Browsing Tag

coronavirus odisha

ଆଜି ଚିହ୍ନଟ ହୋଇଥିବା ୨୬ ନୂଆ ପଜିଟିଭଙ୍କ ଆସିଲା ତଥ୍ୟ, ସମସ୍ତ ପଜିଟିଭଙ୍କ ରହିଛି ସୁରତ ଲିଙ୍କ

ଭୁବନେଶ୍ବର: ଆଜି ଚିହ୍ନଟ ହୋଇଥିବା ୨୬ ନୂଆ ପଜିଟିଭଙ୍କ ଆସିଲା ତଥ୍ୟ । ସମସ୍ତ ପଜିଟିଭଙ୍କ ରହିଛି ସୁରତ ଲିଙ୍କ୍ । ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ଗଂଜାମ, ୫ ଜଣ କେନ୍ଦ୍ରାପଡା ଏବଂ ୨ ଜଣ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି। ଭଦ୍ରକରେ ଚିହ୍ନଟ ହୋଇଥିବା ଦୁଇ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ…

ଝରକା ତାଡ଼ି ୧୯ କରୋନା ସଂକ୍ରମିତ ଫେରାର, ଚିନ୍ତାରେ ପ୍ରଶାସନ

ରାୟଗଡା: ସରକାର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବିଭିନ୍ନ ଉପାୟ ଆପଣାଉଥିଲେ ମଧ୍ୟ ସେମାନଙ୍କ ମନମାନି ଥମିବାର ନାଁ ଧରୁନି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ କେରେଡାଠାରେ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ବୁଧବାର ୧୯ ଜଣ ଫେରାର ହୋଇଯାଇଛନ୍ତି। ଝରକା ତାଡ଼ି…

କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱରର ସମସ୍ତ ଅଞ୍ଚଳ, ସତର୍କତା ସ୍ୱରୂପ ଆଗାମୀ ସାତଦିନ ପର୍ଯ୍ୟନ୍ତ ରହିବ…

ଭୁବନେଶ୍ୱର: କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱର। ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରରୁ ହଟିଲା କଣ୍ଟେନମେଣ୍ଟ କଟକଣା। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସତର୍କତା ସ୍ୱରୂପ ଏହି ଅଞ୍ଚଳଗୁଡ଼ିକ ଆଗାମୀ ସାତଦିନ ପର୍ଯ୍ୟନ୍ତ ତୀକ୍ଷ୍‌ଣ ନଜରରେ ରହିବ। ଏହି…

ଆଜିଠୁ କନ୍ଧମାଳ ଓ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ୍

ଫୁଲବାଣୀ: ଫୁଲବାଣୀରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୋତ୍ସାହନ ତଥା ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ କିମ୍‌ସ ଦାୟିତ୍ୱରେ ଦିଆଯାଇଥିବା କନ୍ଧମାଳ ଓ ବଲାଙ୍ଗିର ଜିଲ୍ଲାରେ ୨ଟି କୋଭିଡ୍‌ ହସ୍ପିଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । ଜିଲ୍ଲା…

ରାଜ୍ୟରେ ୫୦ରେ ପହଞ୍ଚିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ସୁସ୍ଥ ହୋଇ ଫେରିଛନ୍ତି ୧୨ଜଣ, ଜାଣନ୍ତୁ ବର୍ତ୍ତମାନ ସୁଦ୍ଧା…

ଭୁବନେଶ୍ବର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି । ଗତକାଲି ୨୯୮ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୨୯୬ଟି ନେଗେଟିଭ୍‌ ଆସିଥିଲା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୫୪୭ ନମୁନା ପରୀକ୍ଷା ହୋଇଥିବା ବେଳେ ୩୪୯୭ ନମୁନା ନେଗେଟିଭ୍‌ ଆସିଛି । ୫୦ ଜଣ ସଂକ୍ରମିତ ଚିହ୍ନଟ…

ପୁଣି ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ, ଅର୍ଦ୍ଧ ଶତକ ଛୁଇଁଲା ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ୟୁଜ(ବ୍ୟୁରୋ): ପୁଣି ଓଡ଼ିଶାରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ। ୱେବସାଇଟରେ ସ୍ୱାସ୍ଥ୍ୟ ବିଭାଗ ଦେଲା ସୂଚନା । ଆଜି ସମ୍ପୂର୍ଣ୍ଣ ୨୯୮ଟି ସାମ୍ପୁଲ ଟେଷ୍ଟ ହୋଇଥିଲା ସେଥିରୁ ୨୯୬ଟି ନେଗେଟିଭ ଆସିଥିବା ବେଳ ୨ଟି ପଜେଟିଭ ଆସିଛି। ତେବେ ପଜେଟିଭ ଦୁଇ ଜଣ କେଉଁ ଅଞ୍ଚଳର ତାହା ସ୍ପଷ୍ଟ…

