Browsing Tag

central government

ଦୀପାବଳି ପୂର୍ବରୁ ସରକାର ନେଲେ ବଡ଼ ନିଷ୍ପତ୍ତି! ଡାଲି, ପିଆଜର କମାଇ ଦେଲେ ଦାମ୍‌

ଦୀପାବଳିର ଠିକ୍‌ ପୂର୍ବରୁ ସରକାର ସାଧାରଣ ଜନତାଙ୍କୁ ବଡ଼ ଉପହାର ଦେଇଛନ୍ତି। ସରକାର ଏବେ ନିଜ ଉପଭୋକ୍ତାମାନଙ୍କୁ ଶସ୍ତା ଭୋଜନ ଉପଲବ୍ଧ କରାଇବା ପାଇଁ ଜବରଦସ୍ତ ଘୋଷଣା କରିଛନ୍ତି। ସରକାର କମ୍‌ ଦାମ୍‌ରେ ଡାଲି ଓ ପିଆଜ ଉପଲବ୍ଧ କରାଇଛନ୍ତି। ଉପଭୋକ୍ତା ମନ୍ତ୍ରାଳୟ ଗୁରୁବାର କହିଛି ଯେ…

ବହୁତ ଜଲ୍‌ଦି ଆସୁଛି ନୂଆ ଟୋଲ୍‌ ପଲିସି; ଜାତୀୟ ରାଜପଥ ଓ ଏକ୍ସପ୍ରେସ ୱେରେ କମ୍‌ ହୋଇଯିବ ଟୋଲ୍‌

କେନ୍ଦ୍ର ସରକାର ବହୁତ ଜଲ୍‌ଦି ଜାତୀୟ ରାଜପଥ ଏବଂ ଏକ୍ସପ୍ରେସ ୱେରେ କାର ଚଳାଇବା ପାଇଁ ନୂଆ ଟୋଲ୍ ପଲିସି ଆଣିପାରନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପଲିସି ଲାଗୁ ହେବା ପରେ ରାଜପଥରେ ଟୋଲ ଟିକସ ଦର ହ୍ରାସ ପାଇପାରେ। ଆସନ୍ତୁ ଜାଣିବା, ଏହାର ଲାଭ କିପରି ଭାବେ ଦିଆଯିବ? କାହାକୁ ମିଳିବ…

ପ୍ରସବ ପରେ ନବଜାତକର ମୃତ୍ୟୁରେ ମହିଳା କର୍ମଚାରୀ ପାଇବେ ୬୦ ଦିନ ଛୁଟି! ମା’ର ଭାବନାକୁ ନଜରରେ ଦେଖି କେନ୍ଦ୍ର…

କେନ୍ଦ୍ର ସରକାର ମହିଳା କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ‘ମାଟରନିଟି ଲିଭ୍‌ ବା ମାତୃତ୍ୱ ଛୁଟି’କୁ ନେଇ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯଦି ପ୍ରସବର ତୁରନ୍ତ ପରେ ନବଜାତ ଶିଶୁର ମୃତ୍ୟୁ ହୁଏ, ତା’ ହେଲେ ଏ କ୍ଷେତ୍ରରେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ୧୮ ମାସର ବକେୟା ମହଙ୍ଗା ଭତ୍ତା

କେନ୍ଦ୍ର କର୍ମଚାରୀକୁ ପୁଣିଥରେ ଖୁସି ଖବର ମିଳିପାରେ। ସରକାର ମହଙ୍ଗା ଭତ୍ତା ବଢାଇଥିବା ବେଳେ ଏବେ ବକେୟା ମହଙ୍ଗା ଭତ୍ତା(୧୮ ମାସ) ଦେବାକୁ ନିଷ୍ପତ୍ତି ନେଇପାରନ୍ତି। କେନ୍ଦ୍ରୀୟ କର୍ମଚାରୀ ଅନେକ ଦିନ ହେଲାଣି ଏହି ବକେୟା ମହଙ୍ଗା ଭତ୍ତା ପାଇଁ ଦାବି କରିଆସୁଥିଲେ। ଖବର ମୁତାବକ, ସରକାରୀ…

