Browsing Tag

agra

ବିବାହ ଭୋଜିରେ ତୁମୁଳ କାଣ୍ଡ! ରସଗୋଲା ମାଗିଲେ ବରଯାତ୍ରୀ; ନ ମିଳିବାରୁ ୨୦ ବର୍ଷୀୟ ଯୁବକଙ୍କୁ ଛୁରୀ ଭୁସି ମାରିଦେଲେ

ଉତ୍ତର ପ୍ରଦେଶର ଆଗ୍ରାରେ ଏକ ବିବାହ ଭୋଜିରେ ତୁମୁଳ କାଣ୍ଡ ଘଟି ଯାଇଛି। ଏଠାରେ ବରପକ୍ଷ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି। ଏହି ସମୟରେ ହୋଇଥିବା ମାରପିଟରେ ଅନେକ ଲୋକ ଆହତ ମଧ୍ୟ ହୋଇଥିବା ଖବର ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ…

ଆଗ୍ରାରେ ଜଣେ ଯୁବକକୁ ନାଗ ସାପ ୧୫ ଦିନରେ ୮ ଥର କାମୁଡ଼ିବାର ଘଟଣା ଏବେ ହେଉଛି ଖୁବ ଭାଇରାଲ, ଜାଣନ୍ତୁ କ’ଣ…

ଉତ୍ତର ପ୍ରଦେଶ ଆଗ୍ରାରୁ ଆସିଛି ଏମିତି ଛାତି ଥରେଇ ଦେବା ଭଳି ଘଟଣା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। । ଥରେ କି ଦୁଇଥର ନୁହେଁ ବରଂ ୧୫ ଦିନରେ ଲଗାତାର ୮ ଥର କାମୁଡ଼ି ସାରିଲାଣି ନାଗସାପ ଆଗ୍ରାର ଜଣେ ଯୁବକକୁ ,ଲୋକମାନେ ଏହାକୁ ‘ଯାନୀ ଦୁଷ୍ମନ’ ବୋଲି କହୁଛନ୍ତି। ଦେଶର ବିଭିନ୍ନ…