Browsing Tag

drinking water problem

ଖରା ଆରମ୍ଭରୁ ଜଳକଷ୍ଟ : ପାଣି ପାଇଁ ଗରା, ମାଠିଆ ଧରି ରାସ୍ତା ଉପରେ ବସିଲେ ମହିଳା

ଉଦଳା (କେନ୍ୟୁଜ): ଖରା ଆରମ୍ଭରୁ ଜଳକଷ୍ଟ । ପାଣି ପାଇଁ ରାସ୍ତାରୋକ । ଗରା, ମାଠିଆ ଧରି ରାସ୍ତା ଉପରେ ବସିଲେ ମହିଳା । କପ୍ତିପଦା - ଠାକୁରମୁଣ୍ଡା ରାସ୍ତା ବେଗୁନିଆ ଛକ ନିକଟରେ ରାସ୍ତା ଅବରୋଧ ଫଳରେ ବାଧାପ୍ରାପ୍ତ ହୋଇଛି ଯାନବାହାନ ଚଳାଚଳ । ମୟୂରଭଞ୍ଜ କପ୍ତିପଦା ବ୍ଲକ ରାଣୀପୋଖରୀ…

ଖରାଦିନ ଆରମ୍ଭରୁ ଦୟନୀୟ ପରିସ୍ଥିତି: ପାହାଡ ପର୍ବତ ଘେରା ଏହି ଗାଁରେ ଅଚଳ ନଳକୂପ, ଶୋଷ ମେଣ୍ଟାଉଛି ଚୁଆପାଣି

କାମାକ୍ଷାନଗର(କେନ୍ୟୁଜ): ଖରାଦିନ ଆରମ୍ଭରୁ ଦୟନୀୟ ପରିସ୍ଥିତି । ନଳକୂପ ଗୁଡିକ ଅଚଳ ହୋଇପଡିଛି । ଯାହାଫଳରେ ଚୁଆପାଣି ମେଣ୍ଟାଉଛି ଶୋଷ । ବସୁଦ୍ଧା ଯୋଜନାରେ ପ୍ରତ୍ୟେକ ଘରକୁ ଘର ଶୁଦ୍ଧ ପାନୀୟ ଜଳ ଦେବା ପାଇଁ ଯୋଜନା ରହିଥିବା ବେଳେ ବାସ୍ତବରେ ତାହା କେତେଦୂର ଲୋକଙ୍କ ପାଖରେ ପହଁଚି…

ଚାଷ ଜମିରେ ଚୁଆ ଖୋଳି ଦୂଷିତ ପାଣିକୁ ସଂଗ୍ରହ କରୁଛନ୍ତି ଗାଁ ଲୋକେ, ଫେଲ୍‌ ମାରିଛି ପାନୀୟ ଜଳ ପ୍ରକଳ୍ପ

ନୂଆପଡା (କେନ୍ୟୁଜ): ଦୁର୍ଗମ ପାହାଡିଆ ଅଂଚଳରେ ଗ୍ରୀଷ୍ମ ପୂର୍ବରୁ ଲୋକଙ୍କ ଜଳ କଷ୍ଟ ବୃଦ୍ଧି ପାଇବାରେ ଲାଗିଛି । ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠାକାର ଲୋକେ । ନୂଆପଡା ଜିଲା କୋମନା ବ୍ଲକ ଦୁର୍ଗମ ଭୁରୁଆମୁଣ୍ଡା ବୀରସିଂପଡା ଗାଁରେ ପାନୀୟ ଜଳ ସମସ୍ୟା…

ଗାଁରେ ପାନୀୟ ଜଳର ଅଭାବ, ପ୍ରତିବାଦରେ ରାସ୍ତାରୋକ କଲେ ଗ୍ରାମବାସୀ

ପ୍ରତିଶୃତି ଦେଇଥିଲେ । ହେଲେ କଥା ଦେଇ କଥା ରଖିଲେନି । ଆଜି ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ବର୍ଷ ବର୍ଷ ଧରି ପ୍ରତିଶୃତି ଶୁଣି ଶୁଣି ଶେଷରେ ପାଣି ଟୋପାଏ ପାଇଁ ବାଧ୍ୟ ହେଲେ ରାସ୍ତାରୋକ କରିବାକୁ । ଗ୍ରୀଷ୍ମଋତୁ ଆସିଲାଣି ଧିରେ ଧିରେ ବଢ଼ିଲାଣି ତାତି । ପାଣି ଟୋପାଏ…

