Browsing Tag

farmer

କେହି ଶୁଣିଲେନି, ନିଜ ଜମିର ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଚାଷୀ

ପାଟଣାଗଡ଼ : ଚାଷ କାମ ଯାହାର କେଡେ ସୁଖ ତାହାର, ସେହି ସିନା ଦୁନିଆକୁ ଯୋଗାଉଛି ଆହାର । ଏ ଉକ୍ତିଟି ଧୀରେ ଧୀରେ ଭୁଲ ପ୍ରମାଣିତ ହେବାକୁ ବସିଲାଣି। ଚାଷୀ ପାଇଁ ସବୁବେଳେ କେବଳ ଦୁଃଖ ହିଁ ଦୁଃଖ । କେତେବେଳେ ବର୍ଷା ତ କେତେବେଳେ ମରୁଡି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଥିବା ବେଳେ ଚାଷୀଙ୍କୁ…

ଚାଷୀଙ୍କୁ ମିଳୁନି, ହେଲେ ସରକାରୀ କୀଟନାଶକ ଔଷଧରେ ନିଆଁ ଲଗାଇ ଦିଆଯାଉଛି

ଉମରକୋଟ : ଆସିଲାଣି ମୌସୁମୀ । ବର୍ଷା ଆରମ୍ଭ ହେବା ପରେ ଚାଷ କାମ ଆରମ୍ଭ କଲେଣି ଚାଷୀ । ଚାଷ ପାଇଁ ଆବଶ୍ୟକ ଔଷଧ ଓ କୀଟନାଶକ ପାଇଁ ଚାଷୀ ଆସୁଛନ୍ତି । କିନ୍ତୁ ସେ ସବୁ ନପାଇ ଫେରି ଯାଉଛନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ କୃଷି ସୂଚନା ଓ ପରାମର୍ଶ…

ଚାଷୀଙ୍କୁ ମିଳିଲା ପିଏମ୍ କିଷାନ ନିଧି ଯୋଜନାର ୧୭ତମ କିସ୍ତି, ଉପକୃତ ହେଲେ ଅନେକ ଚାଷୀ

ବରଗଡ଼(କେନ୍ୟୁଜ): ଚାଷୀଙ୍କ ଜମାଖାତାକୁ ଗଲା ପିଏମ କିଷାନ ଟଙ୍କା । ଏନେଇ ବେଶ ଖୁସି ଅଛନ୍ତି ଚାଷୀ । ବାରଣାସୀରେ ଆୟୋଜିତ କାର୍ଯ୍ୟକ୍ରମରେ ପିଏମ୍ କିଷାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କାକୁ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୯ କୋଟି ୨୬ ଲକ୍ଷ ଚାଷୀଙ୍କ…

ଧାନ ତଳି ପକାଇବା ପାଇଁ ବିଲରୁ ଘାସ କାଟି ସଫା କରୁଥିଲେ, ଇଲେକ୍ଟ୍ରି ତାର ଲାଗି କୈଳାସଙ୍କ ମୃତ୍ୟୁ

ମାର୍ଶାଘାଇ(କେନ୍ୟୁଜ): ସକାଳୁ ସକାଳୁ ଯାଇଥିଲେ କ୍ଷେତକୁ । ଧାନ ତଳି ପକାଇବା ପାଇଁ । ହେଲେ ସେ କଣ ଜାଣିଥିଲେ ତାଙ୍କର ଏହି କାମ ଜୀବନର ଶେଷ କାମ ହୋଇଯିବ ବୋଲି । ବିଲ କାମ କରି ଯେଉଁ ଫସଲ ହେଉଥିଲା ସେଥିରେ ସୁରୁଖୁରୁରେ ତାଙ୍କ ପରିବାର ଚଳୁଥିଲା । ବିଲ କାମ ଅଧାରେ ରହିଗଲା । ଆଉ ଚାଲିଗଲା…

