Browsing Tag

elephant

ଥାଇଲାଣ୍ଡ: ରାତିରେ ଆସୁଥିଲା ଅଜବ ଶବ୍ଦ, ଘର ଲୋକ ଉଠିକି ଦେଖିଲେ ତ ରୋଷେଇ ଘରେ ଛିଡ଼ା ହୋଇଥିଲା ବିଶାଳକାୟ ଭୋକିଲା ହାତୀ

ଥାଇଲାଣ୍ଡର ହୁଆ ହିନ ଜିଲାରେ ଜଙ୍ଗଲି ହାତୀକୁ ନେଇ ଘଟିଥିବା ଏକ ଘଟଣାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଠାରେ ଏକ ଜଙ୍ଗଲି ହାତୀ ଭୋକ ଲାଗିବାରୁ ସିଧା ରୋଷେଇ ଘର ଭିତରକୁ ପଶି ଆସିଥିଲା। ହାତୀଟି ପ୍ରଥମେ ଜଣଙ୍କ ଘରେ ପଶିଥିଲା ଏବଂ ପରେ ରୋଷେଇ ଘର କାନ୍ଥ ଭାଙ୍ଗି ଭିତରକୁ ଧସେଇ ପଶି ଯାଇଥିଲା।…

କେନ୍ଦୁଝର ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

କେନ୍ଦୁଝର : ଜଙ୍ଗଲ ଛାଡି ଗାଁ ମୁହାଁ ହାତୀପଲ। କେନ୍ଦୁଝର ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ । ଖଣ୍ଡବନ୍ଧ ଲୁହା ଖଣିରେ ଏକ ଦଶ ଟିକିଆ ହାତୀ ପଲ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା । ଖଣି କାର୍ଯ୍ୟ ଚାଲୁଥିବା ବେଳେ ଏହି ହାତୀ ପଲ ବେଧଡକ ପଶିଥିଲେ । ହାତୀ ପଲକୁ ଦେଖି ଖଣିରେ କାର୍ଯ୍ୟ…

ସୋରଡା ବନାଞ୍ଚଳ ନାଠିପଡ଼ା ଫରେଷ୍ଟ ନିକଟ କାଜୁ ଜଙ୍ଗଲରୁ ଦନ୍ତାର ମୃତଦେହ ଉଦ୍ଧାର

ସୋରଡା: ବିଦ୍ୟୁତ ତାର ଲାଗି ଦନ୍ତା ମୃତ। ଗଞ୍ଜାମ ଜିଲ୍ଲା ସୋରଡା ବନାଞ୍ଚଳ ନିକଟ ନାଠିପଡ଼ା ଫରେଷ୍ଟ ନିକଟ କାଜୁ ଜଙ୍ଗଲରୁ ହାତିର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀର ବୟସ ୨୫ ବର୍ଷ ହେବ। ଏହି ଜଙ୍ଗଲ ଦେଇ ୮ଟି ହାତୀ ପ୍ରତିଦିନ ଯିବା ଆସିବା କରିଥାନ୍ତି। ହାତୀ ପଲରେ ୨ଟି ଦନ୍ତା ହାତୀ…

କର୍ଲାପାଟ ଅଭୟାରଣ୍ୟ ଘୁଷୁରୀଗୁଡି ଅଞ୍ଚଳରୁ ହାତୀ ଛୁଆର ମୃତଦେହ ଉଦ୍ଧାର

ଭବାନୀପାଟଣା: ପୁଣି ହାତୀ ଛୁଆର ମୃତଦେହ ଉଦ୍ଧାର । କର୍ଲାପାଟ ଅଭୟାରଣ୍ୟ ଘୁଷୁରୀଗୁଡି ଅଞ୍ଚଳରୁ ହାତୀ ଛୁଆର ମୃତଦେହ ଠାବ । ମୃତ ହାତୀ ଛୁଆର ବୟସ ୩ରୁ ୬ ମାସ ହେବ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ମୃତଦେହ ଉଦ୍ଧାର କରାଯାଇଛି । ଗତ ଫେବୃୟାର ମାସରେ…

ଗଜପତି ଚନ୍ଦ୍ରଗିରି ବନାଞ୍ଚଳର ବିଭିନ୍ନ ଗାଁରେ ହାତୀ ଉପଦ୍ରବ

ମୋହନା:  ଗତ ୩ ଦିନ ଧରି ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳର ବଡପଦା, ସିନ୍ଧବା, ତମ୍ପା, କୁମୁଟି ପଙ୍କାଳ ଏସବୁ ଗାଁ ଗୁଡିକରେ ଜଙ୍ଗଲୀ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲରେ ୪ଟି ଛୁଆ, ଦୁଇଟି ଦନ୍ତା ଏବଂ ୯ଟି ମାଇଁହାତୀ ରହିଥିବା ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ସୂଚନା…

ଆଠଗଡ ତିଗିରିଆ ବିନ୍ଧାଣୀରେ ଖାଲରେ ଫସିଲେ ଦୁଇଟି ଦନ୍ତା ହାତୀ

ଆଠଗଡ(କେ ନ୍ୟୁଜ): ଖାଲରେ ଫସିଲା ହାତୀ । ଆଠଗଡ ତିଗିରିଆ ବିନ୍ଧାଣୀ ମା' ବଳଦ ବନ୍ଧା ମୁଣ୍ଡିଆ ନିକଟ ଖାଲରେ ଫସିଥିଲେ ୨ ଦନ୍ତା । ଗୋଟିଏ ହାତୀ ବାହାରି ଆସିଥିବାବେଳେ ଆଉ ଗୋଟିଏ ଫସି ରହିଛି । ରାତିରେ ଜଙ୍ଗଲ ମଧ୍ୟରେ ବୁଲୁଥିବାବେଳେ ପଡିଯାଇଥିବା ଅନୁମାନ କରାଯାଉଛି। ସକାଳୁ ସ୍ଥାନୀୟ ଲୋକ…

