Below header
Browsing Category

ସ୍ପେଶାଲ

ପ୍ରକୃତିର ଅଜବ ସୃଷ୍ଟି ଏହି ନଦୀ, ବୈଜ୍ଞାନିକ ମାନେ ବି ଖୋଜି ପାଇ ନାହାନ୍ତି ଏହା ପଛର କାରଣ

ଆପଣ ମାନେ ନିଶ୍ଚିତ ରୂପେ ଏଭିତରେ ଅନେକ ନଦୀ ଦେଖିଥିବେ । ଲମ୍ବା ତଥା ଚୌଡା ଦୃଷ୍ଟିରୁ କିଛି ନଦୀ ବଡ ହୋଇଥାଏ ତ କେତେକ ନଦୀ ଛୋଟ ହୋଇଥାଏ । କୋଉ ନଦୀ ଟିକିଏ ଅଧିକ ଗଭୀର ହୋଇଥାଏ ତ କେତେକର ଗଭୀରତା କମ ଥାଏ । କିନ୍ତୁ ଆପଣ ହୁଏତ କେବେ ପଥର ନଦୀ ବିଷୟରେ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ ।…

‘ଜାନକୀ ନାଥ ଭବନ’ ରୁ ନେତାଜୀ ମ୍ୟୁଜିୟମ…..

ନେତାଜୀଙ୍କ ସ୍ମୃତି ସବୁକୁ ସାଇତି ରଖିବା ପାଇଁ ତାଙ୍କ ଜନ୍ମ ସହର କଟକର ଓଡ଼ିଆ ବଜାର ଠାରେ ଗଢା ଯାଇଛି 'ନେତାଜୀ ମ୍ୟୁଜିୟମ' । ଯାହା ଭିତରେ ଥରେ ବୁଲି ଆସିଲେ ସତେ ଯେମିତି ଲାଗେ ଆମେ ଅତି ନିକଟରୁ ନେତାଜୀଙ୍କୁ ଦେଖି ଆସିଛୁ । ସତେ ଯେମିତି ତାଙ୍କ ଜୀବନର ପ୍ରତି ଘଟଣାକୁ ଛୁଇଁ ଦେଇ ଆସିଛୁ ।…

୫୦୦ ବର୍ଷର ପୁରୁଣା ‘ଲ୍ୟୁମିନିରେସ୍‌’ ଫେଷ୍ଟିଭାଲ୍‌, ଯେଉଁଠି ଘୋଡ଼ା ସୁସ୍ଥ ରହିବା ପାଇଁ କରାଯାଏ ଏଭଳି ଭୟଙ୍କର କାମ

‘ସେନ୍‌ ବାର୍ଟୋଲୋମ୍‌ ଡେ ଲୋସ୍‌ ପିନ୍‌ରେସ’, ସ୍ପେନ୍‌ର ଏକ ପ୍ରସିଦ୍ଧ ଗାଁ। ଏଠାରେ ପାଖାପାଖି ୬୦୦ ଲୋକ ବସବାସ କରନ୍ତି। କିଛିଦିନ ତଳେ ଏଠାରେ ପାଳନ କରାଯାଇଛି ୫୦୦ ବର୍ଷର ପୁରୁଣା ଉତ୍ସବ ‘ଲ୍ୟୁମିନିରେସ୍‌’। ଏହା ଏକ ଅଦ୍ଭୁତ ଉତ୍ସବ, ଯେଉଁଠି ଘୋଡ଼ା ଚଢ଼ାଳି ଭୟଙ୍କର ନିଅାଁ ରାସ୍ତା ଦେଇ…

୨୦୫ କୋଟି ଟଙ୍କା ମୂଲ୍ୟ ପାବ୍ଲୋ ପିକାସୋ ପେଣ୍ଟିଙ୍ଗ ବିକିବାର ପ୍ରୟାସ, ବୃଦ୍ଧଙ୍କ ଉପରେ ଲାଗିଲା ୪୧୦ କୋଟି ଟଙ୍କାର…

ସ୍ପେନର ଜଣେ କୋଟିପତି କଳା ସଂଗ୍ରହକର୍ତ୍ତାଙ୍କ ଉପରେ ୪୧୦ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି । ସେ ଅଫିସିଆଲ ଅନୁମତି ବିନା ପାବ୍ଲୋ ପିକାସୋର ପେଣ୍ଟିଙ୍ଗକୁ ବିଦେଶକୁ ଚୋରାଚାଲାଣ କରୁଥିବା ଅଭିଯୋଗରେ ମାଡ୍ରିଡ଼ ହାଇକୋର୍ଟ ତାଙ୍କୁ ୧୮ ମାସର ଜେଲ ସହିତ ୪୧୦ କୋଟି ଟଙ୍କା ଜରିମାନା…

