ପ୍ରଥମ ଟେଷ୍ଟର ଚତୁର୍ଥ ଦିନ: ଲଞ୍ଚ୍ ବ୍ରେକ ସୁଦ୍ଧା ଭାରତର ସ୍କୋର ୮୪/୫, ନ୍ୟୁଜିଲାଣ୍ଡଠାରୁ ୧୩୩ ରନ୍ରେ ଆଗୁଆ;…
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କାନପୁରରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନ। କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମ୍ରେ ଚାଲୁଥିବା ମୁକାବିଲାରେ ଲଞ୍ଚ୍ ବ୍ରେକ୍ ହୋଇ ଯାଇଛି। ପ୍ରଥମ ଇନିଂସ୍ ସମ୍ପୂର୍ଣ୍ଣ ଭାବେ ନ୍ୟୁଜିଲାଣ୍ଡ ନାଁରେ ରହିଥିଲା। ଭାରତ-ନ୍ୟୁଜିଲାଣ୍ଡ…