Browsing Category

କ୍ରୀଡା

ପୁଅ ରିଓର ପ୍ରଥମ ଜନ୍ମଦିନରେ ଇମୋଶନାଲ୍‌ ପୋଷ୍ଟ କଲେ ସୁରେଶ ରୈନା, ଦୁଇଦିନ ପରେ ପତ୍ନୀ ପ୍ରିୟଙ୍କା ବି ଲେଖିଲେ ଏମିତି…

ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ସୁରେଶ ରୈନାଙ୍କ ପୁଅ ରିଓକୁ ୨୩ ମାର୍ଚ୍ଚରେ ୧ ବର୍ଷ ପୂରିଛି। ଏହି ଖାସ୍‌ ଅବସରରେ ରୈନା ପୁଅ ସହିତ କିଛି ଫଟୋ ଶେୟାର କରି ଏକ ଇମୋଶନାଲ୍‌ ପୋଷ୍ଟ କରିଥିଲେ। ରୈନାଙ୍କ ଏହି ପୋଷ୍ଟକୁ ଖୁବ୍‌ ପସନ୍ଦ କରାଯାଇଥିଲା। ଏବେ ପୁଅ ଜନ୍ମଦିନର ଦୁଇଦିନ ପରେ…

ଅଲିମ୍ପିକ କ୍ୱାଲିଫାଏ କରିବା ପରେ ଭୁବନେଶ୍ୱରରେ ପହଞ୍ଚିଲେ କିଟ୍‌ ଛାତ୍ରୀ ଭବାନୀ ଦେବୀ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଫେନସିଙ୍ଗରେ ଅଲିମ୍ପିକ୍ସ ଯୋଗ୍ୟତା ପ୍ରାପ୍ତ କିଟ୍‌ ଛାତ୍ରୀ ଭବାନୀ ଦେବୀ । ପ୍ରଥମ ଥର ଅଲିମ୍ପିକ କ୍ୱାଲିଫାଏ କରିବା ପରେ ଭବାନୀ ଦେବୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତାମିଲନାଡୁ ଝିଅ ଓ କିଟ୍‌ ବିଶ୍ୱ ବିଦ୍ୟାଳୟର ଛାତ୍ରୀ ହେଉଛନ୍ତି ଭବାନୀ । ବିଜୁ…

ଦିନିକିଆ ସିରିଜ୍‌ରୁ ବାହାରିଲେ ଶ୍ରେୟସ୍‌ ଆୟର, ଆଇପିଏଲ୍‌ରୁ ବାଦ୍‌ ପଡ଼ିବା ନେଇ ବଢ଼ିଲା ଆଶଙ୍କା

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଆଘାତପ୍ରାପ୍ତ ହୋଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ୍‌ ଆୟରଙ୍କୁ ସିରିଜ୍‌ରୁ ବାହାର କରି ଦିଆଯାଇଛି। ଅର୍ଥାତ୍‌ ଆୟର ଆସନ୍ତା ୨୬ ଏବଂ ୨୮ ମାର୍ଚ୍ଚରେ ହେବାକୁ ଥିବା ସିରିଜ୍‌ର ବାକି ଦୁଇଟି ମ୍ୟାଚ୍‌ ଖେଳିପାରିବେ ନାହିଁ। ତେବେ ଆୟର ନିଜ…

ବଲ୍ ରୋକିବାକୁ ଡ୍ରାଇଭ ମାରୁଥିବା ବେଳେ ଖସିଲା ଶ୍ରେୟସଙ୍କ ବାମ କାନ୍ଧ ହାଡ଼, ଆଇପିଏଲରୁ ପଡିପାରନ୍ତି ବାଦ୍

ଭାରତ- ଇଂଲଣ୍ଡ ମଧ୍ୟରେ ପୁଣେରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆକୁ ବଡ ଝଡକା ଲାଗିଛି। ଟିମ୍ ଇଣ୍ଡିଆ ଏହି ମ୍ଯାଚ ଜିତିଛି ସତ କିନ୍ତୁ ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟରଙ୍କୁ ଫିଲ୍ଡିଂ ସମୟରେ ଆଘାତ ଲାଗିଛି। ବଲ୍ ରୋକିବା ପ୍ରୟାସରେ ଡ୍ରାଇଭ ମାରିଥିଲେ। ତାଙ୍କ ବାମ କାନ୍ଧର…

ପ୍ରଥମ ଦିନିକିଆରେ ଜୋରଦାର ବିଜୟ ଦେଲେ ବୋଲର୍‌, ପଦାର୍ପଣରେ ପ୍ରଦିଶ କ୍ରିଷ୍ଣା ଦେଖାଇଲେ ଜଲଓ୍ଵା

ପୁନେ : ବଢ଼ିଆ ବୋଲିଂ ଆଜି ଭାରତକୁ ପ୍ରଥମ ଦିନିକଆରେ ଜିତାଇ ଦେଇଛି । ଆଜି ଇଂଲଣ୍ଡକୁ ୬୬ ରନ୍‌ରେ ହରାଇ ତିନି ମ୍ୟାଚ୍‌ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫ ଓ୍ଵିକେଟ୍‌ରେ ୩୧୭ ରନ୍‌ କରିଥିଲା । ଜବାବରେ ଇଂଲଣ୍ଡ ୨୫୧ ରନ୍‌ କରି…

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ: ୩୧୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଇଂଲଣ୍ଡ ସମ୍ମୁଖରେ ୩୧୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଟସ୍‌ ଜିତି ଇଂଲଣ୍ଡ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତୀୟ ଦଳ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ।…

