ଭିଭିପାଟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସବୁ ଆବେଦନକୁ କଲେ ଖାରଜ
ନୂଆଦିଲ୍ଲୀ : ଗଣତି ହେବ ନି ଭିଭିପାଟ ସ୍ଲିପ୍ । ଆସିଲା ଭିଭିପାଟକୁ ନେଇ ସୁପ୍ରିମ ରାୟ । ୧୦୦ ପ୍ରତିଶତ କ୍ରସ ଭେରିଫିକେସନ ପାଇଁ ହୋଇଥିବା ଏକାଧିକ ମାମଲାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ । କୋର୍ଟ କହିଛନ୍ତି ଅଯଥା ସଂଦେହ EVM ଓ VVPAT ପେପର ସ୍ଲିପକୁ ଟାଲି କରିବା ପାଇଁ ହୋଇଥିଲା ଆବେଦନ । ଭିଭିପାଟ ପେପର ସ୍ଲିପ୍ ୧୦୦ ପ୍ରତିଶତ ଗଣତି କରିବାକୁ ଆବେଦନକାରୀ ଅନୁରୋଧ କରିଥିଲେ । ଆଜି…
Read More...