Browsing Tag

firing

ସ୍ପଷ୍ଟ ଦିବାଲୋକରେ ଭୁବନେଶ୍ୱର କଳିଙ୍ଗ ବିହାରରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଜାମିନରେ ଆସିଥିବା ଅଭିଯୁକ୍ତ

ଭୁବନେଶ୍ୱର: ସ୍ପଷ୍ଟ ଦିବାଲୋକରେ ଭୁବନେଶ୍ୱରରେ ଗୁଳିକାଣ୍ଡ। ଗୁଳି କରି ଫେରାର ହୋଇଗଲେ ଦୁର୍ବୃତ୍ତ । ତମାଣ୍ଡ ନିକଟସ୍ଥ କଳିଙ୍ଗ ବିହାର କେ-୪ରେ ଜାମିନରେ ଆସିଥିବା ଅଭିଯୁକ୍ତକୁ ଗୁଳିମାଡ଼ ହୋଇଥିବା ଜଣାପଡିଛି। ବାଇକ୍‌ରେ ଆସି ୩ ଜଣ ଯୁବକ ଗୁଳି କରି ଫେରାର ହୋଇଯାଇଛନ୍ତି। ପୂର୍ବ…

ଆଜି ହୋଇଥାନ୍ତା ବାହାଘର ହେଲେ ରାତିରେ ହେଲା ଗୁଳିମାଡ଼: ଗୁରୁତର ଅବସ୍ଥାରେ ଯୁବକ ମେଡ଼ିକାଲରେ ଭର୍ତ୍ତି

ଗଞ୍ଜାମ: ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଯୁବକଙ୍କ ଉପରକୁ ଗୁଳିମାଡ଼ । ମାଣିକପୁରର ଜିତେନ୍ଦ୍ର ବାରିକଙ୍କ ଉପରକୁ ଗୁଳିମାଡ଼  ହେବା ପରେ ତାଙ୍କ ଘର ଉପରକୁ ବୋମା ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି…

ଢେଙ୍କାନାଳ ଭୁବନ ବାଜି ରାଉତ ବ୍ରିଜ୍‌ ଉପରେ ଓଭରଟେକକୁ ନେଇ ଯାତ୍ରୀବାହୀ ବସ୍‌ ଉପରକୁ ଗୁଳିମାଡ, ଅଳ୍ପକେ ବର୍ତ୍ତିଲେ…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ ବ୍ରିଜ୍‌ ଉପରେ ଓଭରଟେକକୁ ନେଇ ଯାତ୍ରୀବାହୀ ବସ୍‌ ଉପରକୁ ଗୁଳିମାଡ । କଟକରୁ ଭୁବନ ଅଭିମୁଖେ ଯାଉଥିବା ମଲ୍ଲିକ ନାମକ ଏକ ଯାତ୍ରୀବାହୀ ବସ ଉପରକୁ ଗୁଳି ମାଡ଼ କରାଯାଇଛି । ତେବେ ଗୁଳିଟି ବସର କାଚରେ ବାଜିଥିବାବେଳେ କାହାରି କିଛି କ୍ଷତି…

ଭୁବନେଶ୍ବର: ସାମାନ୍ୟ ବଚସାକୁ ନେଇ ଭରତପୁରରେ ଅଞ୍ଚଳରେ ଗୁଳିକାଣ୍ଡ,ଜଣେ ଆହତ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ପୁଣି ଫୁଟିଲା ଗୁଳି । ସାମାନ୍ୟ ବଚସାକୁ ନେଇ ଭରତପୁରରେ ଅଞ୍ଚଳରେ  ଗୁଳିକାଣ୍ଡ ଘଟିଛି ।  ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ସାମନ୍ୟତମ ବଚସାକୁ ନେଇ ପଡୋଶୀଙ୍କୁ ଗୁଳି କରିଥିବା ସୂଚନା ମିଳିଛି । ଗୁଳି ବାଜି ଜଣେ ଆହତ ହୋଇଥିବା ମଧ୍ୟ ଜଣ ପଡିଛି।  ଆହତଙ୍କ…

ଆମେରିକା ହ୍ଵାଇଟ୍‌ ହାଉସ୍‌ ବାହାରେ ଫାୟାରିଂ, ରାଷ୍ଟ୍ରପତି ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ହଠାତ୍ ହେଲା…

ଆମେରିକା: ଆମେରିକା ହ୍ଵାଇଟ୍‌ ହାଉସ୍‌ ବାହାରେ ଫାୟାରିଂ । ହେଲେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ଫାୟାରିଂ ହୋଇଥିଲା । ଏହା ପରେ ଟ୍ରମ୍ପଙ୍କୁ ସୁରକ୍ଷିତ ନିଆଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ…

ଘରୋଇ ବିବାଦରୁ ଗୁଳି, ଯୁବକ ଗୁରତର ଆହତ

ଟାଙ୍ଗୀ (କେ ନ୍ୟୁଜ୍‌) : ଖୋରଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଗୁଳିମାଡରେ ଜଣେ ଯୁବକ ଗୁରୁତର । ସୂଚନା ଅନୁସାରେ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଆଜି ଅପରାହ୍ନରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ ହୋଇଛି । ଗୁଳିମାଡର…

ନଦୀ ଘାଟରେ ଫୁଟିଲା ଗୁଳି, ଯୁବକଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ଫେରାର୍

