Browsing Category

ରାଜ୍ୟ

ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା, ଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଡହ ଡହ ଖରା । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା। ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଜାରି । ୨ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ। ଆଜି ମଧ୍ୟ ବି ଅତ୍ୟଧିକ ଗରମରୁ ନାହିଁ ତ୍ରାହି । ଅତିଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଗ୍ରୀଷ୍ମଲହରୀ…

ଚୋରା ଚାଲାଣ ବେଳେ ୧୧୭ ବିରଳ କଇଁଛ ଜବତ, ୪ ଗିରଫ

ଭୁବନେଶ୍ୱର : ଟ୍ରେନରେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଚୋରା ଚାଲାଣ ବେଳେ RPF ବିରଳ କଇଁଛ ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିଛି । ଓଡ଼ିଶାରୁ ପଶ୍ଚିମବଙ୍ଗ ଚୋରା ଚାଲାଣ ବେଳେ ୧୧୭ ଇଣ୍ଡିଆନ ଫ୍ଲାପ ସିଲ ପ୍ରଜାତିର ବିରଳ କଇଂଚକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି । ଏହି ଚାରିଜଣ ହେଲେ…

ନନ୍ଦନକାନନରେ ଖଣ୍ଡା ଆତଙ୍କ, ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ନନ୍ଦନକାନନ ଡେପୁଟି ଡାଇରେକ୍ଟରଙ୍କ ରୁମରେ ପଶି ଖଣ୍ଡାରେ ଆତଙ୍କ ଖେଳାଇବା ଘଟଣା । ଦୁଇ ଅଭିଯୁକ୍ତଙ୍କୁ ବିଳମ୍ବିତ ରାତିରେ ଗିରଫ କଲା ନନ୍ଦନକାନନ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ନନ୍ଦନକାନନ ପାଖରେ ଥିବା ଦାରୁଠେଙ୍ଗର ଖୋବା ଓରଫ ସନ୍ତୋଷ ପାହାଡ଼ ସିଂ ଓ ଅନ୍ୟ ଜଣେ ବାରଙ୍ଗ…

ଜେଲ ଯାଇ ବେଲରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା, ସଂସଦକୁ ନୁହେଁ : କାର୍ତ୍ତିକ ପାଣ୍ଡିଆନ

ବ୍ରହ୍ମପୁର : ଜେଲ ଯାଇ ବେଲରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା, ସଂସଦକୁ ନୁହେଁ। ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଠକିଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଲ ପଠାଇଥିଲେ। ନାଁ ନନେଇ ବିଜେପି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଖୁବ…

ଗଛରେ ପିଟି ହେଲା ସ୍କୋର୍ପିଓ, ଦୁଇ ଗୁରୁତର

ଗଛରେ ସ୍କୋର୍ପିଓ ପିଟି ହେବାରୁ ଦୁଇ ଜଣ ଗୁରୁତର ହୋଇଛନ୍ତି | ଅଘଟଣ ଘଟିଛି ରାଇକିଆ ଥାନା ଅନ୍ତର୍ଗତ ସତସଘଂ ନିକଟରେ | ବ୍ରହ୍ମପୁର ଠାରୁ ରାଇକିଆ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି | ପ୍ରଥମେ ରାଇକିଆ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଉଭୟଙ୍କୁ ଫୁଲବାଣୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ…

ମାଙ୍କଡ ଆଖି ଆଗରୁ ତା ଛୁଆକୁ ଟେକିନେଲା ଗଞ୍ଜି ପିନ୍ଧା ଯୁବକ

ପୁରୀ (କେନ୍ୟୁଜ) : ସବୁଦିନ ଗୋଟିଏ ଯାଗାକୁ ଧାଇଁ ଆସୁଛି ମାଆ । ଖୋଜୁଛି ତା ଛୁଆକୁ । କେମିତି ବା ନଆସିବ, ମନ ପରା ବୁଝୁନି ? ଏଇ ଯାଗାରୁ ତା ଛୁଆକୁ ତାରି ଆଖି ସାମ୍ନାରୁ ସେଦିନ ସେ ଟେକି ନେଲା। ମାଆ ବି ପଛେ ପଛେ ଧାଇଁକି ଯାଇଥିଲା କିନ୍ତୁ ପାଇଲାନି ତାର ଛୁଆକୁ । ସେ ନିର୍ଦ୍ଦୟୀ ନୃଶଂସ ତା…

