Browsing Category

ଟେକ୍

ଅଧା ଦାମରେ ନିଅନ୍ତୁ Amazon Prime Video ସବସ୍କ୍ରିପସନ, ଜାଣନ୍ତୁ କେମିତି

Amazon Prime Video ପ୍ଲାନ ନେଲେ ୫୦ ପ୍ରତିଶତ କ୍ଯାଶବ୍ଯାକ୍ ଦେଉଛି। ଏହି ଅଫର ବର୍ଷିକିଆ ଏବଂ ତିନି ମାସିଆ ପ୍ଲାନ ପାଇଁ ବୈଧତା ରହିବ। ଏହାଛଡା ପ୍ଲାନ ନେବାରେ ଆଉ ଏକ ସର୍ତ୍ତ ମଧ୍ୟ ରହିଛି। ଏହି ପ୍ଲାନ କେବଳ ଯୁବପିଢି ପାଇଁ। ଏହି ପ୍ଲାନକୁ ୧୮ ବର୍ଷରୁ ଅଧିକ ଏବଂ ୨୫ ବର୍ଷର ଯୁବପିଢି…

ସିଙ୍ଗଲ ଚାର୍ଜରେ ୧୬ ଘଣ୍ଟାର ବ୍ଯାକଅପ୍ ଦେବ HP Chromebook 11a ଲାପଟପ୍, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ

HP Chromebook 11a ଭାରତରେ ଲଞ୍ଚ ହୋଇସାରିଛି। ଏହା HP ର ଶସ୍ତା ଲାପଟପ୍। ଛାତ୍ରଛାତ୍ରୀ ଏବଂ ପ୍ରଥମ ଥର ପାଇଁ କିଣୁଥିବା ୟୁଜର୍ସଙ୍କ ପାଇଁ ଏହାର ପ୍ରାରମ୍ଭିକ ଦାମ୍ ୨୧,୯୯୯ ଟଙ୍କା ରହିଛି। ଯାହାକୁ ଆପଣ ଫ୍ଲିପକାଟର୍ରୁ କିଣିପାରିବେ। ଏହା ସିଙ୍ଗଲ ଚାର୍ଜରେ ୧୬ ଘଣ୍ଟାର ବ୍ଯାକଅପ୍ ଦେଇଥାଏ।…

Airtel, vi ଓ jio ଗ୍ରାହକଙ୍କ ପାଇଁ ଆସିଲା ଦମଦାର ପ୍ରି-ପେଡ ପ୍ଲାନ୍ସ, ଦିନକୁ ୩ଜିବି ଡାଟା

ଆଜିକାଲି ମୋବାଇଲର ଯୁଗ। ମୋବାଇଲ ପାଖରେ ନଥିଲେ ମନ କାମରେ ଲାଗେନି। ଲୋକମାନଙ୍କ ମୋବାଇଲ ବ୍ୟବହାରକୁ ଦେଖି ଏବେ ଅନେକ ଅଫର ବଜାରକୁ ଆସୁଛି। ମୋବାଇଲ ଫୋନରେ ଏଣ୍ଟରଟେନମେଣ୍ଟ ପାଇଁ ମଧ୍ୟ ଅନେକ ଅଫର ମିଳୁଛି। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏବଂ ମୋବାଇଲରେ ଫିଲ୍ମ ଦେଖିବା ଲୋକଙ୍କର…

ପିଲାଙ୍କ ଅନଲାଇନ ପାଠପଢ଼ାକୁ ଧ୍ୟାନରେ ରଖି ବଜାରକୁ ଆସିଲା HPର ଶସ୍ତା ଲାପଟପ, ରହିଛି ଦମଦାର ଫିଚର୍ସ

କରୋନା ମହାମାରୀ ସବୁ ସ୍ତରରେ ନିଜର ପ୍ରଭାବ ପକାଇଛି। ବିଶେଷ କରି ଏହା ପିଲାଙ୍କ ପାଠପଢ଼ାକୁ ଅନେକ ମାତ୍ରାରେ ପ୍ରଭାବିତ କରିଛି। ସଂକ୍ରମଣ ଭୟ କାରଣରୁ ସରକାର କେବଳ ଅନଲାଇନରେ କ୍ଲାସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କିଛି ପିଲାଙ୍କ ପାଖେ ସ୍ମାର୍ଟ ଫୋନ ନାହିଁ ତ’ ଅନ୍ୟ କାହା ପାଖେ…

