ଆଗ୍ରାର ଫାଇଭ୍ ଷ୍ଟାର୍ ହୋଟେଲରୁ ଗାଏବ ହେଲା ପୋଷା କୁକୁର, ଖୋଜି ଆଣିଲେ ଦମ୍ପତି ଦେବେ ୫୦,୦୦୦ ଟଙ୍କା
ଉତ୍ତର ପ୍ରଦେଶର ଆଗ୍ରାରେ ଏକ କୁକୁର ନିଖୋଜ ହେବା ଖବର ଚର୍ଚ୍ଚାର ବିଷୟ ହୋଇଛି । ଖାସ୍ କଥା ହେଉଛି, ନିଖୋଜ କୁକୁରକୁ ଖୋଜି ଆଣିଲେ ୫୦ ହଜାର ଟଙ୍କା ନଗଦ ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି । ଖବରରୁ ପ୍ରକାଶ ଯେ ଆଗ୍ରା ବୁଲିବାକୁ ଆସିଥିବା ଜଣେ ପର୍ଯ୍ୟଟକ ଦମ୍ପତିଙ୍କ କୁକୁର…