ରାଞ୍ଚିରେ ଇଡିର ରେଡ୍: ମନ୍ତ୍ରୀଙ୍କ ପିଏସଙ୍କ ଘରୋଇ ସହାୟକଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା
ରାଞ୍ଚି: ମନ୍ତ୍ରୀଙ୍କ ପିଏସଙ୍କ ଘରୋଇ ସହାୟକଙ୍କ ଘରେ ଟଙ୍କାର ପାହାଡ଼। ରାଞ୍ଚିରେ ଇଡିର ରେଡ୍ ବେଳେ ମିଳିଲା ପୁଳାପୁଳା ଟଙ୍କା । ଝାଡ଼ଖଣ୍ଡ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲାମଗିରି ଆଲାମଙ୍କ ପିଏସ ସଞ୍ଜିବ ଲାଲଙ୍କ ଘରୋଇ ସହାୟକଙ୍କ ଘରୁ ପୁଳାପୁଳା ଟଙ୍କା ଜବତ ହୋଇଛି ।
ବିରେନ୍ଦ୍ର ରାମ ମାମଲାରେ ରାଞ୍ଚିର ଏକାଧିକ ସ୍ଥାନରେ ଇଡିର ରେଡ୍ ବେଳେ ଏହି ଟଙ୍କା ଜବତ ହୋଇଛି । ଜଣେ ମନ୍ତ୍ରୀଙ୍କ ପିଏସଙ୍କ ଘରୋଇ ସହାୟକଙ୍କ ଘରେ ଏତେ…
Read More...