତି। ଫଳରେ ଭଲ ଦେବା ବଦଳରେ…

ପୁରୁଷଙ୍କ କ୍ଷେତ୍ରରେ ମହିଳା, ଗାଡି ସର୍ଭିସିଂ ସେଣ୍ଟରରେ କାମ କରୁଛନ୍ତି ୨୩ ବର୍ଷୀୟା ସ୍ନେହଲତା

ଆଜିକା ସମୟରେ ମହିଳା ମାନେ କୌଣସି କ୍ଷେତ୍ରରେ ପୁରୁଷଙ୍କ ଠାରୁ ପଛରେ ରହିବାକୁ ଚାହୁଁ ନାହାନ୍ତି । ଏମିତିକି ପୁରୁଷ ପ୍ରଧାନ କାର୍ଯ୍ୟ ଗୁଡିକରେ ମଧ୍ୟ ମହିଳା ମାନେ ଧିରେ ଧିରେ ନିଜ ପ୍ରାଧାନ୍ୟ ବିସ୍ତାର କଲେଣି । ସେମିତିହିଁ ଏକ ନିଆରା ଘଟଣା ନିକଟରେ ସାମ୍ନାକୁ ଆସିଛି ହିମାଚଳ ପ୍ରଦେଶର…