ବର୍ଷାରେ ଉବୁଟୁବୁ ହେଉଛି ଅନୁଗୁଳ ସହର, ରାସ୍ତା ଉପରେ ମାରୁଛି ଲହଡ଼ି
ଅନୁଗୁଳ: ସାମାନ୍ୟ ବର୍ଷାରେ ଉବୁଟୁବୁ ହେଉଛି ଅନୁଗୁଳ ସହର । ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ଜଳ । ନିଷ୍କାସନ ହୋଇନପାରି ସିଧା ଲୋକଙ୍କ ଘରେ ପଶୁଛି ପାଣି । ବର୍ଷା ହେଲେ ଅନୁଗୋଳରେ କୃତ୍ରିମ ବନ୍ୟା ସ୍ଥିତି ଉପୁଜୁଛି । ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ପାଇଁ ଏଭଳି ସ୍ଥିତି ଉପୁଜୁଥିବା…