ଏହି କାରଣରୁ ନିଜ ଶାସନ କାଳରେ ମା’ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ଥିବା ମୁଦ୍ରା ପ୍ରଚଳନ କରିଥିଲେ ମୁସଲମାନ ଶାସକ ମହମ୍ମଦ…

ଭାରତରେ କାହିଁ କେଉଁ ପୁରାତନ ଯୁଗରୁ ପ୍ରଚଳିତ ହୋଇଆସୁଛି ମୁଦ୍ରା। ଇତିହାସରୁ ଜଣାଯାଏ ଯେ ମୋଗଲ ଶାସକମାନେ ମଧ୍ୟ ତାଙ୍କ ଅମଳରେ ମୁଦ୍ରା ବ୍ୟବହାର କରୁଥିଲେ। ସେତେବେଳେ ମୁଦ୍ରାକୁ ଟଙ୍କା ଭଳି ବ୍ୟବହାର କରାଯାଉଥିଲା। ତେବେ ସବୁଠାରୁ ରୋଚକ କଥା ହେଉଛି ମୁସଲମାନ ଶାସକମାନେ ତାଙ୍କ ମୁଦ୍ରାରେ…

ଏକ ଏପରି ଗୀତ ଯାହାକୁ ଶୁଣିବା ମାତ୍ରେ ହିଁ ଲୋକେ କରିଦିଅନ୍ତି ଆତ୍ମହତ୍ୟା, ଜାଣନ୍ତୁ କାରଣ

ସାଧାରଣତଃ କିଛି ଗୀତ ଏପରି ଥାଏ ଯାହାକୁ ଥରେ କିମ୍ବା ଦୁଇଥର ଶୁଣିବା ପରେ ଏହା ଆମର ଫେବରେଟ ହୋଇଯାଇଥାଏ ଏବଂ ଏହାକୁ ବାରମ୍ବାର ଶୁଣିବା ପାଇଁ ଇଛା ହୋଇଥାଏ । କିନ୍ତୁ କେବେ ଆପଣ ଏପରି ଗୀତ ବିଷୟରେ ଶୁଣିଛନ୍ତି କି ଯାହାକୁ ଶୁଣିବା ପରେ ଲୋକେ ଆତ୍ମହତ୍ୟା କରିଦେଇଥାନ୍ତି । ବର୍ତ୍ତମାନ…

ମାଟି ତଳୁ ଉଦ୍ଧାର ହେଲା ଏକ ଏଭଳି ମମି ଯାହା ବିଷୟରେ ବୈଜ୍ଞାନିକମାନେ ଦେଲେ ସାଂଘାତିକ ସୂଚନା

ବିଭିନ୍ନ ସ୍ୱତନ୍ତ୍ରତା ଥିବା ଗାଁ ବିଷୟରେ ତ ସମସ୍ତେ ଶୁଣିଥିବେ କିନ୍ତୁ ଆଜି ଆମେ ଏକ ଏଭଳି ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଆଜି କାଲି ନୁହେଁ କାହିଁ କେଉଁ ଆଦିମ ଯୁଗରୁ ବାସ କରୁଛନ୍ତି କମ୍‌ ଉଚ୍ଚତା ବିଶିଷ୍ଟ ଲୋକ। ପ୍ରାୟ ୧୦୦ ବର୍ଷ ପୂର୍ବରୁ ଏହି ଗାଁରେ ବାମନମାନେ ବାସ କରୁଥିବା…

ଏବେ ଅନଲାଇନରେ ମିଳିବେ ଓକିଲ, ଆଇନ ସମ୍ବନ୍ଧୀୟ ପରାମର୍ଶ ପାଇଁ ନିଅନ୍ତୁ ଏହି ୱେବସାଇଟର ସାହାଯ୍ୟ

ଆଜିର ସମୟରେ କୋଚିଂଠୁ ନେଇ ଟ୍ରେନ ବୁକିଂ ପର୍ଯ୍ୟନ୍ତ ସବୁକିଛି ଅନଲାଇନ ହୋଇଯାଇଛି । ସମୟ ସହିତ ସାରା ଦୁନିଆ ଡିଜିଟାଲ ହେବାରେ ଲାଗିଛି। ତେବେ ଏହି କଥାକୁ ଧ୍ୟାନରେ ରଖି ଏବେ ଅନଲାଇନରେ ଓକିଲମାନେ ମଧ୍ୟ ଅନଲାଇନରେ ଆସିଗଲେଣି। ଅନେକ ଗୁଡିଏ ୱେବସାଇଟ ଲଞ୍ଚ ହୋଇସାରିଛି ଯାହାଦ୍ୱାରା ଆପଣ…

