Below header
Browsing Category

ସ୍ପେଶାଲ

ବିଚିତ୍ର ଲାଗୁଥିଲେ ବି ସତ୍ୟ, ଏହି ମନ୍ଦିରରେ ଦର୍ଶନ କରିବା ପୂର୍ବରୁ ସଜେଇ ହୁଅନ୍ତି ପୁରୁଷ

ଖାସ୍‌ କରି ଅନେକ ମନ୍ଦିରରେ ମହିଳା ଏବଂ ୧୧ ବର୍ଷ ଉପରକୁ ଝିଅମାନଙ୍କ ପ୍ରବେଶ ମନା କରାଯାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଆମ ଦେଶର କେରଳରେ ଏଭଳି ଏକ ମନ୍ଦିର ରହିଛି, ଯେଉଁ ମନ୍ଦିରରେ ପୁରୁଷମାନଙ୍କୁ ମହିଳାଙ୍କ ବେଶରେ ପ୍ରବେଶ କରିବା ପାଇଁ ଅନୁମତି ରହିଛି। ଅନ୍ୟଥା ମନ୍ଦିରରେ ପ୍ରବେଶ…

ଜାଣନ୍ତୁ ଲଙ୍କାପୁରୀ ଧ୍ୱଂସ ହେବାର ରହସ୍ୟ

ଆପଣମାନେ ଜାଣିଥିବେ ଲଙ୍କାରେ ନିଆଁ ପ୍ରଭୁ ବଜରଙ୍ଗବଲୀ ଲଗାଇଥିଲେ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଘଟଣା ମାତା ପାର୍ବତୀଙ୍କ ଅଭିଶାପ କାରଣରୁ ହୋଇଥିଲା। ତେବେ ଜାଣନ୍ତୁ ଏପରି କଣ ହୋଇଥିଲା ଯେ ମା’ ପାର୍ବତୀ ଲଙ୍କା ଜଳିବାର ଅଭିଶାପ କାହିଁକି ଏବଂ କିପରି ଦେଇଥିଲେ। ଉଲ୍ଲେଖ ରହିଛି…

କେବେ ବି ଚିକ୍‌ମିକ୍‌ କରନ୍ତିନି ତାରା, ପୃଥିବୀର ଗତି ଯୋଗୁ ହୋଇଥାଏ ଏମିତି, ଜାଣନ୍ତୁ ଆଉ କିଛି ରୋଚକ ତଥ୍ୟ

ଏ ବିଶ୍ୱ ବ୍ରହ୍ମାଣ୍ଡ ବଡ଼ ବିଚିତ୍ର। ଏଠି ଅନେକ ଚମତ୍କାରିତା ଦେଖିବାକୁ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଆକାଶରେ ଚିକ୍‌ମିକ୍‌ କରୁଥିବା ତାରା, ସୂର୍ଯ୍ୟଙ୍କ ତୁଳନାରେ ଖୁବ୍‌ ବଡ଼? ହଁ, ଏହା ସତ। ସୂର୍ଯ୍ୟ ହେଉଛନ୍ତି ସବୁଠାରୁ ଛୋଟ ନକ୍ଷତ୍ର। ଆଉ ଏହା ବି ସତ ଯେ ଆଖିକୁ ଛୋଟ ଦିଶୁଥିବା…

ଝିଅର ସେହି କରୁଣ ଚିତ୍କାର ମା’ଙ୍କୁ ଆଜିବି ଶୁଆଇ ଦେଉନି, ଜାଣନ୍ତୁ ନିର୍ଭୟାଙ୍କ ଶେଷ କଥା କ’ଣ ଥିଲା

କେବଳ ଦେଶ ନୁହେଁ ସାରା ବିଶ୍ବକୁ ଚକିତ କରିଦେବା ଭଳି ଘଟଣା ଘଟିଥିଲା ୧୬ ଡିସେମ୍ବର ୨୦୧୨ରେ । ତାହା ହେଉଛି ନିର୍ଭୟା ଦୁଷ୍କର୍ମ ଘଟଣା। ଦୀର୍ଘ ୮ ବର୍ଷର ଅପେକ୍ଷା ପରେ ମିଳିବାକୁ ଯାଉଛି ନିର୍ଭୟାଙ୍କୁ ନ୍ଯାୟ। ଆସନ୍ତା ଫେବ୍ରୁଆରୀ ୧ରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ହେବାକୁ ଯାଉଛି । ନିର୍ଭୟା…

