Browsing Tag

bollywood

ମନୋଜ ବାଜପେୟୀଙ୍କ ମା’ ଗୀତା ଦେବୀଙ୍କର ୮୦ ବର୍ଷ ବୟସରେ ପରଲୋକ, ଦୀର୍ଘ ଦିନରୁ ଦିଲ୍ଲୀର ହସ୍ପିଟାଲରେ ଚାଲିଥିଲା…

ବଲିଉଡ୍‌ର ଟ୍ୟାଲେଣ୍ଟେଡ୍‌ ଅଭିନେତା ମନୋଜ ବାଜପେୟୀଙ୍କ ମା’ ଗୀତା ଦେବୀଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ସକାଳ ୮ଟା ୩୦ରେ ସେ ଦିଲ୍ଲୀର ଏକ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୀତା ଦେବୀଙ୍କ ବୟସ ୮୦ ବର୍ଷ ଥିଲା। ସୂଚନା ମୁତାବକ, ମନୋଜ…

କାଦର ଖାନ୍‌ ଙ୍କ ଠାରୁ ଚାପୁଡା ଖାଇ ଶକ୍ତି କପୁର ବଲିଉଡ ଛାଡିବାକୁ କରିଥିଲେ ନିଷ୍ପତ୍ତି, ତାହା ପରେ କ’ଣ ହେଲା…

ପ୍ରଖ୍ୟାତ ଅଭିନେତ୍ରୀ ଶକ୍ତି କପୁର ଏକଦା ବଲିଉଡ ଛାଡିବାକୁ ନିଷ୍ପତ୍ତି କରିନେଇଥିଲେ । ତାଙ୍କୁ ଲାଗିଥିଲା ଯେ ତାଙ୍କର କ୍ୟାରିଅର ଶେଷ ହୋଇଯାଇଛି । କଥା କ’ଣ କି ୧୯୮୩ ରେ ଆସିଥିବା ପିଲ୍ମ ‘ମବାଲି’ ରେ ଶକ୍ତି ଏତେ ଚାପୁଡା ଖାଇବାକୁ ପଡିଥିଲା ଯେ ସେ ଫିଲ୍ମ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ।…

ସଲମାନ୍‌ ଖାନଙ୍କ ଉପରେ ପୁଣି ବର୍ଷିଲେ ଏକ୍ସ ଗାର୍ଲଫ୍ରେଣ୍ଡ୍‌ ସୋମୀ ଅଲ୍ଲୀ, ତାଙ୍କୁ ସଲମାନଙ୍କ ଧମକ ଦେବା ପୋଷ୍ଟ କଲେ…

ଫିଲ୍ମରେ ଯେତିକି ଚର୍ଚ୍ଚାରେ ରୁହନ୍ତି ବଲିଉଡ ଅଭିନେତା ସଲମାନ ଖାନ୍‌ ତା’ ଠୁ ଅଧିକ ବିବାଦରେ ରୁହନ୍ତି ତାଙ୍କର କାର୍ଯ୍ୟକଳାପ ପାଇଁ । କେତେବେଳେ କାହାକୁ ଧମକାଇ ପୋଷ୍ଟ କଲେଣୀ ତ କେତେବେଳେ ଦେଶ ବିରୋଧୀ ଟିପ୍ପଣୀ ଦେଇ । ଏବେ ପୁଣି ଥରେ ବିବାଦକୁ ଆସିଛନ୍ତି ତାଙ୍କର ଏକ୍ସ ଗାର୍ଲ ଫ୍ରେଣ୍ଡ…

ଅମିତାଭ ବଚ୍ଚନଙ୍କ ସହ ସନ୍ଧ୍ୟା କାଟିବା ପାଇଁ ରେଖା ସୁଟିଂ ସେଟରେ କରିଥିଲେ ଏମିତି କାରନାମା , ଡାଇରେକ୍ଟର କଲେ ଏମିତି…