କ୍ୟାପିଟାଲ ମାର୍କେଟ: ସରକାରଙ୍କ ଏହି ଯୋଜନା ସହିତ ବଢିବ ଆପଣଙ୍କ ରୋଜଗାର, ଘୋଷଣା କଲେ ସଡ଼କ ପରିବହନ ମନ୍ତ୍ରୀ ନିତିନ…

ବର୍ତ୍ତମାନ ଆପଣ କମାଇ ପାରିବେ ଅଧିକ ଟଙ୍କା। ସେ ପୁଣି ସରକାରଙ୍କ ଯୋଜନା। ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଆଗାମୀ ସମୟରେ ରାସ୍ତା ପାଇଁ ଏଭଳି ଯୋଜନା ଆଣିବାକୁ ଘୋଷଣା କରିଛନ୍ତି, ଯାହା ଆପଣଙ୍କୁ ମଧ୍ୟ ଲାଭ ଦେବ। ସେ କହିଛନ୍ତି ଯେ ସରକାର କ୍ୟାପିଟାଲ ବଜାରରୁ ପୁଞ୍ଜି ସଂଗ୍ରହ କରି…

ସରକାରଙ୍କ ଏହି ସ୍କିମରେ କେବଳ ଏମାନେ ହିଁ ଉଠାଇପାରିବେ ଫାଇଦା, ପାଇବେ ୩୬ ହଜାର ଟଙ୍କା ପେନସନ

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅନ୍ତର୍ଗତ ରୋଡ ସାଇଡ ବ୍ୟବସାୟୀ, ରିକ୍ସା ଚାଳକ,ଶ୍ରମିକ ତଥା ଠିକାଦାର ଭଳି ଲୋକ ଯେଉଁମାନେ ଅସଂଗିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ରସରାକାର ଏକ ଯୋଜନା ବାହାର କରିଛନ୍ତି। ଏମିତିରେ ବୃଦ୍ଧ…

ସାବଧାନ! ଅନ୍ୟ କାହାକୁ ଆଧାର କାର୍ଡ ଦେଉଥିଲେ ପଡିପାରନ୍ତି ବିପଦରେ, ସତର୍କ କରାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଆଧାର କାର୍ଡ଼ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହା ବିନା ବର୍ତ୍ତମାନ ଭାରତରେ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଧାର କାର୍ଡ଼ ରହିବା ବାଧ୍ୟତାମୂଳକ ହୋଇଛି । ଜନ୍ମ ଠିକଣା ପରି ଏହି ଠିକଣା ପ୍ରୁଫ୍ ମଧ୍ୟ ବୈଧ। ବ୍ୟାଙ୍କ…

କେନ୍ଦ୍ର ସରକାରଙ୍କ ଏହି ସ୍କିମରେ ଝିଅଙ୍କୁ ମିଳିବ ଫାଇଦା, ମାତ୍ର ୨୫୦ ଟଙ୍କା ନିବେଶ କରି ପାଆନ୍ତୁ ଲକ୍ଷାଧିକ ଧନରାଶି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୫ ମସିହା ୨୨ ଜାନୁଆରୀରେ ସୁକନ୍ୟା ସମୃଦ୍ଧି ଯୋଜନା ବାହାର କରାଯାଇଥିଲା। ବେଟି ବଚାଓ ଓ ବେଟି ପଢ଼ାଓ ନାମରେ ଏହି କ୍ୟାମ୍ପେନ ତିଆରି ହୋଇଥିଲା। ଏବେ ଏହି ଯୋଜନା ୭.୬% ସୁଧହାର ଲାଗୁ କରିଛି। ପ୍ରାଥମିକ ଭାବେ ଏହା ୯.୧% ଓ ପରେ ୯.୨% ସୁ ଧହାରରେ…

