Browsing Category

ରାଜ୍ୟ

ତାଣ୍ଡବ ରଚିଲା କାଳବୈଶାଖୀ, ଗଛ ପଡ଼ି କାର୍‌ ଭିତରେ ଚାପି ହୋଇଗଲେ ଶିଶୁ

କଟକ (କେନ୍ୟୁଜ୍‌): କଟକ ଜିଲ୍ଲା ବାଙ୍କୀରେ କାଳବୈଶାଖୀ ତାଣ୍ଡବ । ଗଛ ପଡ଼ି କାର ଭିତରେ ଚାପି ହୋଇଗଲେ ଶିଶୁ । ଦଶାହ କାର୍ଯ୍ୟକୁ ଆସିଥିବା ବେଳେ କାଳବୈଶାଖୀ ରୁ ରକ୍ଷା ପାଇବା ପାଇଁ ଶିଶୁମାନଙ୍କୁ କାର ଭିତରେ ଛାଡ଼ିଦେଇଥିଲେ ହେଲେ ହଠାତ୍‌ କାଳ ରୂପି ଗଛ ପଡ଼ିଥିଲା କାର୍‌ ଉପରେ। ଘଟଣା ଘଟିଛି…

ବିଜେପୁର ଆସନରୁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ରୀତା ସାହୁ

ବିଜେପୁର (କେନ୍ୟୁଜ୍‌): ହାଟ୍ରିକ ବିଜୟ ଲକ୍ଷ୍ୟ ନେଇ ନାମାଙ୍କନ କଲେ ବିଜେପୁର ବିଜେଡି ପ୍ରାର୍ଥିନୀ ରୀତା ସାହୁ। ପ୍ରାର୍ଥିପତ୍ର ଦାଖଲ ଅବସରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ରୀତା ସାହୁ । ୨୦୧୮ ଉପନିର୍ବାଚନରେ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ଠାରୁ ୪୧ ହଜାର ୯୩୨ ଖଣ୍ତ ଭୋଟ ବ୍ୟବଧାନରେ ସେ…

ହଠାତ୍‌ ହେଲା କୁଆ ପଥର ମାଡ, ଭାଙ୍ଗିଦେଲା ବିମାନର ଡେଣା

ଭୁବନେଶ୍ୱର : ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା ବିମାନ । କିନ୍ତୁ ହଠାତ୍‌ ହେଲା କୁଆ ପଥର ମାଡ । ଆଉ ଭାଙ୍ଗିଦେଲା ବିମାନର ଡେଣା । ଆଉ ତାପରେ କଣ ହୋଇଥିବ ଅବସ୍ଥା ଥରେ ଚିନ୍ତା କରନ୍ତୁ । ଯେଉଁ କାରଣ ପାଇଁ ଜରୁରୀ କାଳୀନ ଅବତରଣ କରିଛି ଭିସ୍ତାରା ଫ୍ଲାଇଟ୍‌ । ବିମାନର କାଚ ମଧ୍ୟ…

ବାପାର ଭୁଜାଲି ଚୋଟରେ ପୁଅ ମୃତ, ବାପା ଗୁରୁତର

ଭଦ୍ରକ (କେନ୍ୟୁଜ୍‌): ବାପା ପୁଅର ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଘରୋଇ କଳହକୁ କେନ୍ଦ୍ର କରି ବାପା ପୁଅ ହଣାହଣି । ପୁଅ ମୃତ ବାପା ଗୁରୁତର । ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏନେଇ ମେଡିକାଲ ବେଡ୍‌ରେ ଜୀବନ ସହ ସଂଘର୍ଷ…

କଂଗ୍ରେସ ପ୍ରାର୍ଥୀ ଡାକ୍ତର ଦେବସ୍ମିତା ଶର୍ମାଙ୍କ ପାଇଁ ପ୍ରଚାର କରୁଛନ୍ତି ବାପା

ଆଳି(କେନ୍ୟୁଜ୍‌): ଝିଅ ପାଇଁ ବାପାଙ୍କ ପ୍ରଚାର। ଆଳି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଡାକ୍ତର ଦେବସ୍ମିତା ଶର୍ମାଙ୍କ ପାଇଁ ପ୍ରଚାର କରୁଛନ୍ତି ବାପା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା। ୨୦୧୪ରେ ଆଳି ବିଧାନସଭା ଆସନରେ ବିଜୟୀ ହୋଇଥିଲେ କଂଗ୍ରେସର ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା।…

କ୍ୟାପିଟାଲ ହସ୍ପିଟାଲ ଶବଗୃହ ପାଖର ବସିଛନ୍ତି ଏ ମାଉସୀ, ଏକା କରି ଛାଡି ଚାଲିଗଲେ ମଉସା

ଭୁବନେଶ୍ୱର (କେନ୍ୟୁଜ) : ସାଥୀ..ଦିନେ ହାତରେ ଶଙ୍ଖା..ଚୁଡ଼ି ଶାଢ଼ୀ ପିନ୍ଧାଇ ମଥାରେ ସିନ୍ଦୁର ଲଗାଇ ଘରକୁ ଆଣିଥିଲା । ଆଉ ଆଜି ସବୁ ନେଇ ଚାଲିଗଲା ମୋତେ ଏକା କରି । ଏମିତି ଚିନ୍ତାରେ ବସି ଜଣେ ବୁଢ଼ୀ ମାଉସୀ ନିଜ ଶଙ୍ଖା ଚୁଡ଼ି ଆଡକୁ ଅପଲକ ନୟନରେ ଚାହିଁଥାନ୍ତି । ମୁଣ୍ଡର କେଶ ସବୁ ଧଳା ଝୋଟ…