ବଲିଉଡର କ୍ଷାତନାମା କଳାକାର ରେଖା ଓ ଅମିତାଭ ବଚ୍ଚନଙ୍କ ଲଭ ଷ୍ଟୋରୀ ଏକଦା ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ରହିଥିଲା । ନା କେବଳ ଦୁହିଁଙ୍କର ଫିଲ୍ମ ବରଂ ତାଙ୍କର ପର୍ସନାଲ ଲାଇଫର ବି ଖାସ ଚର୍ଚ୍ଚା ହେଉଥିଲା । ଅମିତାଭ ଓ ରେଖା ଏକ ସମୟରେ ଖୁବ୍‌ ନିକଟତର ହୋଇଥିଲେ । ଉଭୟଙ୍କ ରୋମାନ୍ସର ଚର୍ଚ୍ଚା…

ମୁମ୍ବାଇ ରାସ୍ତାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବାଣ୍ଟିଲେ ପିଜା, ଭିଡିଓ ଦେଖି ୟୁଜର୍ସ କଲେ ଏମିତି କମେଣ୍ଟ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଫିଲ୍ମ ଦୁନିଆ ସହ ସୋସିଆଲ ମିଡିଆରେ ମଧ୍ୟ ବହୁତ ଚର୍ଚ୍ଚାରେ ରହିଥାନ୍ତି । ସେ ଜଣେ ସଫଳ ଅଭିନେତ୍ରୀ ହେବା ସହ ରିୟଲିଟି ଶୋ’ ରେ ଏବେ ଜଜ୍‌ ମଧ୍ୟ ହେବାର ଦେଖାଯାଆନ୍ତି । ନିକଟରେ ଏହି ଅଭିନେତ୍ରୀଙ୍କ ମୁମ୍ବଇରେ ଏକ ପିଜା ରେଷ୍ଟୁରାଣ୍ଟ ମଧ୍ୟ ଓପନିଂ ହୋଇଛି…

ମୁମ୍ବାଇରେ ରଣବୀର-ଦୀପିକାଙ୍କ ନୂଆ ଘର # ଦୀପବୀର, ଦାମ ଜାଣିଲେ ହୋଇଯିବେ ଚକିତ,ଦେଖନ୍ତୁ ଭିଡିଓ

ସେଲିବ୍ରେଟିଙ୍କ ଘର ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କର ଆଗ୍ରହ ରହିଥାଏ । ବଲିଉଡର ଏହି ଅଭିନେତାଙ୍କ ଆଲିଶାନ ବଙ୍ଗଳା କଥା ତ ନ କହିବା ଭଲ । ଏହାର ଦାମ ଜାଣିଲେ ଆଖି ଖୋସି ହୋଇଯିବ । ନିକଟରେ ବଲିଉଡ ଷ୍ଟାର ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ ମୁମ୍ବାଇରେ କିଣିଛନ୍ତି ନୂଆଘର । ଏହି ଘର…

୫୧ ବର୍ଷ ବୟସରେ ପିତା ହେବାକୁ ଯାଉଛନ୍ତି ମନୋଜ ତିୱାରୀ, ସେୟାର କଲେ ପତ୍ନୀଙ୍କ ‘ଗୋଦ ଭରାଇ’ର ଭିଡିଓ

ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଭେଟେରାନ୍ ଗାୟକ ମନୋଜ ତିୱାରୀ ବହୁତ ନିଜ କ୍ୟାରିଅରରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ତାଙ୍କର ଅନେକ ଭୋଜପୁରୀ ଗୀତ ଲୋକଙ୍କ ମନ ଛୁଇଁଛି। ତେବେ ବର୍ତ୍ତମାନ ଏହି କଳାକାର ନିଜ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ବାସ୍ତବରେ ମନୋଜ ତିୱାରୀ…

ସଲମାନ ଖାନଙ୍କ ଭାଣିଜୀ ଅଲିଜେହ ବଲିଉଡ଼ରେ କରିବେ ଏଣ୍ଟ୍ରି, ଡେବ୍ୟୁଟ ଫିଲ୍ମ ପାଇଁ ହାତରେ ଅଛି ବଡ ପ୍ରୋଜେକ୍ଟ

ସଲମାନ ଖାନଙ୍କୁ ବଲିଉଡର ଭାଈଜନ କୁହାଯାଏ। ସେ ବଲିଉଡ଼ ଜଗତର ଜଣେ ବଡ଼ ସଫଳ କଳାକାର। ସଲମାନଙ୍କ ପରିବାର ସଦସ୍ୟ ମଧ୍ୟ ପ୍ରଶଂସକଙ୍କ ପାଇଁ କୌଣସି ଷ୍ଟାରଠାରୁ କମ୍ ନୁହଁନ୍ତି। ଏବେ ଖବର ଆସୁଛି ଯେ ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି…

