Browsing Tag

china corona virus

ଚୀନକୁ ଗ୍ରାସୁଛି ମହାମାରୀ: ଦେଶର ୬୪ ପ୍ରତିଶତ ବା ୯୦ କୋଟି ଲୋକେ ସଂକ୍ରମିତ ହୋଇଥିବା ନେଇ ସୂଚନା

ନୂଆଦିଲ୍ଲୀ : ଭାଇରସ୍‌ର ସବୁଠୁ ଭୟଙ୍କର ରୂପ ଦେଖୁଛି ଚୀନ୍‌ । କରାଳ ରୂପ ଧରି ଚୀନକୁ ଗ୍ରାସୁଛି ମହାମାରୀ । ବର୍ତ୍ତମାନ ସୁଦ୍ଧା ୯୦ କୋଟି ଲୋକ ସଂକ୍ରମିତ ହୋଇ ସାରିଲେଣି । ଆଗକୁ ସଂକ୍ରମଣର ଭୟଙ୍କର ରୂପ ଦେଖିପାରେ ଚୀନ୍‌ । ଆସନ୍ତା ୨୩ରେ ଚୀନ ପାଳିବ ନିଜର ନୂଆବର୍ଷ । ଏଥିପାଇଁ ସହର ଲୋକ…

ଚୀନରେ ଭୟଙ୍କର ସ୍ଥିତି! ଔଷଧର ଘୋର ଅଭାବ; କମଳା ଓ ଲେମ୍ବୁ ଖାଇବାକୁ ଡହଳ ବିକଳ ହେଉଛନ୍ତି ରୋଗୀ

କରୋନା ପୁଣିଥରେ ଭୟଙ୍କର ରୂପ ଧାରଣ କରୁଛି। ଚୀନରେ ସ୍ଥିତି ବହୁତ ଖରାପ ରହିଛି। ଏଠି କରୋନା ମାମଲା ଥମିବାର ନାଁ ଧରୁନାହିଁ। ପ୍ରତିଦିନ ଲକ୍ଷାଧିକ ମାମଲା ସାମ୍ନାକୁ ଆସୁଥିବା ବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ଏ ଭିତରେ ଚୀନରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ସେଠାକାର…

ଓଡ଼ିଶାରେ ଆଲର୍ଟ : ଖୋର୍ଦ୍ଧା ଜିଲ୍ଲାରୁ ଚୀନ୍‌ ଭାରିଆଣ୍ଟ ଚିହ୍ନଟ ପରେ ସବୁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ସ୍ୱାସ୍ଥ୍ୟ…

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ କରୋନାର ଚୀନ୍‌ ଭାରିଆଣ୍ଟ । ଚୀନ୍‌ରେ କରୋନାର ସୁନାମୀ ଆଣିଥିବା ଓମିକ୍ରନ୍‌ BF.7 ପ୍ରଜାତି ଓଡ଼ିଶାରେ ଚିହ୍ନଟ ପରେ ଛନକା ପଶିଛି । ଖୋର୍ଦ୍ଧା ଜିଲ୍ଲାରୁ ଚୀନ୍‌ ଭାରିଆଣ୍ଟ ଚିହ୍ନଟ ହୋଇଛି । ଜିନମ ସିକ୍ୱେନ୍ସିଂ ପରେ ଜଣେ ମହିଳାଙ୍କଠାରେ ଚୀନ୍‌ ଭାରିଆଣ୍ଟ…

ଚୀନରେ ପୁଣି କରୋନାର ତାଣ୍ଡବ: ଭୟଙ୍କର ଭାବେ ମାଡୁଛି ମହାମାରୀ, ଦିନକରେ ୮ ହଜାର ୬୨୬ ଜଣ ସଂକ୍ରମିତ ଚିହ୍ନଟ

