ପ୍ରଥମ ରାଜ୍ୟ ଭାବେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡର ବିଲ ପାରିତ ହେଲା ଆନ୍ଧ୍ର ବିଧାନସଭାରେ, କ୍ୟାବିନେଟରେ ବିଲକୁ ମଞ୍ଜୁରୀ

କେନ୍ୟୁଜ୍(ବ୍ୟୁରୋ):ଦେଶର ପ୍ରଥମ ରାଜ୍ୟ ଭାବେ ଆନ୍ଧ୍ରପ୍ରଦେଶ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ବିଲ ପାସ କରିଛି। ଗତକାଲି ଏନେଇ ରାଜ୍ୟ କ୍ୟାବିନେଟରେ ବିଲକୁ ମଞ୍ଜୁରୀ ମିଳିଛି। ଏହି ବିଲରେ ୨୧ ଦିନ ମଧ୍ୟରେ ମାମଲା ରୁଜୁ ସହ ବିଚାର ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିବା, ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ରହିଛି। ଏହି ବିଲକୁ ଆଜି ରାଜ୍ୟ ବିଧାନସଭାରେ ଆଗତ କରାଯିବ।

 

 

Leave A Reply

Your email address will not be published.