Browsing Tag

controversy

Ravenshaw Hostel: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଘନେଇଲାଣି ବିବାଦ, ଇସ୍ତଫା ଦେଲେ ହଷ୍ଟେଲର ସମସ୍ତ ଓ୍ୱାର୍ଡେନ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏବେ ବିବାଦ ଆହୁରି ଘନେଇବାରେ ଲାଗିଛି । କ୍ୟାମ୍ପସରେ କଥିତ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ହଷ୍ଟେଲର ସମସ୍ତ ୱାର୍ଡେନ ସାମୂହିକ ଭାବେ ଇସ୍ତଫା ପ୍ରଦାନ କରିଛନ୍ତି । ସେମାନେ କୂଳପତିଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିବା ସହ କ୍ୟାମ୍ପସର…

ରଥଯାତ୍ରା ବିବାଦ, ଗଜପତି ମହାରାଜାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା ଇସ୍କନ

ଭୁବନେଶ୍ୱର : ଗଜପତିଙ୍କ ଅପିଲ୍ କୁ ଇସ୍କନର ପ୍ରତ୍ୟାଖ୍ୟାନ ! । ଗଜପତି ମହାରାଜାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା ଇସ୍କନ, କହିଲା "ଆଉ ଆଲୋଚନା ହେବନାହିଁ" । ବିଦେଶରେ ଅଦିନିଆ ରଥଯାତ୍ରା ଓ ଜଗନ୍ନାଥ ସଂସ୍କୃତିକୁ ନେଇ ଜାରି ରହିଲା ବିବାଦ । ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ…

ରଣବୀର ସିଂଙ୍କୁ ବଡ଼ ଝଟକା! ଡନ୍ 3′ ବିବାଦ ପରେ ସୁପରଷ୍ଟାରଙ୍କୁ ବ୍ୟାନ୍ ନିଷ୍ପତ୍ତି

ବଲିଉଡ ସୁପରଷ୍ଟାର ରଣବୀରଙ୍କୁ ବଡ଼ ଝଟକା! । ରଣବୀରଙ୍କୁ ବ୍ୟାନ୍ କଲା ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ । ଏକ ବଡ଼ ନିଷ୍ପତ୍ତି କ୍ରମେ, ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ ରଣବୀର ସିଂଙ୍କ ବିରୋଧରେ ଏକ ଆନୁଷ୍ଠାନିକ 'ଅସହଯୋଗ ନିର୍ଦ୍ଦେଶନାମା'…

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ଼ ବିଭ୍ରାଟ, ଅଧାରେ ଅଟକିଲା ଚାପ ଖେଳ

ପୁରୀ : ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ଼ ବିଭ୍ରାଟ । ସେବାୟତଙ୍କ ବିବାଦ ଯୋଗୁଁ ଚାପ ନ ଖେଳି ବାହୁଡ଼ିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ,ଭୂଦେବୀ , ଶ୍ରୀଦେବୀଙ୍କ ସମେତ ରାମ କୃଷ୍ଣ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ । ଶ୍ରଦ୍ଧାଳୁ ନିରାଶ । ସିଂହାରୀ ଓ…

ସେଲ୍ଫିରୁ ଆରମ୍ଭ ହୋଇ ସେଲ୍ଫିରେ ସରିଲା ପୀୟୂଷ ତ୍ରିପାଠୀଙ୍କ ବିବାଦ

କାମାକ୍ଷାନଗର:  ଗ୍ରୀନରୁମରୁ ବିବାଦ, ଥାନାରେ ଶେଷ । ସେଲଫିରୁ ଆରମ୍ଭ ହୋଇ ସେଲଫିରେ ସରିଲା ପୀୟୂଷ ତ୍ରିପାଠୀଙ୍କ ବିବାଦ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା କଣ୍ଟାପାଳ ଗାଁରେ ସିଂହବାହିନୀ ପାର୍ଟି ଯାତ୍ରା କରୁଥିଲା । ଯାତ୍ରା ଅଭିନେତା ପୀୟୂଷଙ୍କ ସହ ସେଲଫି ନେବାକୁ ଯାଇଥିଲେ ଦର୍ଶକ ।…

ପାକିସ୍ତାନ ସୁପର ଲିଗରେ ବଦଳି ଗଲା ବଲର ରଙ୍ଗ, ପ୍ରଶ୍ନ ଉଠାଇଲେ ଲାବୁସେନ୍

ପାକିସ୍ତାନ ସୁପର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେ ୨୦୨୬ରେ ପୁଣି ବିବାଦ । ଆୟେଜନ ନେଇ ବିବାଦ ସରି ନଥିବା ବେଳେ ଏବେ ଗୋଲାପୀ ବଲକୁ ନେଇ ସମାଲୋଚନା । ଟୁର୍ଣ୍ଣାମେଣ୍ଟର ଏକାଦଶ ସଂସ୍କରଣ ଗୁରୁବାର ଦିନ ଲାହୋରର ଗାଡଫି ଷ୍ଟାଡିୟମରେ ଏକ ବିଚିତ୍ର ତଥା ବିବାଦୀୟ ଘଟଣା ଦେଖିବାକୁ ମିଳିଥିଲା । ଲାହୋର…