ଏବେ ରାସନ୍ କାର୍ଡ ପାଇଁ ପ୍ରସ୍ତୁତ ହେବ ନୂଆ ଚାର୍ଟ, ତାଲିକା ରୁ ହଟିବ ଅଯୋଗ୍ୟ ପ୍ରାର୍ଥୀଙ୍କ ନାମ

ରାସନ କାର୍ଡର ହିତାଧିକାରୀ ଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ମାଗଣା ରାସନ ର ଅବଧି ସରକାର ବୃଦ୍ଧି କରିଛନ୍ତି । ଏହି ସମୟ ମଧ୍ୟରେ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ରାସନ କାର୍ଡର ନିୟମରେ ପରିବର୍ତ୍ତନ ଆଣୁଛି । ସରକାରୀ ରାସନ ଦୋକାନ ରୁ ଖାଦ୍ୟଶସ୍ୟ ଗ୍ରହଣ କରୁଥିବା ଯୋଗ୍ୟ…

ଏଣିକି ରଦ୍ଦ ହେଲା ସାଂସଦ କୋଟା : କେନ୍ଦ୍ରୀୟ ବିଦ୍ୟାଳୟରେ ହୋଇପାରିବନି ନାମଲେଖା

ନୂଆଦିଲ୍ଲୀ : କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ରହିଥିବା ସାଂସଦ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋଟାରୁ ପିଲାମାନଙ୍କୁ ଆଡମିଶନ ଉପରେ ରୋକ୍‌ ଲଗାଯାଇଛି । କେନ୍ଦ୍ର ସରକାରଙ୍କ ଏହି ପ୍ରତିବନ୍ଧକକୁ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀ…

ଘରେ ପ୍ରଥମ ଶିଶୁ ଜନ୍ମ ହେଲେ ପଇସା ଦେବେ ସରକାର…ବାସ୍‌ ଏମିତି କରିବାକୁ ହେବ ଆବେଦନ

ଲୋକଙ୍କ ହିତ ପାଇଁ ସରକାର ସବୁବେଳେ। ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା ବି ଏଥିପାଇଁ କାର୍ଯ୍ୟକାରୀ କରାଯାଉଛି। ସେଥିରୁ କିଛି ଯୋଜନା ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଥିବାବେଳେ ଆଉ କିଛି ଯୋଜନା ରହିଛି ବୃଦ୍ଧବୃଦ୍ଧାଙ୍କ ପାଇଁ। ଏହା ବ୍ୟତୀତ ବିପିଏଲ୍‌ ପରିବାରକୁ ବି ସରକାର…

କେନ୍ଦ୍ର ସରକାରଙ୍କ ଏହି ସ୍କିମରେ ମହିଳାଙ୍କୁ ମିଳିବ ମାସିକ ୪୪,୭୯୩ ଟଙ୍କା ପେନସନ୍‌, ଜାଣନ୍ତୁ କିପରି କରିବେ ଆପ୍ଲାଏ

ବିଶ୍ୱ ମହିଳା ଦିବସରେ ଯଦି ଆପଣ  ନିଜ ପତ୍ନୀଙ୍କୁ ଭଲ ଗିଫ୍ଟ ଦେବା ପାଇଁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବେ ଏହି ଯୋଜନାର ଫାଇଦା ଉଠାନ୍ତୁ। ଏଥିପାଇଁ ଆପଣଙ୍କ ପତ୍ନୀଙ୍କୁ କାହାରି ଉପରେ ନିର୍ଭର ହେବାକୁ ପଡ଼ିବ ନାହିଁ। ଏହି ସ୍କିମରେ ମହିଳାଙ୍କୁରେଗୁଲାର ଇନକମ ମିଳିବ। ଏହି ସ୍କିମର ନାମ ହେଉଛି…