Browsing Category

ରାଜ୍ୟ

କଂଗ୍ରେସ ପ୍ରାର୍ଥୀ ଡାକ୍ତର ଦେବସ୍ମିତା ଶର୍ମାଙ୍କ ପାଇଁ ପ୍ରଚାର କରୁଛନ୍ତି ବାପା

ଆଳି(କେନ୍ୟୁଜ୍‌): ଝିଅ ପାଇଁ ବାପାଙ୍କ ପ୍ରଚାର। ଆଳି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଡାକ୍ତର ଦେବସ୍ମିତା ଶର୍ମାଙ୍କ ପାଇଁ ପ୍ରଚାର କରୁଛନ୍ତି ବାପା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା। ୨୦୧୪ରେ ଆଳି ବିଧାନସଭା ଆସନରେ ବିଜୟୀ ହୋଇଥିଲେ କଂଗ୍ରେସର ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା।…

କ୍ୟାପିଟାଲ ହସ୍ପିଟାଲ ଶବଗୃହ ପାଖର ବସିଛନ୍ତି ଏ ମାଉସୀ, ଏକା କରି ଛାଡି ଚାଲିଗଲେ ମଉସା

ଭୁବନେଶ୍ୱର (କେନ୍ୟୁଜ) : ସାଥୀ..ଦିନେ ହାତରେ ଶଙ୍ଖା..ଚୁଡ଼ି ଶାଢ଼ୀ ପିନ୍ଧାଇ ମଥାରେ ସିନ୍ଦୁର ଲଗାଇ ଘରକୁ ଆଣିଥିଲା । ଆଉ ଆଜି ସବୁ ନେଇ ଚାଲିଗଲା ମୋତେ ଏକା କରି । ଏମିତି ଚିନ୍ତାରେ ବସି ଜଣେ ବୁଢ଼ୀ ମାଉସୀ ନିଜ ଶଙ୍ଖା ଚୁଡ଼ି ଆଡକୁ ଅପଲକ ନୟନରେ ଚାହିଁଥାନ୍ତି । ମୁଣ୍ଡର କେଶ ସବୁ ଧଳା ଝୋଟ…

ତାତିରୁ ମିଳିଲା ଟିକିଏ ଆଶ୍ୱସ୍ତି, କଟକ ଓ ଭୁବନେଶ୍ବରେ ମେଘୁଆ ପାଗ ସହ ଝିପିଝିପି ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍‌): ତାତିରେ ଲାଗିଲା ସାମାନ୍ୟ ବ୍ରେକ। କଟକ ଓ ଭୁବନେଶ୍ବରେ ମେଘୁଆ ପାଗ ସହ ଝିପିଝିପି ବର୍ଷା ହୋଇଛି । ଟ୍ବିନସିଟି ସମେତ ଆଜି ୬ ଜିଲ୍ଲାକୁ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ…

ଗଞ୍ଜି ଭିତରେ ହୋଇଥିଲା ଚୋରୀ, ଏବେ ମାଆ ମାଙ୍କଡ କୋଳକୁ ଫେରିଲା ତା ଛୁଆ

ସମସ୍ତଙ୍କ ପ୍ରାର୍ଥନା ଶୁଣିଲେ ଭଗବାନ୍‌ । ଶେଷରେ ମା’ କୋଳକୁ ଫେରିଲା ତା ଛୁଆ । ଚବିଷ୍‌ ଘଣ୍ଟା ପୂରିନି ଚମ୍ପି ଫେରିପାଇଲା ଚାନ୍ଦିକୁ । ହଁ ଆଜ୍ଞା ଆପଣ ଦେଖିଥିଲେ କେମିତି ଗୋଟେ ମାଆ ମାଙ୍କଡ ପାଖରୁ ତା ଛୁଆକୁ ଚୋରାଇ ନିଆଯାଇଥିଲା । ଆଉ ତାପରେ ମାଙ୍କଡ ଯେମିତି କହୁଥିଲା ‘ମୋ ପିଲାକୁ ସେ…

ତାଳ ଗଛ ଲଗାଇଲେ ବଜ୍ରାଘାତରୁ ମିଳିବ ରକ୍ଷା, ଧନ ଜୀବନ ରହିବ ସୁରକ୍ଷିତ

ମୟୁରଭଞ୍ଜ(କେନ୍ୟୁଜ): ବଜ୍ରାଘାତ ରୁ ରୋକିବ ତାଳ ଗଛ । ରାଜ୍ୟରେ ବଜ୍ରାଘାତ ଜନିତ ମୃତ୍ୟୁ ସଂଖ୍ୟା ବର୍ଷ କୁ ବର୍ଷ ବଢ଼ିଚାଲିଛି । ସେଥିପାଇଁ ଚାଲିଛି ତାଳ ମିଶନ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବିଶୋଳ ଗ୍ରାମର ସନ୍ତୋଷ ସାହୁ ପେଶାରେ ଜଣେ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଭିନ୍ନ ।…

