ଦିଗପହଣ୍ଡିରେ ଅଭିଯୋଗ ଶୁଣାଣୀ, ଯୋଗଦେଲେ ଜିଲ୍ଲାପାଳଙ୍କ ସମେତ ବହୁ ଉଚ୍ଚ ପଦସ୍ଥ ଅଧିକାରୀ
ଗଞ୍ଜାମ :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ପୋଲିସ ମିଳିତ ଅଭିଯୋଗ ଶୁଣାଣୀ ହୋଇଛି । ଏହି ଅଭିଯୋଗ ଶୁଣାଣୀରେ ୧୦୦ ଗୋଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ଜମିପଟା, ଜବର ଦଖଲ, ନୂଆ ପୋଖରୀ କାର୍ଯ୍ୟକ୍ରମ ଭତ୍ତା ଏବଂ ବିଭିନ୍ନ ବିଭାଗ ର ସମ୍ପର୍କ ରେ…