Browsing Category

କ୍ରୀଡା

ଆଇପିଏଲ୍‌ ଉପରେ କରୋନା ସଙ୍କଟ, ଏଥରକ ବି ବିନା ଦର୍ଶକରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ

ଏଥରକ ବି ବିନା ଦର୍ଶକରେ ହେବ ଆଇପିଏଲ୍‌। ଆଉ ଶୁଭିବନି ଦର୍ଶକଙ୍କ କୋଳାହଳ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ। ଏନେଇ ସୂଚନା ଦେଇଛନ୍ତି ବିସିସିଆଇର ଉପସଭାପତି ରାଜୀବ ଶୁକ୍ଳା। ଏପ୍ରିଲ ୯ରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌। ଏହା ପୂର୍ବରୁ ଲଗାତାର କରୋନା…

ଆଇପିଏଲ ଉପରେ କରୋନା ପ୍ରଭାବ, ଅକ୍ଷର ପଟେଲଙ୍କ ପରେ RCB ର ଦେବଦତ୍ତ ପାଡିକଲଙ୍କୁ କରୋନା

ଆଇପିଏଲ ସିଜିନ ୧୪ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଛି। ଆଉ ମାତ୍ର ୫ ଦିନ ବାକି ରହିଥିବା ଏହି ମହାକୁମ୍ଭ ପୂର୍ବରୁ କରୋନା ବିପଦ ବଢିବାରେ ଲାଗିଲାଣି । ପ୍ରଥମେ ଦିଲ୍ଲୀ କ୍ଯାପିଟାଲ୍ସର ଅଲରାଉଣ୍ଡର ଅକ୍ଷର ପଟେଲ ଆଉ ଏବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର ଖେଳାଳି ଦେବଦତ୍ତ ପାଡିକଲ…

ଆଇପିଏଲ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ୍ ଚିନ୍ତାରେ, କରୋନା ପଜିଟିଭି ଚିହ୍ନଟ ହେଲେ ଚେନ୍ନାଇର ଟିମ୍ ସଦସ୍ଯ

କ୍ରିକେଟ ଜଗତକୁ ମଧ୍ୟ ଧୀରେ ଧୀରେ କବଳିତ କରୁଛି କରୋନା। କିଛିଦିନ ପୂର୍ବରୁ ସଚିନଙ୍କୁ କରୋନା ହୋଇଥିବା ବେଳେ ଅକ୍ଷର ପଟେଲଙ୍କୁ ମଧ୍ୟ କରୋନା ହୋଇଛି। ଏହାମଧ୍ୟରେ ଆଇପିଏଲ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ତା’ ପୂର୍ବରୁ ୱଙ୍ଖଡେ ଷ୍ଟାଡିଅରମର ୮ ଜଣ ସଦସ୍ଯ କରୋନା ପଜିଟିଭ ଚିହ୍ନଟ…

ଅକ୍ଷର ପଟେଲ୍‌ କରୋନା ପଜିଟିଭ, ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଧକ୍କା

ନୂଆଦିଲ୍ଲୀ :  ୨୦୨୧ ଆଇପିଏଲ୍‌ ଘୋଷଣା ହେବାର ଆଉ କିଛି ଦିନ ବାକି ଅଛି । ଏବେ କ୍ରିକେଟର ଅକ୍ଷର ପଟେଲଙ୍କୁ କରୋନା ପଜିଟିଭ ହେବା ଜଣା ପଡ଼ିବା ପରେ ବଡ଼ ଧକ୍କା ଲାଗିଛି ଦିଲ୍ଲୀ କ୍ୟାପିଟାଲ୍ସକୁ । ଅଲ୍‌ରାଉଣ୍ଡର କ୍ରିକେଟ ଷ୍ଟାର ଅକ୍ଷର କରୋନା ପଜିଟିଭ ଥିବା ବେଳେ ନିୟମିତ କ୍ୟାପ୍‌ଟେନ୍‌…