ପ୍ରଚଣ୍ଡ ଶବ୍ଦରେ ଫାଟିଲା ଆସ୍‌ ପଣ୍ଡ ପାଇପ୍‌, ଛଅ ଏକର ଚାଷ ଜମିରେ ମାଡ଼ିଗଲା ପାଉଁଶ ପାଣି

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ପିଙ୍ଗୁଆ ଗ୍ରାମ ଦେଇ ଯାଇଥିବା ଏକ ଆସ୍‌ ପାଇପ ଲାଇନ୍ ଫାଟି ଗାଁରେ ସୃଷ୍ଟି ହୋଇଛି ଏମିତି ପରିସ୍ଥିତି । ପିଙ୍ଗୁଆ ଗ୍ରାମ ଦେଇ ଯାଇଥିବା ଏହି ଆସ୍‌ ପାଇପ ଲାଇନ୍‌ କୌଣସି କାରଣରୁ ଫାଟି ଯାଇଥିଲା । ଏହା ଏତେ ଜୋରରେ ଫାଟିଥିଲା ଯେ ଭୟଙ୍କର ଶବ୍ଦ ହୋଇଥିଲା ।…

ଗଛରେ ଖିଲିଖିଲି ହସୁଛି ପେନ୍ଥା ପେନ୍ଥା ଆମ୍ବ , ନୂତନ ଜ୍ଞାନକୌଶଳ ଚାଷ କରି ଲକ୍ଷାଧିକ ଟଙ୍କା କମାଉଛନ୍ତି ଯୁବକ

ହରଭଙ୍ଗା (କେନ୍ୟୁଜ): ଗଛରେ ଖିଲିଖିଲି ହସୁଛନ୍ତି ପେନ୍ଥାପେନ୍ଥା ଆମ୍ବ । ଆଉ ତଳେ ଆମ୍ବକୁ ଅନାଇ ରହିଛନ୍ତି ସପୁରୀ, ପଣସ । ୧୫ ଏକର ଏରିଆରେ ଦୋସରୀ, ଆମରପଲି, ବାଇଗଣପଲେଇ, ମଲିକା, ନିଲମ, ଆଲଫାନସୋ ଏବଂ ପୁସାମଲିକା ଭଳି ଭିନ୍ନଭିନ୍ନ କିସମର ପ୍ରାୟ ୧୨ ଶହ ଅଧିକ ଆମ୍ବ ଗଛରେ ପେନ୍ଥାପେନ୍ଥା…

ଲଙ୍କା ଚାଷ କରି ଅର୍ଜନ କରିଛନ୍ତି ସୁନାମ, କିନ୍ତୁ ମିଳୁନି ସରକାରୀ ସହାୟତା

ସୁବର୍ଣ୍ଣପୁର (କେନ୍ୟୁଜ): ଲଙ୍କା ଗୋଟିଏ ଶଦ୍ଦର ଦୁଇ ଅକ୍ଷର । ଲଙ୍କା ବିନା ଯେପରି ତରକାରୀ ସୁସ୍ୱାଦୁ ଲାଗେନାହିଁ । ଠିକ ସେହିଭଳି ଜଳଖିଆ କିମ୍ବା ଆଚାର ଓ ବାସି ପଖାଳରେ ଲଙ୍କା ମରିଚଟିଏ ନହେଲେ ପାଟିକୁ ସ୍ୱାଦ ଲାଗେନାହିଁ । କେବଳ ସେତିକି ନୁହେଁ ପାଚକ ଶକ୍ତି ବଢାଇବାରେ ଲଙ୍କା ମରିଚର…

କନ୍ଦମୂଳ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି ଚାଷୀ 

ମାଟିତଳୁ ଫଳିଛି ସୁନାର ଫସଲ, ଲାଲ ରଙ୍ଗର ଏହି ଫଳ ହେଉଛି କନ୍ଦମୂଳ l ଯାହା ସମସ୍ତଙ୍କ ପସନ୍ଦ । ସବୁଠୁ ଅର୍ଥକାରୀ ଫସଲ ହେଉଛି କନ୍ଦମୂଳ । ଅଳ୍ପ ପରିଶ୍ରମ କରି ମିଳିଥାଏ ଅଧିକ ଲାଭ । ତେଣୁ ବୌଦ୍ଧ ଜିଲ୍ଲା ସଦରବ୍ଲକ ମନୁପାଲି ପଂଚାୟତ ଅନ୍ତର୍ଗତ ଡିଗି ଗ୍ରାମ ସମେତ ଆଖପାଖ ଗ୍ରାମରେ ପ୍ରାୟ 100…