ବିବାଦରେ ବାଦଶାହ, ଗୀତର ଅଶ୍ଳୀଳତା ପାଇଁ ମାଗିଲେ କ୍ଷମା ପ୍ରାର୍ଥନା

ବଲିଉଡ ସିଙ୍ଗର ରାପର ବାଦଶାହ ବର୍ତ୍ତମାନ ତାଙ୍କର ନୂଆ ଗୀତ‘‘ଟେଟିରି’’ ପାଇଁ ବିବାଦରେ ରହିଛନ୍ତି । ଗୀତରେ ବ୍ୟବହାର କରାଯାଇଥିବା ଲିରିକ୍ସ ଏବଂ ସିନ୍ସକୁ ହରିୟାଣାର ମହିଳା ଆୟୋଗ ଆପତ୍ତି କରିଛନ୍ତି । ହରିୟାଣାର କେତେକ ସ୍ଥାନରେ ରାପରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହା ପରେ…

ବାହାଘର ପ୍ରୋସେସନକୁ ନେଇ ତୁମୂଳକାଣ୍ଡ, ସମିତିସଭ୍ୟଙ୍କ ଘରେ ପଶି ଆକ୍ରମଣ

ବ୍ରହ୍ମପୁର: ବାହାଘର ପ୍ରୋସେସନକୁ ନେଇ ତୁମୂଳକାଣ୍ଡ ।  ସମିତିସଭ୍ୟଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ ।  ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା କୁଶୁପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ଗତକାଲି ଗାଁରେ ବାହାଘର ପ୍ରୋସେସନ ଚାଲିଥିବାବେଳେ ଯୁବକ ମଦ ପିଇ କିଛି ଲୋକଙ୍କ ଘର ଉପରକୁ ଇଟା ପଥର…

ନାଣ୍ଡୁ ବାବୁଙ୍କ ପିଛା ଛାଡୁନି ବିବାଦ, ସାଙ୍ଘାତିକ ଅଭିଯୋଗ ଆଣିଲେ ଯାତ୍ରା ଅଭିନେତା ‘ସାଇ’

ଭୁବନେଶ୍ବର: ନାଣ୍ଡୁ ବାବୁଙ୍କ ପିଛା ଛାଡୁନି ବିବାଦ। ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଯାତ୍ରା ଅଭିନେତା ସାଇ ସତ୍ୟଜିତ ପଣ୍ଡା । ଏନେଇ ଭୁବନେଶ୍ବର ଖଣ୍ଡଗିରି ଥାନାର ଅଭିଯୋଗ ହୋଇଛି । ପ୍ରଥମେ ସାଇଙ୍କ ମାଆ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ…

UGCର ନୂଆ ନିୟମକୁ ନେଇ ବଢୁଛି ବିବାଦ, କ୍ୟାମ୍ପସରେ ଭେଦଭାବ ଦୂର ହେବ ନା ବିବାଦ ବଢ଼ିବ?

ଭୁବନେଶ୍ବର: UGCର ନୂଆ ନିୟମକୁ ନେଇ ବଢୁଛି ବିବାଦ ।  ଚର୍ଚ୍ଚା ହେଉଛି ନୂଆ ନିୟମ ଯୋଗୁଁ କ୍ୟାମ୍ପସରେ ଭେଦଭାବ ଦୂର ହେବ ନା ବିବାଦ ବଢ଼ିବ? ଜାନୁଆରୀ ୨୦୨୬ରେ ୟୁନିଭରସିଟି ଗ୍ରାଣ୍ଟସ୍ କମିଶନ ଦେଶର କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଜାତିଗତ ଭେଦଭାବ ରୋକିବା ପାଇଁ ଏକ ନୂଆ ନିୟମାବଳୀ…

କଂଗ୍ରେସ ଭବନରେ ହାଇଡ୍ରାମା, ବିବାଦରେ ଛନ୍ଦି ହୋଇଛନ୍ତି ନାଣ୍ଡୁ ଧଳ

ଆଜି ଭୁବନେଶ୍ବରରେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ବା ନାଣ୍ଡୁ ଧଳଙ୍କ ଲାଗି ତମ୍ବିତୋଫାନ । ପୁଣି ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ପାଣ୍ଡୁ ବାବୁ । କଂଗ୍ରେସ ଭବନକୁ ଆସିଥିଲେ ହେଲେ ତାଙ୍କୁ ଭିତରେ ପ୍ରବେଶ କରାଇ ଦିଅଗଲା ନାହିଁ ବୋଲି କହିଛନ୍ତି ନାଣ୍ଡୁ ଧଳ । କିଛି ସମର୍ଥକଙ୍କୁ…

ପୁନମଙ୍କୁ ନେଇ ନୂତନ ବିବାଦ ସୃଷ୍ଟି, ରାମଲୀଳାରେ ରାବଣଙ୍କ ପତ୍ନୀ ଭୂମିକାରେ କରିବେ ଅଭିନୟ

ଏହି ବର୍ଷ ଲାଲକିଲ୍ଲା ପରିସରରେ ହେବାକୁ ଯାଉଛି ଲଭକୁଶ ରାମଲୀଳା ।  ଯାହା ଏବେ ବିବାଦରେ ଫସିଯାଇଛି । ଲୋକପ୍ରିୟ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଏଣ୍ଟ୍ରି ପରିବେଶକୁ ଗରମ କରିଛି । ପୁନମ ପାଣ୍ଡେ ରାମଲୀଳାରେ ରାବଣଙ୍କ ପତ୍ନୀ ମନ୍ଦୋଦରୀ ଭୂମିକାରେ ଅଭିନୟ କରିବେ । ଯାହାକୁ ନେଇ ହିନ୍ଦୁ…