ତାତିରୁ ମିଳିଲା ଟିକିଏ ଆଶ୍ୱସ୍ତି, କଟକ ଓ ଭୁବନେଶ୍ବରେ ମେଘୁଆ ପାଗ ସହ ଝିପିଝିପି ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍‌): ତାତିରେ ଲାଗିଲା ସାମାନ୍ୟ ବ୍ରେକ। କଟକ ଓ ଭୁବନେଶ୍ବରେ ମେଘୁଆ ପାଗ ସହ ଝିପିଝିପି ବର୍ଷା ହୋଇଛି । ଟ୍ବିନସିଟି ସମେତ ଆଜି ୬ ଜିଲ୍ଲାକୁ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ…

ଗଞ୍ଜି ଭିତରେ ହୋଇଥିଲା ଚୋରୀ, ଏବେ ମାଆ ମାଙ୍କଡ କୋଳକୁ ଫେରିଲା ତା ଛୁଆ

ସମସ୍ତଙ୍କ ପ୍ରାର୍ଥନା ଶୁଣିଲେ ଭଗବାନ୍‌ । ଶେଷରେ ମା’ କୋଳକୁ ଫେରିଲା ତା ଛୁଆ । ଚବିଷ୍‌ ଘଣ୍ଟା ପୂରିନି ଚମ୍ପି ଫେରିପାଇଲା ଚାନ୍ଦିକୁ । ହଁ ଆଜ୍ଞା ଆପଣ ଦେଖିଥିଲେ କେମିତି ଗୋଟେ ମାଆ ମାଙ୍କଡ ପାଖରୁ ତା ଛୁଆକୁ ଚୋରାଇ ନିଆଯାଇଥିଲା । ଆଉ ତାପରେ ମାଙ୍କଡ ଯେମିତି କହୁଥିଲା ‘ମୋ ପିଲାକୁ ସେ…

ତାଳ ଗଛ ଲଗାଇଲେ ବଜ୍ରାଘାତରୁ ମିଳିବ ରକ୍ଷା, ଧନ ଜୀବନ ରହିବ ସୁରକ୍ଷିତ

ମୟୁରଭଞ୍ଜ(କେନ୍ୟୁଜ): ବଜ୍ରାଘାତ ରୁ ରୋକିବ ତାଳ ଗଛ । ରାଜ୍ୟରେ ବଜ୍ରାଘାତ ଜନିତ ମୃତ୍ୟୁ ସଂଖ୍ୟା ବର୍ଷ କୁ ବର୍ଷ ବଢ଼ିଚାଲିଛି । ସେଥିପାଇଁ ଚାଲିଛି ତାଳ ମିଶନ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବିଶୋଳ ଗ୍ରାମର ସନ୍ତୋଷ ସାହୁ ପେଶାରେ ଜଣେ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଭିନ୍ନ ।…

କୁଆପଥର ମାଡ଼ରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ, ଭାଙ୍ଗିଲା ବିମାନର ଓ୍ଵିଣ୍ଡ ସିଲଡ

ଭୁବନେଶ୍ୱର(କେନ୍ୟୁଜ୍‌): କୁଆପଥର ମାଡ଼ରେ ଭିସ୍ତାରା ବିମାନର ଜରୁରୀ ଅବତରଣ। ଭୁବନେଶ୍ୱରରୁ ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରୁଥିଲା ବିମାନ । ହଠାତ୍‌ ଭୁବନେଶ୍ୱରରେ କୁଆପଥର ମାଡ଼ ହେବାରୁ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ । ଏହାସହ କୁଆପଥର ମାଡ଼ରେ ବିମାନର ଓ୍ଵିଣ୍ଡ୍‌ ସିଲଡ୍‌…

ଆସନ୍ତା ୬ରେ ଓଡ଼ିଶା ଆସିବେ ମୋଦି, ବ୍ରହ୍ମପୁର ଓ ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁର ଓ ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ। ୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁର ଠାରେ ସମାବେଶ କରିବେ । ଅପରାହ୍ନ ୧୨ଟା ୩୦ରେ ନବରଙ୍ଗପୁରରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ…

ସାରା ରାଜ୍ୟରେ ଅଗ୍ନି ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୪୧.୩ ଡିଗ୍ରୀ

ଭୁବନେଶ୍ୱର (କେନ୍ୟୁଜ): ସାରା ରାଜ୍ୟରେ ଜାରି ରହିଛି ଅଗ୍ନୀବର୍ଷା । ତାତି ଓ ଝାଞ୍ଜି ପବନରୁ ମିଳୁନି ତ୍ରାହୀ । ଡହ ଡହ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି । ଦିନ ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଡେଇଁଲାଣି ପାରଦ।…