Driving License ପାଇଁ RTO ଅଫିସ ଯିବାର ଆବଶ୍ୟକ ନାହିଁ, ଏଣିକି ଅନଲାଇନରେ ହେବ ଡ୍ରାଇଭିଂ ଟେଷ୍ଟ

ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏକ ଅଧିସୂଚନା ଜାରି କରାଯାଇଛି। ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଓ ତା’ର ରିନ୍ୟୁଅଲ ପାଇଁ ନୂଆ ଗାଇଡଲାଇନ ଲାଗୁ କରାଯାଇଛି। ଏହି ନିୟମ ଅନୁଯାୟୀ ଅନଲାଇନ ମାଧ୍ୟମରେ ଆପଣଙ୍କୁ Learner’s license ମିଳିବ। ଆପ୍ଲିକେସନ ଓ ପ୍ରିଣ୍ଟିଂର ସବୁ ପ୍ରକ୍ରିୟା ଅନଲାଇନ…

ଏବେ ଫୋନ୍‌ ବଦଳାଇଲେ ବି ଆଉ ଟେନ୍ସନ୍‌ ନାହିଁ, ସହଜରେ ଟ୍ରାନ୍ସଫର କରିପାରିବେ ହ୍ଵାଟ୍ସଆପ୍‌ ଚାଟ୍‌

ହ୍ଵାଟ୍ସଆପ୍‌ ୟୁଜରଙ୍କ ପାଇଁ କମ୍ପାନୀ ତରଫରୁ ପ୍ରତିଦିନ ନୂଆ ନୂଆ ଫିଚର ଆସୁଛି। ଏହା ସାହାଯ୍ୟରେ ଲୋକମାନେ ସହଜରେ ଏହି ଆପ୍‌କୁ ବ୍ୟବହାର କରିପାରୁଛନ୍ତି। କିନ୍ତୁ ଏବେ ହ୍ଵାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, କମ୍ପାନୀ ଏକ ଏଭଳି ଫିଚର ଉପରେ କାମ…

ନିଜ ମୁହଁ ଦ୍ୱାରା ବି କରିପାରିବେ Aadhaar Card ଡାଉନଲୋଡ, ଜାଣନ୍ତୁ କେମିତି

ଆଧାର କାର୍ଡ ଏକ ଏମିତି ଡକ୍ୟୁମେଣ୍ଟ ଯାହାର ଆବଶ୍ୟକ ଆପଣଙ୍କୁ ପ୍ରାୟ ସବୁ କାମରେ ପଡିଥାଏ। ଏଥିପାଇଁ ଆପଣଙ୍କୁ ଏହି କାର୍ଡ ସମ୍ବନ୍ଧୀୟ ସବୁ ଛୋଟ ବଡ ସୂଚନା ବିଷୟରେ ଜାଣିବା ଉଚିତ। କିଏ ଜାଣିଛି କେତେବେଳେ ଆପଣଙ୍କୁ ଏହି ସୂଚନାର ଆବଶ୍ୟ ପଡିଯିବ। ବ୍ୟାଙ୍କ ଠାରୁ ଖାତା ଖୋଲିବା ପର୍ଯ୍ୟନ୍ତ…

ନିଜ ସ୍ମାର୍ଟଫୋନରେ କେମିତି କରିବେ Instagram Reels ସେଭ ଏବଂ ସେୟାର, ଜାଣନ୍ତୁ ସହଜ ଉପାୟ

ଫଟୋ ସେୟାରିଂ ଆପ୍ ଇନଷ୍ଟାଗ୍ରାମ ରିଲସ୍ ଫିଚର ବହୁତ ଲୋକପ୍ରିୟ ହୋଇଗଲାଣି। ଟିକଟକ୍ ବ୍ଯାନ ହେବା ପରେ ଇନଷ୍ଟାଗ୍ରାମ ରିଲସ୍ ଫିଚର ଘୋଷଣା ହୋଇଥିଲା। ଏଥିରେ ଟିକଟକ୍ ଭଳି ଫିଚର ରହିଛି, ଯେଉଁଥିରେ ସର୍ଟ ଷ୍ଟାଇଲ ଭିଡିଓ କରାଯାଉଛି। ଟିକଟକରୁ ବହୁ ସହଜରେ ଭିଡିଓ ଡାଉନଲୋଡ ଏବଂ ସେୟାର…

