Browsing Tag

corona positive

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ, ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇ ନାହାନ୍ତି କୌଣସି ନୂଆ ଆକ୍ରାନ୍ତ

ଭୁବନେଶ୍ବର: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସଂକ୍ରମଣ କମ୍‌ ରହିଛି । ପ୍ରତିଦିନ ବଢୁଛି ନମୁନା ପରୀକ୍ଷା ସଂଖ୍ୟା । ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟେଷ୍ଟ ହୋଇଛି । ଗତକାଲି ୧୧୯୭ ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା । ସବୁ ରିପୋର୍ଟ ଆସିଥିଲା ନେଗେଟିଭ୍‌ । ଗତ ୨୪ ଘଣ୍ଟା…

ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀ : କହିଲେ ବମିଖାଲରୁ ବାହାରିଲେ ଆଉ ଜଣେ ପଜେଟିଭ୍‌, ଅଙ୍ଗନବାଡ଼ି କର୍ମୀଙ୍କ…

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତକାଲି ରାଜ୍ୟରେ କୌଣସି ପଜେଟିଭ୍‌ ଚିହ୍ନଟ ହୋଇ ନଥିଲେ । ତେବେ ଗୋଟିଏ ଦିନର ବିରାମ ପରେ ଆଜି ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଯାହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି । ଆଜି ଜଣେ ବମିଖାଲ ଅଞ୍ଚଳର ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ…

ପେସେଣ୍ଟ ନମ୍ବର ୫୫ଙ୍କର ଆସିଲା କେସ୍‌ ହିଷ୍ଟ୍ରି, ଭୁବନେଶ୍ୱରର ବମିଖାଲ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୩୫…

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ଆଉ ଜଣେ ପଜେଟିଭ ଚିହ୍ନଟ ।  ଭୁବନେଶ୍ୱରର ବମିଖାଲ ଆକ୍ରାନ୍ତଙ୍କ ସଂସ୍ପର୍ଶ ରେ ଆସି ୩୫ ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସୁବ୍ରତ ବଗଚୀ । ବର୍ତ୍ତମାନ ଏହି ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ୫୫ରେ ପହଁଚିଲା…

ଖୁସି ଖବର, ସୁସ୍ଥ ହେଲେ କଳାହାଣ୍ଡିର କରୋନା ଆକ୍ରାନ୍ତ,ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

କେନ୍ୟୁଜ(ବ୍ୟୁରୋ): ସୁସ୍ଥ ହେଲେ କଳାହାଣ୍ଡିର କରୋନା ଆକ୍ରାନ୍ତ ବ୍ୟକ୍ତି ।  କଳାହାଣ୍ଡିର ଏହି ବ୍ୟକ୍ତିଙ୍କୁ ମିଶାଇ ଓଡ଼ିଶାରେ ସମ୍ପୂର୍ଣ୍ଣ  ୧୩ ଜଣସୁସ୍ଥ ହୋଇଛନ୍ତି । କଳାହାଣ୍ଡିର ବ୍ୟକ୍ତି ଜଣକ ବର୍ତ୍ତମାନ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଅଛନ୍ତି।  ଆଜି ତାଙ୍କ ନମୁନା ନେଗେଟିଭ…

ଓଡ଼ିଶାରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଲା

କେନ୍ୟୁଜ(ବ୍ୟୁରୋ):ଓଡ଼ିଶାରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ। ୪ ଜଣଙ୍କ ନମୂନାରେ କରୋନା ପଜିଟିଭ। ନୂଆ ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଲା । ୫୪ ଆକ୍ରାନ୍ତ ମଧ୍ୟରୁ ଆକ୍ଟିଭ କେସ୍ ୪୧। ସୁସ୍ଥ ହୋଇଛନ୍ତି ୧୨ ଏବଂ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ୪…

ବ୍ରହ୍ମବରଦା : କଣ୍ଟେନମେଣ୍ଟ ଜୋନ୍‌ରେ ସାନିଟାଇଜ୍‌ ହେଉନି କି ଲୋକଙ୍କ ଉପରେ ଲଗାମ ନାହିଁ, ଅଭିଯୋଗ କଲେ ସ୍ଥାନୀୟ…

ଭୁବନେଶ୍ୱର : ଯାଜପୁର ଜିଲ୍ଲାର ବ୍ରହ୍ମବରଦା ଅଞ୍ଚଳରୁ ଜଣେ କରୋନା ପଜେଟିଭ୍‌ ବାହାରିବା ପରେ ସେହି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି । ହେଲେ ଏହି ବନ୍ଦ ଅଞ୍ଚଳ ଭିତରେ ରହୁଥିବା ଲୋକେ କିନ୍ତୁ କେତେ ଅସୁବିଧାରେ ଅଛନ୍ତି ସେ କଥା ଜିଲ୍ଲା ପ୍ରଶାସନ ଠିକ୍‌ ଭାବେ ଦୃଷ୍ଟି…

ଆଜି ପଜେଟିଭ୍‌ ଆସିଥିବା ଦୁଇ କରୋନା ଆକ୍ରାନ୍ତଙ୍କର ଆସିଲା ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସିଲା ଢେଙ୍କାନାଳ ଜିଲ୍ଲାର କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି । ୫୧ ବର୍ଷର ମହିଳ ଜଣକ ମାର୍ଚ୍ଚ ୧୦ ରୁ ୧୭ ତାରିଖ ମଧ୍ୟରେ ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଏହାପରେ ମାର୍ଚ୍ଚ ୧୮ରୁ ୨ ଏପ୍ରିଲ ଯାଏ ଢେଙ୍କାନାଳ…

ଢେଙ୍କାନାଳ ପଜେଟିଭ୍‌ଙ୍କ ଲିଙ୍କରେ ଥିବା ୧୪ ଜଣ ଏବେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି

ଢେଙ୍କାନାଳ (କେ ନ୍ୟୁଜ୍‌) : ଢେଙ୍କାନାଳ ସହରରୁ କରୋନା ପଜେଟିଭ ବାହାରିଥିବା ସଂକ୍ରମିତଙ୍କ ଦିଲ୍ଲୀ ଲିଙ୍କ୍ ରହିଛି। ସଂକ୍ରମିତ ମହିଳାଙ୍କୁ ଚିକିତ୍ସା ପାଇଁ କଟକ ଅଶ୍ୱିନୀ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି । ମହିଳା ଜଣକ ରହୁଥିବା ଅଞ୍ଚଳକୁ ସାନିଟାଇଜ କରିବା ପାଇଁ ଜିଲ୍ଲା ପ୍ରଶାସନ…

ରାଜ୍ୟରେ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୪୪ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ସଂକ୍ରମିତ ଚିହ୍ନଟ। ଭୁବନେଶ୍ୱର ଓ ଢେଙ୍କାନାଳରୁ ପଜିଟିଭ୍‌ ଚିହ୍ନଟ। ଢେଙ୍କାନାଳର ଜଣେ ୫୧ ବର୍ଷ ବୟସ୍କ ମହିଳାଙ୍କ ରିପୋର୍ଟ ପଜିଟିଭ ବାହାରିଛି । ସେହିପରି ଭୁବନେଶ୍ୱର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ୬୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ…

ଏତେ ସଚେତନ ପରେ ବି ବଦଳିନି ଚିନ୍ତାଧାରା, କରୋନା ରୋଗୀଙ୍କୁ ଦିନରାତି ଚିକିତ୍ସା କରୁଥିବା ମହିଳା ଡାକ୍ତରଙ୍କୁ ଏପରି…

ନୂଆଦିଲ୍ଲୀ ସ୍ଥିତ ଗୌତମ ନଗର ଅଞ୍ଚଳରେ ରହୁଥିବା ସଫଦରଜଙ୍ଗର ୨ ମହିଳା ଡାକ୍ତରଙ୍କ ସହ ସ୍ଥାନୀୟ ଲୋକମାନେ ବ୍ୟବହାର ଖରାପ କରିବା ସହ ଦୁଇ ଜଣ ଡାକ୍ତର କରୋନା ବ୍ୟାପାଉଥିବାର ଅଭିଯୋଗ କରିବା ସହ ଡାକ୍ତରଙ୍କୁ ମାଡ ମାରିଛନ୍ତି। ସୂଚନା ଅନୁଯାୟୀ ଦୁଇଜଣ ଡାକ୍ତର ସଫଦରଜଙ୍ଗ ହସ୍ପିଟାଲରର…

ଅଭିନେତ୍ରୀ ଶେଫାଳି ଶାହଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ, କରୋନା ପଜିଟିଭ ହୋଇଥିବା ନେଇ ପୋଷ୍ଟ କଲେ ହ୍ୟାକର

ହଲିଉଡ଼ ପରେ ଏବେ ବଲିଉଡ ସେଲିବ୍ରିଟିଙ୍କ କରୋନା ସଂକ୍ରମିତ ହୋଇଥିବା ନେଇ ଅନେକ ଖବର ପ୍ରକାଶ ପାଉଛି । କନିକା କପୁର, କରିମ ମୋରାନିଙ୍କ ଝିଅ, ପୂରବ କୋହଲିଙ୍କ ପରେ ଏବେ ଶେଫାଳି ଶାହଙ୍କ ଫେସବୁକ ଆକାଉଣ୍ଟରେ ସେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଏକ ସୂଚନା ଦିଆଯାଇଛି । କିନ୍ତୁ ପରେ…

କନିକା କପୁରଙ୍କ ପାଇଁ ଅଡୁଆ ବଢ଼ିଲା, ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବି ବିଭିନ୍ନ ମାମଲାରେ ଫସିଛନ୍ତି

ଲମ୍ବା ସମୟ ଧରି କୋଭିଡ-୧୯ ସହ ଲଢ଼ିବା ପରେ ଦୁଇ ଦିନ ପୂର୍ବରୁ ଅର୍ଥାତ ସୋମବାର ବଲିଉଡ ସିଙ୍ଗର କନିକା କପୁରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ଏବେ ହସ୍ପିଟାଲରୁ ଛୁଟି ମିଳିବା ପରେ ବି ତାଙ୍କୁ ଲଗାତାର ଅସୁବିଧାର ସାମ୍ନା କରିବାକୁ ପଡୁଛି। କୁହାଯାଉଛି, ପୋଲିସ ଏବେ…