Browsing Tag

Covishield

କୋଭିସିଲ୍‌ଡ ଟିକା ନ ଆସିଲେ ଆଜିଠୁ ରାଜ୍ୟରେ ବାଧାପ୍ରାପ୍ତ ହେବ ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ରାଜ୍ୟରେ ଟିକା ଅଭାବ ଆଶଙ୍କା। କୋଭିସିଲ୍‌ଡ ଟିକା ନ ଆସିଲେ ଆଜିଠୁ ବାଧାପ୍ରାପ୍ତ ହେବ ଟିକାକରଣ । ଦୈନିକ ଦିଆଯାଉଛି ୩ ଲକ୍ଷ ଡୋଜ୍‌ ଟିକା । ଭୁବନେଶ୍ୱର ବ୍ୟତୀତ ୩୦ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି । ଏବେ ଯେତିକି ଅଛି କୋଭିସିଲଡ ଡୋଜ ଅଛି ଆଜି ସରିଯିବ…

କରୋନା: ଅଲ୍‌ଫା, ବୀଟା, ଗାମା ଓ ଡେଲ୍‌ଟା, ପ୍ରତ୍ୟେକ ଭାରିଆଣ୍ଟ ଉପରେ କାମ କରିବ କୋଭିଶିଲ୍ଡ ଏବଂ କୋଭ୍ୟାକ୍ସିନ, ବଡ଼…

ଦେଶରେ ଚାଲିଥିବା କରୋନା ଟିକାକରଣ ଭିତରେ ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି, ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍‌ଲାଇନ ଅନୁସାରେ ଗର୍ଭବତୀ ମହିଳାମାନଙ୍କୁ ଭ୍ୟାକ୍ସିନ ଦିଆଯାଇ ପାରିବ। ଟିକାକରଣ ଗର୍ଭବତୀ…

କୋଭିଡ ଟିକାର ଦର ଧାର୍ଯ୍ୟ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହା ପାଇଁ କେତେ ରହିଛି ଦାମ୍

ଘରୋଇ ହସପିଟାଲ ଗୁଡ଼ିକ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ ଟିକାର ଦର ଧାର୍ଯ୍ୟ କରିଛି। ଘରୋଇ ହସପିଟାଲ ଗୋଟିଏ କୋଭିସିଲ୍ଡ ଡୋଜ୍‌ ପାଇଁ ସର୍ବାଧିକ ୭୮୦ ଟଙ୍କା, କୋଭାକ୍ସିନ୍‌ ଡୋଜ୍‌ ପାଇଁ ୧୪୧୦ ଟଙ୍କା ଏବଂ ସ୍ପୁଟନିକ୍‌-ଭି ଟିକା ପାଇଁ ୧୧୪୫ ଟଙ୍କା ନେଇପାରିବେ। ଏହା ମଧ୍ୟରେ…

କୋଭାକ୍ସିନ୍ ତୁଳନାରେ କୋଭିସିଲ୍ଡ ନେଉଥିବା ବ୍ୟକ୍ତିଙ୍କ ଶରୀରରେ ଅଧିକ ଆଣ୍ଟିବଡି ବିକଶିତ ହେଉଛି: ରିସର୍ଚ୍ଚ

କରୋନା ଭାଇରସ ବିରୋଧରେ ଚାଲିଥିବା ଏହି ଲମ୍ବା ଯୁଦ୍ଧରେ ସୁରକ୍ଷିତ ରହିବା ପାଇଁ ଟିକା ହେଉଛି ଏକମାତ୍ର ବିକଳ୍ପ। ବର୍ତ୍ତମାନ ଦେଶରେ କରୋନାଭାଇରସରୁ ରକ୍ଷା କରିବା ପାଇଁ ଟିକାକରଣ ଅଭିଯାନ ଚାଲିଛି । ଏହି ସମୟରେ, କୋଭିଶିଲ୍ଡ ଏବଂ କୋଭାକ୍ସିନ ମଧ୍ୟରେ କେଉଁ ଟିକା ଅଧିକ ଆଣ୍ଟିବଡି ତିଆରି କରେ…

