ରମାଦେବୀ ବିଶ୍ବବିଦ୍ୟାଳୟ ବାହାରେ ଛାତ୍ରୀଙ୍କ ବିକ୍ଷୋଭ, ଖରା ପାଇଁ +୩ ଦ୍ୱିତୀୟ ବର୍ଷ ପରୀକ୍ଷା ଘୁଞ୍ଚାଇବାକୁ ଦାବି
ଭୁବନେଶ୍ୱର (କେନ୍ୟୁଜ): ବଢି ଚାଲିଛି ତାତି ପରୀକ୍ଷା ଦେବୁ କେମିତି ? ସ୍ଲୋଗାନ ଦେଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଗେଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରୀ । ଯୁକ୍ତ ୩ ୨ୟ ବର୍ଷର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରୁଛନ୍ତି ଛାତ୍ରୀ । ଆସନ୍ତା ୩୦ ରୁ ୧୮ ତାରିଖରେ ଅଛି ପରୀକ୍ଷା। ପ୍ରବଳ ଖରା ହେଉଥିବାରୁ ୨୫ରୁ ସବୁ କଲେଜ୍ ସ୍କୁଲ ବନ୍ଦ ରହିଛି କିନ୍ତୁ ଆମ କଲେଜ ଛୁଟି ବଦଳରେ ପରୀକ୍ଷା…
Read More...