ବନ୍ୟା ଜଳ ନିସ୍କାସନ ହେଉନଥିବାରୁ ନାହିଁ ନଥିବା କ୍ଷତି ସହୁଛନ୍ତି ହଜାର ହଜାର ଚାଷୀ, ବାହାରି ପାରୁନି ସମାଧାନର ସୂତ୍ର

ଯାଯପୁର(କେନ୍ୟୁଜ): ବଢ଼ିବଢ଼ି ଚାଲିଛି ଚାଷୀଙ୍କ ସମସ୍ୟା । ଯାଜପୁର ବରୀ ବ୍ଲକର ସାରନ୍ଦା ପାଟରୁ ପ୍ରତିବର୍ଷ ବନ୍ୟା ଜଳ ନିସ୍କାସନ ହେଉନଥିବାରୁ ଚାଷୀମାନେ ନାହିଁ ନଥିବା କ୍ଷତି ସହୁଛନ୍ତି । ଡ୍ରେନେଜ ବିଭାଗ ଏବଂ ପୂର୍ତ୍ତ ବିଭାଗ ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁଁ ଏଭଳି ସମସ୍ୟା ଦେଖିବାକୁ…

ଅଡ଼ି କାରରେ ଶାଗ ବିକୁଛନ୍ତି ଏହି ବ୍ରାଣ୍ଡେଡ୍ ଚାଷୀ, ଭିଡିଓ ଦେଖିଲେ ଆଖି ହୋଇଯିବ ଟେରା

କେରଳ: ଆପଣମାନେ ପନିପରିବା କିଣିବାକୁ ବଜାର ତ ଯାଉଥିବେ? ହେଲେ କେବେ ଦେଖିଛନ୍ତି କି ଶାଗ ବିକ୍ରି କରିବା ପାଇଁ ବେପାରିକୁ ଅଡ଼ି A4 ଗାଡିରେ ଆସିବାର ? ଆପଣମାନେ ପ୍ରାୟତଃ ଦେଖିଥିବେ ଯେ ବେପାରୀମାନେ ଟ୍ରାକ୍ଟର କିମ୍ବା ଛୋଟ ଗାଡ଼ିରେ ପରିବା ବିକ୍ରି କରିବା ପାଇଁ ଆସନ୍ତିି । ହେଲେ ଏବେ ସମୟ…

କମ୍ପାନୀର ୧୨ହଜାର ଟଙ୍କିଆ ଚାକିରି ଛାଡ଼ି କଲେ ଚାଷ କାମ, ନେଟ ହାଉସ ଟେକ୍ନୋଲୋଜିରେ ଚାଷ କରି ହୋଇଗଲେ କୋଟିପତି

କୋଟିପତି ଚାଷୀ । ଚାଷ ଏହି ବ୍ୟକ୍ତିଙ୍କୁ ଦେଇଛି ଏକ ନୂଆ ପରିଚୟ । ସମସ୍ତେ ଲକ୍ଷପତି ବନୁଥିବାବେଳେ ଏହି ବ୍ୟକ୍ତି ଜଣଙ୍କ ଚାଷ କରି କୋଟିପତି ହୋଇଯାଇଛନ୍ତି । ଯାହାଙ୍କ ସଫଳତା ଏବେ ସବୁଠି ଚର୍ଚ୍ଚା ଧରିଛି । ନେଟ ହାଉସ ରେ ଚାଷ କରି ହେଲେ କୋଟିପତି । ସାରା ଦେଶ ଏବେ ତାଙ୍କ ସଫଳତା ର କାହାଣୀ…