Browsing Tag

heavy snowfall

ଜମ୍ମୁକଶ୍ମୀରରେ ବରଫ ଝଡ ସାଙ୍ଗକୁ କିଛି ଅଞ୍ଚଳରେ ଲାଗି ରହିଛି ବର୍ଷା, ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର…

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରରେ ବରଫ ଝଡ ସାଙ୍ଗକୁ କିଛି ଅଞ୍ଚଳରେ ଲାଗି ରହିଛି ବର୍ଷା । ଗତ ୨୪ ଘଣ୍ଟାରେ ଜମ୍ମୁକଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର ପାତ ହେବାରୁ ସମ୍ପୂର୍ଣ୍ଣ ଉପତ୍ୟାକା ବରଫରେ ଘୋଡେଇ ହୋଇ ରହିଛି । ଗୁଲମାର୍ଗ, ସୋନମାର୍ଗ, ଦୁଧପଥରି ଆଦି ପର୍ଯ୍ୟଟନ ସ୍ଥଳୀରେ ବ୍ୟାପକ…

ହିମାଚଳରେ ତୁଷାରପାତ ପରେ ଫିଟିଲା ପାଗ, ବଢ଼ିଲା ଦୁର୍ଦ୍ଦଶା; ୪ NH ସମେତ ୭୨୦ଟି ରାସ୍ତା ବନ୍ଦ

ହିମାଚଳ ପ୍ରଦେଶରେ ପାଗ ଫିଟିିଛି । ହେଲେ ସମସ୍ୟା ବଢ଼ିଯାଇଛି । ରାଜ୍ୟରେ ପ୍ରବଳ ତୁଷାରପାତ ପରେ ୪ ଜାତୀୟ ରାଜପଥ ସମେତ ୭୨୦ଟି ରାସ୍ତା ବନ୍ଦ ହୋଇଯାଇଛି । ଏହିପରି ରାଜ୍ୟରେ ୨୨୪୩ରୁ ଅଧିକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ମଧ୍ୟ ଠପ୍‌ ହୋଇପଡ଼ିଛି । ଶିମ୍‌ଲା ଜିଲ୍ଲାରେ ୨୫୦ ପାଖାପାଖି ରାସ୍ତା…

ହିମାଚଳରେ ତୁଷାରପାତ, ମନାଲି-ଲେହ ରାଜପଥ ବନ୍ଦ; ଫସିଥିବା ଲୋକଙ୍କୁ କେଲାଙ୍ଗରେ ଅଟକି ରହିବାକୁ ପରାମର୍ଶ

ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି। କେତେକ ଜିଲ୍ଲାରେ ବର୍ଷା ହେତୁ ଯାତାୟାତ ବନ୍ଦ ହେବା କଥା ମଧ୍ୟ ସାମ୍ନାକୁ ଆସିଛି। ଲାହୋଲ ଏବଂ ଚମ୍ବା ଜିଲ୍ଲାରେ ସତେଜ ତୁଷାରପାତ ଦେଖାଯାଇଛି। ଚମ୍ବାରେ ମଧ୍ୟ ସମାନ ଦୃଶ୍ୟ ରହିଛି। ଏଠାରେ ପାଗରେ ପରିବର୍ତ୍ତନ ଯୋଗୁ…

ଆମେରିକାରେ ବରଫ ଝଡ ତାଣ୍ଡବ, ମୃତ୍ୟୁସଂଖ୍ୟା ୧୯, ୨୦ ଲକ୍ଷରୁ ଅଧିକ ଲୋକ ବିନା ବିଜୁଳି ଓ ପାଣିରେ କାଟୁଛନ୍ତି ଜୀବନ

ଆମେରିକାରେ ବୋମା ସାଇକ୍ଲୋନରେ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଲାଣି। ପ୍ରବଳ ତୁଷାରପାତ ଯୋଗୁଁ ଲକ୍ଷାଧିକ ଘରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ବିମାନ ବନ୍ଦର ସବୁ ସଟ୍‌ ଡାଉନ କରାଯାଇଛି । ଗତକାଲି ଠାରୁ ୫୨୦୦ ବିମାନ ଉଡାଣ ରଦ୍ଦ କରାଯାଇଛି। ରାସ୍ତାଘାଟ, ଘର ସବୁଠି ବରଫ ଜମି ରହିଛି। ଲୋକମାନେ…

