Browsing Tag

corona

ଅଭିନେତ୍ରୀ ପିୟା ବାଜପେୟୀ ସାହାଯ୍ୟ ନିବେଦନ କରି ମାଗୁଥିଲେ ଭେଣ୍ଟିଲେଟର ବେଡ, ତିନି ଘଣ୍ଟା ଭିତରେ ହିଁ ଚାଲିଗଲା ଭାଇର…

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆଜି ଦୁଇଟି ଦୁଃଖଦ ଖବର ସାମ୍ନାକୁ ଆସିଛି। ବିଗ ବସ ୧୪ ଫେମ ସାଉଥ ଅଭିନେତ୍ରୀ ନିକି ତମ୍ବୋଲିଙ୍କ ଭାଇଙ୍କ ନିଧନ ପରେ ଅଭିନେତ୍ରୀ ପିୟା ବାଜପେୟୀଙ୍କ ଭାଇ କରୋନାରେ ପ୍ରାଣ ହରାଇଛନ୍ତି। ପିୟାଙ୍କ ଭାଇ କରୋନାରେ ସଂକ୍ରମିତ ଥିଲେ ଏବଂ ଅଭିନେତ୍ରୀ ଲଗାତାର ସାହାଯ୍ୟ…

ସାଲେପୁର ସବ୍‌ଜେଲରେ କରୋନା ଭୟ, ୧୩ ଜଣ ଅନ୍ତେବାସୀ ପଜିଟିଭ ଚିହ୍ନଟ

ସାଲେପୁର: ସାଲେପୁର ସବ୍‌ଜେଲରେ କରୋନା ଭୟ। ୧୩ ଜଣ ଅନ୍ତେବାସୀ ପଜିଟିଭ ଚିହ୍ନଟ ହେବା ପରେ ଏବେ ଜେଲ୍‌ରେ ଥିବା ଅନ୍ତେବାସୀ, ସୁରକ୍ଷା କର୍ମୀ ଓ ଜେଲ୍‌ କର୍ମଚାରୀଙ୍କ ପାଇଁ ଚିନ୍ତା ବଢିଯାଇଛି। ମୋଟ ୫୪ଜଣ ଅନ୍ତେବାସୀ ଏହି ଜେଲ୍‌ରେ ଅଛନ୍ତି। ଜଣେ ଅନ୍ତେବାସୀ କୋର୍ଟରୁ ଫେରିବା ପରେ…

କରୋନା ଭେରିଏଣ୍ଟର ପ୍ରଥମ ଫଟୋ ଆସିଲା ସାମ୍ନାକୁ, ଭାରତରେ ଦ୍ଵିତୀୟ ଲହରୀ ପାଇଁ ଦାୟୀ

କରୋନାର ଦ୍ଵିତୀୟ ଲହରୀ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଆତଙ୍କ ଖେଳାଇ ରଖିଛି। ଦୈନିକ ଲକ୍ଷାଧିକ ସଂଖ୍ୟାରେ ଲୋକେ ଏହା କବଳକୁ ଆସୁଛନ୍ତି। ଏବେ କାନାଡାର ବ୍ରିଟିଶ କଲମ୍ବିଆ ୟୁନିଭର୍ସିଟି(UBC) କରୋନାର ଏମିତି ଏକ ଭେରିଏଣ୍ଟର ମଲିକ୍ୟୁଲର ଫଟୋ ପବ୍ଲିସ କରିଛି, ଯାହା ଦ୍ଵିତୀୟ ଲହରୀ ପାଇଁ…

ପୁଣି ଟିଭି ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର, କରୋନାରେ ଜଣାଶୁଣା କଳାକାର ବିକ୍ରମଜିତଙ୍କ ପରଲୋକ

