Browsing Category

ଟେକ୍

ନୂଆ ଫୋନ୍ କିଣିବାକୁ ଯାଉଛନ୍ତି କି ତେବେ ଟିକେ ରହିଯାନ୍ତୁ, ଆସନ୍ତା ମାସ ଲଞ୍ଚ୍ ହେଉଛି ଓପୋର ଦୁଇଟି ଶସ୍ତା…

ଓପୋ ବହୁତ ଜଲଦି ଦୁଇଟି ନୂଆ ଶସ୍ତା ସ୍ମାର୍ଟଫୋନ ଭାରତୀୟ ବଜାରରେ ଲଞ୍ଚ୍ କରିବାକୁ ଯାଉଛି। ଆମାଜନ୍ ଲିଷ୍ଟିଙ୍ଗ୍ ସାମ୍ନାକୁ ଆସିବା ପରେ ଏହି କଥାର ଖୁଲାସା ହୋଇଛି। ରିପୋର୍ଟ ମୁତାବକ Oppo A74 5Gର ଭାରତୀୟ ଭେରିୟଣ୍ଟ ଏହି ମାସ ଆରମ୍ଭରେ କମ୍ବୋଡିଆ ଏବଂ ଥାଇଲାଣ୍ଡ ମାର୍କେଟରେ ଲଞ୍ଚ୍…

WhatsApp Groupsରେ ଆସିଗଲା Disappearing message ଫିଚର, ଲମ୍ବା ସମୟରୁ ଥିଲା ଅପେକ୍ଷା, ଜାଣନ୍ତୁ ଖାସିୟତ୍‌

ମେସେଜିଙ୍ଗ୍‌ ଆପ୍‌ WhatsAppରେ ମଝିରେ ମଝିରେ ନୂଆ ଅପ୍‌ଡେଟ ସବୁ ଆସିଥାଏ। ନିକଟରେ WhatsApp ୟୁଜରମାନଙ୍କୁ ୪ ଡିଭାଇସ୍‌ରେ ଏକ ସାଥୀରେ ଚାଲି ପାରୁଥିବା ଫିଚର ଲଞ୍ଚ୍‌ କରିଥିଲା। ପୁଣି ବର୍ତ୍ତମାନ ଆଉ ଏକ ନୂଆ ଅପ୍‌ଡେଟ ଆସିଯାଇଛି। ଏହି ଫିଚରକୁ ଲମ୍ବା ସମୟରୁ ଅପେକ୍ଷା ରହିଥିଲା।…

ହଜି ଯାଇଥିବା ଆଇଫୋନକୁ ସହଜରେ ଖୋଜିପାରିବେ ଆପଣ, ଜାଣନ୍ତୁ କେମିତି

ଗୁଗଲ ତରଫରୁ ଗୁଗଲ ଆସିଷ୍ଟାଣ୍ଟକୁ ଏକ ଏମିତି ଫିଚର ସହିତ ଲଞ୍ଚ୍ କରାଯାଇଛି ଯାହା ସାହାଯ୍ୟରେ ଆଇଫୋନ୍ ୟୁଜର୍ସ ନିଜର ହଜି ଯାଇଥିବା ଫୋନର ପତ୍ତା ଲଗାଇପାରିବେ। ଆଣ୍ଡ୍ରଏଡ୍ ୟୁଜର୍ସ ଅନେକ ଦିନ ଧରି ଏହି ଫିଚରର ବ୍ୟବହାର କରୁଛନ୍ତି। ସୂଚନା ମୁତାବକ ଏଥିରେ ଥିବା ଆପଲ ଅନ୍ ମାଇଣ୍ଡ ମାଇଁ ସିଷ୍ଟମ…

ଘରେ ବସି ନିଜ ମୋବାଇଲ୍‌ରେ ଡାଉନଲୋଡ କରନ୍ତୁ ଭୋଟର ପରିଚୟ ପତ୍ର, ଜାଣନ୍ତୁ ପୂରା ପ୍ରକ୍ରିୟା

ଭୋଟର ପରିଚୟ ପତ୍ର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ମଧ୍ୟରୁ ଗୋଟିଏ। ଆଧାର କାର୍ଡ ଭଳି ଭୋଟର ପରିଚୟ ପତ୍ରକୁ ବି ଡାଉନଲୋଡ କରାଯାଇ ପାରିବ। ଯଦି ଆପଣ ବି ଆପଣଙ୍କର ଭୋଟର ପରିଚୟ ପତ୍ରର ଡିଜିଟାଲ ଭର୍ସନ ଡାଉନଲୋଡ କରିବାକୁ ଚାହୁଁଛନ୍ତି, ତ ଆଜି ଆମେ ଆପଣଙ୍କୁ ଏକ ଖାସ୍‌ ତରିକା ବିଷୟରେ କହିବାକୁ…