ଅରୁଣାଚଳ ପ୍ରଦେଶ ହିମସ୍ଖଳନ ଘଟଣା, ନିଖୋଜ ହୋଇଥିବା ୭ ଯବାନ ସହିଦ

ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟର ଅଞ୍ଚଳରୁ ବଡ ଖବର ସାମ୍ନାକୁ ଆସିଛି। ଏହି ଅଞ୍ଚଳର ଏକ ଉଚ୍ଚ ସ୍ଥାନରୁ ହିମସ୍ଖଳନ ଯୋଗୁଁ ୭ ଭାରତୀୟ ଯବାନ ନିଖୋଜ ହୋଇଥିବା ଖବର ଆସିଥିଲା। ଏବେ ୭ ଯବାନ ସହିଦ ହୋଇଥିବା ସୂଚନା ମିଳିଛି।ଗତକାଲି ଠାରୁ ଏମାନେ ହିମସ୍ଖଳନ ଯୋଗୁଁ ନିଖୋଜ ହୋଇଯାଇଥିଲେ।…

ଅରୁଣାଚଳ ପ୍ରଦେଶ କାମେଙ୍ଗ ସେକ୍ଟରରେ ହିମସ୍ଖଳନ: ପୋତି ହୋଇପଡିଛନ୍ତି ଭାରତୀୟ ଯବାନ, ଉଦ୍ଧାର କାର୍ଯ୍ୟ ଜାରି

ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରଅଞ୍ଚଳରୁ ବଡ ଖବର ସାମ୍ନାକୁ ଆସିଛି। ଏହି ଅଞ୍ଚଳର ଏକ ଉଚ୍ଚ ସ୍ଥାନରୁ ହିମସ୍ଖଳନ ଯୋଗୁଁ ୭ ଭାରତୀୟ ଯବାନ ଦବି ଯାଇଥିବା ଖବର ଆସିଛି। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ସ୍ୱତନ୍ତ୍ର ଟିମ୍‌ ଏୟାରଲିଫ୍ଟ…

ପ୍ରବଳ ତୁଷାରପାତରେ ଫସି ରହି ଚାଲିଗଲା ୨୩ ପର୍ଯ୍ୟଟକଙ୍କ ଜୀବନ! ହେଲେ ପାକିସ୍ତାନର ମନ୍ତ୍ରୀ ସମବେଦନା ଜଣାଇବା…

ଉତ୍ତର ପାକିସ୍ତାନରେ ଭୀଷଣ ତୁଷାରପାତ ଯୋଗୁ ଚାଲି ଯାଇଛି ୨୩ ପର୍ଯ୍ୟଟକଙ୍କ ଜୀବନ। ଏହି ପର୍ଯ୍ୟଟକମାନେ ତୁଷାରପାତ ହେଉଥିବା ବେଳେ ନିଜ ଗାଡ଼ି ଭିତରେ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲେ। ପଞ୍ଜାବ ପ୍ରଦେଶ ରାୱଲପିଣ୍ଡିର ମୁରି ସହରକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥିଲେ ଏବଂ ଏହି ସମୟ ମଧ୍ୟରେ…

ଦେବଦୂତ ସାଜିଲେ ଭାରତୀୟ ଯବାନ, ଗର୍ଭବତୀଙ୍କୁ ନେଲେ ଡାକ୍ତରଖାନା

ନୂଆଦିଲ୍ଲୀ : ଉତ୍ତର ଭାରତରେ ପ୍ରବଳ ବରଫପାତ । ଜମ୍ମୁ କଶ୍ମୀରରେ ଅବସ୍ଥା ସାଂଘାତିକ । ଲୋକେ ଘରୁ ବାହାରିବା ମୁସକିଲ ହୋଇପଡିଛି । ଏହାରି ଭିତରେ ଆସିଛି ଏକ ହୃଦୟସ୍ପର୍ଶୀ ଦୃଶ୍ୟ । ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ଯବାନ । ଷ୍ଟ୍ରେଚରରେ ବୋହିନେଲେ ଭାରତୀୟ ସେନାର ଚିନାର…

