Browsing Tag

cricket

ଜୁଲାଇରୁ ଆରମ୍ଭ ହେବ ମେଜର ଲିଗ୍‌ କ୍ରିକେଟ, ପ୍ରଥମ ସିଜିନରେ ଭାଗ ନେବେ ୬ଟି ଟିମ୍‌

ମେଜର ଲିଗ୍‌ କ୍ରିକେଟର ପ୍ରଥମ ସିଜିନ ୨୦୨୩ରେ ଖେଳାଯିବ । ପ୍ରଥମ ସିଜିନ ଟୁର୍ଣ୍ଣାମେଣ୍ଟରେ ପାଖାପାଖି ୬ଟି ଟିମ୍‌ ଭାଗ ନେବେ । ଏଥିମଧ୍ୟରୁ ୪ଟି ଟିମ୍‌ ଆଇପିଏଲ ଫ୍ରାଞ୍ଚାଇଜର ରହିବ । ଲିଗର ଆରମ୍ଭ ୨୦୨୩ରେ ହେବ । ଆଇପିଏଲ୍‌ ଫ୍ରାଞ୍ଚାଇଜ ମଧ୍ୟରେ କୋଲକତା ନାଇଟ ରାଇଡର୍ସ, ଚେନ୍ନାଇ ସୁପର…

ଟିମ୍‌ ଇଣ୍ଡିଆର ଖେଳାଳି ପୃଥ୍ଵୀ ଶ’ଙ୍କ କାରକୁ ଆକ୍ରମଣ, ସେଲଫି ନେବାକୁ ମନା କରିବାରୁ ଆକ୍ରମଣ ହୋଇଥିବା ସୂଚନା

ଟିମ୍‌ ଇଣ୍ଡିଆର ଖେଳାଳି ପୃଥ୍ଵୀ ଶ’ଙ୍କ ଉପରେ ଆକ୍ରମଣ । ପୃଥ୍ଵୀଙ୍କ କାରକୁ ମୁମ୍ବାଇରେ ଆକ୍ରମଣ ହୋଇଛି । ଆକ୍ରମଣ ସମୟରେ କାରରେ ପୃଥ୍ଵୀ ଶ’ ଏବଂ ତାଙ୍କର ଜଣେ ସାଙ୍ଗ କାରରେ ବସିଥିଲେ । ସେଲଫି ନେବା ପାଇଁ କିଛି ଲୋକ ତାଙ୍କୁ କହିଥିଲେ । ସେ ମନା କରିବାରୁ ତାଙ୍କ ଉପରେ ଆକ୍ରମଣ କରିଥିଲେ ।…

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ବର୍ଡ଼ର-ଗାଭାସ୍କର ଟେଷ୍ଟ ସିରିଜ୍‌, ନାଗପୁର ଠାରେ ପ୍ରଥମ ଟେଷ୍ଟ

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ବର୍ଡ଼ର-ଗାଭାସ୍କର ଟେଷ୍ଟ ସିରିଜ୍‌ । ନାଗପୁର ଠାରେ ଖେଳାଯିବ ପ୍ରଥମ ଟେଷ୍ଟ । ନମ୍ବର ଓ୍ଵାନ୍‌ ଓ ନମ୍ବର ଟୁ ଟେଷ୍ଟ ଟିମ୍‌ ମଧ୍ୟରେ ହେବ ଟକ୍କର । ବିଶ୍ୱ ର‍୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆ ଏକ ନମ୍ବର ଆଉ ଭାରତ ଦୁଇ ନମ୍ବରରେ ରହିଛି । ଆସେସ୍‌ ସିରିଜ୍‌ ଭଳି…

ଚାମ୍ପିଅନ ହେବା ପରେ ପଡିଆରେ ‘କାଲା ଚଷମା’ ଗୀତରେ ଡ୍ୟାନ୍ସ କଲେ ଅଣ୍ଡର-୧୯ ଟିମ୍‌ ଖେଳାଳି, ଦେଖନ୍ତୁ ଭିଡିଓ

ଅଣ୍ଡର-୧୯ ବିଶ୍ୱକପ ଜିତିବା ପରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଖୁସି ନ କହିଲେ ସରେ । ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଯାହାକୁ ଭାରତ ୭ ଓ୍ଵିକେଟରେ ଜିତିନେଇଥିଲା । ଇଂଲଣ୍ଡ ୧୭ ଓଭରରେ ୬୮ ରନରେ ଅଲଆଉଟ୍‌ ହୋଇଥିଲା । ତେବେ ବିଶ୍ୱକପ…

ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟି-୨୦ ମୁକାବିଲାରେ ଭାରତର ୬ ଓ୍ଵିକେଟରେ ବିଜୟ

ଲକ୍ଷ୍ନୌ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟି-୨୦ ମୁକାବିଲାରେ ଭାରତ ୬ ଓ୍ଵିକେଟରେ ବିଜୟଲାଭ କରିଛି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦମଦାର ବୋଲିଂ ଓ ଫିଲ୍ଡିଂ ସତ୍ତ୍ୱେ ଭାରତ ପାଇଁ ବିଜୟ ସହଜ ହୋଇ ନଥିଲା । ଭାରତକୁ ବିଜୟ ପାଇଁ ଶେଷ ବଲ୍‌ ଯାଏ ଅପେକ୍ଷା କରିବାକୁ ପଡିଥିଲା…

ଅର୍ଜୁନ ତେନ୍ଦୁଲକରଙ୍କ ବଡ଼ ଧମାକା! ରଣଜୀ ଡେବ୍ୟୁରେ କଲେ ଶତକ; ଦୋହରାଇଲେ ସଚିନଙ୍କ ଭଳି କାରନାମା

ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରଣଜୀ ଟ୍ରଫିରେ କମାଲ କରିଛନ୍ତି। ଗୋଆ ପାଇଁ ନିଜର ଡେବ୍ୟୁ ମ୍ୟାଚ୍‌ରେ ଅର୍ଜୁନ ଜବରଦସ୍ତ ଶତକ ଯୋଡ଼ିଛନ୍ତି। ସେ ୧୭୯ ବଲ୍‌ରେ ଏହି ଶତକ ପୂରଣ କରିଛନ୍ତି। ରଣଜୀ ଟ୍ରଫିରେ ଗୋଆ ସହ ରାଜସ୍ଥାନର ମ୍ୟାଚ୍‌ ଖେଳାଯାଉଛି ଏବଂ…

ଭାରତୀୟ ମହିଳା କ୍ରିକେଟ୍‌ ଟିମର ରୋମାଞ୍ଚକର ବିଜୟ, ସୁପର ଓଭରରେ ହରାଇଲା ଅଷ୍ଟ୍ରେଲିଆକୁ

କେନ୍ୟୁଜ୍(ବ୍ୟୁରୋ): ଭାରତୀୟ ମହିଳା କ୍ରିକେଟ୍‌ ଟିମର ରୋମାଞ୍ଚକର ବିଜୟ । ଦ୍ୱିତୀୟ ଟି-ଟେ୍ଵଣ୍ଟିରେ ସୁପର ଓଭରରେ ଅଷ୍ଟ୍ରେଲିଆକୁ ହରାଇଲା । ଧୂଆଁଧାର ଇନିଂସ ଖେଳିଲେ ସ୍ମୃତି ମାନ୍ଧାନା । ମ୍ୟାଚ୍‌ ଟାଇ ହେବାରୁ ସୁପର ଓଭର୍‌ ହୋଇଥିଲା । ଭାରତ ଗୋଟିଏ ଓ୍ଵିକେଟ ହରାଇ କରିଥିଲା ୨୦ ରନ୍‌ ।…

ମ୍ୟାଚ୍‌ରେ ବଡ଼ ଦୁର୍ଘଟଣା! କ୍ରିକେଟର ଚମିକା କରୁଣାରତ୍ନେଙ୍କ ମୁହଁରେ ବାଜିଲା ବଲ୍‌, ଭାଙ୍ଗିଲା ଦାନ୍ତ…ତୁରନ୍ତ କରାଗଲା…

ଶ୍ରୀଲଙ୍କାରେ ବର୍ତ୍ତମାନ ଘରୋଇ ଟୁର୍ଣ୍ଣାମେଣ୍ଟ ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌) ୨୦୨୨ ସିଜନ ଖେଳା ଯାଉଛି। ଏହି ସମୟରେ ଏକ ମ୍ୟାଚ୍‌ରେ ବଡ଼ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଜଣେ ଷ୍ଟାର ଖେଳାଳି ଗୁରୁତର ଭାବେ ଆହତ ହୋଇଛନ୍ତି। ଖେଳାଳି ଜଣକ ହେଉଛନ୍ତି, ଶ୍ରୀଲଙ୍କାର ଅଲରାଉଣ୍ଡର ଚମିକା…

