Browsing Category

ରାଜ୍ୟ

ଗୋପ ପୋଲିସ୍ ହାତରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ: ୪ଗିରଫ, ୮ରୁ ଉର୍ଦ୍ଧ୍ୱ ଗାଡି ଜବତ

ଗୋପ(କେନ୍ଯୁଜ୍): ଗୋପ ପୋଲିସର ବଡ଼ ସଫଳତା । ଚାରିଜଣ ବାଇକ ଚୋର ଗ୍ଯାଙ୍ଗକୁ ଗିରଫ କରି କୋର୍ଟ ଚାଲଣ କରିଛି। ସୂଚନା ଅନୁସାରେ ଗୋପ, ନିମାପଡା, କୋଣାର୍କ ଓ ବାଲିପାଟଣା ଅଞ୍ଚଳରୁ ଦୀର୍ଘ ଦିନହେବ ଲଗାତାର ଭାବେ ବାଇକ ଚୋରି ହେଉଥିବାରୁ, ଏହା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଗତ…

ମହଙ୍ଗା ପଡିଲା ପାକିସ୍ତାନ କ୍ରିକେଟ ଟିମ ପ୍ରେମ: ଭାରତ ବିରୋଧୀ ମନ୍ତବ୍ୟ ଦେଇ ଗିରଫ ହେଲେ ଯୁବକ

କଟକ(କେନ୍ଯୁଜ୍): ମହଙ୍ଗା ପଡିଲା ପାକିସ୍ତାନ କ୍ରିକେଟ ଟିମ ପ୍ରେମ। ଭାରତ ବିରୋଧୀ ମନ୍ତବ୍ୟ ଦେଇ ଗିରଫ ହେଲେ ଯୁବକ। କଟକ ପଶ୍ଚିମକଛର ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ୍। ଗିରଫ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରିଛଇ ଜଗତପୁର ପୋଲିସ। ଭାରତ ପାକିସ୍ତାନ ଟି୨୦ ମ୍ୟାଚ ରେ ଭାରତର…

ସରକାରୀ ଜମିକୁ ନିଜର ଦର୍ଶାଇ କ୍ଷତିପୂରଣ ନେଇସାରିଥିବା ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ରାଶି ଆଦାୟ କର: ହାଇକୋର୍ଟ

କଟକ(କେନ୍ଯୁଜ୍): ସରକାରୀ ଜମିକୁ ନିଜର ଦର୍ଶାଇ ସରକାରଙ୍କ ଠାରୁ କ୍ଷତିପୂରଣ ନେଇସାରିଥିବା ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ରାଶି ଆଦାୟ କରିବା ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଟକ ସିଡିଏ ଜମି କେଳେଙ୍କାରି ମାମଲାରେ ହାଇକୋର୍ଟ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା…

ସ୍କୁଲରେ ଅନୁପସ୍ଥିତ ଥିବାରୁ ୨୩ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ, ୪ ସିଆରସିସିଙ୍କୁ କାରଣ ଦର୍ଶାଅ ନୋଟିସ୍

ଭଦ୍ରକ(କେନ୍ଯୁଜ୍):ସ୍କୁଲରେ ଅନୁପସ୍ଥିତ ଥିବାରୁ ୨୩ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ। ୪ ସିଆରସିସିଙ୍କୁ ଦିଆଯାଇଛି କାରଣ ଦର୍ଶାଅ ନୋଟିସ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶିକ୍ଷାଅଧିକାରୀ ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସମୟରେ ଅନେକ ବିଦ୍ୟାଳୟରେ ଶିକ୍ଷକ ଅନୁପସ୍ଥିତ ଥିବା…

ଗ୍ୟାସ୍‌ ସିଲିଣ୍ଡର ତଳେ ଫସିଲା ୪ ଫୁଟର ନାଗ ସାପ

ବାଙ୍କୀ (କେନ୍ଯୁଜ୍): ସାପକୁ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ମନରେ ଏକ ପ୍ରକାର ଭୟ ଖେଳି ଯାଇଥାଏ। ଯିଏ ଯୁଆଡେ ପାଆନ୍ତି ସିଆଡେ ଦୌଡିବାକୁ ଲାଗିଥାନ୍ତି । ତେବେ ଆମ ଚାରିପାଖରେ ଆମେ ଅନେକ ପ୍ରାକାରର ସାପଙ୍କୁ ଦେଖିଥିବା କିମ୍ବା ସାପର ନାଁ ଶୁଣିଥିବା । ହେଲେ ନାଗ ସାପ ନାଁ ଶୁଣିଲେ ଅଧିକ…

ପୁଣି ଚର୍ଚ୍ଚାରେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା, ଅଭିଯୁକ୍ତକୁ ଗିରଫ ନକରି ଖସାଇଦେଇଥିବା ଅଭିଯୋଗ

ଗଜପତି(କେନ୍ଯୁଜ୍):ପୁଣି ଚର୍ଚ୍ଚାରେ ଗୁରାଣ୍ଡି ଥାନା ପୋଲିସ । ବିବାଦରେ ଓଆଇସି ମମତା ପଣ୍ଡା । ଅଭିଯୁକ୍ତକୁ ଗିରଫ ନକରି ଖସାଇଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଗୁରାଣ୍ଡି ଥାନାରେ ବିକ୍ଷୋଭ କରିଥିଲେ ଆଙ୍କୁଡି ଗ୍ରାମବାସୀ । ଗତ ୧୭ ତାରିଖରେ ବି.ଭାସ୍କର ରାଓଙ୍କୁ ସ୍ଥାନୀୟ ବୋଶି…