ଭୁବନେଶ୍ୱରରେ ପହଞ୍ଚିଲା ୨.୨୭ ଲକ୍ଷ କୋଭିସିଲ୍ଡ ଟିକା

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ପହଞ୍ଚିଲା କରୋନା ଟିକା । ରାଜ୍ୟ ସରକାର ଦେଇଥିବା ଅର୍ଡରରୁ ଆଜି ୨ଲକ୍ଷ ୨୭ହଜାର ୭୫୦ ଡୋଜ୍‌ କୋଭିସିଲ୍ଡ ଟିକା ପହଞ୍ଚିଛି । ସ୍ୱତନ୍ତ୍ର ବିମାନ ଯୋଗେ ସେରମ ଇନଷ୍ଟିଚ୍ୟୁଟରୁ ସିଧାସଳଖ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି ଟିକା । ଏହି ଟିକାକୁ ୧୮-୪୪…

କରୋନାରୁ ରକ୍ଷା ପାଇଁ କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ-ଭି ଟିକାର ହେବ ମିଶ୍ରଣ ପରୀକ୍ଷା 

ଦେଶରେ ବହୁତ ଜଲଦି କରୋନ ଭ୍ୟାକସିନର ମିକ୍ସିଂ ଡୋଜକୁ ନେଇ  ଟ୍ରାୟଲ ଆରମ୍ଭ ହେବାକୁ ଯାଉଛି । ଏହି ଟ୍ରାୟଲରେ ଭ୍ୟାକସିନର ସୁରକ୍ଷା, ଶରୀରରେ ରୋଗ ପ୍ରତିରକ୍ଷା ଓ ତାହାର ପ୍ରଭାବ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ବାହାର କରାଯିବ । ଏହି ମିକ୍ସିଂ ଭ୍ୟାକସିନରେ କୋଭାକ୍ସିନ, କୋଭିସିଲ୍ଡ ଓ…

କୋଭିସିଲ୍ଡ ଟିକା ନେଲା ପରେ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡି , ସିରମ୍‌ ସିଇଓଙ୍କ ବିରୋଧରେ ମାମଲା ଦାଏର କଲେ ଲକ୍ଷ୍ନୌ…

ଲକ୍ଷ୍ନୌ :  କୋଭିସିଲ୍ଡ ଟିକା ନେବା ପରେ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହେଉନାହିଁ ବୋଲି ଏପରି ଅଭିଯୋଗ ଆଣିଛନ୍ତି ଲକ୍ଷ୍ନୌର ଜଣେ ବ୍ୟବସାୟୀ । ଟିକାର କାର୍ଯ୍ୟକାରୀତା ଉପରେ ପ୍ରଶ୍ନବାଚୀ ଉଠାଇ ଉକ୍ତ ବ୍ୟବସାୟୀ ଜଣକ କୋଭାସିଲ୍ଡ ଟିକା ନିର୍ମାତା କମ୍ପାନି, ଆସିଏମ୍‌ଆର୍‌, କେନ୍ଦ୍ର ସ୍ୱାସ୍ଥ୍ୟ…

୧୨ ସପ୍ତାହରୁ ଅଧିକ ଅନ୍ତରରେ ଟିକା ନେଲେ ୮୨% ପ୍ରୋଟେକ୍ସନ ମିଳୁଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଜାରି ରହିଛି ଟିକାକରଣ। ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଟିକାକରଣ ଚାଲିଛି। ମେ' ୧ରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ଚାଲିଛି। ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ କେନ୍ଦ୍ର ସରକାର ଟିକା ଯୋଗାଇ ଦେଉଛନ୍ତି। କିନ୍ତୁ ୧୮ ବର୍ଷରୁ…

