ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ପୋଡ଼ିଗଲା ୧୫ ଭରଣ ଜମିର ଧାନ
ସୋରଡା : ଧରାକୋଟ ବ୍ଳକ କୁଶରାଵ ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ୪ ଚାଷୀଙ୍କ ୩ ଏକକ ଜମିର ଧାନ । ଗ୍ରାମର ବିଶ୍ୱନାଥ ସାହୁ,ଶ୍ରୀନିବାସ ଗୌଡ଼, କାହ୍ନୁ ଗୌଡ଼ ଓ ଘନ ଗୌଡ଼ଙ୍କ ଜମିର ଧାନ ଅମଳ ପାଇଁ ରଖିଥିଲେ । ହେଲେ ବିଳମ୍ବିତ ରାତ୍ର ରେ କେହି ଦୁର୍ବୁତ…