ବରଫ ଚାଦରରେ ଅଚ୍ଛାଦିତ ବଦ୍ରିନାଥ ମନ୍ଦିର, ଶୋଭା ପାଉଛି ପ୍ରକୃତିର ଏହି ଅପୂର୍ବ ଶୃଙ୍ଗାର

ପ୍ରାକୃତିକ ସୁନ୍ଦରତା ସହ ଆସ୍ଥାକୁ ନେଇ ବିଶ୍ୱ ବିଖ୍ୟାତ ବଦ୍ରିନାଥ ମନ୍ଦିର। ପ୍ରକୃତିର କୋଳରେ ଏହି ମନ୍ଦିରରେ ଭଗବାନ ଶିବ ଜ୍ୟୋତିର୍ଲିଙ୍ଗ ଭାବେ ବିରାଜିତ ଅଛନ୍ତି। ମନ୍ଦିରର ନିର୍ମାଣ ଶୈଳୀ ପ୍ରକୃତିର ସୌନ୍ଦର୍ଯ୍ୟତାକୁ ଆହୁରି ବଢ଼ାଉଛି। ତେବେ ଏହି ମନ୍ଦିରକୁ ଯିବା ପାଇଁ କିଛି…

ହାଡ଼ଭଙ୍ଗା ଶୀତରେ ଜମିଲା ସିସୁ ହ୍ରଦ, ଦେଖାଗଲା ଆକର୍ଷଣୀୟ… ଛୁଟିଲେ ହଜାର ହଜାର ପର୍ଯ୍ୟଟକ

ସାରା ଦେଶରେ ଏବେ ଶୀତର ପ୍ରକୋପ ଜାରି ରହିଛି। ପୂରା ଉତ୍ତର ଭାରତରେ ଏହି ସମୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଏହାରି ଭିତରେ ଲାହୌଲ ସ୍ପୀତିର କିଛି ଅଞ୍ଚଳରେ ତାପମାତ୍ରା ଶୂନ୍ୟରୁ ମାଇନସ୍‌ ୧୨ ଡିଗ୍ରୀ ସେଲସିୟସରେ ଚାଲିଛି। ପାରଦ ତଳକୁ ଖସି ଆସିବା କାରଣରୁ ସିସୁ ହ୍ରଦ ମଧ୍ୟ ଫ୍ରିଜ୍…

୧୧୬ ବର୍ଷରେ ପ୍ରଥମ ଥର ଚୀନରେ ୫୧ ସେଣ୍ଟିମିଟର ବରଫା ବର୍ଷା, ଫସି ରହିଛନ୍ତି ଲୋକେ; ଚାରିଆଡ଼େ ରେଡ୍‌ ଆଲର୍ଟ

ଚୀନର ଉତ୍ତର-ପୂର୍ବ ଅଞ୍ଚଳରେ ଭୀଷଣ ତୁଷାରପାତ ଲାଗି ରହିଛି। ଲିୟାଓନିଙ୍ଗ୍‌ ଅଞ୍ଚଳର ରାଜଧାନୀ ଶେନୟାଙ୍ଗ୍‌ରେ ଗତ ୨୪ ଘଣ୍ଟାରେ ୫୧ ସେଣ୍ଟିମିଟର ବରଫ ପଡ଼ିଛି, ଯାହାକି ୧୧୬ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଅର୍ଥାତ୍‌୧୧୬ ବର୍ଷରେ ପ୍ରଥମ ଥର ଚଳିତ ବର୍ଷ ନଭେମ୍ବରରେ ହିଁ ଅଧିକ ତୁଷାରପାତ…

ସାଉଦି ଆରବ ମରୁଭୂମିରେ ଭୀଷଣ ତୁଷାରପାତ, ଓଟ ପିଠିରେ ବିଛେଇ ହେଲା ବରଫର ଧଳା ଚାଦର, ଭାଙ୍ଗିଲା ୫୦ ବର୍ଷର ରେକର୍ଡ

ସାଉଦି ଆରବରେ ଯଦି ଭୀଷଣ ତୁଷାରପାତ ଖବର ସାମ୍ନାକୁ ଆସିବ, ତ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଲୋକେ ଭାବିବାକୁ ଲାଗିବେ ଯେ ମରୁଭୂମି ଭଳି ଏକ ଗରମ ଅଞ୍ଚଳରେ ଏହା କିପରି ସମ୍ଭବ? କିନ୍ତୁ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ନିକଟରେ ସୋସିଆଲ ମିଡିଆରେ କିଛି ଫଟୋ ଏବଂ ଭିଡିଓ ଶେୟାର କରାଯାଇଛି,…