ଆରମ୍ଭ ହେବାକୁ ଯାଉଛି MI Fan Festival 2021, ଶୀଘ୍ର ହିଁ ଏହାର ଲାଭ ଉଠାନ୍ତୁ

MI ୟୁଜର୍ସଙ୍କ ପାଇଁ ଖୁସି ଖବର। ଆରମ୍ଭ ହେବାକୁ ଯାଉଛି MIର ଫ୍ୟାନ ଫେଷ୍ଟିଭାଲ ସିଜିନ୍‌। ଯେଉଁଠି କମ୍‌ ଦାମରେ ଆପଣଙ୍କୁ ମିଳିବ MIର ମହଙ୍ଗା ପ୍ରଡକ୍ଟ। ଯଦି ଆପଣ କମ ଦାମରେ ମୋବାଇଲ ଫୋନ, ଲାପଟପ୍‌ କିମ୍ବା ସ୍ମାର୍ଟ ହୋମ୍‌ ପ୍ରଡକ୍ଟସ କିଣିବାକୁ ଚାହୁଛନ୍ତି ତେବେ MI ଆପଣଙ୍କ ପାଇଁ ଆଣିଛି…

ATM ରୁ କ୍ଯାଶ ବାହାର କରିବା ସମୟରେ ଚିରାଫଟା ନୋଟ ବାହାରିଲେ କ’ଣ କରିବେ ? ପଢନ୍ତୁ ଏହି ଖବର

ଏଟିଏମରୁ କ୍ଯାଶ କାଢିବା ସମୟରେ ଚିରାଫଟା ନୋଟ୍ ବାହାରିଲେ କ’ଣ କରିବା ଦରକାର ? ହୁଏତ ଅଧିକାଂଶ ଲୋକଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣାନଥିବ। ଏପରି ଅଜାଣତରେ ଅନେକ ଲୋକ ନିଜର ହିଁ କ୍ଷତି କରିବସନ୍ତି। ଏହାକୁ ଫେରାଇବା ପାଇଁ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । କାରଣ ଅନେକ…

ଆଉ ବିକ୍ରି ହେବନି LG ର ସ୍ମାର୍ଟଫୋନ୍‌, ମୋବାଇଲ ୟୁନିଟ୍‌ ବନ୍ଦ କରୁଛି କମ୍ପାନୀ

ଦକ୍ଷିଣ କୋରିଆର ଟେକ୍‌ କମ୍ପାନୀ ଏଲ୍‌ଜି ନିଜ ମୋବାଇଲ ୟୁନିଟ୍‌କୁ ବନ୍ଦ କରିବାକୁ ଘୋଷଣା କରିଛି। କମ୍ପାନୀର କହିବାନୁସାରେ, ମୋବାଇଲ ଫୋନ୍‌ ବିଜ୍‌ନେସ୍‌ ୟୁନିଟ୍‌ ବନ୍ଦ କରି କମ୍ପାନୀ ଇଲେକ୍ଟ୍ରିକ୍‌ ଭେଇକଲ କମ୍ପୋନେଣ୍ଟସ୍‌, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କନେକ୍ଟେଡ୍‌ ଡିଭାଇସ୍‌,…

ବାଙ୍କୀର ମୃତ୍ୟୁଞ୍ଜୟ ତିଆରି କଲେ ସୋଲାର୍‌ ବାଇକ୍‌, ପାଞ୍ଚ ଘଣ୍ଟା ଚାର୍ଜରେ ଚାଲିବ ୧୨୫ କିଲୋମିଟର

ବାଙ୍କୀ (କେନ୍ୟୁଜ୍‌) : ରାସ୍ତା ଉପରେ ଭାରି ଆରାମରେ ଚାଲିଥାଏ ଏହି ଅଦ୍ଭୁତ ବାଇକ୍‌। ଯାହାର ଛାତଟିଏ ରହିଛି। ଆଉ ଆଗରେ ଲେଖା ହୋଇଛି ସୋଲାର ବାଇକ୍‌। ଠିକ ପଢିଲେ ଆପଣ ବାଇକ୍‌ଟି ଚାଲୁଛି ସୌର ଶକ୍ତି ବା ସୂର୍ଯ୍ୟଙ୍କ ଶକ୍ତିରେ ବାଇକ୍‌ ଉପରେ ଲାଗିଛି ସୋଲାର ପ୍ୟାନେଲ । ସୂର୍ଯ୍ୟଙ୍କ କିରଣ…