କୁଆପଥର ମାଡ଼ରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ, ଭାଙ୍ଗିଲା ବିମାନର ଓ୍ଵିଣ୍ଡ ସିଲଡ

ଭୁବନେଶ୍ୱର(କେନ୍ୟୁଜ୍‌): କୁଆପଥର ମାଡ଼ରେ ଭିସ୍ତାରା ବିମାନର ଜରୁରୀ ଅବତରଣ। ଭୁବନେଶ୍ୱରରୁ ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରୁଥିଲା ବିମାନ । ହଠାତ୍‌ ଭୁବନେଶ୍ୱରରେ କୁଆପଥର ମାଡ଼ ହେବାରୁ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ । ଏହାସହ କୁଆପଥର ମାଡ଼ରେ ବିମାନର ଓ୍ଵିଣ୍ଡ୍‌ ସିଲଡ୍‌…

ଆସନ୍ତା ୬ରେ ଓଡ଼ିଶା ଆସିବେ ମୋଦି, ବ୍ରହ୍ମପୁର ଓ ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁର ଓ ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ। ୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁର ଠାରେ ସମାବେଶ କରିବେ । ଅପରାହ୍ନ ୧୨ଟା ୩୦ରେ ନବରଙ୍ଗପୁରରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ…

ସାରା ରାଜ୍ୟରେ ଅଗ୍ନି ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୪୧.୩ ଡିଗ୍ରୀ

ଭୁବନେଶ୍ୱର (କେନ୍ୟୁଜ): ସାରା ରାଜ୍ୟରେ ଜାରି ରହିଛି ଅଗ୍ନୀବର୍ଷା । ତାତି ଓ ଝାଞ୍ଜି ପବନରୁ ମିଳୁନି ତ୍ରାହୀ । ଡହ ଡହ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି । ଦିନ ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଡେଇଁଲାଣି ପାରଦ।…

ନିର୍ବାଚନ ପୂର୍ବରୁ କଡ଼ା ଚେକିଂ, ଉମରକୋଟ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଯାଞ୍ଚ କରୁଛନ୍ତି ପୋଲିସ

ଉମରକୋଟ (କେନ୍ୟୁଜ): ନିର୍ବାଚନ ପୂର୍ବରୁ କଡ଼ା ଚେକିଂ । ଉମରକୋଟ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ରାତିରେ ଯାଞ୍ଚ କରୁଛନ୍ତି ପୋଲିସର ଫ୍ଲାଇଂ ସ୍କାର୍ଡ । ନିର୍ବାଚନ ପାଖେଇ ଆସୁଥିବାବେଳେ ନବରଙ୍ଗପୁରରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଛି ପୋଲିସ । ମେ ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ୟ୍ୟାୟ…

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ମାରି ଦେଲେ, ଅଭିଯୋଗ ଆଣିଲେ ପରିବାର ଲୋକ

ଅନୁଗୁଳ (କେନ୍ୟୁଜ): ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ । ଏନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅନୁଗୁଳ ଟାଉନ ଥାନା ରାଣୀଗୋଡା ଅଞ୍ଚଳରୁ ଆସିଛି ଅଭିଯୋଗ । ଜଣେ ଯୁବକଙ୍କୁ କିଛି ଦିନ ତଳେ ନିଶା ନିବାରଣ କେନ୍ଦ୍ରରେ ଛଡ଼ାଯାଇଥିଲା । ତାଙ୍କ…

ସିଝୁଛି ଓଡିଶା: ଟ୍ବିନସିଟିକୁ ରେଡ୍ ଆଲର୍ଟ, ଦିନ ୧୧ରୁ ୩ଟା ଯାଏ ବାହାର ନ ବାହାରିବାକୁ ପରାମର୍ଶ

ଭୁବନେଶ୍ୱର (କେନ୍ୟୁଜ): ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଟ୍ବିନସିଟିକୁ ରେଡ୍ ଆଲର୍ଟ ।  ଭୁବନେଶ୍ବର ଓ କଟକକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।  ଦିନ ୧୧ରୁ ୩ଟା ମଧ୍ୟରେ ବାହାର ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଅଂଶୁଘାତ ସତର୍କତା ପାଳନ କରିବାକୁ ଲୋକଙ୍କୁ…

ସ୍କୁଲ୍ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମାରିଦେଇଥିବା ସନ୍ଦେହ

ଜଳେଶ୍ବର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଚାଞ୍ଚଲ୍ୟ । ବସ୍ତା ଥାନା ଛାନୁଆଁ ଗାଁ ସ୍କୁଲ୍ ନିକଟରୁ ନିକଟରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖି ପ୍ରଥମେ ବସ୍ତା ପୋଲିସକୁ…