Browsing Tag

general election

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନବୀନ ପଟ୍ଟନାୟକ। ତାପୂର୍ବରୁ ସେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିପାଇଁ ପୁରୀ ଯାଇଥିଲେ ନବୀନ ପଟ୍ଟନାୟକ। ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ।…

ମୋଦି କ୍ୟାବିନେଟରେ ଓଡ଼ିଶାରୁ କାହାକୁ ଓ କେତେ ଜଣଙ୍କୁ ମିଳିବ ସ୍ଥାନ : ଚର୍ଚ୍ଚାରେ ଧର୍ମେନ୍ଦ୍ର, ଜୁଏଲ୍‌ ଏବଂ ସୁରେଶ…

ଆସନ୍ତା ୩୦ ତାରିଖରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ। ନୂଆ ମନ୍ତ୍ରୀ ଶପଥ ନେବେ। ଏଥିରେ ଓଡ଼ିଶାରୁ କେତେ ରହିବେ। ଅଧିକ ଚର୍ଚ୍ଚାରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ସୁରେଶ ପୂଜାରୀ । ଏହାରି ଭିତରେ, ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ଉଠୁଛି। ପ୍ରତାପଙ୍କର ଆରଏସ୍‌ଏସ୍‌ ସମର୍ଥନ ଥିବା ଚର୍ଚ୍ଚା…

ଆସନ୍ତା ୨୯ରେ ଶପଥ ନେବେ ନବୀନ : ଯୋଗ ଦେଇପାରନ୍ତି ଦେଶର ବହୁ ଶିଳ୍ପପତି ଓ ନାମିଦାମୀ ବ୍ୟକ୍ତି, ସୁରକ୍ଷା ବ୍ୟବସ୍ଥା…

ଶପଥ ଗ୍ରହଣ ଉତ୍ସବ ପାଇଁ ସଜବାଜ । ସାଧାରଣ ଲୋକଙ୍କ ସାମନାରେ ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନବୀନ ପଟ୍ଟନାୟକ। ଓଡ଼ିଶା ଇତିହାସରେ ପ୍ରଥମ ଥର ରାଜଭବନ ବାହାରେ ଭବ୍ୟ ଉତ୍ସବ ଅନୁଷ୍ଠିତ ହେଉଛି। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ୨୯ ତାରିଖ ସକାଳ ସାଢ଼େ ୧୦ଟାରେ ଶପଥ…

୩୦ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି, ଲଗାତାର ଦ୍ୱିତୀୟ ଥର ସମ୍ଭାଳିବେ ଦାୟିତ୍ୱ

୩୦ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି । ଲଗାତାର ଦ୍ୱିତୀୟ ଥର ଦାୟିତ୍ୱ ସମ୍ଭାଳିବେ । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ । ମୋଦିଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ମଧ୍ୟ ଶପଥ ନେବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତଙ୍କୁ ପଦ ଓ…

କନ୍ଧମାଳରେ ବିଜେଡିର କ୍ଲିନ୍‌ ସୁଇପ୍‌, ପୋଛି ନେଲା ଲୋକସଭା ସହ ସମସ୍ତ ୭ଟି ଯାକ ବିଧାନସଭା ଆସନ

କନ୍ଧମାଳ ରାଜନୀତିରେ ବିଜେଡିର ବିପୁଳ ବିଜୟ । ପ୍ରତ୍ୟକ୍ଷ ରାଜନୀତିରେ ଡେବ୍ୟୁ କରି ଲୋକସଭା ଆସନରେ ବାଜିମାତ କରିଛନ୍ତି ସମାଜସେବୀ ତଥା ଶିକ୍ଷାବିତ ଡକ୍ଟର ଅଚ୍ୟୁତ ସାମନ୍ତ। ଖୁବ ଭଲ ବ୍ୟବଧାନରେ ବି ଜିତିଛନ୍ତି। ୧ ଲକ୍ଷ ୪୯ ହଜାର ୨୧୬ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଖାରବେଳ…

ଫେଲ୍‌ ମାରିଲା ବିଜେପିର ୧୨୦ ପ୍ଲସ ମିଶନ, ୨୩ ଆସନରେ ଦଳ ସୀମିତ

ବିଜେପିର ମିଶନ ୧୨୦ ପ୍ଲସ ଫେଲ । ଏଥର ନିର୍ବାଚନରେ ୧୪୬ଟି ବିଧାନସଭା ଆସନରୁ ମାତ୍ର ୨୩ଟିରେ ବିଜୟୀ ହୋଇ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିଛି । ସେଭିତରୁ କେବଳ ଗୋଟିଏ ଆସନ ମାଲକାନଗିରିରେ ବିଜେପି ପ୍ରାର୍ଥୀ ଆଦିତ୍ୟ ମାଢ଼ୀ ୨୫ ହଜାର ୫୬୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ୧୫ ହଜାରରୁ ୨୦ହଜାର…

୪ ଥର ଶାସନରେ ରହିବା ପରେ ପଞ୍ଚମ ଥର ପାଇଁ ନବୀନଙ୍କୁ ମିଳିଛି ଗୁରୁ ଦାୟିତ୍ୱ : ଏଥର କିନ୍ତୁ ବିଜୟ ପଥ ନଥିଲା ଏତେ ସହଜ

