ଏବେ ଜେଲ୍ରୁ ବାହାରିବାକୁ ଚାହୁଁ ନାହାନ୍ତି ଶ୍ରଦ୍ଧା ହତ୍ୟାର ଅଭିଯୁକ୍ତ; ଜାମିନ ଆବେଦନ ପ୍ରତ୍ୟାହାର କରିନେଲେ…
ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ଆଫ୍ତାବ ଅମିନ ପୁନାୱାଲା ସାକେତ କୋର୍ଟରୁ ନିଜର ଜାମିନ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି। ଆଫ୍ତାବଙ୍କ ଜାମିନ ଆବେଦନ ଉପରେ ଶୁଣାଣି ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିଲା। ତାଙ୍କ ଓକିଲ ପହଞ୍ଚି ନ ଥିବାରୁ କୋର୍ଟ ପୂର୍ବାହ୍ନ ୧୧ଟାର ସମୟ ଦେଇଥିଲେ।…