Browsing Tag

Best home remedies

ବାସନରୁ ଯାଉନି କି ମାଛ ଗନ୍ଧ? ଆପଣାନ୍ତୁ ଏହି ଘରୋଇ ଉପାୟ

ସି-ଫୁଡ୍ ଖାଇବାକୁ ପସନ୍ଦ କରୁଥିବା ଲୋକ ପ୍ରାୟତଃ ଘରେ ମାଛ ରାନ୍ଧି ଖାଇଥାନ୍ତି। ମାଛ ଖାଇବାକୁ ତ ବହୁତ ସ୍ଵାଦିଷ୍ଟ ହୋଇଥାଏ କିନ୍ତୁ ଏହାର ଗନ୍ଧ ସହଜରେ ଯାଇନଥାଏ। ଯଦି ଆପଣ ବି ଏହି ସମସ୍ୟା ଭୋଗୁଛନ୍ତି ତେବେ କେତେକ ଘରୋଇ ଉପାୟ ଆପଣାଇ ଏଥିରୁ ମୁକ୍ତି ପାଇପାରିବେ। ମାଛ ଦୁର୍ଗନ୍ଧ ଦୂର…

ନିମ୍ନ ରକ୍ତଚାପ ରୋଗୀଙ୍କ ପାଇଁ ଏହି ସବୁ ଘରୋଇ ଉପାୟ ହୋଇଥାଏ ବେଶ ଉପଯୋଗୀ, ଜାଣନ୍ତୁ

ସୁସ୍ଥ ରହିବା ସମସ୍ତଙ୍କ ଇଚ୍ଛା। କିନ୍ତୁ ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ସ୍ୱାସ୍ଥ୍ୟକୁ ନେଇ ସମସ୍ୟା ବଢ଼ିବାରେ ଲାଗିଲାଣି। ଘର ଓ ଅଫିସରେ ବଢ଼ୁଥିବା ଷ୍ଟ୍ରେସ୍‌ ସହ ଲାଇଫଷ୍ଟାଇଲ ଓ ଖାଦ୍ୟ ତଥା ଡାଏଟରେ ପରିବର୍ତ୍ତନ କାରଣରୁ ବ୍ଲଡ ପ୍ରେସର କମିଯାଏ। ଯାହାକୁ ଆମେ 'Low Blood Pressure'…

ଇନଷ୍ଟାଣ୍ଟ ଗ୍ଲୋ ପାଇଁ ଫଲୋ କରନ୍ତୁ ଏହି ଘରୋଇ ଉପାୟ

ଆଜିକାଲି ମୁହଁରେ ଦାଗ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହି ଦାଗ କେବଳ ମୁହଁର ସୁନ୍ଦରତାକୁ ଖରାପ କରିନଥାଏ ବରଂ ଚର୍ମକୁ ମଧ୍ୟ ଖରାପ କରିଦିଏ। ଏଥିରୁ ରକ୍ଷା ପାଇବା ପାଇଁ ପ୍ରାକୃତିକ ସହ ଘରୋଇ ଉପାୟ ଆପଣାନ୍ତୁ । ଯାହା ଆପଣଙ୍କୁ ଏଥିରୁ ରକ୍ଷା କରିବ। ସୁନ୍ଦର ତ୍ୱଚା ସମସ୍ତଙ୍କର…

ଆଖିରେ ଥକ୍କାପଣ ବିଗାଡି ପାରେ ଚେହେରାର ମେକଅପ, ଏହି ଟିପ୍ସ ବ୍ୟବହାର କରି ଆଖିକୁ ରଖନ୍ତୁ ଫ୍ରେସ

ଆମ ଦୁଇ ଆଖି ଆମ ଚେହେରାର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ। କିନ୍ତୁ ଦିନସାରା କାମ କରି ହେଉଥିବା ଥକ୍କାପଣ ଆଖିରେ ଅଧିକ ଦେଖାଯାଇଥାଏ ଯାହା ଫଳରେ ଆଖି ମଧ୍ୟ ଫିକା ଫିକା ଦେଖାଯାଇଥାଏ। ଏହିଭଳି ଆଖିରେ ମେକଅପ୍‌ କଲେ ମଧ୍ୟ ଏହି ମେକଅପ୍‌ର ଚାର୍ମ ଆସିନଥାଏ। କିନ୍ତୁ କିଛି ଘରୋଇ ଉପାୟ ବ୍ୟକହାର…

ପତଳା ଆଇବ୍ରୋ ଯୋଗୁଁ ଚିନ୍ତିତ ଅଛନ୍ତି କି? ଏହିସବୁ ଘରୋଇ ଉପଚାର କରି ବଢାନ୍ତୁ ସୌନ୍ଦର୍ଯ୍ୟ

ମଣିଷର ଚେହେରାର ସବୁଠାରୁ ଆକର୍ଷକ ଅଙ୍ଗ ହେଉଛି ତାର ଆଖି।ବିଶେଷ କରି ମହିଳା ମାନଙ୍କ କ୍ଷେତ୍ରରେ ସୁନ୍ଦର ଆଖି ତାଙ୍କୁ ଅଧିକ ଆକର୍ଷିତ କରିଥାଏ।ସେହିପରି ଆଖିକୁ ସୁନ୍ଦର କରିବା ପାଇଁ ଆଇବ୍ରୋ ବିଶେଷ ଭୂମିକା ବହନ କରିଥାଏ।ମୋଟା ଏବଂ କଳା ଆଇବ୍ରୋ ଚେହେରାର ଲୁକ୍‌କୁ ଅଧିକ ସୁନ୍ଦର…