କେନ୍ୟୁଜ୍: ଚୀନରେ ପୁଣି କରୋନାର ତାଣ୍ଡବ । ନିୟନ୍ତ୍ରଣ ବାହାରେ ସଂକ୍ରମଣ । ଭୟଙ୍କର ଭାବେ ମାଡୁଛି ମହାମାରୀ । ଚୀନ୍‌ ସରକାର ଜିରୋ କୋଭିଡ୍‌ ନୀତି ହଟାଇ ଦେବା ପରେ ସ୍ଥିତି ଅସମ୍ଭାଳ । ପ୍ରଦିଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । ରବିବାର ଦିନ ୮ ହଜାର ୬୨୬ ଜଣ କରୋନା ସଂକ୍ରମିତ…

ପୁଣି ଡରାଇଲାଣି କରୋନା, ଚୀନରେ ଓମିକ୍ରନ୍ର ଦୁଇ ନୂଆ ସବ୍‌-ଭାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ : ପୁଣି ଡରାଇଲାଣି କରୋନା । ଚୀନରେ ଓମିକ୍ରନ୍ର ଦୁଇ ନୂଆ ସବ୍‌-ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ଦୁଇ ନୂଆ ଭାରିଆଣ୍ଟ ହେଉଛି BF-7 ଏବଂ BA 5.1.7 । ଓମିକ୍ରନ୍ର ଏହି ଦୁଇ ନୂଆ ସବ୍‌-ଭାରିଆଣ୍ଟ ଅଧିକ ସଂକ୍ରାମକ ଏବଂ ଦ୍ରୁତ ଗତିରେ ବ୍ୟାପୁଛି । ଚୀନର ସାଓଗୁଆଁ ସହରରେ BA 5.1.7…

ଚୀନରେ ପିଲାମାନଙ୍କୁ କୁକୁଡା ରକ୍ତ ଇଞ୍ଜେକସନ୍ ଦେବା ପାଇଁ ଚାଲିଛି ପ୍ରତିଯୋଗିତା

କୋଭିଡ଼ ପରେ ଏବେ ସାରା ଦୁନିଆର ନଜର ରହିଛି ଚୀନ୍‌ ଉପରେ। କିନ୍ତୁ ଏବେ ଏହି ଦେଶକୁ ନେଇ ଏକ ନୂଆ ଚର୍ଚ୍ଚା ଜୋର ଧରିଛି। ଯାହାକୁ ଶୁଣିଲେ ଆପଣଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନ ଆସିବ । ଏବେ ଚୀନ ଏକ ନୂଆ ଯୋଜନା ପଛରେ ଲାଗିଛିି। ନିଜ ଦେଶର ପିଲାଙ୍କ ଉତ୍ତମ ଭବିଷ୍ୟତ ପାଇଁ ଏଭଳି ଏକ ନିୟମ ବାହାର…

ଦେଶୀ ଟିକା ହେଲା ଶସ୍ତା, ଭାରତୀୟ ବାୟୋଟେକ ପକ୍ଷରୁ କୋଭାକ୍ସିନ ଟିକାର ଦର ହେଲା କମ୍‌

କରୋନା ଭ୍ୟାକସିନକୁ ନେଇ ଆସିଛି ଆଉ ଏକ ଜରୁରୀ ସୂଚନା । ରାଜ୍ୟକୁ ଏବେ କୋଭାକ୍ସିନର ପ୍ରତିି ଡୋଜ ୪୦୦ଟଙ୍କାରେ ଦିଆଯିବ । ଏହା ଆଗରୁ ରାଜ୍ୟକୁ ଭ୍ୟାକସିନର ଏହି ଡୋଜ ୬୦୦ଟଙ୍କାରେ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ପବ୍ଲିକ ହେଲ୍‌ଥ ସିଷ୍ଟମକୁ ମଜବୁତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି…

ପୁଣି ମାତିଲା କୋଭିଡ-୧୯, ଆଇସକ୍ରିମରେ ଚିହ୍ନଟ ହେଲା କରୋନା ଭାଇରସ୍‌

କରୋନା ଭାଇରସକୁ ନେଇ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏବେ ସୁଦ୍ଧା କରୋନା ମଣିଷଙ୍କ ଶରୀରରେ ବ୍ୟାପୁଥିଲା, କିନ୍ତୁ ଏବେ ଖାଦ୍ୟ ପଦାର୍ଥରେ ମଧ୍ୟ କୋଭିଡ ଥିବା ଦେଖିବାକୁ ମିଳୁଛି। ଚୀନରେ ଏମିତି ମାମଲା ଦେଖାଦେଇଛି। ଯାହାପରେ ସେଠାରେ ଆତଙ୍କ ଖେଳିଯାଇଛି। ଚାଇନାର ଉତ୍ତର ପୂର୍ବ…

