Browsing Category

କ୍ରୀଡା

ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆର ସହଜ ବିଜୟ, ୫ ଟିକିଆ ସିରିଜ୍‌ କୁ ୩-୨ରେ ଜିତିଲା ଭାରତ

ଅହମ୍ମଦାବାଦ : ସ୍ଥାନୀୟ ନରେନ୍ଦ୍ରମୋଦୀ ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲଣ୍ଡ ୫ମ ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ସହଜ ବିଜୟ ହାସଲ କରିଛି । ଇଂଲଣ୍ଡ ବିଜୟ ପାଇଁ ୨୨୫ ରନ୍‌ର ପିଛା କରି ୮ ଓ୍ଵିକେଟ ବିନିମୟରେ ମାତ୍ର ୧୮୮ ରନ୍‌ ସଂଗ୍ରହ କରିପାରିଥିଲା । ଫଳରେ ଭାରତ ୩୬…

ରାଜ୍ୟର ପ୍ରଥମ ଲନ୍‌ ଟେନିସ ଖେଳାଳି ଭାବେ ଜାତୀୟ ସ୍ତରରେ ଫାଇନାଲରେ ପହଞ୍ଚିଲେ କିଟ୍‌ ଛାତ୍ରୀ ସୋହିନୀ ମହାନ୍ତି

କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରୀ ସୋହିନୀ ମହାନ୍ତିଙ୍କ ସଫଳତା। ରାଜ୍ୟର ପ୍ରଥମ ଲନ୍‌ ଟେନିସ ଖେଳାଳି ଭାବେ ଜାତୀୟ ସ୍ତରରେ ଫାଇନାଲରେ ପହଞ୍ଚିଛନ୍ତି। ୧୨ବର୍ଷୀୟ ସୋହିନୀ ୧୪ବର୍ଷରୁ କମ୍‌ ବର୍ଗର ଉଭୟ ସିଙ୍ଗଲସ୍‌ ଓ ଡବଲ୍‌ସରେ ଫାଇନାଲ୍‌କୁ ଉତ୍ତିର୍ଣ୍ଣ…

ଭାରତ-ଇଂଲଣ୍ଡ ଟି-୨୦ ୪ର୍ଥ ମ୍ଯାଚରେ ଦୁଇଟି ଟୋପି ପିନ୍ଧି ଫିଲ୍ଡିଂ କରୁଥିଲେ ଇଂଲଣ୍ଡ ଅଧିନାୟକ ଇୟନ ମୋର୍ଗାନ, କିନ୍ତୁ…

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟି-ଟ୍ବେଣ୍ଟି ମ୍ୟାଚରେ ଇଂଲଣ୍ଡକୁ ୮ ରନରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ଏହା ସହିତ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୨ରେ ବରାବର କରିବାରେ ମଧ୍ୟ ସକ୍ଷମ ହୋଇଛି ଭାରତ । ୪ର୍ଥ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଇନିଂସକୁ ନେଇ…

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଶେଷ ଟି-୨୦, ହେବ ନିର୍ଣ୍ଣାୟକ ଲଢେଇ

କେନ୍ଯୁଜ୍: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଶେଷ ଟି-୨୦ । ଦୁଇ ଦଳ ମଧ୍ୟରେ ହେବ ନିର୍ଣ୍ଣାୟକ ଲଢେଇ । ସିରିଜ୍‌ ୨-୨ରେ ବରାବର ଥିବାରୁ ଆଜିର ମ୍ୟାଚ୍‌ ଜିତି ଟାଇଟଲ ହାତେଇବାକୁ ଚେଷ୍ଟା କରିବେ ଉଭୟ ଦଳ । କହିବାକୁ ଗଲେ ଆଜିର ମ୍ୟାଚ୍‌ ଟି-୨୦ ସିରିଜ୍‌ର ଫାଇନାଲ ମ୍ୟାଚ୍‌ । ବିଶ୍ୱ ଟି-୨୦…

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ବିସିସିଆଇ ଟ୍ୱିଟ୍ କରି ୧୮ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରିଛି । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଦିନିକିଆ ଟିମରେ ସାମିଲ କରାଯାଇଛି । ପୁନେରେ ୨୩ ତାରିଖରେ…

ବବିତା ଏବଂ ଗୀତା ଫୋଗଟଙ୍କ ସମ୍ପର୍କୀୟ ଭଉଣୀ କଲେ ଆତ୍ମହତ୍ଯା, ଜାଣନ୍ତୁ କ’ଣ ଥିଲା କାରଣ

ଭାରତର ଷ୍ଟାର୍ ରେସଲର ବବିତା ଏବଂ ଗୀତା ଫୋଗଟଙ୍କ ସମ୍ପର୍କୀୟ ଭଉଣୀ ରିତିକା ଫୋଗଟ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଆତ୍ମହତ୍ଯାର କାରଣ କ’ଣ ଥିଲା ତାହା ଏବେ ଜଣାପଡିଛି। ଖରବ ମୁତାବକ, ରାଜ୍ୟସ୍ତରୀୟ ସବ୍ ଜୁନିୟର କୁସ୍ତିରେ ପରାଜୟକୁ ସହଜରେ ଗ୍ରହଣ କରିନପାରି ସେ ଏଭଳି ପଦକ୍ଷେପ ନେଇଥିବା…

