Browsing Tag

amit shah

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR) ଆଇପିଏଲ୍‌ ୨୦୨୪ର ଟାଇଟଲ୍‌ ବିଜୟୀ ହୋଇଥିଲା । ଏବେ ଗମ୍ଭୀରଙ୍କ ନାମ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ୍‌ ଦୌଡ଼ରେ ଆଗରେ ରହିଛି । ରିପୋର୍ଟ…

ଜମ୍ମୁ ଅଞ୍ଚଳରୁ ଆତଙ୍କବାଦ ମୂଳପୋଛ ନେଇ ବିଗ୍‌ ପ୍ଲାନ…ଆଜି ଅମିତ୍‌ ଶାହ କରୁଛନ୍ତି ଉଚ୍ଚ ସ୍ତରୀୟ ବୈଠକ

ଜମ୍ମୁ ଅଞ୍ଚଳରେ ନିକଟରେ ହୋଇଥିବା ଆତଙ୍କବାଦ ଘଟଣା ଏବଂ ଅମରନାଥ ଯାତ୍ରାର ସୁରକ୍ଷାକୁ ନେଇ ଆଜି ଗୃହ ମନ୍ତ୍ରଣାଳୟରେ ବସୁଛି ଏକ ଉଚ୍ଚ ସ୍ତରୀୟ ବୈଠକ । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବେ । ନର୍ଥ ବ୍ଲକ୍‌ରେ ହେବାକୁ ଥିବା ଏହି ବୈଠକରେ ଜମ୍ମୁ-କାଶ୍ମୀରର…

ଆସୁଛନ୍ତି ରାହୁଲ ଓ ଶାହ, ଓଡ଼ିଶାରେ କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଓଡ଼ିଶା ଆସିବେ ରାହୁଲ, ଶାହ । ଭୁବନେଶ୍ବରରେ ପହଞ୍ଚିବା ପରେ ବଲାଙ୍ଗୀର ଅଭିମୁଖେ ଯିବେ ରାହୁଲ ଗାନ୍ଧୀ । ବଲାଙ୍ଗିର ଆସନ ବଜାୟ ରଖିବାକୁ କଂଗ୍ରେସ ଜୋରଦାର ପ୍ରୟାସ ଜାରି ରଖିଛି । କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ବାପା ତଥା ବିଧାୟକ ନରସିଂହ…

ଅମିତ୍‌ ଶାହଙ୍କ ନକଲି ଭିଡିଓ ମାମଲା: ଆଜି ହାଜର ହେବେନାହିଁ ସିଏମ୍‌ ରେଭନ୍ତ ରେଡ୍ଡୀ, ଆହୁରି ୧୨ ଜଣଙ୍କୁ ନୋଟିସ୍‌

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନକଲି ଭିଡିଓ ମାମଲାରେ ଦିଲ୍ଲୀ ପୋଲିସ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି ମାମଲାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ସମେତ ୧୬ ଜଣଙ୍କୁ ପଚରାଉଚରା ପାଇଁ ଡକାଯାଇଛି । ଯଦିଓ ତେଲଙ୍ଗାନା ସିଏମ୍ ଏବଂ ବାକି ୩ ଜଣ ନେତା…

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ନକଲି ଭିଡିଓ ମାମଲା: ୨ ଜଣଙ୍କୁ ଗିରଫ କଲା ଅହମ୍ମଦାବାଦ ପୋଲିସ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନକଲି ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ମାମଲାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅହମ୍ମଦାବାଦ ସାଇବର କ୍ରାଇମ ଟିମ୍‌ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ସହ ଜଡିତ । ଗୃହମନ୍ତ୍ରୀଙ୍କର…

ଭାଇରାଲ ହେଉଛି ଅମିତ୍‌ ଶାହଙ୍କ ଭାଷଣର ନକଲି ଭିଡିଓ, ଅଭିଯୋଗ ପରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ଲୋକସଭା ନିର୍ବାଚନ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭାଷଣର ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍‌ ମାଲବୀୟ ଏହି ଭିଡିଓକୁ ନେଇ ତେଲେଙ୍ଗାନା କଂଗ୍ରେସକୁ କଡ଼ା ଟାର୍ଗେଟ କରିଛନ୍ତି । ସେ ‘X’ରେ ଏ ନେଇ ଏକ ପୋଷ୍ଟ କରିଛନ୍ତି । ଏଥିରେ…

୨୫ରେ ଓଡିଶା ଆସିବେ ଅମିତ ଶାହା, କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ଵର : ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସୋନପୁରରେ ଅପରାହ୍ନରେ ହେବ ବିଶାଳ ଜନସଭା ।  ସୋନପୁରରେ ଜନସଭାରେ ଯୋଗ ଦେବା ସହ ଭୁବନେଶ୍ବରରେ ଦଳୀୟ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା…

କେନ୍ଦ୍ର ଗୃହମନ୍ତ୍ରୀଙ୍କ ପାଖରେ ନାହିଁ ନିଜସ୍ୱ କାର୍‌, ପାଖରେ ନଗଦ ୨୪ ହଜାର ଟଙ୍କା, ୧୫.୭୭ ଲକ୍ଷ ଟଙ୍କାର ଋଣ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀ ନଗରରେ ରୋଡ ଶୋ କରିବା ପରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗାନ୍ଧିନଗର ଲୋକସଭା ସିଟ୍‌ ବିଜେପି ସିଟ୍‌ । ଏହି ସିଟରେ ଲଗାତାର ବିଜେପି ବିଜୟ ହାସଲ କରୁଛି । ଏଠାରେ ତୃତୀୟ ପର୍ଯ୍ୟାୟରେ ମଇ ୭ ତାରିଖରେ ଭୋଟ ହେବ । ତେବେ ଏହି ସିଟ ପାଇଁ ଅମିତ ଶାହ…

ମେଣ୍ଟ ପ୍ରସଙ୍ଗରେ ଅମିତ ଶାହଙ୍କ ବଡ଼ ପ୍ରତିକ୍ରିୟା, ବିଜେପି ସଭାପତି ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ : ଓଡ଼ିଶାରେ ମେଣ୍ଟ ପ୍ରସଙ୍ଗ ନେଇ ବଡ଼ ପ୍ରତିକ୍ରିୟା । ମେଣ୍ଟ ନିଷ୍ପତ୍ତି ନେବେ ବିଜେପି ସଭାପତି । ରାଇଜିଂ ଭାରତ ସମିଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି । ଶାହ କହିଛନ୍ତି, ପ୍ରଥମେ ମେଣ୍ଟ ହେବ କି ନାହିଁ ନିଷ୍ପତ୍ତି ହେଉ । ଓଡ଼ିଶାରେ ମେଣ୍ଟ ନିଷ୍ପତ୍ତି ବିଜେପି…

CAA କୁ ପ୍ରତ୍ୟାହାର କରିବା ଅସମ୍ଭବ, ଏହାପାଇଁ କୌଣସି ସଂଖ୍ୟାଲଘୁ ଭୟଭୀତ ହେବା ଉଚିତ ନୁହେଁ

ସାରା ଦେଶରେ ଲାଗୁ ହୋଇଛି ନାଗରିକତା ସଂଶୋଧନ ଆଇନ । ବିରୋଧୀ କିନ୍ତୁ ଏହାକୁ ନେଇ ରାଜନୀତି କରୁଛନ୍ତି। ସିଏଏକୁ ନେଇ ଅମିତ ଶାହଙ୍କ କଡ଼ା ଜବାବ ଦେଇଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ସିଏଏ ଜରିଆରେ ନୂଆ ଭୋଟ ବ୍ୟାଙ୍କ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ବିରୋଧୀ । ସେ…

କିଛି ସମୟ ପରେ ଅମିତ ଶାହଙ୍କ ସହ ଓଡ଼ିଶା ବିଜେପି କୋର କମିଟି ବୈଠକ

ନୂଆଦିଲ୍ଲୀ (କେନ୍ୟୁଜ୍‌): ନୂଆଦିଲ୍ଲୀରେ ଅମିତ ଶାହାଙ୍କ ବାସଭବନରେ ବସିବ ଓଡ଼ିଶା ବିଜେପି ନେତାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ଅମିତ ଶାହଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ସମ୍ବିତ ପାତ୍ର, ମାନସ ମହାନ୍ତି ଓ ଅନ୍ୟ…

ଅମିତ ଶାହଙ୍କୁ ଭେଟିଲେ ଓଡ଼ିଶା ବିଜେପି କୋର୍ ଗ୍ରୁପ୍ ନେତା

ଭୁବନେଶ୍ୱର(କେନ୍ୟୁଜ୍‌): ମେଣ୍ଟ ଚର୍ଚ୍ଚା ମଧ୍ୟରେ ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଲେ ଓଡ଼ିଶା ବିଜେପି କୋର୍ ଗ୍ରୁପ୍ ନେତା । ଅମିତ ଶାହଙ୍କ ବାସଭବନରେ ଭେଟି ଆଲେଚନା କରିଛନ୍ତି କୋର ଗ୍ରୁପ୍ ନେତା । ବିଜେପି ଆଜି ଦଳର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଆସନ ତାଲିକା ପ୍ରକାଶ କରିବାକୁ ଯାଉଥିବା…