ସୁବର୍ଣ୍ଣପୁର(କେନ୍ଯୁଜ୍): ନଦୀ ଘାଟରେ ଫୁଟିଲା ଗୁଳି। ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ବ୍ରାହ୍ମଣୀ ତେଲନଦୀ ଘାଟରେ ଯୁବକଙ୍କୁ ଗୁଳିମାଡ ହୋଇଛି। ସୂଚନା ମୁତାବକ ଦୁର୍ବୃତ୍ତଙ୍କ ଗୁଳିମାଡରେ ତରଭା ଥାନା ଭୁରାଟ ଗାଁର ଶାନ୍ତନୁ ରାଉତ ଆହତ ହୋଇଛନ୍ତି। ଆଜି ସକାଳୁ ଶାନ୍ତନୁ କୌଣସି କାମରେ…

ପ୍ରଧାନମନ୍ତ୍ରୀଙ୍କ ଦୀପ ଜଳାଇବା ଅପିଲ୍‌ ଉପରେ ବିଜେପିର ଏହି ମହିଳା ଅଧ୍ୟକ୍ଷା ଜଣଙ୍କ କଲେ ଏମିତି କାମ, ଦେଖନ୍ତୁ ଥରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ ପରେ ସାରା ଦେଶରେ ଗତ ରବିବାର ରାତି ୯ଟା ବେଳେ ୯ ମିନିଟ୍‌ ପାଇଁ ସମସ୍ତେ ମହମବତି,ଦୀପ, ଟର୍ଚ୍ଚ ଜଳାଇ ଏକତାର ପରିଚୟ ଦେଇଥିଲେ । ଏହି ସମୟରେ ଉତ୍ତର ପ୍ରଦେଶର ବଲରାମପୁର ଜିଲ୍ଲାରେ ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ଅଧ୍ୟକ୍ଷା ମଞ୍ଜୁ ତିଓ୍ଵାରୀ…

ଘରୁ ଡାକି ନେଇ ବନ୍ଧୁତାରେ ଦେଲା ଧୋକା, ବ୍ରାଉନ ସୁଗାର ଜବତକୁ ନେଇ ଗୁଳିକାଣ୍ଡ

ଭଞ୍ଜନଗର : (କେନ୍ୟୁଜ) : ଗତ କିଛିଦିନ ତଳେ ଭୁବନେଶ୍ୱରରେ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ ଘଟଣାକୁ କେନ୍ଦ୍ର କରି ଗଂଜାମ ଜିଲ୍ଲାରେ ଗୁଳିକାଣ୍ଡ ଘଟିଛି। ଆଜି ସକାଳେ କଳାପଥର ନିକଟ ମାଣିକପଡା ଗ୍ରାମର ରଞ୍ଜନ ଦଳେଇ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ତାଙ୍କୁ ପ୍ରଥମେ ବୁଗୁଡା…

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଫୁଟିଲା ଗୁଳି, ଟଙ୍କା ମାଗିବାରୁ ଗଲା ଯୁବକଙ୍କ ଜୀବନ

ପୁରୀ: ବିଚ୍‌ ରାସ୍ତାରେ ଗୁଳିମାଡ। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଫୁଟିଲା ଗୁଳି। ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ପୁରେନ୍ଦ୍ର ବେହେରା। ସେ ସାକ୍ଷୀଗୋପାଳସ୍ଥିତ କାଞ୍ଜିଆରେ ରହୁଥିଲେ। ପୁରେନ୍ଦ୍ର ସାକ୍ଷୀଗୋପାଳ ବ୍ଲକ ଛକରେ ଥିବା ଏକ ଢାବାରେ କାମ କରୁଥିଲେ।…

ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଗୁଳିମାଡ଼, ଇନଫୋସିଟି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗୁଳିମାରିଲା ଦୁର୍ବୃତ୍ତ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଗୁଳିମାଡ଼ । ଇନଫୋସିଟି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ଗୁଳିମାଡ଼ ହୋଇଛି । ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ଘଟିଛି ଏହି ଘଟଣା । ଦୁଇ ଜଣ ଦୁର୍ବୃତ୍ତ ଗୁଳା ଚଳାଇ ଫେରାର୍‌ ହୋଇଯାଇଛନ୍ତି । ଯୁବତୀଙ୍କ ଜଙ୍ଘରେ ବାଜିଛି ଗୁଳି । ତେବେ…

ନୟାଗଡ଼: ସହିଦ ରଘୁ ଦିବାକର ସଂସ୍କୃତି ଭବନ ଉପରକୁ ଦୁର୍ବୃତ୍ତଙ୍କ ଗୁଳିମାଡ, ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା

ନୟାଗଡ଼(କେନ୍ୟୁଜ୍): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କନ୍ଧନୟାଗଡ଼ ଠାରେ ଥିବା ସହିଦ ରଘୁ ଦିବାକର ସଂସ୍କୃତି ଭବନ ଉପରକୁ ଗୁଳିମାଡ । ଗତକାଲି ବିଳମ୍ବିତ ରାତ୍ରିରେ ଗୁଳିକାଣ୍ଡ ଘଟିଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି । ୨ ରାଉଣ୍ଡ ଗୁଳି ଚାଳନା କରି ଫେରାର…