ଆଇପିଏଲ୍‌ ପୂର୍ବରୁ ମୁମ୍ବାଇ ଓ୍ଵଙ୍ଖଡ଼େ ଷ୍ଟାଡିୟମ୍‌ର ୮ ଜଣ କର୍ମଚାରୀ କରୋନା ପଜିଟିଭ୍‌

ମୁମ୍ବାଇ : ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ସ୍ରୋତ ଖୁବ୍‌ ବେଗରେ ବଢ଼ି ଚାଲିଛି । ଏମିତିକି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ମଧ୍ୟ କୋଭିଡ୍‌ରେ ସଂକ୍ରମିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏତିକି ବେଳେ ଆଉ ଏକ ଖରାପ ଖବର ବି ଆସିଛି । ମୁମ୍ବାଇର ଓ୍ଵଙ୍ଖଡ଼େ ଷ୍ଟାଡିୟମ୍‌ରେ…

ଟେନିସ୍‌ରେ କିଟ୍‌ ଛାତ୍ରୀ ସୋହିନୀଙ୍କୁ ମିଳିଲା ଦୁଇଟି ବିଜୟ ମୁକୁଟ

ଭୁବନେଶ୍ୱର :  ଓଡ଼ିଶାର ଉଦୀୟମାନ ଟେନିସ୍‌ ତାରକା ତଥା କିଟ୍‌ ଛାତ୍ରୀ ସୋହିନୀ ମହାନ୍ତି  'ଅଣ୍ଡର- 14'  ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଦୁଇଟି ମୁକୁଟ ହାସଲ କରି କିଟ୍‌ ତଥା ଓଡ଼ିଶାର ସୁନାମ ଆଣିଛନ୍ତି । ଆଜି(ଶୁକ୍ରବାର) ଅହମ୍ମଦାବାଦ ସ୍ଥିତି ଆଲେକ୍‌ଜାଣ୍ଡର େଓ୍ଵସ୍କ…

କରୋନା ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହେଲେ ସଚିନ୍‌ ତେନ୍ଦୁଲକର

ମୁମ୍ବାଇ: ସଚିନ୍‌ ତେନ୍ଦୁଲକର ମେଡିକାଲରେ ଭର୍ତ୍ତି । କରୋନା ଚିକିତ୍ସା ପାଇଁ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ଟ୍ଵିଟ୍‌ କରି ନିଜେ ସଚିନ୍‌ ତେନ୍ଦୁଲକର ସୂଚନା ଦେଇଛନ୍ତି । କିଛି ଦିନ ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି କହିଛନ୍ତି ସଚିନ୍‌ । ଡାକ୍ତରଙ୍କ ପରାମର୍ଶରେ ସେ…

‘ଅମ୍ପାୟାର୍ସ କଲ୍’କୁ କାଏମ ରଖିଲା ଆଇସିସି, କିନ୍ତୁ ଡିଆରଏସ୍ ନିୟମରେ ଆସିଲା ସାମାନ୍ଯ ପରିବର୍ତ୍ତନ

ଡିଆରଏସକୁ ନେଇ ଆଇସିସି ନେଲା ବଡ ନିଷ୍ପତ୍ତି । ଡିଆରଏସ୍(ଡିସିସନ ରିଭ୍ୟୁ ସିଷ୍ଟମ) ନିୟମକୁ ନେଇ ଚାଲିଥିବା ନାନା ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ଆଇସିସି। ଡିଆରଏସ୍ ଅଧିନରେ ରହିଥିବା ‘ଅମ୍ପାୟାର୍ସ କଲ୍’ ନିୟମକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ହେଁ ଏହି ନିୟମକୁ କାଏମ୍…

୧୯୮୭ ମସିହାର ଓ୍ଵାସିମ୍‌ ଆକ୍ରମଙ୍କ ଅଣ୍ଡରୱେୟାର ପିନ୍ଧା ଫଟୋ ଭାଇରାଲ, ଫଟୋ ଦେଖି ପତ୍ନୀ କହିଲେ, ‘ଏହା କ’ଣ ନର୍ମାଲ?’

ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ଓ୍ଵାସିମ୍‌ ଆକ୍ରମଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋ ୧୯୮୭ ମସିହାର, ଯେତେବେଳେ ପାକିସ୍ତାନ ଟିମ୍‌ ଭାରତ ଗସ୍ତରେ ଆସିଥିଲା। ଫଟୋରେ ଆକ୍ରମ ହୋଲି ପାଳିଥିବାର ଦେଖାଯାଉଛନ୍ତି। ଏହି ଫଟୋକୁ ସ୍ପୋର୍ଟସ୍‌…

ପନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ବ, ଶ୍ରେୟସ ସ୍ଥାନରେ ହେଲେ ଦିଲ୍ଲୀ କ୍ଯାପିଟାଲ୍ସର ଅଧିନାୟକ

ନିକଟରେ ଇଂଲଣ୍ଡ ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ ପନ୍ତ। ତେଣୁ ଏବେ ତାଙ୍କ କାନ୍ଧରେ ଗୁରୁ ଦାୟିତ୍ବ। ୨୦୨୧ ଆଇପିଏଲ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଅଧିନାୟକ ହେଲେ ଋଷଭ ପନ୍ତ। ଶ୍ରେୟସ୍ ଆୟର ଆହତ ହୋଇ ଚଳିତ ଆଇପିଏଲ ସିଜିନରୁ ବାଦ୍ ପଡ଼ିଥିବାରୁ ଋଷଭଙ୍କୁ ଚଳିତ ଆଇପିଏଲ…

କ୍ରିକେଟ ଉପରେ କରୋନା ଆତଙ୍କ, ଭାରତୀୟ ମହିଳା ଟି-୨୦ କ୍ରିକେଟ୍ ଟିମର ଅଧିନାୟକ ହରମନପ୍ରୀତ କୌର କରୋନା ସଂକ୍ରମିତ

ଭାରତୀୟ ମହିଳା ଟି-୨୦ କ୍ରିକେଟ୍ ଟିମର ଅଧିନାୟକ ଷ୍ଟାର୍ ଅଲରାଉଣ୍ଡର ହରମନପ୍ରୀତ କୌର କରୋନା ସଂକ୍ରମିତ ହୋଇଛନ୍ତି। ହରମନପ୍ରୀତ କୋଭିଡ୍-୧୯ର ହାଲକା ଲକ୍ଷଣ ଅନୁଭବ କରିବା ପରେ ନିଜକୁ କରୋନା ଟେଷ୍ଟ କରାଇଥିଲେ ଏବଂ ପଜିଟିଭ୍ ଆସିଥିଲା। ୩୨ବର୍ଷୀୟ ମହିଳା କ୍ରିକେଟର ନିକଟରେ ଦକ୍ଷିଣ ଆଫ୍ରିକା…

ବଡ଼ ଭାଇ ୟୁସୁଫ୍‌ ପଠାନ୍‌ଙ୍କ ପରେ ଏବେ ଇରଫାନ ପଠାନ୍‌ କରୋନା ପଜିଟିଭ୍‌

କେନ୍ଯୁଜ୍: ବଡ଼ ଭାଇ ୟୁସୁଫ୍‌ ପଠାନ୍‌ଙ୍କ ପରେ ଏବେ ଇରଫାନ ପଠାନ୍‌ କରୋନା ପଜିଟିଭ୍‌ । ଏନେଇ ସେ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । କୌଣସି ଲକ୍ଷଣ ନଥାଇ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା କହିଛନ୍ତି । ଏବେ ସେ ଘରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ନିକଟରେ ତାଙ୍କ ସଂସ୍ପର୍ଶରେ…