ପ୍ରଥମ ଡୋଜ ପରେ ଏହି ଟିକାରୁ ତିଆରି ହେଉଛି ଅଧିକ ଆଣ୍ଟିବଡି, ICMR ପ୍ରମୁଖ କଲେ ଆଶ୍ଚର୍ଯ୍ୟଜନକ ଦାବି

ଭାରତରେ କରୋନା ଭାଇରସ ସଂକ୍ରମଣ ଲଗାତାର ବଢ଼ି ଚାଲିଛି। ଆଉ ଏହି ମହାମାରୀ ବିରୋଧରେ ଟିକାକରଣକୁ ସବୁଠାରୁ ବଡ଼ ହତିଆର ବୋଲି କୁହାଯାଉଛି। ସାରା ଦେଶରେ ବର୍ତ୍ତମାନ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କୋଭ୍ୟାକ୍ସିନ ଏବଂ କୋଭିଶିଲଡ ଭ୍ୟାକ୍ସିନ ଲଗାଯାଉଛି। ଯଦିଓ ଏହାରି ଭିତରେ ଚର୍ଚ୍ଚା ହେଉଛି…

କୋଭିସିଲ୍ଡ ଦ୍ୱିତୀୟ ଡୋଜ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍, ଏଣିକି ୪୨ ଦିନ ନୁହେଁ ମିଳିବ ୮୪ ଦିନ ପରେ

ଭୁବନେଶ୍ବର : କୋଭିସିଲ୍ଡ ଦ୍ୱିତୀୟ ଡୋଜ ପାଇଁ ନୂଆ ଗାଇଡଲାଇନ। କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜର ସମୟସୀମାରେ ପରିବର୍ତ୍ତନ କରାଯାଇଛି। ଏଣିକି ୪୨ ଦିନ ନୁହେଁ ୮୪ ଦିନ ପରେ ମିଳିବ ଦ୍ୱିତୀୟ ଡୋଜ୍‌। ଆଜି ମଧ୍ୟରାତ୍ରିରୁ ଏହି ନୂଆ ନିୟମ ଲାଗୁ ହେବ। ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ…

କୋଭିସିଲ୍‌ଡ ଟିକାର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ରହିବ ୧୨ରୁ ୧୬ ସପ୍ତାହ,ଟିକାକରଣ ପ୍ୟାନେଲର ପ୍ରସ୍ତାବ

କେନ୍ୟୁଜ୍(ବ୍ୟୁରୋ):   କୋଭିସିଲ୍‌ଡ ଟିକାର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ରହିବ ୧୨ରୁ ୧୬ ସପ୍ତାହ। ପ୍ରଥମ ଡୋଜରୁ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ ବୃଦ୍ଧି କରିବାକୁ କେନ୍ଦ୍ର ଟିକାକରଣ ପ୍ୟାନେଲ ପ୍ରସ୍ତାବ ଦେଇଛି। ବର୍ତ୍ତମାନ ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ୪ରୁ ୮ସପ୍ତାହ ରହିଛି। ତେବେ…

ରାଜ୍ୟ ସରକାର ଅର୍ଡର ଦେଇଥିବା କୋଭିସିଲ୍ଡ ଭ୍ୟାକସିନ୍‌ ଭୁବନେଶ୍ୱରରେ ପହଞ୍ଚିଲା

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ପହଞ୍ଚିଲା ରାଜ୍ୟ ସରକାର ଅର୍ଡର ଦେଇଥିବା କୋଭିସିଲ୍ଡ ଭ୍ୟାକସିନ୍‌ । ପ୍ରଥମ ପର୍ଯ୍ୟାୟରେ ଆଜି ଭୁବନେଶ୍ୱରରେ ପହଞ୍ଚିଛି କୋଭିସିଲ୍ଡର ଲକ୍ଷେ ଡୋଜ୍‌ । ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛି । ୧୮-୪୪ ବର୍ଷ ବର୍ଗର ଲୋକଙ୍କୁ ଏହି ଟିକା ଦିଆଯିବ ।…