ଗ୍ରୀଷ୍ମ ପୂର୍ବରୁ ଜଳକଷ୍ଟ: ଦୁର୍ଗନ୍ଧ ପାଣି ପିଇ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡୁଛନ୍ତି ଗାଁ ଲୋକେ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । କୂପ ଓ ନଳକୂପ ଗୁଡିକ ବହୁ ପୁରୁଣା ହୋଇଥିବାରୁ ଏହାର ଗୋଳିଆ ଓ ଆଇରନ୍ ମିଶା ପାଣି ଉପଯୋଗୀ ହୋଇରହିନାହିଁ । ପ୍ରାୟ ତିନିବର୍ଷ ତଳେ ବସୁଧା ଯୋଜନାରେ ପ୍ରତି ଘରକୁ ପାଣି ଯୋଗାଇବାକୁ ପାଇପ୍…

ମିଳୁନି ପିଇବା ପାଣି, ବିଶୁଦ୍ଧ ପାଣି ବୁନ୍ଦାଏ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ

ପାନୀୟଜଳ ପାଇଁ କୋଟିକୋଟି ଟଙ୍କାର ପ୍ରକଳ୍ପ କରାଯାଉଥିବା ବେଳେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଳକ ବାଲିପଶି ଗ୍ରାମପଞ୍ଚାୟତ ସଂସାମରା ଗ୍ରାମରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । ଏଠାରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଲୋକେ ବିଶୁଦ୍ଧ ପାଣି ବୁନ୍ଦାଏ ପାଇଁ ଅନେକ ହଇରାଣ ହରକତ…

ପାନୀୟ ଜଳ ସହ ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ, କରୁଛନ୍ତି ଅନେକ ଅସୁବିଧାର ସାମ୍ନା

ଖଣି ଖାଦାନଭରା ସୁନ୍ଦରଗଡ଼ ଜିଲ୍ଲା ଏଠି ଜିଲ୍ଲା ଖଣିଜ ପାଣ୍ଠି ସହ ଓମ୍ବାଡସ ଅନୁଦାନରେ ବିଭିନ୍ନ ପ୍ରକଳ୍ପ କରାଯାଉଛି, ମାତ୍ର ଏଠି ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିଶୁଦ୍ଧ ପାନୀୟ ଜଳ ସହ ଆବାସ ଯୋଜନାରୁ ବଞ୍ଚିତ ଏଠାକାର ଅନେକ ହିତାଧିକାରୀ । ଏ କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ…

ପାନୀୟ ଜଳ ପାଇଁ ହନ୍ତସନ୍ତ ଭୁଷଲାଡ ଗାଁ ଲୋକେ, ୨୦ ଦିନ ହେବ ବନ୍ଦ ରହିଛି ଜଳ ଯୋଗାଣ

ସରକାର ପାନୀୟ ଜଳ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ କରୁଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକର ଭୁଷଲାଡ ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ ପାନୀୟ ଜଳ ସମସ୍ୟା ଉତ୍କଟ ରୁପ ଧାରଣ କରିଛି । ଲୋକେ ବିଶୁଦ୍ଧ ପାଣି ବୁନ୍ଦାଏ ପାଇଁ ଅନେକ ହଇରାଣ ହରକତ ହେଉଛନ୍ତି । ବଲାଙ୍ଗିର ଜିଲ୍ଲା…

ସୋଲାର ପମ୍ପ ଅଚଳ ପାଇଁ ପିଇବା ପାଣି ଚିନ୍ତା, ନଳକୂପ ଉପରେ ଭରସା କରିଛନ୍ତି ୨୫ରୁ ଉର୍ଦ୍ଧ୍ୱ ପରିବାର