କରୋନା ଭୟ:ଦାରିଙ୍ଗବାଡ଼ିରେ ସଭା, ପର୍ଯ୍ୟଟନ ସ୍ଥଳୀ,ପାର୍କ ବନ୍ଦ କଲା ଜିଲ୍ଲା ପ୍ରଶାସନ

ଦାରିଙ୍ଗବାଡ଼ି(କେନ୍ୟୁଜ୍): ବିଶ୍ଵରେ ଏବେ ସବୁଠି ଘାରିଛି କରୋନା ଭୟ । କରୋନା ପାଇଁ ରାଜ୍ୟ ସରକାରଙ୍କ ତରଫରୁ  ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ନିଆଯାଇଛି। ଆସନ୍ତା ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଜିଲ୍ଲାପାଳମାନଙ୍କୁ ମଧ୍ୟ ଏଦିଗରେ ପଦକ୍ଷେପ…

ମୁସଲମାନଙ୍କ ଅଙ୍ଗ ବାହାର କରି କରୋନା ପୀଡ଼ିତଙ୍କ ଚିକିତ୍ସା କରୁଛି ଚୀନ୍‌!

ଦୁନିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ିଚାଲିଛି। ଚୀନ୍‌ରେ କରୋନା ସଂକ୍ରମଣକୁ ପ୍ରାୟତଃ ନିୟନ୍ତ୍ରଣ କରାଯାଇଥିଲେ ମଧ୍ୟ ଏବେ ଚୀନ୍‌ର କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନ ଉଠିଛି। ଏକ ରିପୋର୍ଟ ମୁତାବକ ଚୀନ୍‌ ସରକାର କ୍ୟାମ୍ପରେ ବନ୍ଦ ଥିବା ଉଇଗୁର ମୁସ୍‌ଲିମ୍‌ଙ୍କ ଅଙ୍ଗ ବାହାର କରି…

କୁକୁଡ଼ାରୁ ବ୍ୟାପୁଛି କରୋନା, ଏହି ଭ୍ରମ ଦୂର କରିବାକୁ ଷ୍ଟେଜ୍‌ରେ ଚିକେନ୍‌ ଖାଇଲେ ତେଲେଙ୍ଗାନାର ମନ୍ତ୍ରୀ

ଚୀନ୍‌ରେ କରୋନା ଭାଇରସ୍‌ ଯୋଗୁ ପ୍ରାୟ ୩୦୦୦ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ସାରା ଦୁନିଆରେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଲେଣି। ଭାରତ ସରକାର ମଧ୍ୟ ଏହି ଭାଇରସ୍‌ରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି। ଚିକେନ୍‌ ଓ ଅଣ୍ଡା ଖାଇବା ଦ୍ୱାରା…

ଦେଖନ୍ତୁ କିପରି ଯୌନ ଶକ୍ତି ବଢ଼ାଇବା ପାଇଁ ଜୀବନ୍ତ ବେଙ୍ଗକୁ ଖାଉଛନ୍ତି ଚୀନର ଜଣେ ଯୁବକ

କରୋନା ଭାଇରସ କାରଣରୁ ସାରା ଦୁନିଆରେ ୭୫,୧୯୬ ଲୋକ ସଂକ୍ରମିତ ହୋଇସାରିଲେଣି। କେବଳ ଚୀନରେ ହିଁ ୭୪,୧୮୫ ଲୋକେ ଏହି ଭୟଙ୍କର ଭାଇରସର ଶିକାର ହୋଇଛନ୍ତି। କରୋନା ଭାଇରସ କାରଣରୁ ଏବେ ପର୍ଯ୍ୟନ୍ତ ମୋଟ ୨୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଚୀନରେ ଏହି ମୃତ୍ୟୁ ସଂଖ୍ୟା ଦିନକୁ ଦିନ…