ପାଠପଢା ସମୟରେ କଲେଜରୁ ବହିଷ୍କୃତ ହୋଇଥିଲେ ନେତାଜୀ, ଜାଣନ୍ତୁ କଣ ଥିଲା ଏହା ପଛର କାରଣ

'ମୋତେ ରକ୍ତ ଦିଅ ମୁଁ ତମକୁ ସ୍ୱାଧୀନତା ଦେବି' ଓ 'ଦିଲ୍ଲୀ ଚଲୋ' ପରି ଜର୍ଜରିତ ସ୍ୱରରେ କମ୍ପୁଥିଲା ଯାହାର ସ୍ୱର, ଆଜାଦ ହିନ୍ଦ ପରି ଦଳ ଗଢି ଯିଏ ସ୍ବପ୍ନ ଦେଖିଥିଲେ ସ୍ୱାଧୀନ ଭାରତର, ଯାହାଙ୍କ ଅସୀମ ଦେଶ ପ୍ରେମ ତାଙ୍କୁ ଭାରତ ମାତାର ସୁଯୋଗ୍ୟ ସନ୍ତାନ ହେବାର ପରିଚୟ ଦେଇଥିଲା । ସେ ଆଉ…

ଏହି ଦେଶରେ ପ୍ଲାଷ୍ଟିକ ଅଳିଆର ଉପଯୋଗ କରି ତିଆରି ହେଉଛି କାଠ, ଫର୍ଣ୍ଣିଚରଠୁ ଆରମ୍ଭ କରି କୋଠା ନିର୍ମାଣରେ ହେଉଛି…

ଅଳିଆ ଆବର୍ଜନା ଗୁଡିକୁ ନେଇ ଏବେ ବିଶ୍ଵବ୍ୟାପୀ ଏକ ବିରାଟ ଚିନ୍ତାର ବିଷୟ ପାଲଟିଛି ଅଳିଆ ଆବର୍ଜନା ଗୁଡିକୁ ନେଇ ଏବେ ବିଶ୍ଵବ୍ୟାପୀ ଏକ ବିରାଟ ଚିନ୍ତାର ବିଷୟ ପାଲଟିଛି । ପୃଥିବୀର ବିଭିନ୍ନ ବିକଶିତ ଦେଶ ମାନେ ବି ଏପରି ଏକ ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।  ଏଗୁଡ଼ିକୁ କିପରି ଭାବେ…

ଆସନ୍ତା ୨୪ରେ ସ୍ଥାନ ପରିବର୍ତ୍ତନ କରିବେ ଶନି, ଜାଣନ୍ତୁ ୧୨ଟି ରାଶି ଉପରେ କଣ ପଡିବ ପ୍ରଭାବ

ମାଘ ମାସର ମଉନୀ ଅମବାସ୍ୟା ଦିନ ସକାଳ ୯.୧୫ରେ ଶନିଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି। ୨୯ ବର୍ଷ ପରେ ଶନି ଦେବ ମକର ରାଶିରେ ପ୍ରବେଶ କରିବେ। ତେବେ ଜାଣନ୍ତୁ ରାଶି ପରିବର୍ତ୍ତନରେ କି ପ୍ରଭାବ ପଡିବ। ଶନି ମକର ରାଶିର ସ୍ୱାମୀ। ଅର୍ଥାତ ଶନି ନିଜ ଘରକୁ ଫେରିବେ ଏବଂ ଏହି ରାଶିରେ ଶନି ଦେଢ…

ଇଏ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ପରିବାର, ଜାଣନ୍ତୁ ଏମାନଙ୍କ ପାଖରେ କେତେ ରହିଛି ଧନ-ସମ୍ପତ୍ତି

ଆପଣମାନେ ତ ବିଶ୍ୱର ସବୁଠାରୁ ଧନୀ ଲୋକଙ୍କ ବିଷୟରେ ଶୁଣିଥିବେ କିନ୍ତୁ କଣ କେବେ ଆପଣ ଧନୀ ପରିବାର ବିଷୟରେ ଶୁଣିଛନ୍ତି କି? ଏପରି ପରିବାର ଯାହାଙ୍କ ପାଖରେ ଅରବ ଡଲାର ଅର୍ଥାତ ଶତ କୋଟିର ସମ୍ପତ୍ତି ରହିଛି। ଆଜି ଆମେ ଆପଣଙ୍କୁ ଏପରି ୫ଟି ପରିବାରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ବିଶ୍ୱରେ…