ସ୍ତ୍ରୀର ଧନ ଉପରେ ସ୍ୱାମୀର ବି ଅଧିକାର ନାହିଁ ! ସୁପ୍ରିମକୋର୍ଟ ଦେଲେ ଆଦେଶ
ଏବେ ଲୋକସଭା ନିର୍ବାଚନକୁ ନେଇ ଗରମ ରହିଛି ମାହୋଲ । ଏହାର ମଧ୍ୟରେ ମଙ୍ଗଳସୁତ୍ରକୁ ନେଇ ଏକ ନୂଆ ବିତର୍କ ଚାଲିଛି । ଏହି ସମୟରେ, ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ମହିଳାଙ୍କ ସ୍ତ୍ରୀଧନ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ଅଟେ । ଯାହାକୁ ସେ ନିଜ ଇଚ୍ଛା ଅନୁଯାୟୀ ଖର୍ଚ୍ଚ କରିବାର ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି । ମହିଳାଙ୍କ ସମ୍ପତ୍ତିରେ ସ୍ୱାମୀ କଦାପି ଅଂଶୀଦାର…
Read More...