ପୁଅ IAS ପାଇବା ପରେ ଖୁସିରେ ସିକ୍ୟୁରିଟି ଗାର୍ଡ଼ ବାପା ଛାତି କୁଣ୍ଢେମୋଟ ହୋଇଯାଉଛି
ଭଦ୍ରକ : ଆଜି ଜଣେ ବାପାଙ୍କ ମନ ଖୁସିରେ ନାଚି ଉଠୁଛି । କାରଣ ପୁଅ ପାଇଛି IAS । ଏହି ଖୁସି ପରିବାରରେ ଖେଳିଯାଇଛି ଆନନ୍ଦ । କଥା ରେ ଅଛି କଷ୍ଟ ହିଁ ଦେଖାଏ ସଫଳତା ର ରାସ୍ତା । ଆଜିର ସମାଜ ରେ ଯେତେବେଳେ ଅନେକ ଛାତ୍ରଛାତ୍ରୀ ସଫଳତା ଛୁଇଁ ନପାରିଲେ ପରିବାର ଆର୍ଥିକ ଦୁରବସ୍ଥାକୁ ଦାୟୀ କରିଥାଆନ୍ତି । କିନ୍ତୁ ଏମିତି ବି ଅନେକ ପିଲା ଅଛନ୍ତି ଯେଉଁମାନେ ବାପା ଓ ମା’ଙ୍କ କଷ୍ଟକୁ ଦେଖି ନିଜ ଭବିଷ୍ୟତ ପାଇଁ କଣ୍ଟକିତ ପଥକୁ…
Read More...