ଅଙ୍ଗ ଦାନ କରିବେ ବିଜୟ ଦେବର କୋଣ୍ଡା ଓ ତାଙ୍କ ମାଆ, ପ୍ରଶଂସକ କହିଲେ ଆପଣ ମହାନ୍

ବିଜୟ ଦେବରକୋଣ୍ଡା ତାଙ୍କ ଅଙ୍ଗ ଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି। ମୁଁ ଏବଂ ମୋର ମା ପଞ୍ଜୀକୃତ ହୋଇଛୁ ବୋଲି ସେ କହିଛନ୍ତି। ବିଜୟ ଦେବରକୋଣ୍ଡା କହିଛନ୍ତି ଯେ ସେ ଏବଂ ତାଙ୍କ ମା' ଏକାଠି ମିଶି ଅଙ୍ଗ ଦାନ କରିବେ। ତାଙ୍କ ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ଅନେକେ ପ୍ରଶଂସା କରିଛନ୍ତି।…

ଆପକେ ବାପ୍‌ କା କ୍ୟା ଯା ରହା ? ଏ କଥା କିଶୋର କୁମାର ଯେବେ ଅନୁପମ ଖେରଙ୍କୁ କହିଥିଲେ, ଜାଣନ୍ତୁ ପୁରା କାହାଣୀ

ବଲିଉଡର ଅଭିନେତା ହୁଅନ୍ତୁ ବା ସଂଗୀତକାର, ସେମାନଙ୍କ ଜୀବନରେ ଘଟିଯାଇଥିବା କିଛି ମଜେଦାର କଥା ଶୁଣିବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଏମିତି ଏକ ମଜାଦାର କାହାଣୀ ଆଜି ଆମେ କହିବୁ ପ୍ରଖ୍ୟାତ ସଂଗୀତକାର କିଶୋର କୁମାର ଓ ଅଭିନେତା ଅନୁପମ ଖେରଙ୍କୁ ନେଇ । ଯାହାକୁ ଅନୁପମ ନିକଟରେ କପିଲ ଶୋ’…

ଲୋକାଲ ଟ୍ରେନରେ ଯାତ୍ରା କରୁଛନ୍ତି ସୋନୁ ସୁଦ, ଭିଡିଓ ହେଉଛି ଭାଇରାଲ 

ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କର ଉଦାରତା ପାଇଁ ଜଣାଶୁଣା। ଏମିତିକି ତାଙ୍କୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ଦଙ୍ଗା ହୋଇ ନାହିଁ। ତାଙ୍କ ଦୟାଳୁ ଗୁଣ ପାଇଁ ସେ ଖୁବ୍ ଜଣାଶୁଣା।କରୋନା ମହାମାରୀ ସମୟରେ ସେ ଲୋକଙ୍କୁ ବହୁତ ସାହାଯ୍ୟ କରିଥିଲେ ଏବଂ ଏହି ପ୍ରକ୍ରିୟା ଆଜି ବି ଜାରି ରହିଛି। ସୋନୁ…

ଏମିତି ଥିଲା ଏହି ଅଭିନେତାଙ୍କ ଜୀବନ, ନା ଖାଇବାକୁ ଥିଲା ନା ଶୋଇବାକୁ, ଫୁଟପାଥରେ କଟୁଥିଲା ଜୀବନ

ନିଜର ସୁନ୍ଦର ଅଭିନୟ ପାଇଁ ବଲିଉଡରେ ନିଜକୁ ଜଣେ ଭଲ କଳାକାର ଭାବେ ପ୍ରତିଷ୍ଠିତ କରିପାରିଥିଲେ । ଆଜି ସମସ୍ତ ଐଶ୍ୱର୍ଯ୍ୟର ଅଧିକାରୀ ହୋଇଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଜୀବନ ଦିନେ ଥିଲା ବହୁତ କଠିନ । ଫିଲ୍ମ ଦୁନିଆର ବାଦଶାହ ସାଜିଥିବା ଏହି ଅଭିନେତା ଦିନେ ଦୁଃଖର ପାହାଡ଼ ଉପରେ…