ଲେଖକରୁ ରାଜନେତା । ବିଜୁ ବାବୁଙ୍କ ଦେହାନ୍ତ ପରେ ୧୯୯୭ରେ ରାଜନୀତିରେ ପାଦ ରଖିଥିଲେ ନବୀନ ପଟ୍ଟନାୟକ। ସେତେବେଳେ କେହି ବି ଭାବି ନଥିଲେ ନବୀନ ଏତେ ଲମ୍ବା ଇନିଂସ ଖେଳିବେ । କୁହାଗଲା, ରାଜନୀତିରେ ନବୀନଙ୍କ କ୍ୟାରିୟର ସ୍ୱଳ୍ପ ସମୟ ପାଇଁ । କିନ୍ତୁ ସେ ନୂଆ ଦଳ ଗଢିଲେ । ୨୦୦୦ ମସିହାରେ…

ଏହି ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୫ ଟି ଭୋଟ୍, କାନ୍ଦି କାନ୍ଦି କହିଲେ ଘର ଲୋକ ଦେଇଛନ୍ତି ଧୋକା

ଏକଜିଟ୍ ପୋଲ୍ ପ୍ରଥମେ ବିରୋଧୀଙ୍କ ଆଶ୍ଚର୍ଯ୍ୟ କରିଥିଲା । ଆଉ କାଲିର ରେଜଲ୍ଟ ବଳିଥିବା ବାକି ଆଶାକୁ ମଉଲାଇ ଦେଲା । ପୁଣି ଥରେ ଦେଶରେ ଚାଲିଲା ମୋଦି ମ୍ୟାଜିକ୍ । ଲୋକତନ୍ତ୍ରର ସବୁଠୁ ବଡ଼ ଶକ୍ତି ଭୋଟ୍ ଯାହାର ଚୋଟ ପୁଣି ଥରେ ବିରେଧୀଙ୍କ ଉପରେ ପଡିଛି । ତେବେ ହାର ଜିତର ଏହି ଖେଳରେ କିଛି…

ବାପା ହାରିଲେ ଆଉ ପୁଅ ଉଡାଇଲେ ବିଜୟ ବାନା, ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍ ?

ବାପା ହାରିଲେ ଆଉ ପୁଅ ଉଡାଇଲେ ବିଜୟ ବାନା । ବାଲିକୁଦା ଏରସମାରେ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କଠାରୁ ପରାଜୟ ହୋଇଛନ୍ତି ଦାମ ରାଉତ । ଅନ୍ୟପଟେ ପାରାଦୀପରେ ବିଜୟ ଶଙ୍ଖ ଫୁଙ୍କିଛନ୍ତି ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ ।ଦାମ ରାଉତ ୨୦୯୨୯ ଭୋଟ ପାଇଥିବା ବେଳେ ସମ୍ବିତ ପାଇଛନ୍ତି…

କାହାର ହାର, କାହାର ସରକାର ? ଦେଖନ୍ତୁ କିଏ ମାରିଲା ବାଜି ଆଉ କାହାର ହେଲା ପରାଜୟ

ନିର୍ବାଚନ ଫଳାଫଳ ପାଇଁ ମତଗଣନା ଜୋରସୋରରେ ଚାଲିଛି । କିନ୍ତୁ ରାଜ୍ୟରେ ପୁଣି ଶଙ୍ଖନାଦ ଶୁଭିଛ । ବିଜେଡି ସରକାର କରିବା ନିଶ୍ଚିତ ହୋଇଛି । ତେବେ ଉଭୟ ଘଷିପୁରା ଏବଂ ଭଣ୍ଡାରୀପୋଖରୀରୁ ହାରିଛନ୍ତି ନିରଞ୍ଜନ । ହିଞ୍ଜିଳି ଏବଂ ବିଜେପୁର : ନବୀନ ପଟ୍ଟନାୟକ ଖଣ୍ଡପଡା : ସୌମ୍ୟରଞ୍ଜନ…

ରାଜ୍ୟରେ ପୁଣି ଶଙ୍ଖନାଦ : ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ନବୀନ

ଓଡ଼ିଶା ରାଜନୈତିକ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ନବୀନ। ଥରେ ଦି ଥର ନୁହଁ ଲଗାତର ୫ ଥର ଜିତିଲା ବିଜେଡି। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନବୀନ। ନବୀନଙ୍କ ପଞ୍ଚମ ବିଜୟ ପଛର କାରଣ କଣ?  ପ୍ରମୁଖ ଓ ପ୍ରଥମ କାରଣ ନବୀନଙ୍କ ଭାବମୂର୍ତ୍ତି । ୧୯ ବର୍ଷ କାଳ କ୍ଷମତାରେ ରହିବା…

ବିଜେପି ବିଜୟ ହେବାର ୧୦ ବଡ଼ କାରଣ, କଂଗ୍ରେସ ବୁଝିପାରିଲାନି ଶାହଙ୍କ ଗଣିତ ଆଉ ମୋଦିଙ୍କ ଏହି ରଣନୀତି

ନୂଆଦିଲ୍ଲୀ : ୨୦୧୯ ନିର୍ବାଚନରେ ହୋଇଥିବା ଏକଜିଟ୍‌ ପୋଲ ଏବେ ସଫଳ ହୋଇଛି । ଦେଶରେ ପୁଣି ମୋଦି ମ୍ୟାଜିକ କାମ କରିଛି  । ହେଲେ ମୋଦିଙ୍କୁ ଜିତାଇବା ପାଇଁ ଯେଉଁ ଫ୍ୟାକ୍ଟର କାମ କରିଲା ବୋଧ ହୁଏ କଂଗ୍ରେସ ତାହାକୁ ବୁଝିପାରିନଥିଲା । ଯେଉଁଥପାଇଁ ପରାଜୟର ସ୍ୱାଦ ଚାଖିବାକୁ ପଡିଲା । ତେବେ କଣ…