Browsing Category

କ୍ରୀଡା

ଟେଷ୍ଟ କ୍ରିକେଟକୁ ଜଲ୍‌ଦି ହିଁ ଫେରିବାକୁ ଚାହୁଁଛନ୍ତି ଭୁବନେଶ୍ୱର କୁମାର, କହିଲେ ଏହି କଥା

ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଏବଂ ଟି୨୦ ସିରିଜ୍‌ ସମୟରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଜଲଓ୍ଵା ଦେଖିବାକୁ ମିଳିଲା। ନିକଟରେ ହିଁ ସେ ଆହତରୁ ସୁସ୍ଥ ହେବା ପରେ ଟିମ୍‌ ଇଣ୍ଡିଆକୁ ଫେରିଛନ୍ତି। ଭୁବନେଶ୍ୱର କୁମାର କହିଛନ୍ତି କି, ଟେଷ୍ଟ କ୍ରିକେଟ ଏବେ ବି ତାଙ୍କ ପ୍ରାଥମିକତା…

ସ୍ପୋର୍ଟ୍ସ ଷ୍ଟାର ଆସେସ୍‌ ଆଓ୍ଵାର୍ଡ ୨୦୨୧ : କ୍ରୀଡ଼ାର ପ୍ରମୋଶନ ପାଇଁ ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ କ୍ରୀଡ଼ା ଦଶନ୍ଧି…

ଭୁବନେଶ୍ୱର : ଓଡ଼ିଶାବାସୀଙ୍କ ପାଇଁ ବଡ଼ ଗର୍ବର ବିଷୟ ଯେ ୨୦୨୧ ମସିହା ସ୍ପୋର୍ଟ୍ସ ଷ୍ଟାର ଆସେସ୍‌ ଆଓ୍ଵାର୍ଡରେ କ୍ରୀଡ଼ାର ପ୍ରମୋଶନ୍‌ ପାଇଁ ଓଡ଼ିଶାକୁ ଶ୍ରେଷ୍ଠ କ୍ରୀଡ଼ା ଦଶନ୍ଧି ପୁରସ୍କାର ମିଳିଛି । ଓଡ଼ିଶା ଏଥିପୂର୍ବରୁ ୨୦୧୯ ଓ ୨୦୨୦ରେ ମଧ୍ୟ କ୍ରୀଡ଼ା ପାଇଁ ପୁରସ୍କାର ପାଇଥିଲା । ଓଡ଼ିଶାର…

ଇଂଲଣ୍ଡକୁ ୭ ରନ୍‌ରେ ହରାଇଲା ଭାରତ, ୨-୧ ରେ କବ୍‌ଜା କଲା ଦିନିକିଆ ସିରିଜ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ଆଜି ଭାରତ ୭ ରନ୍‌ରେ ଇଂଲଣ୍ଡକୁ ହରାଇ ୨-୧ ରେ ଦିନିକିଆ ସିରିଜ କବ୍‌ଜା କରିଛି । ୩୩୦ ରନ୍‌ର ଲକ୍ଷ୍ୟ ନେଇ ଇଂଲଣ୍ଡ ଖେଳ ଆରମ୍ଭ କରିଥିବ ବେଳେ ସମସ୍ତ ୫୦ ଓଭର ଖେଳି ୯ ଓ୍ଵିକେଟରେ ୩୨୨ ରନ୍‌ ସଂଗ୍ରହ କରିପାରିଛି । ଫଳରେ ୭ ରନ୍‌ରେ ଇଂଲଣ୍ଡ ଆଜି…

ଅଲଗା ଅନ୍ଦାଜରେ ଦେଖିବାକୁ ମିଳିବ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ, ଟିମର ନୂଆ ଜର୍ସି ଲଞ୍ଚ

ଆଇପିଏଲ୍-୨୦୨୧ ସିଜିନ ୧୪ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏମିତିରେ ସବୁ ଟିମ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ୫ ଥର ଚମ୍ପିଆନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ପାଇଁ ନୂଆ ଜର୍ସି ଲଞ୍ଚ କରିଛି । ନିକଟରେ ସିଏସକେ ନୂଆ ଜର୍ସି ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଲଞ୍ଚ କରିଥିଲେ।…

ଆଜି ପୁଣେରେ ମହାମୁକାବିଲା, ସିରିଜର ନିର୍ଣ୍ଣାୟକ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ପୁଣେ : ଆଜି ପୁଣେରେ ମହାମୁକାବିଲା । ସିରିଜର ନିର୍ଣ୍ଣାୟକ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ଉଭୟ ଟିମ ପାଇଁ କର ବା ମର ସ୍ଥିତି । ୩ ଟିକିଆ ସିରିଜ ଏବେ ୧-୧ରେ ବରାବର ଅଛି । ଯିଏ ଆଜିର ମ୍ୟାଚ ଜିତିବ ସିଏ ସିରିଜ ହାତେଇବ । ବିରାଟ ବାହିନୀର ପ୍ଲେଇଂ ଇଲେଭେନ ଉପରେ ନଜର ରହିଛି ।…

ସଚିନ୍‌ ତେନ୍ଦୁଲକରଙ୍କ ପରେ ୟୁସୁଫ୍‌ ପଠାନ୍‌ କୋଭିଡ୍‌ ପଜିଟିଭ୍, ଟ୍ଵିଟ୍‌ କରି ଦେଲେ ସୂଚନା

କେନ୍ୟୁଜ୍(ବ୍ୟୁରୋ):   ସଚିନ୍‌ ତେନ୍ଦୁଲକରଙ୍କ ପରେ ୟୁସୁଫ୍‌ ପଠାନ୍‌ କୋଭିଡ୍‌ ପଜିଟିଭ୍‌ । ଟିମ୍‌ ଇଣ୍ଡିଆର ଏହି ପୂର୍ବତନ ଅଲରାଉଣ୍ଡର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଟ୍ଵିଟ୍‌ କରି ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି । ତାଙ୍କର ସାମାନ୍ୟ ଲକ୍ଷଣ ଥିଲା । ଏହା ପରେ ସେ…

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କରୋନା, ଟ୍ବିଟ୍ କରି ଜଣାଇଲେ

ଭାରତୀୟ କ୍ରିକେଟ ଜଗତର ମାଷ୍ଟର ବ୍ଲାଷ୍ଟର ଖେଳାଳି ସଚିନ ତେନ୍ଦୁଲକର କରୋନା ଚିହ୍ନଟ ହୋଇଛନ୍ତି। ଗତ କିଛିଦିନ ତଳେ ସଚିନ କରୋନା ଟିକା ନେଇଥିଲେ। ସଚିନ କରୋନା ହେବା ନେଇ ନିଜେ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। pic.twitter.com/dOlq7KkM3G — Sachin Tendulkar…

ଇଂଲଣ୍ଡର ଦମଦାର ବିଜୟ, ୬ ୱିକେଟରେ ହରାଇଲା ଭାରତକୁ

ପୁଣେ ଦିନିକିଆରେ ଇଂଲଣ୍ଡର ଦମଦାର ବିଜୟ । ୩୩୭ରନ ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ଭାରତକୁ ୬ ଓ୍ଵିକେଟରେ ପରାସ୍ତ କରିଛି । ୩ ଟିକିଆ ସିରିଜ ଏବେ ୧-୧ରେ ବରାବର ଅଛି । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ ଆସିଥିଲା ଭାରତ ।…

ଦ୍ୱିତୀୟ ଦିନିକିଆ, ରାହୁଲଙ୍କ ଶତକରେ ଇଂଲଣ୍ଡ ଆଗରେ ଭାରତର ରଖିଲା ୩୩୭ ରନ୍‌ର ଟାର୍ଗେଟ୍‌

ପୁନେ : କେଏଲ୍‌ ରାହୁଲଙ୍କ ଶତକ ସାଙ୍ଗକୁ ଅଧିନାୟକ ବିରାଟ କୋହଲି ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ । ତା ସହିତ ଶେଷ ଭାଗରେ ପାଣ୍ଡ୍ୟା ବ୍ରଦର୍ସଙ୍କ ଧମାକାରେ ଭାରତ ଆଜି କରିଛି ୬ ଓ୍ଵିକେଟ୍‌ରେ ୩୩୬ ରନ୍‌ । ଫଳରେ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଆଗେରେ ଜିତିବା ପାଇଁ ୩୩୭ ରନ୍‌ର ଟାର୍ଗେଟ୍‌ ରହିଛି…

ଆଇପିଏଲ୍‌ ର ୧୦ ନୂଆ ନିୟମ ଯାହାକୁ ଟିମ୍‌ ଠୁ ଆରମ୍ଭ କରି ଖେଳାଳୀଙ୍କ ପରିବାର ପର୍ଯ୍ୟନ୍ତ ସମସ୍ତଙ୍କୁ ମାନିବାକୁ ହେବ

ନୂଆଦିଲ୍ଲୀ :  ଆଇପିଏଲ୍‌ ର ୧୪ ତମ ସିଜିନ ଆଗାମୀ ୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଅନଷ୍ଠିତ ହେବ । ଯଦିଓ ଏଥରର ଖେଳ ଭାରତରେ ହେବାକୁ ଯାଉଛି ତେବେ ଏଥରର ଖେଳରେ କିଛି ପରିବର୍ତ୍ତନ କରାଯାଇଛି । ଏଥର…

ଲମ୍ବା କେଶ ସହିତ ନୂଆ ଲୁକ୍ ସେୟାର କଲେ ଯୁବରାଜ, ପୂର୍ବତନ ପ୍ରେମିକା ଦେଲେ ଏମିତି କମେଣ୍ଟ

ଟିମ୍ ଇଣ୍ଡିଆର ପୂର୍ବ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂ ଏବେ ନୂଆ ଲୁକକୁ ନେଇ ଚର୍ଚ୍ଚାରେ। ୟୁବି ଏବେ ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଫଟୋକୁ ଦେଖିବା ପରେ ସମସ୍ତେ କମେଣ୍ଟ କରିବାରେ ଲାଗିଛନ୍ତି। ଆଉ ଏଥିରୁ ବାଦ ପଡିନାହାନ୍ତି ୟୁବିଙ୍କ ପୂର୍ବତନ ପ୍ରେମିକା ତଥା ବଲିଉଡ…

ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ, ମ୍ୟାଚ୍‌ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କେନ୍ଯୁଜ୍: ଭାରତ ଇଂଲଣ୍ଡ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ । ପ୍ରଥମ ଦିନିକିଆ ଜିତିବା ପରେ ଆଜିର ମ୍ୟାଚ୍‌ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଭାରତ । ଶ୍ରେୟସ ଆୟର ଆହତ କାରଣରୁ ବାଦ ପଡିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ମ୍ୟାଚ ଖେଳିବା ଯଥେଷ୍ଟ ସମ୍ଭାବନା ରହିଛି । ସୂର୍ଯ୍ୟକୁମାର ଆଜି…