ବଲିଉଡ ଇଣ୍ଡଷ୍ଟ୍ରୀରେ କରୋନା ଏବେ ଘର କରିନେଇଛି। ପ୍ରତିଦିନ କରୋନାରେ କୌଣସି ନା କୌଣସି ଜଣାଶୁଣା କଳାକାର ପୀଡିତ ହେଉଛନ୍ତି। ଏବେ ଏହି କରୋନା ଅଭିନେତା ବିକ୍ରମଜିତ କନୱରପାଲଙ୍କ ପରଲୋକ ହୋଇଛି। ୫୨ ବର୍ଷୀୟ ବିକ୍ରମଜିତ ସେନାରୁ ରିଟାୟର ନେଇ ୨୦୦୩ରୁ ମନୋରଂଜନ ଦୁନିଆରେ ସକ୍ରିୟ ଥିଲେ। ସେ…

‘ସୁଟର ଦାଦି’ ଚନ୍ଦ୍ରୋ ତୋମରଙ୍କ ପରଲୋକ, ଗତ କିଛିଦିନ ତଳେ କରୋନାରେ ହୋଇଥିଲେ ପୀଡିତ

ଉତ୍ତରପ୍ରଦେଶ, ବାଗପତର ବହୁ ଚର୍ଚ୍ଚିତ ସାର୍ପ ଶୁଟର ଦାଦି ଚନ୍ଦ୍ରୋ ତୋମାରଙ୍କ ପରଲୋକ। ଗତ କିଛିଦିନ ହେଲାଣି କରୋନାରେ ସଂକ୍ରମିତ ହୋଇ ଚନ୍ଦ୍ରୋ ତୋମାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରାଜ୍ୟ ତଥା ଜାତୀୟ ସ୍ତରରେ ଶୁଟିଂରେ ଅନେକ ପଦକ ଜିତିଥିବା ଦାଦି ବହୁ ଲୋକପ୍ରିୟ ଥିଲେ।…

ପ୍ରଚାରପ୍ରସାର ନ କରି ଚୁପ୍‌ଚାପ ଭୋକିଲାଙ୍କ ଅନ୍ନଦାତା ସାଜିଛନ୍ତି ଏହି ସର୍ଦ୍ଦାର ଜୀ, ଲୋକେ କହିଲେ- ‘ପ୍ରକୃତ ହିରୋ’

ବର୍ତ୍ତମାନ କରୋନାର କଠିନ ସମୟ ଚାଲିଛି। ଲୋକମାନେ ରୋଗ ସହ ରୋଜଗାର ଚାଲିଯିବା ଭୟରେ ମରି ମରି ବଞ୍ଚୁଛନ୍ତି। କିଛି ଲୋକ ତ ଲକ୍‌ଡାଉନ୍‌ ଯୋଗୁ ଦିନକୁ ଦୁଇ ମୁଠା ଖାଇବାକୁ ବି ପାଉନାହାନ୍ତି। ସେଭଳି ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଜଣେ ବ୍ୟକ୍ତି, ଯିଏ ବିନା ପ୍ରଚାର ପ୍ରସାରରେ ଭୋକିଲା…

କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତି: କରୋନାର ଦ୍ୱିତୀୟ ଲହରରୁ ବର୍ତ୍ତିବା ପାଇଁ ଘରେ ରହିଲେ ବି ମାସ୍କ…

ନୂଆଦିଲ୍ଲୀ: ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ପଡ଼ିବ । ପୂର୍ବରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ର ସରକାର । ଏବେ ଘର ଭିତରେ ପରିବାର ସହ ରହିଲେ ବି ମାସ୍କ ପିନ୍ଧିବାକୁ କହିଛି କେନ୍ଦ୍ର । ଏହି ଅଭ୍ୟାସ ଏବେ ଠାରୁ ଆରମ୍ଭ କଲେ ଭଲ । କରୋନାର ଦ୍ୱିତୀୟ…