Samsung Galaxy A32କୁ କମ୍‌ ଦାମ୍‌ରେ କିଣିବାର ମଉକା, ଡେରି ନ କରି ଆଜି ହିଁ ଉଠାନ୍ତୁ ଅଫରର୍‌ ଲାଭ

Samsung ଗତ ମାସରେ ହିଁ ଭାରତୀୟ ବଜାରରେ ନିଜର A ସିରିଜ୍‌ ଅଧୀନରେ Samsung Galaxy A32 ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଥିଲା। ଯଦି ଆପଣ ଏହି ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି, ତ କହି ରଖୁଛୁ, ନିଜର ପ୍ରକୃତ ଦାମ୍‌ଠୁ ବହୁତ କମ୍‌ ମୂଲ୍ୟରେ ଏହି ସ୍ମାର୍ଟଫୋନ୍‌କୁ କିଣାଯାଇ ପାରିବ।…

କମ୍‌ ଦାମରେ ଭଲ ଫିଚର୍ସ ଥିବା ଫୋନ୍‌ Realme c21,ଜଲଦି କିଣନ୍ତୁ

Realmeର ନୂଆ ସ୍ମାର୍ଟଫୋନ Realme c21 ଆଜି ଅର୍ଥାତ ୧୪ ଅପ୍ରେଲରୁ ଭାରତୀୟ ବଜାରରେ ବିକ୍ରି ହେବା ଆରମ୍ଭ ହୋଇଛି। ଆଜି ଦିନ ୧୨ ଟାରୁ ଫ୍ଲିପକାର୍ଟ, ରିଟେଲ ଷ୍ଟୋର ଓ କମ୍ପାନୀର େଓ୍ଵବସାଇଟ ମାଧ୍ୟମରେ ଆପଣ କିଣିପାରିବେ । ଗତ ସପ୍ତାହରେ Realme c21 କୁ ଭାରତୀୟ ବଜାରରେ Realme c20 ଓ…

କଣ ଆଧାର କାର୍ଡରେ ଲାଗିଥିବା ଫଟୋ ଆପଣଙ୍କୁ ପସନ୍ଦ ଆସୁନାହିଁ, ତାହେଲେ ଏପରି କରନ୍ତୁ ପରିବର୍ତ୍ତନ

ଅଧିକାଂଶ ଲୋକଙ୍କୁ ଆଧାର କାର୍ଡରେ ଲାଗିଥିବା ନିଜ ଫଟୋ ଭଲ ଲାଗିନଥାଏ। ଆଧାର କାର୍ଡର ଫଟୋକୁ ନେଇ ଅନେକ ଲୋକ ମଜାକ ବି ଉଡାନ୍ତି। ଏମିତିରେ ଏହା ଜାଣି ଆପଣ ଖୁସି ହୋଇଯିବେ ଯେ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧୀକରଣ ଆଧାର କାର୍ଡ ଧାରକଙ୍କୁ କାର୍ଡରେ ଲାଗିଥିବା ନିଜ ଫଟୋକୁ ଅପଡେଟ କରିବାର…

ହ୍ଵାଟସଆପ ୟୁଜର୍ସ ରୁହନ୍ତୁ ସାବଧାନ, ଦୂରରେ ଥିବା କୌଣସି ବି ଲୋକ କରିପାରିବ ଆପଣଙ୍କ ଆକାଉଣ୍ଟ ବ୍ଲକ

ହାକର୍ସଙ୍କର ‘ଫେସବୁକ୍‌’ ତଥ୍ୟ ଚୋରି କରିବାର ନିଶା ହବ୍‌ ପାଲଟିଗଲାଣି। ଫେସବୁକ୍‌ ହାକିଂର ଖବର ଏବେ ଅନେକ ବାର ସାମ୍ନାକୁ ମଧ୍ୟ ଆସିଲାଣି। ସୋସିଆଲ ମିଡିଆରେ ନିଜ ତଥ୍ୟ ଚୋରିକୁ ନେଇ ଏବେ ସମସ୍ତେ ଚିନ୍ତାରେ ପଡିଲେଣି। ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ଏବେ Dual…