କନ୍ଧମାଳରେ ପହିଲି ଶୀତ: ଦାରିଙ୍ଗବାଡିରେ ୧୫ ଡିଗ୍ରୀ ଓ ଫୁଲବାଣୀରେ ୧୭ ଡିଗ୍ରୀ ତାପମାତ୍ରା ରେକର୍ଡ

ବାଲିଗୁଡା(କେନ୍ଯୁଜ୍): କନ୍ଧମାଳରେ ପହିଲି ଶୀତ । ପ୍ରବଳ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି। ଏଥିପାଇଁ ଜିଲ୍ଲାର ବିଭିନ୍ନ ପାର୍କ ଓ ଷ୍ଟାଡିୟମରେ ସକାଳୁ ସକାଳୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ସମସ୍ତେ ବ୍ୟାୟାମ କରିବାରେ ବ୍ୟସ୍ତ ରହିଛନ୍ତି। ସପ୍ତାହେ ମଧ୍ୟରେ କନ୍ଧମାଳର ସର୍ବନିମ୍ନ…

ଆଶୀର୍ବାଦ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ: ୫ଟି ପରିବାରକୁ ଭେଟିଲେ ସାଂସଦ ସୁବାସ ସିଂ

କେନ୍ୟୁଜ୍(ବ୍ୟୁରୋ):କୋଭିଡ ମୃତକଙ୍କ ପାଇଁ ରାଜ୍ୟ ସରକାର ଆଣିଥିବା ଆଶୀର୍ବାଦ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ । ସାଂସଦ, ମନ୍ତ୍ରୀ, ବିଧାୟକ ହୁଅନ୍ତୁ ନା କାହିଁକି, ସେମାନେ ସେହି ପରିବାରକୁ ଯାଇ ଯୋଜନା ମିଳିବାରେ ସହାୟକ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ…

ଚୀନ୍‌ ଓ ପାକିସ୍ତାନ ଛାତିରେ ପଶିବ ଛନକା, ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବାଲିଷ୍ଟିକ୍‌ ମିସାଇଲ୍‌ ଅଗ୍ନି-୫ର ହେଲା…

କେନ୍ୟୁଜ୍(ବ୍ୟୁରୋ):  ଚୀନ୍‌ ଓ ପାକିସ୍ତାନକୁ ସତର୍କ ଘଣ୍ଟି । ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତର ବଡ଼ ସଫଳତା । ବାଲିଷ୍ଟିକ୍‌ ମିସାଇଲ୍‌ ଅଗ୍ନି-୫ର ସଫଳ ପରୀକ୍ଷଣ ହୋଇଛି । ଭଦ୍ରକ ଜିଲ୍ଲା ଧାମରା ସ୍ଥିତ ଅବଦୁଲ କଲାମ୍‌ ଦ୍ୱୀପରୁ ଏହାର ଉତକ୍ଷେପଣ ହୋଇଥିଲା । ସ୍ୱଦେଶ ଜ୍ଞାନକୌଶଳରେ…

ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବଡ ବିପଦ ସହୁଛି ବିଶ୍ୱ, ଦେଖିବାକୁ ମିଳୁଛି ଆର୍ଥିକ ସମସ୍ୟା

(କେନ୍ୟୁଜ ବ୍ୟୁରୋ) : ବଡ଼ ବିପଦ ଜଳବାୟୁ ପରିବର୍ତ୍ତନ। ସୃଷ୍ଟି ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବଡ଼ ଆର୍ଥିକ କ୍ଷତି ହେଉଛି। ୨୦୨୦ରେ ଭାରତ ପ୍ରାକୃତି ବିପର୍ଯ୍ୟୟ ଯୋଗୁଁ ୬ ଲକ୍ଷ ୫୨ ହଜାର ୫୦୦ କୋଟି ଟଙ୍କା ହରାଇଛି। ବାତ୍ୟା, ବନ୍ୟା ଓ ମରୁଡି ଯୋଗୁଁ ଏହି କ୍ଷତି ହୋଇଥିବା ନେଇ ବିଶ୍ୱ…

ଭୁବନେଶ୍ବର: ସଫାରୀ ବସ ଗାଇଡକୁ ଆକ୍ରମଣ କଲା ଭାଲୁ, ହାତରୁ ନେଇଗଲା ପୁଳେ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ନନ୍ଦନକାନନରେ ଘଟିଯାଇଛି ଏକ ଅଘଟଣ । ଏକ ଦେଶୀ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିବା ନେଇ ରିପୋର୍ଟ ଆସିଛି। ସୂଚନା ମୁତାବକ ଆଜି ପ୍ରାୟ ସନ୍ଧ୍ୟା ୫.୧୫ ସମୟରେ କିଛି ପର୍ଯ୍ୟଟକଙ୍କ ସହିତ ଗାଇଡ୍ ସଫାରୀ ବସରେ ଭାଲୁ ସଫାରୀ…

କଟକ: ବିଲରେ ଘାସ କାଟୁଥିବା ବେଳେ ପଳାଇ ଆସିଲା ହାତୀ, ଶୁଣ୍ଢରେ କଚାଡି ମରିଦେଲା

ମାହାଙ୍ଗା(କେନ୍ୟୁଜ୍): ବିଲରେ ଘାସ କାଟୁଥିବା ବେଳେ ହାତୀ ଆକ୍ରମଣ।  ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ। ମୃତକ ଜଣକ ହେଲେ ଭାଗବତ ବେହେରା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ପଞ୍ଚାୟତର ରାମରାଙ୍ଗ ପାଟସାଇଲୋ ଗାଁରେ ଘଟିଛି  ଏହି  ଅଘଟଣ। ମୃତକ ଜଣଙ୍କୁ  ପଛପଟୁ ହାତୀ ଶୁଣ୍ଢରେ ଟେକି…