ଓ୍ଵାସିମ ଆକ୍ରମଙ୍କ ବଡ ଖୁଲାସା, ଡ୍ରଗ୍ସ ଓ କୋକିନ ଯୋଗୁଁ ମୋ କ୍ୟାରିଅର ଓ ଜୀବନ ନଷ୍ଟ ହୋଇଗଲା

ଟି-୨୦ବିଶ୍ୱକପରେ ଲଗାତାର ଦୁଇ ଦୁଇଟି ମ୍ୟାଚ୍‌ ପାକିସ୍ତାନ ହାରିବା ପରେ ଦେଶବାସୀ ଏବଂ ଫ୍ୟାନ୍ସଙ୍କ ମନୋବଳ ଭାଙ୍ଗିଯାଇଛି। ବାରମ୍ବାର ଖେଳାଳିଙ୍କୁ ଟ୍ରୋଲ କରୁଛନ୍ତି ଫ୍ୟାନ୍ସ। ତେବେ ପାକିସ୍ତାନ କ୍ରିକେଟ ସହିତ ଜଡିତ ଅନେକ ଏମିତି କଥା ରହିଛି, ଯାହା ଫ୍ୟାନ୍ସଙ୍କୁ ବିଚଳିତ କରୁଛି।…

ଆସନ୍ତା ୩୦ରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌, ଆଟାକିଂ ମୁଡରେ ଭାରତୀୟ ବୋଲର

କେନ୍ୟୁଜ୍ : ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଅନ୍ୟ ଦଳ ଠାରୁ ଭାରତୀୟ ଦଳର ପ୍ରଦର୍ଶନ ସବୁଠୁ ଭଲ ରହିଛି । ଲଗାତାର ଦୁଇଟି ମ୍ୟାଚ୍ ଖେଳି ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ପ୍ରଥମେ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଏବଂ ତା ପରେ ନେଦରଲାଣ୍ଡସକୁ ହରାଇ ଦଳ ଏବେ ସୁପର-୧୨ ରାଉଣ୍ଡ…

କୌଣସି ଅଭିନେତ୍ରୀଙ୍କଠାରୁ କମ୍‌ ନୁହଁନ୍ତି ଶୁଭମନ ଗିଲ୍‌ଙ୍କ ଭଉଣୀ ଶହନିଲ ଗିଲ୍‌…ବିକିନୀରୁ ଦେଶୀ ଅବତାର ପର୍ଯ୍ୟନ୍ତ…

ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍‌ ୨୩ ବର୍ଷ ବୟସରେ ହିଁ ପୂରା ଦୁନିଆରେ ନିଜର ପରିଚୟ ସୃଷ୍ଟି କରି ସାରିଛନ୍ତି। ଶୁଭମନ ଗିଲ୍‌ଙ୍କ ଭଉଣୀ ମଧ୍ୟ କୌଣସି ଅଭିନେତ୍ରୀଙ୍କଠାରୁ କମ୍ ନୁହଁନ୍ତି। ସେ ମଧ୍ୟ ସୋସିଆଲ ମିଡିଆରେ ଛାଇ ରହିଛନ୍ତି। ଫ୍ୟାନ୍‌ମାନେ ତାଙ୍କ…

IPL ପାଇଁ ଏବେଠାରୁ ଧୋନିଙ୍କ ପ୍ରସ୍ତୁତି, ଭାଇରାଲ ହେଉଛି ରାଞ୍ଚି ଷ୍ଟାଡିୟମର ନେଟ୍‌ ପ୍ରାକ୍ଟିସ୍‌ ଭିଡ଼ିଓ

ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପ୍ଟେନ୍‌ ଏବଂ ଜଣେ ଦକ୍ଷ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଆଗାମୀ ଆଇପିଏଲ୍‌ ପାଇଁ ଏବେଠାରୁ ହିଁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଝାଡ଼ଖଣ୍ଡର JSCA International Stadium ରେ ସେ ଅଭ୍ୟାସ କରୁଥିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭାରତୀୟ କ୍ରିକେଟ…