୩୦ ହଜାରରେ ମିଳୁଛି ୮୦ ହଜାର ଟଙ୍କାର ସ୍ମାର୍ଟଫୋନ, LG Wingରେ ମିଳୁଛି ଜବରଦସ୍ତ ଡିସକାଉଣ୍ଟ

ଯଦି ଆପଣଙ୍କୁ ମହଙ୍ଗା ଫୋନ ଶସ୍ତାରେ ମିଳିଯାଏ, ତେବେ ଆପଣ କ’ଣ କରିବେ ? ଆପଣ ନିଶ୍ଚିତ ଲୋଭ କରିବେ। ଏମିତି ଏକ ସୁବର୍ଣ୍ଣ ସୁଯୋଗ ଖୁବଶୀଘ୍ର ଆପଣଙ୍କୁ ମିଳିବ। ୮୦ ହଜାର ଟଙ୍କାରେ ବିକ୍ରି ହେଉଥିବା ସ୍ମାର୍ଟଫୋନ ଆଜିଠାରୁ ୩୦ ହଜାର ଟଙ୍କାରୁ କମ୍ ଦାମରେ ମିଳିବ। ଫ୍ଲିପକାର୍ଟ ୱେବସାଇଟ…

୫୦୦୦ mAh ବ୍ଯାଟେରୀ ଥିବା Realme C20 ରିଭର୍ସ ଚାର୍ଜିଂ ସପୋର୍ଟ ଥିବା ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ…

Realme C20 କମ୍ପାନୀ ଭାରତରେ କିଛିଦିନ ତଳେ ଲଞ୍ଚ କରିଥିଲା। ଏହାକୁ Realme C 21 ଏବଂ Realme C25 ସହିତ ୮ ଏପ୍ରିଲକୁ ଲଞ୍ଚ କରାଯାଇଥିଲା। ଲଞଚ ହୋଇଥିବା ଏହି ନୂଆ ଫୋନରେ Realme C20 ସବୁଠାରୁ ଶସ୍ତା ଫୋନ। ଏହି ଏଣ୍ଟ୍ରି ଲେବଲ ଫୋନରେ ୫୦୦୦ mAh ବ୍ଯାଟେରୀ ଭଳି ଫିଚର୍ସ ରହିଛି।…

ଜାଣନ୍ତୁ, ଫେସ୍‌ବୁକ୍‌ରେ କିଏ ଆପଣଙ୍କ Friend Request କୁ ରିଜେକ୍ଟ କରିଛନ୍ତି କିମ୍ବା ଆଜି ଯାଏଁ କରିନାହାନ୍ତି…

ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ। ଏବେ ଯାହା ହାତରେ ଦେଖ ଆଉ କିଛି ଥାଉ କି ନଥାଉ ମୋବାଇଲ କିନ୍ତୁ ନିଶ୍ଚୟ ଥିବ। ଆଉ ମୋବାଇଲରେ ଫେସ୍‌ବୁକ୍‌। ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା କରିବା ସହ ନିଜ ଫଟୋ ପୋଷ୍ଟ କରିବାକୁ ଆମେ ଫେସ୍‌ବୁକ୍‌ ବ୍ୟବହାର କରିଥାଉ। ଫେସ୍‌ବୁକ୍‌ରେ ଆମେ ନୂଆ ସାଙ୍ଗ କରିବା…

ମୋବାଇଲ କ୍ୟାମେରା ଫ୍ଲାସ ଲାଇଟରୁ ଚେକ କରିପାରିବେ ହାର୍ଟ ରେଟ, ଫଲୋ କରନ୍ତୁ ଏହି ପ୍ରୋସେସ୍‌

ଟେକ୍ନୋଲୋଜୀ ଏତେ ଆଡଭାନ୍ସ କଳାଣି ଯେ ସ୍ମାର୍ଟଫୋନ ଜରିଆରେ ପ୍ରାୟ ସବୁ କାମ ହୋଇପାରୁଛି। ଗୋଟେ ସମୟ ଥିଲା ଯେତେବେଳେ ମୋବାଇଲର ବ୍ୟବହାର କେବଳ କଥା ହେବାର କରାଯାଉଥିଲା। କିନ୍ତୁ ଏବେ ଏହା ଜରିଆରେ ଅନେକ କିଛି କାମ କରାଯାଇହେଉଛି। ଟେକ୍ନୋଲୋଜୀ ଏତେ ଆଗକୁ ବଢ଼ିଗଲାଣି ଯେ ଏବେ ମୋବାଇଲ…