ଘରେ ବସି ଏମିତି କରନ୍ତୁ ହେୟାର ସ୍ପା, ମିଳିବ ମଜବୁତ ଏବଂ ଉଜ୍ୱଳ କେଶ

ବର୍ଷାଦିନରେ ସବୁଠାରୁ ଅଧିକ ଯତ୍ନ କେଶର ନେବାକୁ ହୋଇଥାଏ। ବର୍ଷା ଦିନରେ ବାରମ୍ବାର କେଶ ଓଦା ହେବା ପରେ ରୁକ୍ଷ ଏବଂ ଶୁଷ୍କ ହୋଇଯାଏ। ତେଣୁ ଏହାର ଦେଖାଶୁଣା କରିବା ନିତାନ୍ତ ଆବଶ୍ୟକ। ଏମିତିରେ କିଛି ହେୟାର ସ୍ପା ରହିଛି, ଯାହାକୁ ଆପଣ ଘରୋଇ ଉପାୟ କରିପାରିବେ। ଏହି ସ୍ପା କରିବା ପରେ କେଶକୁ…

ଚର୍ମରୋଗ ଠାରୁ ଆରମ୍ଭ କରି ପ୍ରଜନନ କ୍ଷମତା ବଢ଼ାଇବା ପର୍ଯ୍ୟନ୍ତ ସବୁ ସମସ୍ୟାରୁ ମୁକ୍ତି ଦେବ ଏହି ୪ଟି ଉପାୟ

ଖରାପ ଜୀବନ ଶୈଳୀ ଓ ଅସନ୍ତୁଳିତ ଖାଦ୍ୟପେୟ ଯୋଗୁ ଏବେକାର ଲୋକଙ୍କ ଇମ୍ୟୁନିଟି ସିଷ୍ଟମ୍‌ କ୍ରମଶଃ ଦୁର୍ବଳ ହୋଇଯାଉଛି। ଏହି କାରଣରୁ ଲୋକମାନେ ଜଲଦି ରୋଗରେ ପଡ଼ୁଛନ୍ତି। ମୋଟାପଣ, ଚର୍ମରୋଗ, ଦାନ୍ତ ରୋଗ ଓ ଯୌନ ସମସ୍ୟାରେ ଏବେ ଅଧିକାଂଶ ଲୋକ ପୀଡ଼ିତ ହେଉଛନ୍ତି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ…

ସାଇନସ୍‌ ସମସ୍ୟା ଭୋଗୁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପଚାର, ଶୀଘ୍ର ମିଳିବ ଆରାମ

ଋତୁ ପରିବର୍ତ୍ତନ ହେବା ସହ ଲୋକଙ୍କଠାରେ ଥଣ୍ଡା, ଜର, କାଶ, ସର୍ଦ୍ଦି, କଫ, ଇନ୍‌ଫେକ୍ସନ୍‌ ଓ ସାଇନସ୍‌ ଆଦି ସମସ୍ୟା ଦେଖିବାକୁ ମିଳିଥାଏ। ମୁଣ୍ଡ ବିନ୍ଧା, ନାକରୁ ପାଣି ବୋହିବା ଓ ମୁହଁ ଫୁଲିବା ଆଦି ସାଇନସ୍‌ର ପ୍ରମୁଖ ଲକ୍ଷଣ। ଖୁବ୍‌ କମ୍‌ ଲୋକଙ୍କ ସାଇନସ୍‌ ସମସ୍ୟା ଗମ୍ଭୀର ହୋଇଯାଏ।…

କେଶକୁ ଷ୍ଟ୍ରେଟନିଙ୍ଗ୍ କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ

ଅଧିକାଂଶ ମହିଳାମାନେ ସିଧା କେଶ ପସନ୍ଧ କରିଥାନ୍ତି। କେଶ ସିଧା ବା ଷ୍ଟ୍ରେଟନିଙ୍ଗ୍ କରିବା ପାଇଁ ଅନେକ ପ୍ରକାର କେମିକାଲ ପ୍ରଡକ୍ଟ ମଧ୍ୟ ବ୍ୟବହାର କରାଯାଇଥାଏ, ଯାହା କିଛି ଲୋକମାନଙ୍କ କେଶରେ ଖରାପ ପ୍ରଭାବ ପକାଇଥାଏ। ଏଥିରେ କେଶ ଦୁର୍ବଳ ହେବା ସହ ଝଡ଼ିବା ଆରମ୍ଭ ହୋଇଥାଏ। କେଶ ସିଧା କରିବା…

ଗରମ ଦିନେ ଘିମିରି ସମସ୍ୟାରୁ ମୁକ୍ତି ଦେବ ଆଳୁ, ଜାଣନ୍ତୁ କରିବେ କିପରି ବ୍ୟବହାର

ଗରମ ଦିନେ ଅଧିକ ଝାଳ ବୋହିଥାଏ। ଏହି କାରଣରୁ ତ୍ବଚାରେ ଘିମିରି ସମସ୍ୟା ଦେଖାଯାଇଥାଏ। ଘିମିରି ହେବା କାରଣରୁ ତ୍ବଚାରେ ନାଲି ଦାଗ ହେବା, ତ୍ବଚା କୁଣ୍ଡେଇ ହେବା ଭଳି ଯନ୍ତ୍ରଣା ଦେଖାଯାଇଥାଏ। ପ୍ରାୟତଃ ଘିମିରି ପିଠି, ପେଟ ଏବଂ ପାଦରେ ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇା ପାଇଁ ଲୋକମାନେ…