Browsing Category

ରାଜ୍ୟ

ମାଙ୍କଡ ଆଖି ଆଗରୁ ତା ଛୁଆକୁ ଟେକିନେଲା ଗଞ୍ଜି ପିନ୍ଧା ଯୁବକ

ପୁରୀ (କେନ୍ୟୁଜ) : ସବୁଦିନ ଗୋଟିଏ ଯାଗାକୁ ଧାଇଁ ଆସୁଛି ମାଆ । ଖୋଜୁଛି ତା ଛୁଆକୁ । କେମିତି ବା ନଆସିବ, ମନ ପରା ବୁଝୁନି ? ଏଇ ଯାଗାରୁ ତା ଛୁଆକୁ ତାରି ଆଖି ସାମ୍ନାରୁ ସେଦିନ ସେ ଟେକି ନେଲା। ମାଆ ବି ପଛେ ପଛେ ଧାଇଁକି ଯାଇଥିଲା କିନ୍ତୁ ପାଇଲାନି ତାର ଛୁଆକୁ । ସେ ନିର୍ଦ୍ଦୟୀ ନୃଶଂସ ତା…

ରତନପୁରରେ ବୃଦ୍ଧାଙ୍କୁ ଗାଁ ଦାଣ୍ଡରେ ମାରିଦେବା ଘଟଣା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ରତନପୁରରେ ବୃଦ୍ଧା ରଜନୀ ସାହୁଙ୍କୁ ଗାଁ ଦାଣ୍ଡରେ ମାରିବା କରିବା ଘଟଣା । ଅଭିଯୁକ୍ତ ସନ୍ତୋଷ ବେହେରାକୁ ଆଜୀବନ କାରାଦଣ୍ଡାଦେଶ  । ଦଣ୍ଡ ଶୁଣାଇଲେ ନୟାଗଡ ଜିଲ୍ଲା ଓ ଦୌରାଜଜ  । ସେପ୍ଟେମ୍ବର ୯ତାରିଖ ୨୦୨୨ ମସିହାରେ ଟାଉନଥାନା ରତନପୁରରେ ଏକ ବିଭତ୍ସ କାଣ୍ଡ ଘଟିଥିଲା ଯେଉଁଥିରେ ବୃଦ୍ଧା ଜଣକ…

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଗୁରୁତର

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଗୁରୁତର। ଗଛରେ ଚଢି ତାଳ ତୋଳୁଥିବାବେଳେ ୧୧କେଭି ତାର ସଂସ୍ପର୍ଶରେ ଆସିଥିଲେ ଦୁଇଜଣ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଗୁରୁତର ହେଲେ ନୟାଗଡ ଜିଲ୍ଲା ମଗରବନ୍ଧ ଗାଁର ଅଶୋକ ନାୟକ ଏବଂ ଲକ୍ଷ୍ମୀଧର ପ୍ରଧାନ।

ନରସିଂହପୁର ବଡ଼ଭୂଇଁରେ ଅଗ୍ନିକାଣ୍ଡ, ଜଳିଗଲା ଦୁଇ ଟ୍ରାକ୍ଟର, କାର ଓ ରୋଟର

ନରସିଂହପୁର : ନରସିଂହପୁର ବ୍ଲକ ଅନ୍ତର୍ଗତ ବଡଭୁଇଁ ଗ୍ରାମରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳି ଯାଇଛି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି । ଖବର ଲେଖାହେବା ଯାଏ ବଳଭଦ୍ର ସାହୁଙ୍କର ଦୁଇଟି ଟ୍ରାକ୍ଟର, ଗୋଟିଏ ରୋଟର, ଗୋଟିଏ କାର ହୁତୁ ହୁତୁ ହୋଇ ଜଳୁଥିବା ଦେଖାଯାଇଛି । ସେହିପରି ନିକଟରେ…

ସନ୍ଦେହଜନକ ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର

ଯାଜପୁର ରୋଡ଼ : ଯାଜପୁର ଜିଲ୍ଲା କୋରାଇ ଥାନା ମାଳିବାଗ ଗ୍ରାମରୁ ସନ୍ଦେହଜନକ ଅବସ୍ଥାରେ ଜଣେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତା ମହିଳା ଦୀପକ କୁମାର ନାଥଙ୍କ ସ୍ତ୍ରୀ ସୀମାରାଣୀ ବୋଲି ଜଣାପଡିଛି । ଯୈାତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ମୃତା ସୀମାରାଣୀଙ୍କ ବାପଘର ଲୋକେ…

କେନାଲରେ ବୁଡି ଯୁବକ ମୃତ, ଗାଧୋଇବା ବେଳେ ବୁଡିଗଲେ

କଟକ : କେନାଲରେ ବୁଡି ଯୁବକ ମୃତ । ପୁରୀ କେନାଲରେ ବୁଡି ଗଲେ ଯୁବକ । ମୃତ ଯୁବକ ହେଲେ ରୋହିତ କୁମାର ନାୟକ । ବାରଙ୍ଗ ଥାନା ଅନ୍ତର୍ଗତ ନୟାପାଟଣା ଅଞ୍ଚଳରେ ଯୁବକଙ୍କ ଘର  । ଗାଧୋଇବା ବେଳେ ବୁଡି ଯାଇଛନ୍ତି ଯୁବକ । ମୃତ ଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ସ୍ଥାନୀୟ ପୋଲିସକୁ…

ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱରରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ । ମୈତ୍ରିବିହାର ଥାନା ଶାନ୍ତି ଗେଷ୍ଟ ହାଉସରୁ ମୃତଦେହ ଉଦ୍ଧାର । ଗଳିତ ଅବସ୍ଥାରେ ମୃତଦେହ ଉଦ୍ଧାର ପରେ ପୋଲିସର ହତ୍ୟା ସନ୍ଦେହ । ତେବେ ଗୁରୁବାର ତାଙ୍କ ମୃତଦେହ ମିଳିଥିବା ନେଇ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲେ।…

ଚଳିତବର୍ଷ ପ୍ରଥମ ଥର ପାଇଁ ରେକର୍ଡ ତାତି, ୪୬ ଟପିଲା ବାଲେଶ୍ବର

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି । ତାତିରୁ ମିଳୁନି ତ୍ରାହି । ୪୬ ଟପିଲାପାରଦ । ବାଲେଶ୍ବରରେ ସର୍ବୋଚ୍ଚ ୪୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଛି ତାପମାତ୍ରା । ରାଜଧାନୀରେ ଚଳିତବର୍ଷ ପ୍ରଥମ ଥର ପାଇଁ ରେକର୍ଡ…

ଶୋଷିଲା ହାତୀପଲ, ଜଗି ରହିଛନ୍ତି ପାଣି ମୁନ୍ଦାଏ ପାଇଁ

ଭଞ୍ଜନଗର(କେନ୍ୟୁଜ): ଶୋଷିଲା ହାତୀପଲ । ଜଗି ରହିଛନ୍ତି ପାଣି ମୁନ୍ଦାଏ ପାଇଁ  । ଏଇ ଟାଣ ଖରାରେ ଟାଙ୍ଗରା ଭୂଇଁରେ ପାଣି ଢୋକେ ପାଇଁ ଭାରି ହନ୍ତସନ୍ତ ହେଉଛନ୍ତି  ଏମାନେ ।  ମଣିଷ ହେଇଥିଲେ ସିନା କାହାକୁ ମୁହଁ ଖୋଲି ପାଣି ଗ୍ଳାସ୍ ଟେ ମାଗିଥାନ୍ତେ । ହେଲେ ଏମାନେ ପା ପଶୁ । କଥା…

ଘର ଉପରେ ପଡିଲା କିଲେ ଓଜନର କୁଆପଥର

ଆଳି (କେନ୍ୟୁଜ) : ସମୟ ପାଖାପାଖି ୫ଟା କି ସାଢ଼େ ୫ଟା ହେବ । ହଠାତ୍‌ ବହିଲା ପ୍ରବଳ ବେଗରେ ପବନ । ତାପରେ ଧୂଳିଝଡ ଆରମ୍ଭ ହୋଇଗଲା ଆଉ ତାପରେ ବର୍ଷା ସାଙ୍ଗକୁ କୁଆପଥର ମାଡ । ଆଉ ତାସାଙ୍ଗକୁ ଭିଷଣ ବଜ୍ରପାତ । ପାଖାପାଖି ୨୦ରୁ ୨୫ ମିନିଟରେ ସବୁକିଛି ଧ୍ୱଂସ ବିଧ୍ୱଂସ କରିଦେଲା ପ୍ରକୃତି । ହଁ…

ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଦାଖଲ କଲେ ନବୀନ, ମା’ ତାରାତାରିଣୀଙ୍କ ନେଲେ ଆଶୀର୍ବାଦ

ଛତ୍ରପୁର (କେନ୍ୟୁଜ): ନାମାଙ୍କନ ଦାଖଲ କଲେ ନବୀନ ।  ହିଞ୍ଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ଷଷ୍ଠ ଥର ପାଇଁ ହିଞ୍ଜିଳିରୁ ନୋମିନେସନ ଫାଇଲ କରିଛନ୍ତି ।  ନବୀନଙ୍କ ସହ ଅଛନ୍ତି ବିଜେଡ଼ି ରଣନୀତିକାର…

ସାଢେ ୧୧ଟାରେ ୪୩ ଡିଗ୍ରୀ ଟପିଲା ରାଜଧାନୀ, ୪୪.୧ ଡିଗ୍ରୀ ସହ ବାଲେଶ୍ବର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର (କେନ୍ୟୁଜ): ସତ ହେଲା ପାଣିପାଗ ବିଭାଗର ଆକଳନ । ଆଉ କେଇ ଘଣ୍ଟାପରେ ୪୫ ଛୁଇଁଗଲା ଭଳି ଲାଗିଛି । ୧୫ ଦିନ ହେଲା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଫଳରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।  ଅଂଶୁଘାତ ଭୟରେ ଅନେକ ଘରୁ ବାହାରୁ ନାହାନ୍ତି । ଯେଉଁମାନେ…