ବିଶ୍ୱ ପ୍ରସିଦ୍ଧ ‘ଆଇଫିଲ ଟାୱାର’କୁ ଦୁଇ ଦୁଇ ଥର ବିକ୍ରି କରିବାକୁ ଉଦ୍ୟମ କରିଥିଲେ ଏହି ବ୍ୟକ୍ତି

ଆପଣ ତ ଅନେକ ଠକଙ୍କ ବିଷୟରେ ନିଶ୍ଚିତ ରୂପେ ଶୁଣିଥିବେ । କିନ୍ତୁ ଏହି ଠକ ବିଷୟରେ ଶୁଣିଲେ ଆପଣ ନିଶ୍ଚିତ ଭାବେ ନିଜ ମୁଣ୍ଡରେ ହାତ ଦେଇଦେବେ । ଏମିତି ସେମିତି ନୁହେଁ ଏହି ବ୍ୟକ୍ତି ଜଣକ ବିଶ୍ୱ ପ୍ରସିଦ୍ଧ ଆଇ ଫିଲ ଟାୱାରକୁ ଦୁଇ ଦୁଇ ଥର ବିକିବା ପାଇଁ ଚେଷ୍ଟା କରିଥିଲେ । ପାଞ୍ଚଟି ଭାଷାରେ…

ଜୀବନଧାରଣର ମୁଖ୍ୟସ୍ରୋତ ‘ଜଳ’ ସୃଷ୍ଟି ହେଲା କେମିତି? ଜାଣନ୍ତୁ ଭୂପୃଷ୍ଠକୁ କେମିତି ଆସିଲା ପାଣି

ଉଭୟ ପ୍ରାକୃତିକ ଓ କୃତ୍ରିମ ଉପାୟରେ ଆମେ ଜଳ ପାଇପାରୁଛେ। ପ୍ରାକୃତିକ ଜଳର ଉତ୍ସ ମଧ୍ୟରେ ନଦୀ, ସମୁଦ୍ର, ବରଫ ପାହାଡ଼, ବର୍ଷା, ଝରଣା ଆଦି ସାମିଲ ଥିବା ବେଳେ ମନୁଷ୍ୟକୃତ ଉତ୍ସ ମଧ୍ୟରେ ପୋଖରୀ, ଗାଡ଼ିଆ, ଜଳାଶୟ, କୂଅ, ନାଳ, ନଳକୂପ ଆଦି ରହିଛି। ବୈଜ୍ଞାନିକଙ୍କ କହିବାନୁସାରେ ଭୂମଣ୍ଡଳ ଆମ…

‘ଅମିତାଭ ବଚ୍ଚନ ମୋତେ ଜୀବନରୁ ମାରିଦେବାକୁ ଚାହୁଁଛନ୍ତି’, ଏମିତି କହିଥିଲେ ଜଣେ ସୁପରଷ୍ଟାର ନାୟିକା

ବୋଧହୁଏ ‘ଜଂଜିର’ ଫିଲ୍ମ ସୁପର ହିଟ୍‌ ହେବା ପରେ ବଲିଉଡ୍‌ରେ ଏମିତି କୌଣସି ନାୟିକା ନଥିଲେ ଯିଏକି ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିବାକୁ ଚାହିଁ ନଥିଲେ । ସମସ୍ତ ଆଗଧାଡ଼ିର ନାୟିକା ତାଙ୍କ ସହ ଫିଲ୍ମ କରିବାକୁ ଚାହିଁ ବସୁଥିଲେ । ସେ ରେଖା ହୁଅନ୍ତୁ କି ହେମାମାଳିନୀ ଜିନତ ଅମାନ ହୁଅନ୍ତୁ କି…

ଏହି ଗୁମ୍ଫାରେ ଲୁଚି ହୋଇ ରହିଛି କଳିଯୁଗ ଶେଷର ରହସ୍ୟ, ଆପଣ ବି ଜାଣନ୍ତୁ କଣ ରହିଛି ରାଜ

ଭାରତ ଇତିହାସରେ ଅନେକ ପୌରାଣିକ ମନ୍ଦିର ଉଲ୍ଲେଖ ହୋଇ ରହିଛି । ଧର୍ମ କାରଣରୁ ଏହି ସବୁ ମନ୍ଦିର ବହୁତ ପ୍ରସିଦ୍ଧ ମଧ୍ୟ । ତେବେ ଏହି ସବୁ ମନ୍ଦିର ମଧ୍ୟରୁ ଗୋଟିଏ ହେଉଛି ପାତାଳ ଭୁବନେଶ୍ଵରୀ ଗୁମ୍ଫାରେ ଥିବା ମନ୍ଦିର । ପୁରାଣ ଅନୁଯାୟୀ ପାତାଳ ଭୁବନେଶ୍ଵର ବ୍ୟତୀତ ଦୁନିଆରେ ଏପରି ଅନ୍ୟ କୌଣସି…

