ଦିନକ ପରେ ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିବ ପ୍ରଚାର
ଦିନକ ପରେ ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିବ ପ୍ରଚାର । ୨୦ ତାରିଖରେ ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ହେବ ଭୋଟ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଆସନରେ ନେତା ବାଝିବେ ଭୋଟର ।
କିଏ ଭୋଟରଙ୍କୁ ଆକୃଷ୍ଟ କରିପାରିବ, କାହାକୁ…