ଚତୁର୍ଥ ଟି-ଟ୍ୱେଣ୍ଟିରେ ଭାରତ ଠାରୁ ଇଂଲଣ୍ଡ ୮ ରନରେ ହାରିଗଲା

ଅହମଦାବାଦ : ଆଜି ଖେଳା ଯାଇଥିବା ଚତୁର୍ଥ ଟି-ଟ୍ୱେଣ୍ଟିରେ ଭାରତ ଠାରୁ ଇଂଲଣ୍ଡ ହାରିଗଲା । ଭାରତ ଶେଷ ଓଭରରେ ୮ ରନରେ ଜିତି ଯାଇଛି । ଫଳରେ ସିରିଜ ୨-୨ରେ ପହଂଚିଛି । ଇଂଲଣ୍ଡ ପକ୍ଷରୁ ଜାସନ ରୟ ୪୦, ବେନ ଷ୍ଟୋକସ ୪୬ ରନ କରିଥିଲେ । ଶେଷ ଓଭରରେ ଠାକୁର ଓ ଆର୍ଚରଙ୍କ ମଧ୍ୟରେ ଭଲ ଲଢେଇ…

ଚତୁର୍ଥ ଟି-୨୦, ଇଂଲଣ୍ଡକୁ ୧୮୬ ରନ୍‌ର ବିଜୟଲକ୍ଷ୍ୟ ଦେଲା ଭାରତ

ଅହମଦାବାଦ : ଆଜି ଚତୁର୍ଥ ଟି-୨୦ରେ ଭାରତ ପ୍ରଥମେ ବ୍ୟାଟିଂ କରି୮ ଓ୍ଵିକେଟ୍‌ରେ ୧୮୫ ରନ୍‌ କରିଛି । ଇଂଲଣ୍ଡ ଟସ୍‌ ଜିତି ଟିମ୍‌ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଡାକିଥିଲା । ରୋହିତ ଶର୍ମା ୧୨, କେ.ଏଲ୍‌ ରାହୁଲ ୧୪, ଅଧିନାୟକ ବିରାଟ କୋହଲି ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଥିଲେ ।…

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦, ଷ୍ଟାଡିୟମ୍‌ରେ ଦର୍ଶକଙ୍କୁ ମିଳିବନି ଏଣ୍ଟ୍ରି

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦ । ଆଜି ସନ୍ଧ୍ୟା ୭ ଟା ବେଳେ ମୋଟେରା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ସାଢ଼େ ୬ ଟାରେ ଟସ୍ ପଡ଼ିବ। ଅହମ୍ମଦାବାଦରେ ପୁଣିଥରେ କରୋନା ଭାଇରସର ବଢ଼ୁଥିବା ସଂକ୍ରମଣ ଯୋଗୁ ଆଜି ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ।…

କିଟ୍‌ରେ ଆଜିଠୁ ଆରମ୍ଭ ହେଲା ଓ୍ଵାର୍ଲଡ ୟୁନିଭର୍ସିଟି ଗେମ୍‌ସ ୨୦୨୧ ଆର୍ଚେରି ଇଭେଣ୍ଟ ସିଲେକ୍ସନ ଟ୍ରାଏଲ

ଭୁବନେଶ୍ୱର(କେ.ନ୍ୟୁଜ): ଓ୍ଵାର୍ଲଡ ୟୁନିଭର୍ସିଟି ଗେମ୍‌ସ ୨୦୨୧ ଆର୍ଚେରି ଇଭେଣ୍ଟ ସିଲେକ୍ସନ ଟ୍ରାଏଲ କିଟ୍‌ କିସ୍‌ ଆର୍ଚେରି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି। ଆଜି ଠାରୁ ଆରମ୍ଭ ହୋଇଥିବା ସିଲେକ୍ସନ ଟ୍ରାଏଲ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ଟପ୍‌ ୧୬ ଜଣଙ୍କୁ…

ତୃତୀୟ ଟି-୨୦ ମ୍ଯାଚରେ ଇଂଲଣ୍ଡର ଦମଦାର ବିଜୟ, ୮ ୱିକେଟରେ ଭାରତକୁ ଦେଲା ମାତ୍

ଅହମ୍ମଦାବାଦ ୩ୟ ଟି-୨୦ ମ୍ଯାଚରେ ଇଂଲଣ୍ଡର ଦମଦାର ବିଜୟ । ଭାରତକୁ ୮ ଓ୍ଵିକେଟରେ ପରାସ୍ତ କରିଛି ଇଂଲଣ୍ଡ। ଏହି ବିଜୟ ସହ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି । ଭାରତର ୧୫୭ ରନ ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ଏହି ବିଜୟ ପାଇଛି। ପୁଣିଥରେ ଟସ୍ ହାରିବା ସହ ମ୍ୟାଚ୍ ହାରିଲା ଟିମ୍ ଇଣ୍ଡିଆ।…

କୌଣସି ହିରୋଇନଙ୍କ ଠାରୁ କମ୍ ନୁହନ୍ତି ବୁମରାହଙ୍କ ପତ୍ନୀ, ପୂର୍ବରୁ ଜିତି ସାରିଛନ୍ତି ମିସ୍ ଇଣ୍ଡିଆ ଟାଇଟଲ

ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରାହ ସୋମବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବୁମରାହ ଟିଭି ଆଙ୍କର ସଞ୍ଜନା ଗଣେଶନଙ୍କ ସହିତ ସାତଫେରା ନେଇଛନ୍ତି। ଉଭୟ କେବଳ ପରିବାର ଲୋକ ଏବଂ କମ୍ ଅତିଥିଙ୍କ ଉପସ୍ଥିତିରେ ପରସ୍ପରର ହାତ ଧରିଛନ୍ତି । ବୁମରାହ କ୍ରିକେଟ ଦୁନିଆରେ…