ରତନପୁରରେ ବୃଦ୍ଧାଙ୍କୁ ଗାଁ ଦାଣ୍ଡରେ ମାରିଦେବା ଘଟଣା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ରତନପୁରରେ ବୃଦ୍ଧା ରଜନୀ ସାହୁଙ୍କୁ ଗାଁ ଦାଣ୍ଡରେ ମାରିବା କରିବା ଘଟଣା । ଅଭିଯୁକ୍ତ ସନ୍ତୋଷ ବେହେରାକୁ ଆଜୀବନ କାରାଦଣ୍ଡାଦେଶ  । ଦଣ୍ଡ ଶୁଣାଇଲେ ନୟାଗଡ ଜିଲ୍ଲା ଓ ଦୌରାଜଜ  । ସେପ୍ଟେମ୍ବର ୯ତାରିଖ ୨୦୨୨ ମସିହାରେ ଟାଉନଥାନା ରତନପୁରରେ ଏକ ବିଭତ୍ସ କାଣ୍ଡ ଘଟିଥିଲା ଯେଉଁଥିରେ ବୃଦ୍ଧା ଜଣକ…

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଗୁରୁତର

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଗୁରୁତର। ଗଛରେ ଚଢି ତାଳ ତୋଳୁଥିବାବେଳେ ୧୧କେଭି ତାର ସଂସ୍ପର୍ଶରେ ଆସିଥିଲେ ଦୁଇଜଣ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଗୁରୁତର ହେଲେ ନୟାଗଡ ଜିଲ୍ଲା ମଗରବନ୍ଧ ଗାଁର ଅଶୋକ ନାୟକ ଏବଂ ଲକ୍ଷ୍ମୀଧର ପ୍ରଧାନ।

ନରସିଂହପୁର ବଡ଼ଭୂଇଁରେ ଅଗ୍ନିକାଣ୍ଡ, ଜଳିଗଲା ଦୁଇ ଟ୍ରାକ୍ଟର, କାର ଓ ରୋଟର

ନରସିଂହପୁର : ନରସିଂହପୁର ବ୍ଲକ ଅନ୍ତର୍ଗତ ବଡଭୁଇଁ ଗ୍ରାମରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳି ଯାଇଛି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି । ଖବର ଲେଖାହେବା ଯାଏ ବଳଭଦ୍ର ସାହୁଙ୍କର ଦୁଇଟି ଟ୍ରାକ୍ଟର, ଗୋଟିଏ ରୋଟର, ଗୋଟିଏ କାର ହୁତୁ ହୁତୁ ହୋଇ ଜଳୁଥିବା ଦେଖାଯାଇଛି । ସେହିପରି ନିକଟରେ…

ସନ୍ଦେହଜନକ ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର

ଯାଜପୁର ରୋଡ଼ : ଯାଜପୁର ଜିଲ୍ଲା କୋରାଇ ଥାନା ମାଳିବାଗ ଗ୍ରାମରୁ ସନ୍ଦେହଜନକ ଅବସ୍ଥାରେ ଜଣେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତା ମହିଳା ଦୀପକ କୁମାର ନାଥଙ୍କ ସ୍ତ୍ରୀ ସୀମାରାଣୀ ବୋଲି ଜଣାପଡିଛି । ଯୈାତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ମୃତା ସୀମାରାଣୀଙ୍କ ବାପଘର ଲୋକେ…

କେନାଲରେ ବୁଡି ଯୁବକ ମୃତ, ଗାଧୋଇବା ବେଳେ ବୁଡିଗଲେ

କଟକ : କେନାଲରେ ବୁଡି ଯୁବକ ମୃତ । ପୁରୀ କେନାଲରେ ବୁଡି ଗଲେ ଯୁବକ । ମୃତ ଯୁବକ ହେଲେ ରୋହିତ କୁମାର ନାୟକ । ବାରଙ୍ଗ ଥାନା ଅନ୍ତର୍ଗତ ନୟାପାଟଣା ଅଞ୍ଚଳରେ ଯୁବକଙ୍କ ଘର  । ଗାଧୋଇବା ବେଳେ ବୁଡି ଯାଇଛନ୍ତି ଯୁବକ । ମୃତ ଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ସ୍ଥାନୀୟ ପୋଲିସକୁ…

ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱରରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ । ମୈତ୍ରିବିହାର ଥାନା ଶାନ୍ତି ଗେଷ୍ଟ ହାଉସରୁ ମୃତଦେହ ଉଦ୍ଧାର । ଗଳିତ ଅବସ୍ଥାରେ ମୃତଦେହ ଉଦ୍ଧାର ପରେ ପୋଲିସର ହତ୍ୟା ସନ୍ଦେହ । ତେବେ ଗୁରୁବାର ତାଙ୍କ ମୃତଦେହ ମିଳିଥିବା ନେଇ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲେ।…