ଜାଣନ୍ତୁ ପ୍ରତି ପିଲାକୁ କାହିଁକି ପସନ୍ଦ ହୋଇଥାଏ ଲୁଚକାଳି ଖେଳିବା

ଲୁଚକାଳି ଖେଳ କେବେ ପୁରୁଣା ହୁଏ ନାହିଁ ଏବଂ ସାରା ଦୁନିଆରେ ଏହି ଖେଳ ଖେଳାଯାଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଗେମ ଏତେ ପପୁଲାର କାହିଁକି ? ତାହେଲେ ଆସନ୍ତୁ ଜାଣିବା ଏହା ପଛର କାରଣ ଓ ଏହି ଖେଳର ଫାଇଦା ବିଷୟରେ । ଏହି ଗେମ କେବଳ ଆପଣଙ୍କ ପିଲାଙ୍କ ପାଇଁ ମଜାଦାର…

ମ୍ୟାରିଟାଲ ରେପ୍‌ କ’ଣ? ବିବାହ ପରେ ଜବରଦସ୍ତି ଯୌନ ସମ୍ପର୍କ ରଖିବା କ’ଣ ଅପରାଧ? ଜାଣନ୍ତୁ ଏହା ବିଷୟରେ…

ସହବାସ ପାଇଁ ଆମ ଦେଶରେ ଲାଇସେନ୍ସ ବା ସରକାରୀ ଅନୁମତି ଜରୁରୀ। ବିନା ଲାଇସେନ୍ସରେ ସହବାସ ରଖିବାକୁ ଅବୈଧ ବୋଲି କୁହାଯାଏ। ଏହାକୁ ନା ଆଇନ ସ୍ୱୀକୃତି ଦେଇଥାଏ, ନା ପରିବାର ନା ସମାଜ। କିନ୍ତୁ ବିବାହ ପରେ ସ୍ୱାମୀ, ସ୍ତ୍ରୀ ଶାରୀରିକ ସମ୍ବନ୍ଧ ରଖିବା ସମ୍ପୂର୍ଣ୍ଣ ବୈଧ ହୋଇଥାଏ। ତେବେ ଯଦି…

ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ ଓ ମଣିପୁରକୁ ଭାରତୀୟ ସୀମାରେ ମିଶାଇ ଥିଲେ ନେତାଜୀ

୧୮୯୭ ମସିହା ଜାନୁଆରୀ ମାସ ୨୩ ତାରିଖରେ ଜନ୍ମ ନେଇଥିବା ନେତାଜୀଙ୍କୁ ଭାରତର ସବୁଠୁ ସମ୍ମାନିତ ସେନା ଅଧିକାରୀ ଭାବେ ଧରାଯାଏ । ସେହି ହିଁ ସର୍ବପ୍ରଥମେ 'ଆଜାଦ ହିନ୍ଦ ଫୌଜ' ନାମରେ ପ୍ରଥମ ଭାରତୀୟ ସଶସ୍ତ୍ର ବଳର ନିର୍ମାଣ କରିଥିଲେ । ତାଙ୍କର ଲୋକପ୍ରିୟ ଡାକରା 'ତମେ ମୋତେ ରକ୍ତ ଦିଅ, ମୁଁ…

IPC ଧାରା ୨୭୯ ଏବଂ ୩୭୭, ଯାହା ଜଣେ ବେପରୁଆ ଗାଡି ଚାଳକଙ୍କୁ ଦେଇପାରେ କଠୋର ଦଣ୍ଡ

ଆପଣ କଣ ଜାଣନ୍ତି ଭାରତୀୟ ଦଣ୍ଡ ସଂହିତାରେ ଧାରା ୨୭୯ ଏବଂ ୩୩୭ ମାମଲା ରୁଜୁ ହେଲେ ଦୋଷୀଙ୍କୁ କଣ ଦଣ୍ଡ ମିଳିଥାଏ। ଆଜି ଆମେ ଆପଣଙ୍କୁ ଜଣାଇବକୁ ଏହି ଦୁଇ ଧାରା ବିଷୟରେ, ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ। ଏହି ଧାରା ଅନୁଯାୟୀ କାହା ବିରୁଦ୍ଧରେ କଣ ମାମଲା ରୁଜୁ କରାଯାଇପାରିବ? ଦୋଷୀକୁ…