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି, ଗତକାଲି ମୋଟ୍‌ ୪୦୮ଟି ନମୁନା ପରୀକ୍ଷାରୁ ୪୦୨ଟି ଆସିଥିଲା…

ଭୁବନେଶ୍ବର: ରାଜ୍ୟରେ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ । ଗତକାଲି ଗୋଟିଏ ଦିନରେ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତକାଲି ସକାଳେ ଦୁଇ ଜଣଙ୍କ ନମୁନା ପଜିଟିଭ୍‌ ଆସିଥିବା ବେଳେ ରାତିରେ ଆଉ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ…

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ବି ଶୁଣିଲେନି ଘର ମାଲିକ, ରାତି ଅଧରେ ୨ ନର୍ସଙ୍କୁ ତଡ଼ିଦେଲେ

କରୋନା ଭାଇରସ ଧୀରେ ଧୀରେ ସାରା ବିଶ୍ୱକୁ ନିଜ କବ୍ଜାକୁ ନେଇସାରିଲାଣି। ପ୍ରତିଦିନ ଏହି ମାରାତ୍ମକ ଭାଇରସ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ମାତ୍ର ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଡାକ୍ତର ଓ ନର୍ସମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବାରେ ଲାଗିପଡିଛନ୍ତି। କିନ୍ତୁ ଏବେ ବି କିଛି…

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂରେ ଦିନ ୧୧ଟାରେ ବୈଠକ ବସିବ । ବର୍ତ୍ତମାନ ରାଜ୍ୟରେ କରୋନା ଭାଇରସକୁ ନେଇ ଚିନ୍ତାଜନକ ପରିସ୍ଥିତି ଦେଖାଦେଇଥିବାବେଳେ ଏହି କ୍ୟାବିନେଟ୍‌…

ଭାରତରେ କରୋନା ନେଲା ଆଉ ଜଣଙ୍କ ଜୀବନ, ଏବେ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ପାଞ୍ଚ

ସାରା ଦୁନିଆରେ କରୋନା ଭାଇରସ ବହୁତ ଦ୍ରୁତ ଗତିରେ ତାର କାୟା ବିସ୍ତାର କରିଚାଲିଛି। ଚୀନ, ଇଟାଲୀ ସମେତ ଏହି ଭୟଙ୍କର କରୋନା ଭାଇରସ ଭାରତରେ ମଧ୍ୟ ତାର ପ୍ରକୋପ ପକାଇଛି। ଭାରତରେ କରୋନାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଶୁକ୍ରବାର ଅର୍ଥାତ ଆଜି ସକାଳେ ରାଜସ୍ଥାନରେ ଜଣେ କରୋନା…

କରୋନା ପ୍ରଭାବ: ଆସନ୍ତା ୩୧ ତାରିଖ ଯାଏ ପୁରୀ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍, ନିର୍ଦ୍ଦେଶ ଦେଲେ…

ପୁରୀ: କରୋନାକୁ ଦୃଷ୍ଟିରେ ରଖି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ଛୁଟି ଦିନରେ କର୍ମଚାରୀମାନେ ଅଫିସ୍‌ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୌଣସି ଅଧିକାରୀ ପୂର୍ବ ଅନୁମତି ବିନା ସଦର…

ସାବଧାନ! ଆପଣଙ୍କ ମୋବାଇଲ୍‌ରୁ ବି ବ୍ୟାପିପାରେ କରୋନା ଭାଇରସ୍‌, ଏସବୁ ବିଷୟ ପ୍ରତି ରଖନ୍ତୁ ଧ୍ୟାନ

ମୋବାଇଲ୍‌ ଫୋନ୍‌ରୁ ବ୍ୟାପେ କି କରୋନା! ପ୍ରଶ୍ନଟି ଗମ୍ଭୀର ହୋଇଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସିବା ସ୍ୱାଭାବିକ। ଏକ୍ସପର୍ଟଙ୍କ କହିବାନୁସାରେ ମୋବାଇଲ ଫୋନ୍‌ ମାଧ୍ୟମରେ କରୋନା ଭାଇରସ୍‌ ବ୍ୟାପିବା ସମ୍ଭାବନା ରହିଛି। ମାତ୍ର କେତେକ ବିଶେଷ ବିଷୟ ଉପରେ…