କରୋନା ବୁଝେନି ସମ୍ପର୍କର ମୂଲ, କେତେ ଆଉ ମଣିଷ ଦେଖିବ ଏମିତି କରୁଣ କାହାଣୀ

ସୁନ୍ଦରଗଡ (କେନ୍ୟୁଜ) :  ‘‘କରୋନା’’ , ଏହି ମହାମାରୀର ମୁକାବିଲା ପାଇଁ ଏବେ ସାରା ଦେଶ ଲଢୁଛି ମାତ୍ର ଏହି ମାହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି। ଉଜାଡି ଦେଉଛି ସଂସାର, କେଉଁଠି ବାପା ଅ।ଗରେ ପୁଅ ଚାଲିଯାଉଛି ତ ଅ।ଉ କେଉଁ ଠି ନବବିବାହିତା ସ୍ତ୍ରୀ ଅ।ଗରେ ତା ସ୍‌ାମୀ, କେଉଁ…

ରାଜ୍ୟରେ ଆଜି ବି ୬ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା, ୭ ମୁଣ୍ଡ ନେଲା କରୋନା

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆଜି ବି ୬ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା। ଆଉ ୬୧୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୭ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ନୂଆ କେସ୍‌ ରହିଛି। ସୁନ୍ଦରଗଡ଼ରୁ ୭୮୫, ନୂଆପଡ଼ାରୁ ୪୩୦, କଳାହାଣ୍ଡିରୁ ୩୨୧, ନବରଙ୍ଗପୁରରୁ…

ସମ୍ବଲପୁର ଚିପିଲିମାରୁ ଆସିଲା କରୋନାର କରୁଣ କାହାଣୀ: ମୃତ୍ୟୁପରେ ମହିଳାଙ୍କୁ ମିଳିଲାନି ଚାରିକାନ୍ଧ, ଶେଷରେ ଟ୍ରଲିରେ…

ସମ୍ବଲପୁର: କରୋନାର କରୁଣ କାହାଣୀ । ଯାହା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ଜଣେ ମହିଳାଙ୍କ ମୃତ୍ୟୁପରେ ମିଳିଲାନି ଚାରିକାନ୍ଧ। ସୂଚନା ଅନୁଯାୟୀ, ମହିଳା ଜଣଙ୍କୁ କିଛି ଦିନ ଘରେ ଜ୍ବର ହୋଇଥିବାବେଳେ, କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ପୁଅ ଏକ ଟ୍ରାକ୍ଟରରେ…

ଅକ୍ସିଜେନ୍‌ ନେବା ଆଣିବା ପାଇଁ ୨୪ କଣ୍ଟେନର ଆମଦାନୀ କରିବ ଟାଟା ଗ୍ରୁପ୍‌, Oxygen ଅଭାବ ଦୂର କରିବାରେ ମିଳିବ ସହାୟତା

ଟାଟା ଗ୍ରୁପ୍‌ ଲିକ୍ୱିଡ୍‌ ଅକ୍ସିଜେନକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବା ଆଣିବା କରିବା ପାଇଁ ୨୪ କ୍ରାଇଓଗେନିକ୍‌ କଣ୍ଟେନର୍ସ ଆମଦାନୀ କରିବ। ଏହି କଣ୍ଟେନର୍ସ ଜରିଆରେ ଟାଟା ଗ୍ରୁପ୍‌ ଦେଶରେ ଅକ୍ସିଜେନ୍‌ ସପ୍ଲାଏ କରିବ। ଏଥିରୁ ସାରା ଦେଶରେ ଅକ୍ସିଜେନ୍‌ ଅଭାବକୁ ଦୂର କରିବାରେ ସହାୟତା…

ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ମା’ଙ୍କ ଦର୍ଶନ କରିପାରିବେନି ଭକ୍ତ ଓ ଶ୍ରଦ୍ଧାଳୁ: ଦୁଇ ପୂଜକ ପଜିଟିଭ୍‌ ଚିହ୍ନଟ

ବ୍ରହ୍ମପୁର : ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ମା’ଙ୍କ ଦର୍ଶନ କରିପାରିବେନି ଭକ୍ତ ଓ ଶ୍ରଦ୍ଧାଳୁ । ଠାକୁରାଣୀ ଯାତ୍ରାର ଦୁଇ ପୂଜକ ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଦେଶୀ ବେହେରା ସାହି ବାସିନ୍ଦା କେବଳ ସାହିରେ ଚଳପ୍ରଚଳ କରିପାରିବେ…