‘ଧୋନୀଙ୍କ ଠାରୁ ଶିଖନ୍ତୁ’, ବିରାଟ କୋହଲିଙ୍କ ମନ୍ତବ୍ୟ ଉପରେ ସଞ୍ଜୟ ମଞ୍ଜରେକର ଦେଲେ ପ୍ରତିକ୍ରିୟା

ଖେଳାଳିଙ୍କ ପ୍ରଦର୍ଶନ ଉପରେ ମନ୍ତବ୍ୟକୁ ଗ୍ରହଣ କରିବା ଶିଖନ୍ତୁ ବିରାଟ କୋହଲି। କୌଣସି ସମାଲୋଚନାକୁ ଶାନ୍ତ ଭାବେ ଗ୍ରହଣ କରି ପରିପକ୍ୱତା ଦେଖାନ୍ତୁ। ପୂର୍ବ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଠାରୁ କୋହଲି ଏହି ଶିକ୍ଷା ଲାଭ କରିବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର…

ଆଜି ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ଯାଚ, ପୁଣି ସିରିଜ ହାତେଇବାକୁ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ

ଟେଷ୍ଟ ଏବଂ ଟି-୨୦ ସିରିଜ ଟିମ୍ ଇଣ୍ଡିଆ ଜିତିବା ପରେ ଦିନିକିଆ ସିରିଜ ଉପରେ ନଜର ରହିଛି। ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ସମସ୍ତ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ। ଟେଷ୍ଟ ସିରିଜକୁ ଇଣ୍ଡିଆ ୩-୧ରେ ଜିତିବା ସହିତ ଟି-୨୦ ସିରିଜକୁ ୩-୨ରେ…

ତାମିଲ ସୁପରଷ୍ଟାର ବିଷ୍ଣୁ ବିଶାଲ ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟାଙ୍କୁ କରିବେ ବିବାହ, ତାରିଖ ଘୋଷଣା…

ତାମିଲ ସୁପରଷ୍ଟାର ବିଷ୍ଣୁ ବିଶାଲ ଖୁବ୍‌ଶୀଘ୍ର ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟାଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିଷ୍ଣୁ ନିଜର ଆଗାମୀ ଫିଲ୍ମ ‘ଅରଣ୍ୟା’ର ପ୍ରି-ରିଲିଜ୍‌ ଇଭେଣ୍ଟରେ ଯୋଗଦେଇ ଏହା କହିଛନ୍ତି। ଗତବର୍ଷ ଏହି କପଲ୍‌ ନିଜର ନିର୍ବନ୍ଧ କରାଇ ଖୁସି ଖବର ଫ୍ୟାନ୍‌ମାନଙ୍କ…

ପ୍ରମୋଦ, ସ୍ବୟଂଶ, ପଞ୍ଚାନନ, ଅରୁଣ ପାଇଲେ ଓସଜା ପୁରସ୍କାର

କଟକ : ସ୍ଥାନୀୟ ଓଡିଶା ଅଲମ୍ପିକ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ଓଡିଶା କ୍ରୀଡ଼ା ସାମ୍ବାଦିକ ସଂଘ(ଓସଜା)ର ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ। କ୍ରୀଡ଼ବିତ୍ ଓ କ୍ରୀଡ଼ା ସାମ୍ବାଦିକଙ୍କ ସମ୍ପର୍କ ଯୋଗୁଁ ରାଜରେ କ୍ରୀଡ଼ାର ବିକାଶ ହୋଇଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।…

ଶ୍ରୀଲଙ୍କାକୁ ୧୪ ରନରେ ହରାଇ ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ ଟି-୨୦ ଜିତିଲା ଇଣ୍ଡିଆ, ୟୁବି ଓ ୟୁସୁଫ କଲେ କମାଲ୍

ରାୟପୁରର ସହିଦ ବୀର ନାରାୟଣ ସିଂହଙ୍କ ଅନ୍ତର୍ରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିଅମରେ ଖେଳାଯାଉଥିବା ରୋଡ ସେଫ୍ଟି ୱାଲର୍ଡ ସିରିଜ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ ଲିଜେଣ୍ଡସ ଶ୍ରୀଲଙ୍କାକୁ ୧୪ ରନରେ ହରାଇ ସିରିଜ କବ୍ଜା କରିନେଇଛି। ଯୁବରାଜ ସିଂହ ଓ ୟୁସୁଫ ପଠାନଙ୍କ ଅର୍ଦ୍ଧଶତକ ଏବଂ ବୋଲରଙ୍କ…

ରାଜସ୍ଥାନ ରୟାଲ୍ସ ପାଇଁ ଖରାପ ଖବର, ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିପାରନ୍ତି ଜୋଫ୍ରା ଆର୍ଚର

ଇଂଲଣ୍ଡ କ୍ରିକେଟ ଟିମର ଦ୍ରୁତତମ ବୋଲର ଜୋଫ୍ରା ଆର୍ଚର ଭାରତ ବିପକ୍ଷରେ ହେବାକୁ ଥିବା ତିନିଟି ଦିନିକିଆ ସିରିଜରୁ ବାଦ୍ ପଡିପାରନ୍ତି। ଦୁଇ ଟିମ ମଧ୍ୟରେ ୨୩ ମାର୍ଚ୍ଚରୁ ପୁଣେରେ ଦିନିକିଆ ସିରିଜ ଖେଳାଯିବ। ଆର୍ଚର ଭାରତ ବିପକ୍ଷରେ ଚତୁର୍ଥ ଟି-୨୦ ମ୍ଯାଚରେ ଖେଳୁଥିବା ବେଳେ ଆହତ ହୋଇଥିଲେ।…