ମା’ ଘରକୁ ଯାଉଥିବା ବେଳେ ମହିଳାଙ୍କୁ ଦଳି ଦେଲା ଦନ୍ତା, ବର୍ତ୍ତିଗଲେ ସ୍ୱାମୀ

ରାଇରଙ୍ଗପୁର : ପୁଣି ଦନ୍ତା ହାତୀ ନେଲା ଜଣେ ମହିଳାଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ ଅନ୍ତର୍ଗତ ପିଢାକଟା ଜଙ୍ଗଲରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ପନଖି ଗ୍ରାମର କେଶବ ଦେହୁରୀ ସ୍ତ୍ରୀଙ୍କ ସହ ପୀଢାକଟା ଜଙ୍ଗଲ ଦେଇ ପୁନାସିର ମା ଘର ବାଙ୍କୀ…

ଆସାମ ନାଗାଓଁ ଅଞ୍ଚଳରେ ଅଭାବନୀୟ ଘଟଣା: ବଜ୍ରପାତ ନେଲା ୧୮ଟି ହାତୀଙ୍କ ଜୀବନ

ଆସାମ: ବଜ୍ରପାତ ନେଲା ଗଜରାଜଙ୍କ ଜୀବନ । ଗୋଟିଏ ନୁହେଁ କି ଦୁଇଟି ନୁହେଁ । ଏକାବେଳେ ବଜ୍ରପାତରେ ୧୮ଟି ହାତୀଙ୍କ ମୃତ୍ୟୁ । ଆସାମ ନାଗାଓଁ ଅଞ୍ଚଳରେ ହାତୀ ମୃତ୍ୟୁ ହୋଇଛି । ଦୁର୍ଗମ ପାର୍ବତ୍ୟାଞ୍ଚଳରେ ହାତୀମାନେ ଧାଡ଼ି ହୋଇ ଯିବା ସମୟରେ ବଜ୍ରପାତ ହୋଇଥିଲା । ଗୋଟିଏ ପରେ ଗୋଟିଏ ହାତୀ…

ହାତୀର କ୍ରିକେଟ ଖେଳ ଭିଡିଓ ଦେଖି ବିରେନ୍ଦ୍ର ସେହବାଗ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଏହି ଭାଇରାଲ ଭିଡିଓ

ହାତୀ ହେଉଛି ପଶୁ ମାନଙ୍କ ମଧ୍ୟରେ ବିଶାଳକାୟ ପଶୁ । ଶରୀର ଯେପରି ବିଶାଳ ବୁଦ୍ଧିରେ ମଧ୍ୟ ସେପରି ଚତୁର । ସର୍କସରେ ମଧ୍ୟ ଏମାନଙ୍କ ବୁଦ୍ଧିକୁ ଆପଣ ଦେଖିଥବେ । ଜଙ୍ଗଲରେ ରହୁଥିବା ଏହି ପଶୁ ବେଶ ବିପଦଜନକ ମଧ୍ୟ । କିନ୍ତୁ ଏମାନଙ୍କ ମଧ୍ୟରେ ରହିଛି ବୁଝିବାର ଶକ୍ତି । ତେବେ ଆଜି ଆମେ ଆପଣଙ୍କୁ…

କେନ୍ଦୁଝର: ଟ୍ରେନ୍‌ ଧକ୍କାରେ ଗୁରୁତର ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କେନ୍ଦୁଝର: ଟ୍ରେନ୍‌ ଧକ୍କାରେ ଗୁରୁତର ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡପଟା ରେଳ ଷ୍ଟେସନ୍‌ ନିକଟ ବାଘୁଆ ନାଳ ନିକଟରେ ଏକ ଦନ୍ତା ରାସ୍ତା ପାର ହେଉଥିବାବେଳେ ମାଲବାହୀ ଟ୍ରେନ୍‌ ହାତୀକୁ ଧକ୍କା ଦେଇଥିଲା। ଫଳରେ ହାତୀଟି…

ରାଇରଙ୍ଗପୁର ବନଖଣ୍ଡ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ମୃତ, ଜଣେ ଗୁରୁତର

ରାଇରଙ୍ଗପୁର: ହାତୀ ଆକ୍ରମଣରେ ଦୁଇ ମୃତ, ଜଣେ ଗୁରୁତର। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ଏହି ଅଘଟଣ ଘଟିଛି। ବିଶୋଇ ଥାନା ଦୁଧକୁଣ୍ଡି ଅଞ୍ଚଳର ୩ଜଣ ମହିଳା ଜଙ୍ଗଲକୁ ରାଇଫଳ ଆଣିବାକୁ ଯାଇଥିବା ହାତୀ ଆକ୍ରମଣର ଶିକାର ହୋଇଥିଲେ। ମୃତକ…

ଅନୁଗୁଳ: ଆମ୍ବ ଗୋଟାଇବାବେଳେ ମହିଳାଙ୍କୁ ଦଳିଦେଲା ହାତୀ

ଅନୁଗୁଳ: ପୁଣି ହାତୀ ନେଲା ଜୀବନ। ଆମ୍ବ ଗୋଟାଇବାବେଳେ ଦଳିଦେଲା।  ଅନୁଗୁଳ ତଳଗଡ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ମହିଳା । ମୃତକ ମହିଳା…