Browsing Tag

banyan fruit

ବ୍ୟକ୍ତିକୁ ଚିନ୍ତା ମୁକ୍ତ କରିବା ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟାରୁ ମୁକ୍ତି ଦିଏ ବରଗଛ ଫଳ

ବରଗଛକୁ ନେଇ ହିନ୍ଦୁ ଶାସ୍ତ୍ରରେ ରହିଛି ଅନେକ ମାନ୍ୟତା। ହିନ୍ଦୁ ଧର୍ମରେ ଏହାକୁ ପୂଜା କରାଯାଏ। କିନ୍ତୁ ଏହାର ଫୁଲଫଳକୁ ନେଇ ବହୁତ ଲୋକ ଅଜଣା ଅଛନ୍ତି। ଏଥିରେ ଅନେକ ଫାଇଦା ଗୁଣ ଭରି ରହିଥାଏ । ଏହି ଗଛରେ ଅନେକ ଔଷଧିୟ ଗୁଣ ଭରି ରହିଥାଏ । ଏହାସହ ଗଛରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ।…

ସମସ୍ତ ଶାରୀରିକ ସମସ୍ୟାକୁ ଦୂର କରିଥାଏ ଏହି ଫଳ ରସ, ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଉତ୍ତର ଭାରତର ଅନେକ ସ୍ଥାନରେ ବରଗଛ ବା ବଟ ବୃକ୍ଷକୁ ପୂଜା କରାଯାଏ । କିନ୍ତୁ କଣ ଆପଣ ଜାଣନ୍ତି କି ଏହି ଗଛରେ ଅନେକ ଔଷଧିୟ ଗୁଣରେ ଭରି ରହିଛି । ବରଗଛର ଫଳରେ ପ୍ରାକୃତିକ ଖଣିଜ ରହିଥାଏ । ଯାହା ଉଚ୍ଚ ରକ୍ତଚାପକୁ କମ କରିଥାଏ । ତେବେ ଚାଲନ୍ତୁ ଜାଣିବା ଏହି ମିଠା ଫଳର ଷାଇଦା ସମ୍ପର୍କରେ ।…