ସୋଲାର ପ୍ରକଳ୍ପ ଖରାପ ଯୋଗୁଁ ପିଇବା ପାଣି ପାଇଁ ଚିନ୍ତାରେ ୱାର୍ଡବାସୀ । ଯେତେ ଅଭିଯୋଗ ହେଉଛି ତଥାପି ମିଳୁନି କିଛି ଫଳ । ଫଳରେ ଗୋଟିଏ ନଳକୂପ ଉପରେ ଭରସା କରିଛନ୍ତି ପ୍ରାୟ ୨୫ରୁ ଉର୍ଦ୍ଧ ପରିବାର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ସୁନିତୀ ପଞ୍ଚାୟତ ୧ ନମ୍ବର ଓ୍ବାର୍ଡରେ ପିଇବା…

ତାତିଲେ ଗ୍ରାମବାସୀ : ପାଣି ପାଇଁ ଗରା-ବାଲଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା

ଉଦଳା (କେନ୍ୟୁଜ): ପାଣି ପାଇଁ ରାସ୍ତାରୋକ। ଗରା, ବାଲ୍‌ଟି ଧରି ରାଜପଥ ଅବରୋଧ କଲେ ଶହ ଶହ ଗ୍ରାମବାସୀ। ପାଣି ଟୋପାଏ ପାଇଁ ରାସ୍ତା ଅବରୋଧ କରିଛନ୍ତି ଉଦଳା କପ୍ତିପଦା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଆଦରପଦା ଗ୍ରାମବାସୀ। ବାରମ୍ବାର ପାଣି ଟୋପାଏ ପାଇଁ ଦାବି ପରେ ମଧ୍ୟ ପ୍ରଶାନ ପକ୍ଷରୁ…

ପାଣି ଟୋପାଏ ପାଇଁ ଡହଳ ବିକଳ ଗାଁ ଲୋକେ, ଜଙ୍ଗଲ ଭିତର ପୋଖରୀରେ ଥିବା ଚୁଆ ଭରସା

କେନ୍ୟୁଜ୍‌(ବ୍ୟୁରୋ): ପାଣି ଟୋପାଏ ପାଇଁ ଡହଳ ବିକଳ ଗାଁ ଲୋକେ । କାଦୁଅ ଭର୍ତ୍ତି ପୋଖରୀର ଚୁଆ ପାଣି ଏକମାତ୍ର ଭରସା । ଅନ୍ୟାନ୍ୟ ସୁବିଧା ସୁଯୋଗ ତ ଦୂରର କଥା ଏମାନଙ୍କ ଭାଗ୍ୟରେ ବିଶୁଦ୍ଧ ପାଣି ଟୋପାଏ ମିଳିବା ସାତ ସପନ । ଫଳରେ ପୋଖରୀ ଚୁଆରୁ ବାହାରୁଥିବା ମଇଲା ପାଣି ପିଇବାକୁ ବାଧ୍ୟ…

ଆଠଗଡ଼ ରାଜବଲ୍ଲଭପୁର ଗାଁରେ ପାନୀୟ ଜଳ ସମସ୍ଯା, ନାଳ ପାଣି ପିଇବାକୁ ବାଧ୍ଯ ହେଉଛନ୍ତି ଏଠାକାର ବାସିନ୍ଦା

ଆଠଗଡ଼(କେନ୍ଯୁଜ୍):  ଆଠଗଡ଼ ବ୍ଲକ ଅନ୍ତର୍ଗତ ଗୋବରା ପଞ୍ଚାୟତ ଅଧୀନ ରାଜବଲ୍ଲଭପୁର ଗାଁ। ଏହି ଗାଁ ପାଖାପାଖି ପାଞ୍ଚ ଶହରୁ ଅଧିକ ଲୋକ ବସବାସ କରନ୍ତି। କିନ୍ତୁ ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଏଠାରେ ଦେଖା ଦେଇଛି  ପାନୀୟ ଜଳ ସମସ୍ଯା। ଟିକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି…