Browsing Category

ସ୍ପେଶାଲ

ଆଶ୍ଚର୍ଯ୍ୟ, ସାରାଦିନ ଇଟା, ପଥର ଓ ବାଲି ଖାଇ ହଜମ କରିଦିଅନ୍ତି ଏହି ୧୦୦ ବର୍ଷୀୟ ବୃଦ୍ଧ ହୁଏନାହିଁ କୌଣସି ସମସ୍ୟା

ସାଧାରଣତଃ ଆମ ସମସ୍ତଙ୍କର କିଛି ନା କିଛି ପସନ୍ଦର ଖାଦ୍ୟ ରହିଥାଏ ଯାହାକୁ ଖାଇବା ପାଇଁ ଆମେ ସବୁବେଳେ ପ୍ରସ୍ତୁତ ହୋଇ ରହିଥାଉ । ତେବେ ଆଜି ଆମେ ଆପଣଙ୍କୁ ଏପରି ଜଣେ ବୃଦ୍ଧଙ୍କ ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କର ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ । ସାଧାରଣତଃ ଜଣେ…

ଭୀଷ୍ମଙ୍କର କେଉଁ ଭୁଲ ପାଇଁ ହୋଇଥିଲା ମହାଭାରତ ଯୁଦ୍ଧ

ଭୀଷ୍ମଙ୍କ ପିତା ଶାନ୍ତନୁ ସତ୍ୟବତୀ ନାମ୍ନୀ କୈବର୍ତ୍ତ କନ୍ୟାଙ୍କୁ ବିବାହ କରିଥିଲେ । ସତ୍ୟବତୀ ନିଜ ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତା ବ୍ୟକ୍ତ କଲେ । ଭାବାବେଗରେ ପଡି ଭୀଷ୍ମ ଆଜୀବନ ଅବିବାହିତ ହୋଇ ରହିଯିବା ଲାଗି ପ୍ରତିଜ୍ଞା ନେଲେ । ସେ ଏପରି କରିବା ପଛରେ କାରଣ ଥିଲା ସତ୍ୟବତୀଙ୍କ…

ଏବେ କୀଟନାଶକ ମଧ୍ୟ ମଶାଙ୍କୁ କରିପାରୁନି ଦମନ, ମଶାବଂଶ ଲୋପକରିବାକୁ ବୈଜ୍ଞାନିକ ବାହାର କଲେ ସହଜ ଉପାୟ

ମ୍ୟାଲେରିଆ ମଶାଙ୍କ ପାଦରେ ଦେଖାଯାଉଥିବା ପ୍ରୋଟିନ୍‌ ସେମାନଙ୍କ ପାଇଁ ଆର୍ଶୀବାଦ ପ୍ରମାଣିତ ହୋଇଛି। ନିକଟରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ମ୍ୟାଲେରିଆ ମଶାଙ୍କ ପାଦରେ ଦେଖାଯାଉଥିବା ପ୍ରୋଟିନ୍‌ ହିଁ କୀଟନାଶକଙ୍କ କବଳରୁ ତାଙ୍କୁ ରକ୍ଷା କରିବାରେ ସାହାଯ୍ୟ କରୁଛି। ଏହି କାରଣରୁ କୀଟନାଶକ…

ଭାରତରେ ଏମିତି ବି ଗାଁ ଅଛି ଯେଉଁଠି ୬୦ ଜଣ କୋଟିପତି ବାସ କରନ୍ତି, ଜାଣନ୍ତୁ ଦେଶର ଏମିତି ଆହୁରି କେତେକ ନିଆରା ଗାଁ…

ଭାରତ ହେଉଛି ଏକ ଗ୍ରାମ ବହୁଳ ଦେଶ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାଷାରେ ଗାଁର ଉନ୍ନତି ହେଲେ ହିଁ ଭାରତର ବିକାଶ ସମ୍ଭବ ହୋଇପାରିବ । ବର୍ତ୍ତମାନ ସମୟରେ ଭାରତରେ ପ୍ରାୟ ୬.୫ ଲକ୍ଷ ଗାଁ ରହିଛି । ଯେଉଁଠାରେ ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୬୮.୮ ପ୍ରତିଶତ ଲୋକ ବସବାସ କରୁଛନ୍ତି । …

ଏମିତି ଏକ ପୀଠ ଯେଉଁଠି ପୂଜା ପାଆନ୍ତି ପଶୁ ଦେବତା, ଗୃହପାଳିତ ପଶୁଙ୍କ ପାଇଁ ଏଠାରେ ଯାହାବି ମାନସିକ କଲେ ହୋଇଥାଏ…

ଯାଜପୁର: ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଦେବାଦେବୀ ପୀଠ ଓ ସେଠାକାର ଆଲୌକିକ ମହିମା ସମ୍ପର୍କରେ ଶୁଣିଥିବେ ନିଶ୍ଚୟ । ହେଲେ ଆଜି ଆମେ ଏପରି ଏକ ପୀଠ ବିଷୟରେ କହିବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯଦି କୌଣସି ଗୃହପାଳିତ ପଶୁଙ୍କର ଦେହ ଖରାପ ହୋଇଥାଏ ତେବେ ଏହି ପୀଠରେ ମାନସିକ କଲେ…

ବ୍ଲଡ଼ ଗ୍ରୁପ ଅନୁସାରେ ଖାଆନ୍ତୁ ଖାଦ୍ୟ, ଜୀବନ ସାରା ରୁହନ୍ତୁ ସୁସ୍ଥ

ସୁସ୍ଥ ରହିବା ସହ ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ବିଭିନ୍ନ ପ୍ରକାର ଖାଦ୍ୟ ଖାଇ କେମିତି ନିଜ ତ୍ୱଚାକୁ ଅଧିକ ରୁ ଅଧିକ ଉଜ୍ଜ୍ୱଳ କରିବେ ସେ ନେଇ ସମସ୍ତେ ଚେଷ୍ଟା କରନ୍ତି । ଏମିତିକି ବଜାରରେ ମିଳୁଥିବା ନୂଆ ନୂଆ ଖାଦ୍ୟ ମନ ମଧ୍ୟ ନିଜ ଉପରେ ଟ୍ରାଏ କରିଥାନ୍ତି । କିନ୍ତୁ…

‘ଯଦି ସକାଳେ ଉଠିବା ବେଳେ ଆପଣ ଜାଣିବାକୁ ପାଇବେ ଯେ ଆପଣ ଗର୍ଭବତୀ ଅଛନ୍ତି, ତେବେ କ’ଣ କରିବେ?’ IASର ସାକ୍ଷାତକାରରେ…

ଅଧିକାଂଶ ପିଲାଙ୍କ ସ୍ୱପ୍ନ ଥାଏ ବଡ଼ ହେଲେ ଆଇଏଏସ୍‌ ଅଫିସର ହେବା। ଏଥିପାଇଁ ସେମାନେ ପିଲାବେଳୁ ହିଁ ଲାଗିପଡ଼ିଥାନ୍ତି। ଆଇଏଏସ୍‌ରେ କୃତକାର୍ଯ୍ୟ ହେବାକୁ ହେଲେ ତିନିଟି ପରୀକ୍ଷା ଯଥା ପ୍ରିଲିମିନାରୀ, ମେନ୍‌ ଓ ସାକ୍ଷାତକାର ଦେବାକୁ ପଡ଼ିଥାଏ। ଏହି ତିନୋଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ…

ଏହି ଗାଁରେ ୭ ବର୍ଷ ହେବ ଜନ୍ମ ହେଇନାହାନ୍ତି ଜଣେ ହେଲେବି ଶିଶୁ, ପିଲାଙ୍କ ଅଭାବ ପୂରଣ କରୁଛି କଣ୍ଢେଇ

ପୃଥିବୀର ଅନ୍ୟତମ ବିକଶିତ ଦେଶ ଭାବେ ଜଣା ଜାପାନର ଲୋକ ସଂଖ୍ୟା ଦିନ କୁ ଦିନ କମିବାରେ ଲାଗିଛି । କମୁଥିବା ଲୋକସଂଖ୍ୟା ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଜାପାନର ଜଣେ ମହିଳା ଏକ ଭିନ୍ନ ପଦକ୍ଷେପ ନେଇଛନ୍ତି । ଏମିତିକି ଲୋକ ସଂଖ୍ୟା କମୁଥିବାରୁ ଜାପାନର ଏକ ଗାଁକୁ ଭୁତ ଗାଁ ବି କୁହାଯାଉଛି ।…

ଖାଦ୍ୟ ଉପରେ ଅତ୍ୟଧିକ କଟକଣା ପାଇଁ ଆପଣ ହୋଇପାରନ୍ତି ଏକଲାପଣର ଶିକାର: ସର୍ଭେ

ଭାରତରେ ଉତ୍ସବର ଅର୍ଥ ସ୍ୱାଦିଷ୍ଟ ଖାଦ୍ୟପେୟ ଭୋଜନ ଓ ମଜାମସ୍ତି। କିନ୍ତୁ ଉତ୍ସବର ମସ୍ତିଭରା ମାହୋଲରେ ମଧ୍ୟ କିଛି ଲୋକ ନିଜ ଡାଏଟ୍‌କୁ ଜଗିଥାନ୍ତି। କ’ଣ ଖାଇବେ ନ ଖାଇବେ ସେ ବିଷୟରେ ସେମାନେ ଆଗୁଆ ସଚେତନ ରହିଥାନ୍ତି। ଫଳରେ ସେମାନେ ଉତ୍ସବର ମଜାକୁ ଠିକ୍‌ ଭାବେ ଉଠାଇପାରିନଥାନ୍ତି ଓ ନିଜକୁ…

ପ୍ରତି ମିନିଟ୍‌ରେ ୯୫ଟି ବିରିୟାନୀ ଅର୍ଡର କରିଥାଆନ୍ତି ଭାରତୀୟ, ଖେଚୁଡିର ଡିମାଣ୍ଡ କାହିଁରେ କେତେ, ରିପୋର୍ଟରୁ ହେଲା…

ଭାରତୀୟମାନେ ନା କେବଳ ଖାଦ୍ୟ ପ୍ରସ୍ତୁତ କରିବାରେ, ବରଂ ଖାଦ୍ୟ ଖାଇବାରେ ମଧ୍ୟ ଖୁବ୍‌ ମାହିର ଥାଆନ୍ତି। ବିବିଧତାରେ ଭରା ଆମ ଦେଶ ଭାରତରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ ଏବଂ ଖିଆଯାଇଥାଏ। କିନ୍ତୁ ଆଜିକାଲି ଖାଦ୍ୟ ଅର୍ଡର କରିବା ପାଇଁ କେତେକ ପ୍ରକାର ଫୁଡ୍‌ ସର୍ଭିସ୍‌…

ଭାଇରାଲ ହେଲା ଫଟୋ: ସ୍କୁଲ ଶିକ୍ଷୟିତ୍ରୀ ପାଠକୁ ଆହୁରି ମଜାଦାର କରିବା ପାଇଁ ପିନ୍ଧିଲେ ‘ମାନବ ଶରୀର ଗଠନ’ ବଡିସୁଟ୍‌,…

ଏକ ସ୍ପେନିଶ୍‌ ସ୍କୁଲର ଜଣେ ୪୩ ବର୍ଷୀୟା ଶିକ୍ଷୟିତ୍ରୀ ନିଆରା ଢଙ୍ଗରେ ଶ୍ରେଣୀ ଗୃହରେ ପଶି ପିଲାମାନଙ୍କୁ ପାଠ ପଢ଼ାଇଛନ୍ତି। ତାଙ୍କର ଏଭଳି ଶିକ୍ଷାଦାନ ଶୈଳୀ ଦେଖି ବିଭିନ୍ନ ଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି। ଶିକ୍ଷୟିତ୍ରୀ ହେଲେ ବେରୋନିକା ଡ୍ୟୁକ୍‌। ତାଙ୍କର ଶିକ୍ଷାଦାନ କ୍ଷେତ୍ରରେ ୧୫ ବର୍ଷର…

ଜାଣନ୍ତୁ କେଉଁ କାରଣରୁ କୋରିଆବାସୀ ଅଯୋଧ୍ୟାକୁ ନିଜର ମାତୃଭୂମି ବୋଲି ମାନିଥାନ୍ତି

ଇତିହାସରେ କୋରିଆ ଏବଂ ଅଯୋଧ୍ୟା ସମ୍ପର୍କରେ ଏପରି କିଛି ରୋଚକ ତଥ୍ୟ ଉଲ୍ଲେଖ କରାଯାଇଛି, ଯାହା ଜାଣିବା ପରେ ଆପଣାମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହାଠାରୁ ମଧ୍ୟ ଅଧିକ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଏହା ସହ ଦୁଇଶହ ଶତାଦ୍ଦୀ ପୁରୁଣା ସମ୍ବନ୍ଧ ରହିଛି। ଆମେ ସମସ୍ତେ ଜାଣିଛୁ ଅେଂଯାଧ୍ୟା…